କେବେ ବାବୁ ଭାୟାଙ୍କ ନଜର ପଡ଼ିନଥିବା ପଦୁଗୁଡ଼ାରେ ଗାଁରେ ଆଜି ପାଦ ପଡ଼ିଛି କୋରାପୁଟ ଜିଲ୍ଲା ପ୍ରଶାସନର । ଦଶମନ୍ତପୁର ବ୍ଲକ୍ ଲୁଲା ପଞ୍ଚାୟତର ପାହାଡି ଗାଁକୁ ଯାଇଛନ୍ତି ଏଭଳି ପାହାଡ଼ ଚଢ଼ି । କାଦୁଅ ଭିତରେ ପଶିବାକୁ ବାଧ୍ୟ ହୋଇଛନ୍ତି ବିଡିଓ ଏବଂ କର୍ମଚାରୀ ।
ଦେଶଠୁ ବିଦେଶ..ସବୁଠି ଫରଫର ଉଡିଲା ତ୍ରିରଙ୍ଗା । ଖାଲି ପବନରେ ନୁହେଁ ବରଂ ପାଣି ଭିତରେ ବି ଉଡିଲା ପତାକା
ଖାଲି ପବନରେ ନୁହେଁ, ଆଜି ପାଣିରେ ବି ଫରଫର ଉଡ଼ିଛି ତ୍ରିରଙ୍ଗା। ଖାଲି ଦେଶ ଭିତରେ ନୁହେଁ, ବିଦେଶରେ ବି ଶୁଭିଛି ଜୟ ହେ ଧ୍ୱନୀ। ୭୭ତମ ସ୍ୱାଧୀନତା ଦିବସ ଅବସରରେ ପାଣି ଭିତରେ ତ୍ରିରଙ୍ଗା ଉଡ଼ାଇଛନ୍ତି ଭାରତୀୟ ତଟରକ୍ଷୀ ବାହିନୀର ବୀର ଯବାନ।
ନାଁ ନ ନେଇ ବିରୋଧୀଙ୍କୁ ମୋଦିଙ୍କ ପଲିଟିକାଲ୍ ସର୍ଜିକାଲ୍ ଷ୍ଟ୍ରାଇକ୍ । କୌଳିକ ବୃତ୍ତିଧାରୀଙ୍କ ପାଇଁ ଘୋଷଣା କଲେ ବିଶ୍ବକର୍ମା ଯୋଜନା ।
ସମୁଦ୍ରରୁ ଆକାଶ, ଦେଶରୁ ବିଦେଶ । ଆଜି ସବୁଠି ଶୁଭିଛି ଭାରତର ଜୟଧ୍ୱନି । ଓଟିଭିର ଏ.ଆଇ. ଆଙ୍କର ଲିସା ବା ଏଥିରୁ କେମିତି ବାଦ୍ ପଡ଼ିବେ ।
ଲୋକମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି, ପତାକା ଉତ୍ତୋଳନ ସମାରୋହରେ ଯୋଗଦେଇ, ଗୁଡି ଉଡ଼ାଇ, ତ୍ରିରଙ୍ଗା ପୋଷାକ ପିନ୍ଧି ଏହି ଦିନକୁ ସ୍ମରଣ କରିଛନ୍ତି । ସେଲିବ୍ରେଟିମାନେ ମଧ୍ୟ ଏହି ସୁଯୋଗକୁ ହାତଛଡା କରି ନାହାନ୍ତି। ସେମାନେ ଏହି ଦିନକୁ କିପରି ସ୍ମରଣ କରିଛନ୍ତି ଆସନ୍ତୁ ଜାଣିବା।
ତ୍ରିରଙ୍ଗା ବସ୍ତ୍ର ପରିଧାନ କରି ମହୁମାଛି ସହ ସ୍ୱାଧିନତା ଦିବସ ପାଳିଲେ କେନ୍ଦ୍ରାପଡ଼ାର ମହୁମାଛି ମଣିଷ ଗଣେଶ ଚନ୍ଦ୍ର ରାଏ..
