• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: India China

India - china
ଭାରତ-ଚୀନ୍‌ ସମ୍ପର୍କ ! ନା ହାତ ମେଳାଇଲେ ନା ପଦେ କଥା ହେଲେ, ପାଖାପାଖି ଛିଡ଼ା ହୋଇ ବି କେହି କାହାକୁ ଚାହିଁଲେନି

ଏହି ସମ୍ମିଳନୀରେ ଅନେକ ଦେଶର ବଡ଼ ବଡ଼ ନେତାଙ୍କ ସହ ମୋଦିଙ୍କ ଭେଟ ହୋଇଛି । ମୋଦିଙ୍କୁ ସମସ୍ତେ ପ୍ରଶଂସା କରିଥିବା ମଧ୍ୟ ଦେଖାଯାଇଛି । ଏହି ସବୁ ଭିତରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ଚୀନ୍‌ର ନୂଆ ଚାଲ୍
ସୀମାରେ ନୂଆ ଚାଲ୍ ଖେଳୁଛି ଚୀନ୍ ! ସାଟେଲାଇଟ୍ ଫଟୋ କହୁଛି ବଡ଼ ବଡ଼ ମେସିନ ଅଛି ଆଉ ବ୍ରିଜ୍‌ କାମ ଚାଲିଛି

ଚୀନ୍ ଦ୍ୱାରା ନିର୍ମାଣ କରାଯାଉଥିବା ବ୍ରିଜ୍‌ ମଝିରେ ୧୫ ମିଟରର ଫାଙ୍କ ରହିଛି । ନିର୍ମାଣ କାର୍ଯ୍ୟ ଜୋରସୋର୍‌ରେ ଚାଲିଥିବା ସତ୍ତ୍ୱେ ଏହି ଫାଙ୍କ ପୂରଣ କରାଯାଉନାହିଁ ।

India-China
ଆସନ୍ତାକାଲି ଭାରତ-ଚୀନ ମଧ୍ୟରେ କମାଣ୍ତର ସ୍ତରୀୟ ବୈଠକ

ବିସ୍ତାରବାଦୀ ଚୀନ୍ ଟାର୍ଗେଟରେ ଭାରତ । ସବୁବେଳେ ନିଜ ଦେଶର ପରିସୀମା ବଢ଼ାଇବା ଚକରରେ ବିସ୍ତାରବାଦୀ ଚୀନର ଟାର୍ଗେଟରେ ଭାରତ । କେଉଁଠି ପାନେ ଖାଉଛି, ତ କେଉଁଠି ଆଲୋଚନାରେ ବସୁଛି । ହେଲେ ବଦଭ୍ୟାସ ଛାଡ଼ି ପାରୁନି ଡ୍ରାଗନ୍ । LAC ବିବାଦକୁ ନେଇ ଆସନ୍ତାକାଲି ଭାରତ-ଚୀନ ମଧ୍ୟରେ କମାଣ୍ତର ସ୍ତରୀୟ ବୈଠକ ବସିବ ।