• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Jharkhand

Hemant Soren
ରାଞ୍ଚିରେ ପହଞ୍ଚିଲେ ହେମନ୍ତ ସୋରେନ୍, JMM ବିଧାୟକଙ୍କ ସହ କଲେ ବୈଠକ

ଗତକାଲିଠୁ ହେମନ୍ତ ନିଖୋଜ ଥିବା ନେଇ ଚର୍ଚ୍ଚା ହେଉଥିଲା। ଦିଲ୍ଲୀ ବାସଭବନରେ ଇଡି ତଦନ୍ତ କରିଥିଲା । କିନ୍ତୁ ହେମନ୍ତଙ୍କ ସମ୍ପର୍କରେ କୌଣସି ଖବର ପାଇନଥିଲା। ଆଉ ଏହାରି ଭିତରେ ନାଟକୀୟ ଢଙ୍ଗରେ ଆଜି ରାଞ୍ଚିରେ ପହଞ୍ଚିଛନ୍ତି ହେମନ୍ତ।

Pulwama attack
ବିଚଳିତ କଲା ଯୁବକଙ୍କ ସୋସିଆଲ ମିଡିଆ ପୋଷ୍ଟ; ଖୁବ୍‌ଶୀଘ୍ର ପୁଲୱାମା ପରି ଆକ୍ରମଣ !

ଏପରି ଏକ ଘଟଣା ମଙ୍ଗଳବାର ଦିନ ସାମ୍ନାକୁ ଆସିଛି । ଜାମ୍ମୁ କାଶ୍ମୀରର ପୁଲୱାମାରେ ସୁରକ୍ଷା ବାହିନୀ ତିନି ଜଣଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଉଦ୍ଧାର କରିଛନ୍ତି । ସନ୍ଦିଗ୍ଧମାନଙ୍କୁ ସେନା ଏବଂ ପୋଲିସ ମିଳିତ ଭାବେ ପଚରାଉଚରା କରୁଛି ।

Jharkhand
ମହରମରେ ‍ବଡ଼ ଅଘଟଣ: ବିଦ୍ୟୁତ ଆଘାତରେ ୪ ମୃତ,୧୩ ଆହତ

ମହରମ୍‌ ଶୋଭାଯାତ୍ରା ସମୟରେ ମାଡ଼ି ଆସିଲା ମୃତ୍ୟୁ । ଚାଲିଗଲା ୪ ଜୀବନ..

Jharkhand woman
ଜନ୍ମଦେବାର କିଛି ମିନିଟ୍‌ ପରେ ସାଢ଼େ ୪ ଲକ୍ଷରେ ଛୁଆକୁ ବିକିଦେଲା ମାଆ !

ଶିଶୁଟିକୁ ଜନ୍ମ ଦେବାର ମାତ୍ର କିଛି ମିନିଟ୍‌ ପରେ ୪ଲକ୍ଷ ୫୦ ହଜାର ଟଙ୍କାରେ ବିକ୍ରି କରିଛି ଜନ୍ମକଲା ମା’ । ଝାଡ଼ଖଣ୍ଡରୁ ଏପରି ଏକ ଘଟଣା ସାମ୍ନାକୁ ଆସିବା ପରେ ଅଭିଯୁକ୍ତ ମା’କୁ ପୋଲିସ ଗିରଫ କରିଛି ।

Jharkhand
ନୁପୁର ଶର୍ମାଙ୍କ ବିବାଦୀୟ ବୟାନ ପରେ ଝାଡ଼ଖଣ୍ଡରେ ଥମୁନି ହିଂସା ! ଗଲାଣି ଦୁଇ ଜୀବନ

ସ୍ଥିତି ନିୟନ୍ତ୍ରଣ କରିବାକୁ ପୋଲିସ ଚେଷ୍ଟା ଚଳାଇଛି । ପରିସ୍ଥିତିକୁ ଦେଖି କର୍ଫ୍ୟୁ ଜାରି ହୋଇଛି ।

18 Crore Recovered During Jharkhand Raids
ଟଙ୍କା ବିଡ଼ା ଉପରେ ଶୋଉଥିଲେ IAS ପୂଜା ସିଂଘଲ, ଯୁଆଡ଼େ ଚାହିଁଲେ ଖାଲି ପୁଳା ପୁଳା ଟଙ୍କା

ଯୁଆଡ଼େ ଚାହିଁଲେ ଖାଲି ଟଙ୍କା ବିଡ଼ା। ଏତେ ଟଙ୍କା ଯେ ଏହାକୁ ଗଣିବା ପାଇଁ ଲୋକ କମ୍‌ ପଡ଼ିଲେ। ଶେଷରେ ଟଙ୍କା ଗଣିବା ପାଇଁ ମେସିନ୍‌ ଆଉ ଲୋକ ଆସିଥିଲେ।

RopeWay Tragedy
ସରିଲା ବାୟୁସେନାର ରେସକ୍ୟୁ ଅପରେସନ୍ ! ୨ ଜଣଙ୍କ ମୃତ୍ୟୁ, ବଞ୍ଚିଗଲା ୩୫ ଜୀବନ

୫ ଶହ ଫୁଟ୍ ଉପରେ ରୋପ୍ ୱେ’ର ୧୦ଟି କ୍ୟାବିନ୍‌ରେ ଝୁଲି ରହିଥିବା ୩୫ ଜଣ ଯାତ୍ରୀଙ୍କୁ ଉଦ୍ଧାର । ବାୟୁସେନା ଯବାନଙ୍କ ଲାଗି ବେଶ୍ ଚ୍ୟାଲେଞ୍ଜିଂ ଥିଲା ।

2 Dead In Jharkhand Cable Car Mishap
ଝାଡଖଣ୍ଡରେ ବଡ ଧରଣର ଅଘଟଣ, ରୋପ୍‌ୱେ ଟ୍ରଲି ଖସି ୨ ଜଣଙ୍କ ମୃତ୍ୟୁ

ଝାଡଖଣ୍ଡର ଦେଓଘରରେ ବଡ ଧରଣର ଅଘଟଣ ଘଟିଛି। ରୋପ୍‌ୱେ ଟ୍ରଲି ଖସି ୨ଜଣଙ୍କ ମୃତ୍ୟୁ ହୋଇ ଥିବାବେଳେ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

Naxals Blow Up Portion Of Howrah-New Delhi Rail Track In Jharkhand
ବିସ୍ଫୋରଣ କରି ରେଳ ଧାରଣା ଉଡ଼ାଇଲେ ମାଓବାଦୀ

ଝାଡ଼ଖଣ୍ଡ ଗିରଡିହରେ ମାଓ ବର୍ବରତା । ମାଓବାଦୀମାନେ ବିସ୍ଫୋରଣ କରି ହାଓ୍ୱଡ଼ା-ନୂଆଦିଲ୍ଲୀ ରେଳ ଧାରଣା ଉଡ଼ାଇ ଦେଇଛନ୍ତି । ଘଟଣାସ୍ଥଳରେ ଆର୍ପିଏଫ୍ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛି ।

Road Accident
ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା, ଚାଲିଗଲା ୧୬ ଜୀବନ

ଝାଡ଼ଖଣ୍ଡ ପାକୁଡ଼ ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୧୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି।

Tusker From Jharkhand Strays Into Nilagiri Area Of Balasore
ନୀଳଗିରିରେ ଝାଡଖଣ୍ଡୀ ହାତୀ

ପୁଣି ନୀଳଗିରିକୁ ପଶିଲା ଝାଡ଼ଖଣ୍ଡୀ ହାତୀ । ୧୬ ଟିକିଆ ଝାଡ଼ଖଣ୍ଡୀ ହାତୀପଲ ନୀଳଗିରିରେ ପଶିଥିଲେ । ଫଳରେ ବ୍ୟାପକ ଫସଲ ନଷ୍ଟ ।

top mao leader arrested
ପୋଲିସ ହାତରେ ଧରାପଡ଼ିଲେ ଲାଲ୍‌ଇଲାକାର କୁଖ୍ୟାତ ମାଓ ଦମ୍ପତି

୨୦୦୬ରେ ଗିରଫ ହୋଇ ରାଉରକେଲା ଜେଲରେ ଥିଲେ ସିଲା ମାରାଣ୍ଡି। ୨୦୧୬ରେ ସିଲାଙ୍କୁ ରାଉରକେଲା ଜେଲରୁ ମୁକ୍ତ କରାଯାଇଥିଲା।

Politics In School
ଓଡ଼ିଆ ଭାଷାର ସୁରକ୍ଷା ବଦଳରେ ବିଲୋପ ପାଇଁ ଚକ୍ରାନ୍ତ, ଷଡ଼ଯନ୍ତ୍ର!

ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷାକୁ ଉପେକ୍ଷା, ଅଣଦେଖା ! ବର୍ଷ ବର୍ଷ ଧରି ପ୍ରଚଳିତ ଓଡ଼ିଆ ଭାଷାର ସୁରକ୍ଷା ବଦଳରେ ବିଲୋପ ପାଇଁ ଚକ୍ରାନ୍ତ, ଷଡ଼ଯନ୍ତ୍ର! ସୀମାନ୍ତ ଝାଡ଼ଖଣ୍ଡର ଷଢ଼େଇକଳା ଓ ଖରସୁଁଆରେ ପୁରୁଷ ପୁରୁଷ ଧରି ଲୋକେ ଓଡ଼ିଆକୁ ମାତୃଭାଷା ଭାବେ ବ୍ୟବହାର କରୁଥିବା ବେଳେ ଏବେ ସେମାନଙ୍କ ସେ ଅଧିକାର କ୍ଷୂର୍ଣ୍ଣ ହେବାର ଆଶଙ୍କା ଦେଖାଦେଇଛି

ମନ୍ତ୍ରୀ ସମୀର ଦାଶ
ଝାଡ଼ଖଣ୍ଡ ପ୍ରାଥମିକ ଶିକ୍ଷକଙ୍କ ତାଲିମ ପାଠ୍ୟକ୍ରମରେ ଓଡ଼ିଆ ରହୁ: ମନ୍ତ୍ରୀ

ଓଡ଼ିଆ ଭାଷାର ସୁରକ୍ଷା ପାଇଁ ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆଙ୍କ ଆନ୍ଦୋଳନ ଝାଡ଼ଖଣ୍ଡ ସରକାର ଓଡ଼ିଆ ଭାଷାର ବିକାଶ କ୍ଷେତ୍ରରେ ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗରେ ଶଢେଇକଳାରେ ଆଜି ଶତାଧିକ ଓଡ଼ିଆ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ।

elephant
ନୀଳଗିରିରେ ଝାଡଖଣ୍ଡର ପାଇଲଟ୍ ହାତୀ

ନୀଳଗିରିରେ ଝାଡଖଣ୍ଡର ପାଇଲଟ୍ ହାତୀ। ମିତ୍ରପୁର ନିକଟ ଜଙ୍ଗଲରେ ରହିଛିନ୍ତି ଏହି ଝାଡଖଣ୍ତୀ ଦନ୍ତାହାତୀ। ନଡପୁର ଜଙ୍ଗଲରୁ ବାହାରି କାଠପାଳ ଦେଇ ହାତୀଟି ଆସିଥିବା ସୂଚନା ମିଳିଛି। ଏନେଇ ଲୋକମାନେ ଭୟଭୀତ ରହିଛନ୍ତି। ଦନ୍ତାହାତୀକୁ ଘଉଡାଇବା ନେଇ ସ୍ଥାନୀୟ ଲୋକେ ପ୍ରଶାସନକୁ ଦାବି କରିଛନ୍ତି।

pesticides  sprinkle  by drone
ଏଣିକି ଜମିରେ କୀଟନାଶକ ସିଞ୍ଚନ ପାଇଁ ମିଳିବ ଡ୍ରୋନ ସୁବିଧା

ଏଣିକି ଜମିରେ ଡ୍ରୋନ ସାହାଯ୍ୟରେ କୀଟନାଶକ ସିଞ୍ଚନ କରାଯିବ। ଡ୍ରୋନ କେମିତି ଜମିରେ କୀଟନାଶକ ପକାଇବ ନିକଟରେ ତାହାର ଡେମୋ ପ୍ରଦର୍ଶନ କରାଯାଇଛି।  ଭାରତୀୟ କୃଷି ଗବେଷଣା ପରିଷଦ  (Indian Council of Agricultural Research) ନିର୍ଦ୍ଦେଶ ଅନୁଯାୟୀ ଗରୁଡା ଏୟାର ସ୍ପେସ୍   ପକ୍ଷରୁ ଗୋଡ୍ଡା କୃଷି ବିଜ୍ଞାନ କେନ୍ଦ୍ରରେ ଏପରି ଡ୍ରୋନ୍ ପ୍ରଦର୍ଶନ କରାଯାଇଛି ।  

Train Accident Claims 4 Lives In Jharkhand’s Chakradharpur
ଟ୍ରେନ୍ ଧକ୍କାରେ ପରିବାରର ୪ ମୃତ

ଟ୍ରେନ୍ ଧକ୍କାରେ ଗୋଟିଏ ପରିବାରର ୩ ମହିଳା ସମେତ ୪ ମୃତ। ଝାଡ଼ଖଣ୍ଡ ଚକ୍ରଧରପୁର ଷ୍ଟେସନ ନିକଟରେ ବଡ଼ ଧରଣର ଅଘଟଣ।

woman allegedly raped
ବୁଲିବାକୁ ଡାକି ଗଣଦୁଷ୍କର୍ମ

ବର୍ବର, ଅମାନୁଷିକ, ସାଂଘାତିକ ମାନସିକତା। ମାତ୍ର ୧୩ ବର୍ଷିୟା ନାବାଳିକଙ୍କୁ ଗଣଦୁଷ୍କର୍ମ କଲେ ୭ ଜଣ ଦୁର୍ବୃତ୍ତ। ହୁଏତ ଏହି ଘଟଣା ଆପଣଙ୍କୁ ବ୍ୟତିବ୍ୟସ୍ତ କରିପାରେ କିନ୍ତୁ କଥା ଟି ପୂରା ସତ। ପଡ଼ୋଶୀ ଝାଡ଼ଖଣ୍ଡ ରାଞ୍ଚିରେ ଏପରି ଅମାନବୀୟ କାଣ୍ଡ ଘଟିଛି। ବୁଲିବାକୁ ଡାକି ନେଇ ନିଜ ସାଙ୍ଗ ସହ ବିଶ୍ୱାସଘାତ କଲା ସାଙ୍ଗ। ନିଜେ ତ ଅପରାଧ ଘଟାଇଲା ତାହା ସହ ୬ ଜଣଙ୍କୁ ନେଇ ଯେଉଁ ଅମାନବୀୟ କାଣ୍ଡ ଘଟାଇଛନ୍ତି ତାହା ଆଲୋଡ଼ନ ସୃଷ୍ଟି କରିଛି।

unique-love-story
ବିବାହର ୧୭ ଦିନ ପରେ ସ୍ତ୍ରୀକୁ ପ୍ରେମିକ ହାତକୁ ଟେକିଦେଲା ସ୍ୱାମୀ

ସିନେମା ନୁହେଁ ଏ ସତ କାହାଣୀ । ସ୍ତ୍ରୀକୁ ପ୍ରେମିକ ହାତକୁ ଟେକିଦେଲା ସ୍ୱାମୀ । ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ଏପରି ଏକ ଅଜବ ମାମଲା ସାମ୍ନାକୁ ଆସିଛି ।

jharkhand
ମିସକଲରୁ ପ୍ରେମ : ପ୍ରେମିକ ଦିବ୍ୟାଙ୍ଗ ଜାଣିବା ପରେ ବି ହାତ ଛାଡ଼ିଲେନି ଗୌରୀ

ମହାମାରୀ ଭୟ ଭିତରେ ପ୍ରେମ ପାଇଁ ଝାଡ଼ଖଣ୍ଡରୁ ବିହାର ଯାତ୍ରା । ସବୁ ଦିନ ପାଇଁ ମନେ ରହିବ ରାଞ୍ଚିର ଗୌରି ଓ ସୁପଲର ମୁକେଶଙ୍କର

jharkhand
ପ୍ରଥମେ ଭୋଲାରାମଙ୍କ ମୁହଁ ସିଲେଇ କଲେ ସ୍ତ୍ରୀ ଓ ପୁଅ, ଆଉ ତା’ପରେ ରେଳଧାରଣାରେ ବାନ୍ଧିଦେଲେ

ଆଉ ପୁଅ ଭୋଳାରାମ ନାମକ ବ୍ୟକ୍ତିଙ୍କୁ ହାତପାଦ ବାନ୍ଧିବା ସହ ମୁହଁ ସିଲେଇ କରି ରେଳଧାରଣାରେ ଫୋପାଡ଼ି ଆସିଥିଲେ ।