• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Indian

Russia war
ଚାକଚକ୍ୟ ଜୀବନର ସ୍ୱପ୍ନ ମାରୁଛି ଭବିଷ୍ୟତ, ଫସିଛନ୍ତି ଅନେକ ଭାରତୀୟ

ବିଦେଶ ଭ୍ରମଣର ସ୍ୱପ୍ନ । ଅଳ୍ପ ଅର୍ଥରେ ଜୀବନରେ ଶ୍ରେଷ୍ଠତାର ଅନୁଭୂତି । ବଡ଼ ବଡ଼ ହୋଟେଲରେ ରହିବା ଭଳି ରଙ୍ଗୀନ ଚିତ୍ର । ଏମିତି ପ୍ରଲୋଭନରେ ଟ୍ରାପ ହେଉଛନ୍ତି ଭାରତୀୟ ଯୁବକ । ଯୁବକଙ୍କୁ ଋଷ ଚାଲାଣ କରିବାରେ କାମ କରୁଛନ୍ତି ସ୍ପେଶାଲ ଏଜେଣ୍ଟ ।

smartphone users
ଚକିତ କଲା BCG ରିପୋର୍ଟ ! ୮୪% ଭାରତୀୟ ସ୍ମାର୍ଟଫୋନ୍‌ ଆଡିକ୍‌ଟେଡ୍‌, ଦେଖୁଛନ୍ତି ଏହି ଭିଡିଓ

୩୧ ପ୍ରତିଶତ ଲୋକ ନିଜୟ ସମୟ ସ୍ମାର୍ଟଫୋନ୍‌ରେ ବିତାନ୍ତି । ମାତ୍ର ଗୋଟିଏ ଦିନରେ ହାରାହାରି ୮୦ ଥର ସ୍ମାର୍ଟଫୋନ୍‌ ବ୍ୟବହାର କରନ୍ତି ।

Indians can visit Thailand
ବିନା ଭିସାରେ ଥାଇଲାଣ୍ଡ ଯାଇପାରିବେ ଭାରତୀୟ; ରହିପାରିବେ ୩୦ ଦିନ

ଥାଇଲାଣ୍ଡ ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି । ବିନା ଭିସାରେ ଭାରତୀୟମାନେ ଥାଇଲାଣ୍ଡରେ ୩୦ ଦିନ ରହିପାରିବେ । ଅଧିକରୁ ଅଧିକ ଭାରତୀୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଥାଇଲାଣ୍ଡ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

Travel To All 7 Continents In Just Over 3 Days
୩ ଦିନରେ ପୃଥିବୀ ବୁଲି ବିଶ୍ୱ ରେକର୍ଡ କଲେ ଦୁଇ ଭାରତୀୟ

ଉଭୟେ ଆଣ୍ଟାକର୍ଟିକାରୁ ଭ୍ରମଣ ଆରମ୍ଭ କରିଥିଲେ।

Balakot air strike in three years
ପୁଲ୍‌ୱାମା ଆକ୍ରମଣର ଉଚିତ ଜବାବ ଥିଲା ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌

ପୁଲ୍‌ୱାମା ଆକ୍ରମଣର ପ୍ରତିଶୋଧ ନେଇ ଭାରତୀୟ ବାୟୁସେନା କର୍ମଚାରୀମାନେ ପାକିସ୍ତାନର ବାଲାକୋଟ୍‌ରେ ଏୟାର ଷ୍ଟ୍ରାଇକ୍‌ କରିଥିଲେ। ସେଠାରେ ନିର୍ମିତ ଆତଙ୍କବାଦୀ ଶିବିରକୁ ଧ୍ୱଂସ କରି ଦେଇଥିଲେ। ଆଜି ଦେଶ ସେହି ସୌର୍ଯ୍ୟକୁ ସ୍ମରଣ କରି ନିଜକୁ ପୁଣି ଥରେ ଗର୍ବିତ ମନେକରିଛି।

IPL
UAEରେ ଖେଳାଯିବ IPL ୨୦୨୧; ଅକ୍ଟୋବର ୧୦ରେ ଫାଇନାଲ ମ୍ୟାଚ୍‌, ଜାଣନ୍ତୁ କେବେ ହେବ ଆରମ୍ଭ..

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଫ୍ୟାନ୍‌ମାନଙ୍କ ପାଇଁ ଆସିଲା ଖୁସି ଖବର । ଆଇପିଏଲ୍ ୨୦୨୧ର ଅବଶିଷ୍ଟ ମ୍ୟାଚ୍ ୟୁଏଇରେ ଆୟୋଜନ କରାଯିବ । ଏହା ପୂର୍ବରୁ ଇଂଲଣ୍ଡରେ ଏହାର ଆୟୋଜନ କରାଯିବା ନେଇ ଚର୍ଚ୍ଚା ହେଉଥିଲା । କିନ୍ତୁ ଏବେ ୟୁଏଇରେ ଆଇପିଏଲ ୨୦୨୧ର ଅବଶିଷ୍ଟ ମ୍ୟାଚ୍‌ ଖେଳାଯିବା ନେଇ ସ୍ଥିର ହୋଇ ସାରିଛି । ସ୍ପୋର୍ଟସ୍ ଟୁଡେ ଦାବି କରିଛି ଯେ ଆଇପିଏଲ୍ ୨୦୨୧ର ଅବଶିଷ୍ଟ ମ୍ୟାଚ୍‌ ସେପ୍ଟେମ୍ବର ୧୯ କିମ୍ବା ୨୦ରୁ ଆରମ୍ଭ […]

Duleep Singhji
ଇଂଲଣ୍ଡର ଏହି କ୍ରିକେଟରଙ୍କ ନାଁରେ ଏବେ ବି ଭାରତରେ ଖେଳାଯାଉଛି ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ: ଭାରତରେ ଜନ୍ମ ହୋଇଥିଲେ ମଧ୍ୟ ସେ ଇଂଲଣ୍ଡ ପାଇଁ ଆନ୍ତର୍ଜାତୀୟ କ୍ରିକେଟ୍ ଖେଳିଲେ । ଆଉ ତାହା ମଧ୍ୟ ମାତ୍ର ୧୨ଟି ଟେଷ୍ଟ ମ୍ୟାଚ୍‌ । ହେଲେ ଏହା ଭିତରେ ସେ କ୍ରିକେଟ୍ ଜଗତରେ ଏତେ ବଡ ନାଁ କରିଥିଲେ…