• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Indian Team

World Cup failure is a big loss for Team India
Sports: ବିଶ୍ୱକପ୍ ବିଫଳତା ଟିମ୍ ଇଣ୍ଡିଆ ପାଇଁ କେତେ ବଡ଼ କ୍ଷତି

୨୦୨୩ ଦିନିକିଆ ବିଶ୍ୱକପ୍‌ର ଫାଇନାଲ୍‌ରେ ଅଷ୍ଟ୍ରେଲିଆ ଠାରୁ ଭାରତର ପରାଜୟ ପରେ ଦେଶର କୋଟି କୋଟି କ୍ରିକେଟ୍ ପ୍ରଶଂସକଙ୍କ ଠାରୁ ନେଇ ଡ୍ରେସିଂରୁମ୍‌ରେ ଖେଳାଳିଙ୍କ ପର୍ଯ୍ୟନ୍ତ - ସମସ୍ତେ ନିରାଶ ହୋଇଥିଲେ। ଏହା ଏବେ ବଡ଼ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ପ୍ରଶ୍ନ ଉଠୁଛି ଯେ ଏହି ପରାଜୟ ଟିମ୍ ଇଣ୍ଡିଆ ପାଇଁ କେତେ ବଡ଼ କ୍ଷତି?

Team India's new star Yashshwi Jaiswal
ଭାରତୀୟ କ୍ରିକେଟ୍‌ରେ ଯଶସ୍ୱୀ ଜୟସ୍ୱାଲଙ୍କ ଚର୍ଚ୍ଚା; ଦିନେ କ୍ୟାରିଅର୍‌ ପାଇଁ ବିକୁଥିଲେ ଗୁପ୍‌ଚୁପ୍

ଏକଦା ନିଜ କ୍ୟାରିଅର୍‌କୁ ଆଗକୁ ନେବା ପାଇଁ ଗୁପ୍‌ଚୁପ୍ ବିକିଥିବା ଯଶସ୍ୱୀ ଜୟସ୍ୱାଲଙ୍କୁ ନେଇ ଏବେ ଭାରତୀୟ କ୍ରିକେଟ୍‌ରେ ବେଶ୍‌ ଚର୍ଚ୍ଚା । ଜୁନିଅର୍ କ୍ରିକେଟ୍‌, ପ୍ରଥମ-ଶ୍ରେଣୀ କ୍ରିକେଟ୍‌, ଆଇପିଏଲ୍‌ର ସଫଳ ଯାତ୍ରା ପରେ ସେ ନିଜ ପଦାର୍ପଣ ଟେଷ୍ଟରେ ହିଁ ଶତକ ଲଗାଇ ନିଜ ପ୍ରତିଭାର ପରାକାଷ୍ଠା ଦେଖାଇଛନ୍ତି ।

King Kohli's dream of an IPL crown has been dashed again
ପୁଣି ଅଧୁରା ରହିଗଲା କିଙ୍ଗ୍ କୋହଲିଙ୍କ ଆଇପିଏଲ୍ ମୁକୁଟ ସ୍ୱପ୍ନ

ଆଇପିଏଲ୍ ୨୦୨୩ର ଲିଗ୍ ରାଉଣ୍ଡ୍‌ରେ ଗୁଜରାଟ ଟାଇଟନ୍ସ ବିପକ୍ଷ ‘କର ବା ମର’ ମ୍ୟାଚ୍‌ରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ବିରାଟ କୋହଲି ଶତକ ହାସଲ କରିଥିଲେ, କିନ୍ତୁ ତାହା ଯଥେଷ୍ଟ ନ ଥିଲା। ମ୍ୟାଚ୍ ହାରିଯିବାରୁ ବାଙ୍ଗାଲୋର ଟିମ୍ ପ୍ଲେଅଫ୍‌ରୁ ବଞ୍ଚିତ ହୋଇଥିଲା। ଏହା ସହିତ ପୁଣି ଥରେ ଅଧୁରା ରହିଯାଇଥିଲା କିଙ୍ଗ୍ କୋହଲିଙ୍କ ଆଇପିଏଲ୍ ମୁକୁଟ ଜିତିବାର ସ୍ୱପ୍ନ।

Can India become world champions in Test cricket?
ଟେଷ୍ଟ୍‌ କ୍ରିକେଟ୍‌ରେ ବିଶ୍ୱବିଜୟୀ ହୋଇପାରିବ କି ଭାରତ

ଆଉ ମାସେ ପରେ ଆଇସିସି ବିଶ୍ୱ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ର ଫାଇନାଲ୍ ମ୍ୟାଚ୍। ଟିମ୍ ଇଣ୍ଡିଆ କ୍ରମାଗତ ଦ୍ୱିତୀୟ ଥର ଫାଇନାଲ୍‌ରେ ସ୍ଥାନ ପାଇଛି। ଭାରତୀୟ ଟିମ୍ ଆଗରେ ରହିଛି ଅଷ୍ଟ୍ରେଲିଆ। ବଡ଼ ପ୍ରଶ୍ନ ହେଉଛି, ଏଥର ଟିମ୍ ଇଣ୍ଡିଆର ଟେଷ୍ଟ୍‌ କ୍ରିକେଟ୍‌ରେ ବିଶ୍ୱବିଜୟୀ ହେବାର ସ୍ୱପ୍ନ ସାକାର ହେବ ତ? ଅଷ୍ଟ୍ରେଲିଆକୁ ହରାଇ ଡବ୍ଲ୍ୟୁଟିସି ଫାଇନାଲ୍ ଜିତିପାରିବ ତ ରୋହିତ ସେନା?

