• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Indore

Cleanest Cities
ଇନ୍ଦୋର, ସୁରତ ସବୁଠୁ ସଫା ସହର; ୨ୟ ରେ ନଭି ମୁମ୍ବାଇ, ୩ୟରେ..

ସ୍ୱଚ୍ଛ ସର୍ବେକ୍ଷଣରେ ଉଭୟ ଇନ୍ଦୋର ଓ ସୁରତ ଯୁଗ୍ମ ଭାବେ ପ୍ରଥମ ବିବେଚିତ ହୋଇଛନ୍ତି ।

woman changes gender
୪୭ ବର୍ଷରେ ମହିଳାରୁ ପୁରୁଷ ହେଲେ, ଭଉଣୀର ସାଙ୍ଗଙ୍କୁ ବିବାହ କଲେ

ଅସ୍ତିତ୍ୱ ତାଙ୍କ ପ୍ରେମିକା ଆସ୍ଥାଙ୍କୁ ବିବାହ କରିଛନ୍ତି। ଯିଏକି ତାଙ୍କ ଭଉଣୀଙ୍କ ସାଙ୍ଗ। ଏହି ଲିଙ୍ଗ ପରିବର୍ତ୍ତନ ବିଷୟରେ ଆସ୍ଥା ଆରମ୍ଭରୁ ଜାଣିଥିଲେ। ଅଳକାରୁ ଅସ୍ତିତ୍ୱ ହେବାର ସମଗ୍ର ପ୍ରକ୍ରିୟା ବିଷୟରେ ତାଙ୍କୁ କୁହାଯାଇଥିଲା।

Tanishka Sujit
ଆଶ୍ଚର୍ଯ୍ୟ ! ୧୧ ବର୍ଷରେ ବୋର୍ଡ ପରୀକ୍ଷା, ୧୫ରେ ବିଏ.ଏଲ.ଏଲ ବି

ମଧ୍ୟପ୍ରଦେଶ ଭୋପାଳର ସୁନା ଝିଅ ତନିଷ୍କା । ଏମିତିକି ତାଙ୍କୁ ପ୍ରଶଂସା କରି ମୋଦି ଇନ୍ଦୋରର ସାଂସଦ ଶଙ୍କର ଲାଲବାନୀଙ୍କୁ କହିଲେ, ‘ତନିଷ୍କା ଇନ୍ଦୋରର ଗର୍ବ । ତେଣୁ ତାଙ୍କର ଧ୍ୟାନ ରଖନ୍ତୁ, ଆଗକୁ ବଢିବାରେ ସହଯୋଗ କରନ୍ତୁ । ମାତ୍ର ୧୧ ବର୍ଷରେ ଦଶମ ବୋର୍ଡ ପରୀକ୍ଷା ଦେବା ପରେ ୧୨ ବର୍ଷରେ ଏକାଥରକେ ଦ୍ୱାଦଶ ପାସ୍ କଲେ । ଏହାପରେ ମାତ୍ର ୧୫ ବର୍ଷ ବୟସରେ ମନସ୍ତତ୍ୱ ବିଜ୍ଞାନ ବିଷୟରେ ଗ୍ରାଜୁଏସନ୍ ଶେଷ କରି ଦେଶରେ ଏବେ ଚର୍ଚ୍ଚାରେ

Indore
ବିପରୀତ ସ୍ଥାନରେ ରହିଛି ଅଙ୍ଗ, ତଥାପି ଅଙ୍ଗ ଦେଇ ବାପାଙ୍କ ଜୀବନ ବଞ୍ଚାଇଲା ପୁଅ

ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି । ସେଠାରେ ରହୁଥିବା ଜଣେ ସ୍ଥାନୀୟ ବାସିନ୍ଦାଙ୍କର ଆଭ୍ୟନ୍ତରୀଣ ଅଙ୍ଗ ଶରୀରର ବିପରୀତ ପାର୍ଶ୍ୱରେ ରହିଛି। କୁହାଯାଇଛି ଯେ, ଏହା ହେଉଛି ବିଶ୍ୱର ଷଷ୍ଠ ମାମଲା ଏବଂ ଦେଶରେ ଚତୁର୍ଥ ମାମଲା। କିନ୍ତୁ ନିଜର ଏପରି ଅବସ୍ଥା ପରେ ନିଜ ବାପାଙ୍କ ଜୀବନ ବଂଚାଇ ଚର୍ଚ୍ଚାରେ ଏହି ଯୁବକ।

Crime
ଏକପାଖିଆ ପ୍ରେମ: ବିବାହିତ ଯୁବତୀଙ୍କ ମୁହଁକୁ ବ୍ଲେଡ଼୍‌ରେ କାଟି ପକାଇଲା ପ୍ରେମୀକ

ସୂଚନା ଅନୁସାରେ, ମଙ୍ଗଳବାର ରାତିରେ ଏହି ଘଟଣା ଘଟିଛି। ବିବାହର ପାଖାପାଖି ୧ ବର୍ଷ ପରେ ସମ୍ପୃକ୍ତ ଯୁବତୀ ଜଣକ ତାଙ୍କ ଘରକୁ ଆସିଥିଲେ। ଆଉ ନିଜ ଘରକୁ ଆସିଥିବାରୁ ଅନେକ ସମ୍ପର୍କୀୟ ଓ ସାଙ୍ଗମାନେ ମଧ୍ୟ ତାଙ୍କୁ ଦେଖା କରିବାକୁ ଆସିଥିଲେ। ଆଉ ଏକପାଖିଆ ପ୍ରେମୀକ ଯୁବତୀ ଜଣଙ୍କୁ ଅନ୍ୟ କାହା ସାଙ୍ଗରେ ଦେଖି ଉତ୍‌କ୍ଷିପ୍ତ ହୋଇଥିଲା ପରେ ଘରେ ପଶି ବ୍ଲେଡ଼୍‌ରେ ମୁହଁକୁ ବାରମ୍ବାର କାଟି ପକାଇଥିଲା

building collapse
ଭୁଶୁଡ଼ିଲା ଚାରି ମହଲା ବିଲଡିଂ: ୧୦ଜଣ ମୃତ, ୫ ଗୁରୁତର ଆହତ

ଭୋପାଳ: ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ଚାରି ମହଲା ବିଲଡିଂ ଭୁଶୁଡି ୧୦ଜଣଙ୍କ ମୃତ୍ୟୁ ହୋଇଛି।  ଏଥିସହ ୫ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଇନ୍ଦୋରର ଏମୱାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ବି ଭଗ୍ନାବଶେଷ ତଳେ କିଛି ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି।  ଅଗ୍ନିଶମ ବିଭାଗ ଓ ପୋଲିସ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଗତକାଲି ରାତିରେ ବିଲଡିଂକୁ ଏକ ଭାରୀଯାନ ଧକ୍କା ଦେବାରୁ ଭୁଶୁଡି ପଡିଥିଲା।  ଏହି ବିଲଡିଂଟି ୫୦ବର୍ଷ […]