ଭାରତୀୟ ଗଣତନ୍ତ୍ରର ସମ୍ମାନ ଉଦ୍ଦେଶ୍ୟରେ ବୁର୍ଜ ଖଲିଫା ଟାୱାରକୁ ତ୍ରିରଙ୍ଗା ଆଲୋକରେ ଆଲୋକିତ କରାଯାଇଥିଲା।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଭାରତ 6G ଯୁଗରେ ପ୍ରବେଶ କରିବାକୁ ପ୍ରସ୍ତୁତ ହେଉଛି । ବର୍ତ୍ତମାନ 5G ଭାରତରେ ଚାଲୁ ରହିଥିବାବେଳେ 5Gରୁ 6Gକୁ ଏହା ଶୀଘ୍ର ପରିବର୍ତ୍ତନ କରାଯିବ ।
ଭାରତୀୟ ଗଣତନ୍ତ୍ରର ସମ୍ମାନ ଉଦ୍ଦେଶ୍ୟରେ ବୁର୍ଜ ଖଲିଫା ଟାୱାରକୁ ତ୍ରିରଙ୍ଗା ଆଲୋକରେ ଆଲୋକିତ କରାଯାଇଥିଲା । ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାର ଲାଗିଛି ।
ଯେପରିକି ବଣିଆ, କୁମ୍ଭାର, ବାରିକ ଏବଂ ସଫେଇ କର୍ମଚାରୀ ଭଳି କୌଳିକ ବର୍ଗର ଶ୍ରମିକ ମାନେ ଉପକୃତ ହେବେ । ବିଶେଷକରି ଯେଉଁମାନେ ଓବିସି ବର୍ଗରୁ ଆସିଛନ୍ତି ସେମାନେ ଏହି ଯୋଜନାର ଲାଭ ପାଇପାରିବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ଏସଏଚ୍ଜି ମହିଳା ଓ ଚାଷୀଙ୍କ ପାଇଁ ସରକାର ସଂକଳ୍ପବଦ୍ଧ । ଗରିବ, ଚାଷୀ, ମହିଳା, ଜନଜାତିକୁ ନେଇ ଆଗକୁ ବଢ଼ିବା ।
ପତାକା ଉତ୍ତୋଳନ ପରେ ଦେଶବାସୀଙ୍କୁ ଉଦ୍ବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଫରଫର ହେଇ ଉଡ଼ୁଛି ତ୍ରିରଙ୍ଗା । ମନେପଡ଼େ ସଂଗ୍ରାମୀଙ୍କ ବଳିଦାନ । ଲାଲକିଲ୍ଲାରେ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ।
ଅଗଷ୍ଟ ୧୫ ଭାରତୀୟ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ଏହି ଦିନ ପ୍ରାୟ ଦୁଇ ଶତାବ୍ଦୀ ପରେ ବ୍ରିଟିଶ ଉପନିବେଶ ଶାସନରୁ ଦେଶ ମୁକ୍ତ ହେଲା, ଯାହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଉଲ୍ଲସିତ ହେବାର ଦିନ। ଆସନ୍ତୁ ଜାଣିବା ଏହି ବର୍ଷର ଥିମ୍।
ଦେଶର ୭୭ତମ ସ୍ୱାଧୀନତା ଦିବସ ପୂର୍ବରୁ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
୬୦ ଦଶକରୁ ଆଜି ଯାଏଁ ପାକିସ୍ତାନରେ ଯୁଦ୍ଧବନ୍ଦୀ ଭାବେ ଜୀବନ କାଟୁଛନ୍ତି ଭାରତ ମାଆର ଏହି ସାହସୀ ସନ୍ତାନ।