Ajinkya Rahane's career is back on track
ଟ୍ରାକ୍‌କୁ ଫେରୁଛି ଅଜିଙ୍କ୍ୟ ରାହାଣେଙ୍କ କ୍ୟାରିଅର୍‌

ଅଜିଙ୍କ୍ୟ ରାହାଣେଙ୍କ ୨.୦ ଅବତାରକୁ ନେଇ ଏବେ ବେଶ୍ ଚର୍ଚ୍ଚା। ସେ ଆଇପିଏଲ୍ ୨୦୨୩ରେ ଦମଦାର ବ୍ୟାଟିଂ ପ୍ରଦର୍ଶନ କରୁଥିବା ବେଳେ ନିକଟରେ ଡବ୍ଲ୍ୟୁଟିସିର ଫାଇନାଲ୍ ମ୍ୟାଚ୍ ପାଇଁ ୧୫ ମାସର ବ୍ୟବଧାନ ପରେ ଭାରତୀୟ ଟେଷ୍ଟ୍‌ ଟିମ୍‌ରେ ସ୍ଥାନ ପାଇଛନ୍ତି। ଏବେ ଟ୍ରାକ୍‌କୁ ଫେରୁଛି ରାହାଣେଙ୍କ କ୍ୟାରିଅର।

ବାଇଶର ଫିନିଶର୍ ତେଇଶରେ ଫିନିଶ୍!
କ୍ୟାରିଅର୍‌ର ଅନ୍ତିମ ସୋପାନରେ ଦିନେଶ କାର୍ତ୍ତିକ

ଆଇପିଏଲ୍‌ର ପୂର୍ବ ସିଜନ୍‌ରେ ଦିନେଶ କାର୍ତ୍ତିକ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଫିନିଶର୍ ଭୂମିକାକୁ ସୁଚାରୁ ରୂପେ ତୁଲାଇଥିଲେ, ହେଲେ ଚଳିତ ସିଜନ୍‌ରେ ସେହି ଭୂମିକା ଆଉ ତାଙ୍କୁ ସୁହାଉ ନାହିଁ। ତାଙ୍କ ବ୍ୟାଟିଂ ପ୍ରଦର୍ଶନ ଫିକା ପଡ଼ିଗଲାଣି। କ୍ୟାରିଅରର ଅନ୍ତିମ ସୋପାନରେ ପହଞ୍ଚିଲେଣି କାର୍ତ୍ତିକ।

Mr. 360 Suryakumar is losing its glory
ଚମକ ହରାଉଛନ୍ତି ମିଷ୍ଟର ୩୬୦ ସୂର୍ଯ୍ୟକୁମାର

ଭାରତର ବିସ୍ଫୋରକ ବ୍ୟାଟର୍ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଏବେ ପୁଣି ଚର୍ଚ୍ଚା। ଏକଦା ନିଜ ବ୍ୟାଟିଂ ପାଇଁ ଅଜସ୍ର ପ୍ରଶଂସା ସାଉଁଟିଥିବା ସୂର୍ଯ୍ୟ ଆଜି କ୍ରମାଗତ ବିଫଳତା ପାଇଁ ସମାଲୋଚନାର ଶରବ୍ୟ ହୋଇଛନ୍ତି। ନିଜ ଚମକ ହରାଉଛନ୍ତି ମିଷ୍ଟର ୩୬୦।

t 20 world cup
ଆଜି ଘୋଷଣା ହେବ ଟି ଟ୍ୱେଣ୍ଟି ଟିମ୍

ଆଜି ଘୋଷଣା ହେବ ଟି ଟ୍ୱେଣ୍ଟି ଟିମ୍। ଟି ଟ୍ୱେଣ୍ଟି ବିଶ୍ୱକପ୍ ପାଇଁ ଚୟନ କମିଟି ବୈଠକ। ଘୋଷଣା ହେବ ୧୫ଜଣିଆ ଖେଳାଳି ତାଲିକ। ବିରାଟ କୋହିଲିଙ୍କୁ ପୁଣି ଅଧିନାୟକ ଘୋଷଣା କରାଯାଇପାରେ।

hockey
ଅଜନାଲ୍ ଶାହା କପ୍ ପାଇଁ ଭାରତୀୟ ଦଳରେ ୪ଜଣ ଓଡ଼ିଆ

ଭୁବନେଶ୍ୱର/ ନୂଆଦିଲ୍ଲୀ : ଓଡ଼ିଶାର ୪ଜଣ ହକି ଖେଳାଳି -ଦିପସାନ୍ ତିର୍କୀ , ଅମିତ୍ ରୋହିଦାସ୍ , ନିଲମ୍ ସଂଜୀପ୍ ଜେସ୍ ଓ ଶିଲାନନ୍ଦ ଲାର୍କାଙ୍କୁ ଆସନ୍ତା ୨୭ତମ ଜନାଲ୍ ଶାହା କପ୍ ପାଇଁ ଚୟନ କରାଯାଇଛି ।  ଏହି କପ୍ ମାର୍ଚ୍ଚ ୩ରୁ  ମାଲେସିଆରେ ଆରମ୍ଭ ହେବାକୁ ଯାଉଛି । ବିରେନ୍ଦ୍ର ଲାର୍କା ଏକ ମାତ୍ର ଖେଳାଳି ଭାବେ ,ଗତ ମାସରେ ନ୍ୟୁଜିଲାଣ୍ଡରେ ଅନୁଷ୍ଠିତ ହୋଇଥିବା ଫୋର୍ ନେସନ୍ସ ଇନଭିଟେସନାଲ୍ ଟୁର୍ଣ୍ଣାମେଣ୍ଟ  ପାଇଁ ଚୟନ ହୋଇଥିଲେ […]