Tag: International News

lottery made millionaire
ଲଟେରୀ ବଦଳେଇ ଦେଲା ଭାଗ୍ୟ ; ଘରେ ବସି କୋଟିପତି

ଦୁନିଆରେ କିଏ ବା ସ୍ୱପ୍ନ ନ ଦେଖେ ଘରେ ବସି ବହୁ ବିଳାସପୂର୍ଣ୍ଣ ଜୀବନଯାପନ କରିବା ପାଇଁ। କିନ୍ତୁ ଏହି ସ୍ୱପ୍ନ ପୂରଣ ହେବା ଅସମ୍ଭବ, କାରଣ ସମସ୍ତଙ୍କ ଭାଗ୍ୟ ଉତ୍ତର କାରୋଲିନାର ଡିୟୁ କ୍ରୁମ୍‌ଙ୍କ ପରି ନୁହେଁ। ତାଙ୍କ ଭାଗ୍ୟକୁ ବଦଳେଇ ଦେଇଛି ଲଟେରୀ ଟିକେଟ୍। ଡିୟୁ କ୍ରୁମ୍ ଗୋଟିଏ ନୁହେଁ ଦୁଇ ଦୁ‍ଇଟି ଲଟେରୀ ଜିତିଛନ୍ତି ଏବଂ ଘରେ ବସି କୋଟିପତି ହୋଇପାରିଛନ୍ତି।

Pink River
କେମିକାଲ୍ ସଂସ୍ପର୍ଶରେ ଆସି ଗୋଲାପୀ ହେଲା ନଦୀ ଜଳ

ଆର୍ଜେଣ୍ଟିନାର ଦକ୍ଷିଣ ପାଟାଗୋନିଆ ଅଞ୍ଚଳରେ ଏକ ବିରାଟ ହ୍ରଦର ପାଣି ସମ୍ପୂର୍ଣ୍ଣ ଗୋଲାପୀ ହୋଇଯାଇଛି। ବିଶେଷଜ୍ଞ ତଥା ପରିବେଶ କାର୍ଯ୍ୟକର୍ତ୍ତା କହିଛନ୍ତି ଯେ ଏହି ହ୍ରଦ ଗୋଲାପୀ ରଙ୍ଗର ହେବାର କାରଣ ହେଉଛି ଏକ ରାସାୟନିକ ପଦାର୍ଥ, ଯାହା ଚିଙ୍ଗୁଡି ରପ୍ତାନି ବେଳେ ବ୍ୟବହୃତ ହୁଏ।

Sham Griffs
ପିଲାଦିନେ ବଡ ଭଉଣୀ ଭାବି ଖେଳୁଥିଲେ ; ୨୧ ବର୍ଷରେ ଜାଣିଲେ ମା’ ବୋଲି

ଜଣେ ଯୁବକ ଯେଉଁ ମହିଳାଙ୍କୁ ବଡ ଭଉଣୀ ଭାବି ତାଙ୍କ ସହ ରହୁଥିଲେ ବର୍ତ୍ତମାନ ୨୧ବର୍ଷ ପରେ, ସେ ଜାଣିବାକୁ ପାଇଲେ ଯେ ପ୍ରକୃତରେ ସେ ତାଙ୍କ ବଡ଼ ଭଉଣୀ ନୁହଁନ୍ତି, ବରଂ ନିଜ ମାଆ।

Kim Jong
ଉତ୍ତର କୋରିଆରେ ନୂଆ ନିୟମ : ଏହି କାମ କଲେ ମିଳିବ ମୃତ୍ୟୁ

ଉତ୍ତର କୋରିଆରେ ଏକଛତ୍ରବାଦୀ ନିଷ୍ପତ୍ତି ପାଇଁ ବେଶ୍ ଜଣାଶୁଣା ସୁପ୍ରିମ୍ କମାଣ୍ଡର କିମ୍‌ ଜୋଙ୍ଗ ଉନ ନିଜ ଦେଶରେ ନିୟମକୁ ଆହୁରି କଠୋର କରିଛନ୍ତି। କିଛି ସମୟ ପୂର୍ବରୁ ଉତ୍ତର କୋରିଆରେ ଏକ ନୂଆ ଆଇନ ପ୍ରଣୟନ କରାଯାଇଛି। ଏହି ଆଇନ ଅନୁଯାୟୀ ଯଦି କୌଣସି ବ୍ୟକ୍ତି ଦକ୍ଷିଣ କୋରିଆ, ଆମେରିକା ଏବଂ ଜାପାନର ଗଣମାଧ୍ୟମ ସହ ଜଡିତ ବିଷୟବସ୍ତୁ ସେୟାର୍ କରନ୍ତି, ତେବେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇପାରେ।