• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Jawan Martyred

Terrorist Attack in Kashmir
କଶ୍ମୀରରେ ସେନା ଗାଡ଼ିକୁ ଆତଙ୍କୀଙ୍କ ଗୁଳିମାଡ଼; ୩ ଯବାନ ସହିଦ

ସୁରକ୍ଷାକର୍ମୀଙ୍କ ଗାଡ଼ିକୁ ଘେରି ଗୁଳିମାଡ଼ କଲେ ଆତଙ୍କବାଦୀ । ଆକ୍ରମଣରେ ଆଉ ୩ ଯବାନ ଗୁରୁତର ଆହତ ସୂଚନା ମିଳିଛି ।

Odia jawan martyred in naxal attack ahead of Independence Day
କାହାକୁ ନମିଳୁ ଏମିତି ଦୁଃଖ

ଲାଲବାହିନୀ ଗୁଳିରେ ଟଳିପଡ଼ିଲେ ସିଆରପିଏଫ୍ ଯବାନ । ମାଓବାଦୀ ଓ ସିଆରପିଏଫ୍ ଯବାନଙ୍କ ମଧ୍ୟରେ ଲଢେଇରେ ସହିଦ ହୋଇଛନ୍ତି ଓଡ଼ିଆ ଯବାନ ସନ୍ତୋଷ କୁମାର ଖୁଣ୍ଟିଆ। ସୁଶାନ୍ତଙ୍କ ଛାତିରେ ବାଜିଥିଲା ଗୁଳି..

Bodies Of Soldiers Recovered
୪୮ ଘଣ୍ଟା ପରେ ମିଳିଲା ଯବାନଙ୍କ ମରଶରୀର, ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ବେଳେ ନିଖୋଜ ଥିଲେ

ଜମ୍ମୁ ଓ କାଶ୍ମୀର ପୁଞ୍ଚ୍‌ରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ବେଳେ ନିଖୋଜ ଥିବା ୨ ଜଣ ଯବାନଙ୍କ ମରଶରୀର ମିଳିଛି। ଉଭୟଙ୍କ ସହ କୌଣସି ଯୋଗାଯୋଗ ସ୍ଥାପନ ହୋଇପାରୁ ନଥିଲା। ସେମାନଙ୍କୁ ଖୋଜିବା ଲାଗି ସେନା ପକ୍ଷରୁ ବଡ଼ ଧରଣର କମ୍ବିଂ ଅପରେସନ୍‌ ଆରମ୍ଭ ହୋଇଥିଲା।

maoist
ମାଓବାଦୀଙ୍କ ଶକ୍ତିଶାଳୀ ବିସ୍ଫୋରଣ: ୨ ଯବାନ ସହିଦ

ନୂଆପଡ଼ା: ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ମାଓ ହମଲାରେ ଦୁଇ ଯବାନ ସହିଦ ହୋଇଛନ୍ତି। ନୂଆପଡ଼ା ଜିଲ୍ଲା ସୀମାନ୍ତବର୍ତ୍ତୀ ଆମାମୋଲା ଗାଁ ନିକଟରେ ମାଓବାଦୀମାନେ ଏହି ଶକ୍ତିଶାଳୀ ବିସ୍ପୋରଣ କରିଛନ୍ତି। ଏଥିରେ ଛତିଶଗଡ଼ ପୋଲିସର ଦୁଇ ଯବାନ ପ୍ରାଣ ହରାଇଛନ୍ତି। ଛତିଶଗଡ଼ ଗିରିଆବନ୍ଧ ଏସ୍‌ପିଙ୍କ ସୂଚନା ଅନୁସାରେ, ନୂଆପଡ଼ା ସୀମାନ୍ତ ଆମାମୋଲା ଗାଁରେ ଛତିଶଗଡ଼ ପୋଲିସ ପକ୍ଷରୁ ସମସ୍ୟା ନିବାରଣ ଶିବିର ଆୟୋଜିତ ହେବାର ଥିଲା। ଶିବିର ପୂର୍ବରୁ ଗତକାଲି ପୋଲିସ ପକ୍ଷରୁ ସଂପୃକ୍ତ ଅଞ୍ଚଳରେ ପାଟ୍ରୋଲିଂ ଚାଲିଥିବା ବେଳେ […]