ସ୍ୱାଧୀନତା ଦିବସରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବା ଓ ଜୈଶ-ଏ-ମହମ୍ମଦ ଭାରତରେ ଆକ୍ରମଣ ପାଇଁ ଯୋଜନା କରିଛନ୍ତି।
ଜଣେ ଭାରତୀୟ ନାଗରିକ ଭାବେ ଆଇନଗତ ଅଧିକାର ସମ୍ପର୍କରେ ଅବଗତ ହେବା ଅତ୍ୟନ୍ତ ଜରୁରୀ। ଯାହାକି ଆପଣଙ୍କ ଆତ୍ମବିଶ୍ୱାସକୁ ସୁଦୃଢ଼ କରିବା ସହ ବିଭିନ୍ନ ପରିସ୍ଥିତିକୁ ସାମ୍ନା କରିବାରେ ସହାୟକ ହୋଇଥାଏ।
ଦିନକ ପରେ ଦେଶ ପାଳିବ ୭୭ତମ ସ୍ୱାଧୀନତା ଦିବସ । ଦିଲ୍ଲୀରୁ ପଲ୍ଲୀଯାଏଁ ଚାଲିଛି ପ୍ରସ୍ତୁତି, ଲାଲକିଲାରେ ସରିଲା ଫୁଲ୍ ଡ୍ରେସ୍ ରିହର୍ସାଲ । ଏପଟେ ରାଜ୍ୟସ୍ତରୀୟ ଉତ୍ସବ ଲାଗି ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ବି ଜୋରଦାର ପରେଡ୍ ଅଭ୍ୟାସ
ସାରା ବିଶ୍ୱ ଦେଖିବ ଭାରତୀୟ ସେନା ବାହିନୀର ଶକ୍ତି ଓ ସାମର୍ଥ୍ୟ । ୭୭ତମ ସ୍ୱାଧୀନତା ଦିବସ ପାଳନ ଲାଗି ଦେଶର ରାଜଧାନୀ ଦିଲ୍ଲୀରେ ଜୋରସୋରରେ ଚାଲିଛି ପ୍ରସ୍ତୁତି ।
ଚଳିତ ବର୍ଷ ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ସ୍ୱାଧୀନତା ଦିବସ ସମାରୋହରେ ଏହି ସବୁ ନିମନ୍ତ୍ରିତ ଅତିଥିମାନେ ଉପସ୍ଥିତ ରହିବେ ।
ବର୍ଷକ ବାରମାସ ତାଙ୍କ କ୍ଷେତରେ କିଛି ନା କିଛି ଚାଷ ହେଉଥାଏ । ସନ୍ତୋଷିନୀ ଏହି ଚାଷ ଜମିରୁ ନିଜର ପରିବାର ସହ ଆହୁରୀ ୬ ପରିବାରଙ୍କୁ ନିଯୁକ୍ତି ଦେଇଛନ୍ତି । ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଗାଁର ଯୁବରାଜ ଛତ୍ରିଆ ।
ଦେଶ ପାଳିବାକୁ ଯାଉଛି ୭୭ ତମ ସ୍ୱାଧୀନତା ଦିବସ । ଏହି ଅବସରରେ ଏକ ପରିବହନ ସଂସ୍ଥା ଏଭଳି ଅଫର ଦେଇଛି । ପରିବେଶ ପ୍ରଦୁଷଣ ରୋକିବା ଓ ଧୁମ୍ର ବିହୀନ ଗାଡ଼ି ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ସଂସ୍ଥା ପକ୍ଷରୁ ଏଭଳି ଏକ ଜବରଦସ୍ତ ଅଫର ଦିଆଯାଇଛି ।
ପ୍ରାୟ ସବୁବର୍ଷ ସ୍ୱାଧୀନତା ଦିବସକୁ ନେଇ ଏକ ଦ୍ୱନ୍ଦ୍ୱ ମନକୁ ଆସେ ଯେ, ଏହା କେତେ ତମ ସ୍ୱାଧୀନତା ଦିବସ। ଚଳିତ ବର୍ଷ ମଧ୍ୟ ଏହା ୭୬ ତମ ନା ୭୭ ତମ ସ୍ୱାଧୀନତା ଦିବସ ତାହାକୁ ନେଇ ମଧ୍ୟ ଦ୍ୱନ୍ଦ୍ୱ ଅନେକଙ୍କ ମନରେ ଆସୁଥାଇ ପାରେ। ଜାଣନ୍ତୁ ଠିକ୍ କ’ଣ…