• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: India Team

Team India's one day World Cup preparations is in question
ପ୍ରଶ୍ନଘେରରେ ଟିମ୍ ଇଣ୍ଡିଆର ଦିନିକିଆ ବିଶ୍ୱକପ୍ ପ୍ରସ୍ତୁତି

ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଟିମ୍ ଇଣ୍ଡିଆର ପରାଜୟକୁ ନେଇ ଏବେ ଖୁବ ଚର୍ଚ୍ଚା। ଏହା ସହିତ ଟିମ୍‌ର ୨୦୨୩ ଦିନିକିଆ ବିଶ୍ୱକପ୍ ପ୍ରସ୍ତୁତି ଉପରେ ଲାଗିଯାଇଛି ପ୍ରଶ୍ନଚିହ୍ନ। ତେବେ କାହିଁକି ହାରିଲା ରୋହିତ ସେନା? କେଉଁଠି ରହିଲା ସମସ୍ୟା?

Indian Cricket Team
ବାତିଲ ହୋଇପାରେ ଭାରତର ସାଉଥ୍‌ ଆଫ୍ରିକା ଗସ୍ତ, ନେଦରଲ୍ୟାଣ୍ଡ ବି ଅଧାରୁ ଫେରିବ..

୧୭ ଡିସେମ୍ବରରୁ ଭାରତର ସାଉଥ୍‌ ଆଫ୍ରିକା ଗସ୍ତ ଆରମ୍ଭ ହେବାକୁ ଥିବା ବେଳେ, ପ୍ରାୟ ୭ ସପ୍ତାହ ଧରି ଭାରତ ୩ଟି ଟେଷ୍ଟ, ୩ଟି ଦିନିକିଆ ଏବଂ ୪ ଟି-୨୦ ମ୍ୟାଚ୍ ଖେଳିବା ନେଇ ସ୍ଥିର ହୋଇଛି ।

Rohir Sharma Surya Kumar
ଟି-୨୦ରେ ନିରାଶ କରିଥିଲେ, ୧-୦ରେ ଆଉଟ ହେବା ପରେ ବି ଟେଷ୍ଟ ଦଳରେ ଖେଳିବେ ଏହି ଖେଳାଳି

ଏହା ଭିତରେ ସୂର୍ଯ୍ୟକୁମାର ଯାଦବଙ୍କୁ ଦଳରେ ସୁଯୋଗ ମିଳିପାରେ ବୋଲି ଆଶା କରାଯାଉଛି । ସେ ପ୍ରଥମେ ଦଳରେ ସ୍ଥାନ ପାଇନଥିଲେ ।

India vs Newzeland
IND vs NZ: ୩-୦ରେ କ୍ଲିନ୍‌ ସ୍ୱିପ୍‌, ରୋହିତଙ୍କ ଏକ୍ସପେରିମେଣ୍ଟ ସଫଳ

୧୮୫ ରନ୍‌ର ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିବା ନ୍ୟୁଜିଲ୍ୟାଣ୍ଡ ଦଳ ୧୧୧ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଛି । ଆରମ୍ଭରୁ ଧୁଆଁଧାର ବ୍ୟାଟିଂ କରିଥିବା ନ୍ୟୁଜିଲ୍ୟାଣ୍ଡ ଦଳ ତୃତୀୟ ଓଭରରୁ ବିପର୍ଯ୍ୟର ସମ୍ମୁଖୀନ ହୋଇଥିଲା ।

Team India
୯୪ ତମ ଖେଳାଳି ପ୍ରଥମ ମ୍ୟାଚ୍‌ରେ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌

ହର୍ଷଲ ପଟେଲ ହେଉଛନ୍ତି ଟି-ଟ୍ୱେଣ୍ଟିରେ ଭାରତର ୯୪ତମ ଖେଳାଳି । ସେ ୧୯ ନଭେମ୍ବରରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଡେବ୍ୟୁ କରିଥିଲେ । ଏଥିରେ ସେ ମ୍ୟାଚ୍‌ ୱିନର ମଧ୍ୟ ଥିଲେ । ହର୍ଷଲଙ୍କୁ ତାଙ୍କର ପ୍ରଥମ ମ୍ୟାଚରେ ହିଁ ପ୍ଲେୟାର ଅଫ୍ ଦି ମ୍ୟାଚ୍‌ ବିବେଚନା କରାଗଲା ।

Virender Sehwag Sourav Ganguly
ଗାଙ୍ଗୁଲିଙ୍କୁ ନେଇ KBCରେ ବଡ଼ ଖୁଲାସା କଲେ ସେହୱାଗ୍‌

ସୌରଭ ଗାଙ୍ଗୁଲି ଏବଂ ବିରେନ୍ଦର ସେହୱାଗଙ୍କ ଯୋଡି କ୍ରିକେଟ୍ ମଇଦାନରେ ଭାରତୀୟ ଟିମ୍‌କୁ ଅନେକ ମ୍ୟାଚ୍ ଜିତାଇଛି । ଉଭୟ ଗାଙ୍ଗୁଲି ଏବଂ ସେହୱାଗ ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ବେଶ ଜଣାଶୁଣା ।

Virat Kohli
ବିପଦରେ ବିରାଟଙ୍କ ଶୀର୍ଷ ସ୍ଥାନ, ମାତ୍ର ପାଞ୍ଚ ପଏଣ୍ଟ ପଛରେ ପାକିସ୍ତାନୀ ବ୍ୟାଟ୍ସମ୍ୟାନ

ପାକିସ୍ତାନୀ ବ୍ୟାଟ୍ସମ୍ୟାନ୍ ଫକର ଜମାନଙ୍କ ୧୯୩ ରନର ବଡ଼ ଇନିଂସ । ଦିନକିଆ ରାଙ୍କିଂରେ ଏକାଥରକେ ୭ଟି ସ୍ଥାନ ଉପରକୁ ଆସି ୧୨ ନମ୍ବର ସ୍ଥାନରେ ପହଞ୍ଚିଲେ ଫକର। ଦକ୍ଷିଣ ଆଫ୍ରିକା ବିରୋଧରେ ପାକିସ୍ତାନ ଖେଳୁଥିବା ଦ୍ୱିତୀୟ ଦିନିକିଆରେ ସେ ଏହି ବଡ଼ ସ୍କୋର ହାସଲ କରିଛନ୍ତି। ଆଇସିସି ପକ୍ଷରୁ ଜାରି କରାଯାଇଥିବା ତାଜା ରାଙ୍କିଂରୁ ଏହା ସ୍ପଷ୍ଟ ହୋଇଛି। ଦିନିକିଆରେ ଚେଜ୍ କରୁଥିବା ବେଳେ କୌଣସି ବ୍ୟାଟ୍ସମ୍ୟାନଙ୍କ ସ୍କୋର ମଧ୍ୟରୁ ୧୯୩ ରନ୍ ହେଉଛି ସର୍ବାଧିକ। […]