• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Jaga Kalia

Jaga Kalia
ବାପାଙ୍କ ସହ ବଜାର ବୁଲିଲା ବହୁଚର୍ଚ୍ଚିତ ଯୋଡ଼ା ମୁଣ୍ଡ ଶିଶୁ ଜଗା

ବେଶ ଖୁସ୍ ମିଜାସ୍ ଦେଖାଯାଉଥିବା ଜଗା ଆଜି ମାର୍କେଟରୁ ଚପଲ ବି କିଣିଛି । ଡାକ୍ତରଙ୍କ ଦ୍ୱାରା ଲଗା ଯାଇଥିବା ହେଲମେଟ୍ ମୁଣ୍ଡରେ ପିନ୍ଧି, ବାପାଙ୍କ ସହ ବୁଲିଛି ।

jaga-kalia
ଗୋଟିଏ ବେଡରେ ଜଗା କାଳିଆ

ଭୁବନେଶ୍ୱର: ଗୋଟିଏ ବେଡରେ ଜଗା କାଳିଆ। ଦିଲ୍ଲୀ ଏମ୍ସରେ ଅସ୍ତ୍ରୋପଚାର ପରେ ପ୍ରଥମ ଥର ପାଇଁ ଦୁଇ ଭାଇଙ୍କୁ ଗୋଟିଏ ବେଡରେ ଦେଖିବାକୁ ମିଳିଛି। ପୂର୍ବରୁ ଜଗା ସୁସ୍ଥ ହୋଇ ଖେଳାଖେଳି କରୁଥିଲା।  ତେବେ କାଳିଆର ସ୍ୱାସ୍ଥ୍ୟ ଅବସ୍ଥାର ଉନ୍ନତି ପାଇଁ ବର୍ତ୍ତମାନ ଜଗାକୁ କାଳିଆର ଓ୍ୱାର୍ଡକୁ ସ୍ଥାନାନ୍ତର କରାଯାଇଛି। ଯେଉଁଥିରେ ଜଗା ହାତ ହଲେଇ ଖେଳୁଥିବା ଦେଖିବାକୁ ମିଳିଛି।  ବର୍ତ୍ତମାନ ଜଗା ୯୮ପ୍ରତିଶତ ସୁସ୍ଥ ଥିବା ଡାକ୍ତର ସୂଚନା ଦେଇଛନ୍ତି।  ତେବେ କାଳିଆ ପୁରାପୁରି ସୁସ୍ଥ […]

jaga-kalia
ସଂପୂର୍ଣ୍ଣ ଭଲ ନହେବା ଯାଏ , କାଳିଆ ଏମ୍ସରେ ରହୁ ବୋଲି ଚାହାନ୍ତି ବାପା

ଭୁବନେଶ୍ୱର : ଦିଲ୍ଲୀ ଏମ୍ସରୁ ଏବେ ଓଡ଼ିଶା ଫେରିବାକୁ ଚାହୁଁନାହାନ୍ତି ଜଗା କାଳିଆଙ୍କ ବାପା। ଜଗା କାଳିଆଙ୍କ ବାପା ଭୂୟାଁ କହଁର କହିଛନ୍ତି, ଜଗା ଭଲ ଅଛି ଖେଳାଖେଳି, ବୁଲାବୁଲି କରୁଛି। କିଛି ଅସୁବିଧା ନାହିଁ। କିନ୍ତୁ କାଳିଆର ସ୍ୱାସ୍ଥ୍ୟାବସ୍ଥାରେ ଏବେ ସୁଦ୍ଧା କୌଣସି ଆଖିଦୃଶିଆ ଉନ୍ନତି ହୋଇନାହିଁ। ଏବେ ବି ତାକୁ ଖାଦ୍ୟ ନଳୀ ଜରିଆରେ ତରଳ ଖାଦ୍ୟ ଦିଆଯାଉଛି। ଏଭଳି ଅବସ୍ଥାରେ ତାକୁ ସ୍ଥାନାନ୍ତର କଲେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିପାରେ ବୋଲି ଆଶଙ୍କା କରିଛନ୍ତି ଭୂୟାଁ […]