• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Infant

Infant Protection Day 2023
Infant Protection Day 2023: କାହିଁକି ପାଳନ ହେଉଛି ‘ଶିଶୁ ସୁରକ୍ଷା ଦିବସ’

କୁହାଯାଏ ‘ଆଜିର ଶିଶୁ, କାଲିର ଭବିଷ୍ୟତ’। ତେଣୁ ଏହି ଭବିଷ୍ୟତକୁ ସୁରକ୍ଷା ଦେବା ଆମ ସମସ୍ତଙ୍କ କର୍ତ୍ତବ୍ୟ। ସେଥିପାଇଁ ପ୍ରତିବର୍ଷ ୭ ନଭେମ୍ବରରେ ‘ଶିଶୁ ସୁରକ୍ଷା ଦିବସ’ ପାଳନ କରାଯାଏ। ନବଜାତ ଶିଶୁର ସୁରକ୍ଷା ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ସେମାନଙ୍କର ଉପଯୁକ୍ତ ଯତ୍ନ ନେବା ଏକମାତ୍ର ଉଦ୍ଦେଶ୍ୟ ସହିତ ଏହି ଦିନ ପାଳନ କରାଯାଏ।

infant die
ଭୁଲ୍ ଇଞ୍ଜେକ୍‌ସନ୍‌ରୁ ଶିଶୁ ମୃତ୍ୟୁ ଅଭିଯୋଗ

ରାଉରକେଲା: ଭୁଲ୍ ଇଞ୍ଜେକ୍‌ସନ୍‌ରୁ ଶିଶୁ ମୃତ୍ୟୁ ଅଭିଯୋଗ। ରାଉରକେଲା ଉଦିତ ନଗର ଥାନା ମାଲଗୋଦାମ ଅଞ୍ଚଳର ସରଜୁ ସାହୁଙ୍କ ୩ ମାସର ଶିଶୁକନ୍ୟାର ମୃତ୍ୟୁ ଘଟିଛି। ଶିଶୁକନ୍ୟାଟିକୁ ଗତକାଲି ମାଲଗୋଦାମ ଅଙ୍ଗନୱାଡି କେନ୍ଦ୍ରରେ ଶିଶୁଟିକୁ ଟୀକାକରଣ କରାଯାଇଥିଲା। ତେବେ ଇଞ୍ଜେକ୍‌ସନ୍‌ ନେବାର ୨/୩ ଘଣ୍ଟା ପରେ ଶିଶୁର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏ ନେଇ ପରିବାର ଲୋକଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ଇଞ୍ଜେକ୍‌ସନ୍‌ ଦେଇଥିବା ସଂପୃକ୍ତ ଅଙ୍ଗନଓ୍ୱାଡ଼ି କର୍ମୀଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ […]