• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Income Tax Department

New Tax regime
କାଲିଠୁ ଲାଗୁ ହେବ ନୂଆ ଆୟକର ନିୟମ; ମିଳିବ ବହୁ ସୁବିଧା...

ଆସନ୍ତାକାଲିଠୁ ଆରମ୍ଭ ହେବ ନୂଆ ଆର୍ଥିକ ବର୍ଷ । ଲାଗୁ ହେବ ନୂଆ ଆୟକର ନିୟମ । 

Wife Uses RTI To Get Husmand’s Income Details
ସ୍ତ୍ରୀଙ୍କୁ ଦରମା ଲୁଚାଉଥିଲେ ସାବଧାନ ! ଧରାପଡିବେ,ହଟହଟା ହେବେ

ମହିଳାଙ୍କୁ ବୟସ ଆଉ ପୁରଷଙ୍କୁ ଦରମା ପଚାରିଲେ ସଠିକ ଉତ୍ତର ପାଇବାର ସମ୍ଭାବନା ସାଧାରଣତଃ କମ ଥାଏ। ହେଲେ ସ୍ୱାମୀ-ସ୍ତ୍ରୀ ସମ୍ପର୍କରେ ଯଦି ଏମିତି ଘଟେ ? ସ୍ତ୍ରୀ ସ୍ୱାମୀଙ୍କୁ ନିଜ ବୟସ ଲୁଚାଇଲେ କ‘ଣ ହେବ ଆମେ କହିପାରିବୁନି। କିନ୍ତୁ ସ୍ୱାମୀ ଯଦି ସ୍ତ୍ରୀକୁ ଦରମା ଲୁଚାନ୍ତି ତେବେ ସ୍ତ୍ରୀ କ’ଣ କରିପାରିବେ, କେମିତି ସେ ତଥ୍ୟ ପାଇପାରିବେ ତାହା ଆମେ କହି ପାରିବୁ।

dead body found after 18 months
କୋମାରେ ଅଛନ୍ତି ଭାବି ମୃତ ଦେହକୁ ସାଇତି ରଖିଲେ ୧୮ ମାସ

ସ୍ୱାମୀ ତାଙ୍କର କୋମାରେ ଅଛନ୍ତି। ନିଶ୍ଚୟ ବଞ୍ଚିବେ। ସେଥିପାଇଁ ପତ୍ନୀ ସ୍ୱାମୀଙ୍କ ମୃତ ଶରୀରକୁ ସାଇତି ରଖିଛନ୍ତି ଏବଂ ଗଙ୍ଗାଜଳ ଛିଞ୍ଚୁଛନ୍ତି। ଦିନେ ନୁହେଁ କି ୨ ଦିନ ନୁହେଁ, ଦୀର୍ଘ ୧୮ ମାସ କାଳ ଏମିତି ସାଇତି ରଖିଛନ୍ତି ସ୍ୱାମୀଙ୍କ ଶବକୁ। ଏମିତି ଆଶ୍ଚର୍ଯ୍ୟ କରିଦେବା ପରି ଖବର ଆସିଛି କାନପୁରରୁ।

Ajit Pawar
ଦେଶମୁଖଙ୍କ ପରେ ଅଜିତ ପୱାରଙ୍କ ବିରୋଧରେ ଆକ୍ସନ, ୧୦୦ କୋଟିର ସମ୍ପତ୍ତି ସିଜ୍‌ କରିବାକୁ ନିର୍ଦ୍ଦେଶ

ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ଗିରଫଦାରୀ ପରେ ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ ପୱାରଙ୍କ ବିରୋଧରେ ଆକ୍ସନ। ଆୟକର ବିଭାଗ ଅଜିତ ପୱାରଙ୍କ ସହ ଜଡ଼ିତ ୫ଟି ସମ୍ପତ୍ତିକୁ ସିଜ୍‌ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମ୍ପତ୍ତିର ମୂଲ୍ୟ ହଜାରେ କୋଟିରୁ ଅଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି।

Rickshaw Puller Served Tax Notice
ବର୍ଷକ ଭିତରେ ରିକ୍ସା ଚାଳକଙ୍କ ଇନକମ୍‌ ୪୩ କୋଟି ! ଆସିଲା ୩ କୋଟି ଟଙ୍କାର ଟିକସ୍‌ ନୋଟିସ୍‌

ରିକ୍ସା ଚାଳକଙ୍କୁ ୩ କୋଟିରୁ ଅଧିକ ଟଙ୍କାର ଟିକସ ନୋଟିସ୍‌। ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ଘଟଣାଟି ସତ। ଉତ୍ତର ପ୍ରଦେଶର ମଥୁରାରେ ଜଣେ ରିକ୍ସା ଚାଳକଙ୍କ ପାଖକୁ ୩ କୋଟିରୁ ଅଧିକ ଟଙ୍କାର ଟିକସ ପୈଠ କରିବା ଲାଗି ନୋଟିସ୍‌ ଆସିଛି।

sonu sood
ଅକଳରେ ଅଭିନେତା ସୋନୁ ସୁଦ୍‌ ! ସରକାରଙ୍କୁ ୨୦ କୋଟି ଟଙ୍କାର ଟ୍ୟାକ୍ସ ଫାଙ୍କିଥିବା ଅଭିଯୋଗ

ଟ୍ୟାକ୍ସ ଫାଙ୍କି ଅଭିଯୋଗରେ ସୋନୁ ସୁଦଙ୍କ ଘରେ ଏବଂ ତାଙ୍କ କମ୍ପାନୀ ଲିଙ୍କରେ ଥିବା ବିଭିନ୍ନ ସ୍ଥାନରେ ୩ ଦିନ ଧରି ରେଡ୍ କରୁଥିଲା ଆୟକର ଟିମ୍ । ଏହି ସମୟରେ ଟ୍ୟାକ୍ସ ଫାଙ୍କି ନେଇ ବିଭିନ୍ନ ପ୍ରମାଣ ମିଳିଥିବା ଏବଂ ସୋନୁ ସୁଦ୍ ବିଭିନ୍ନ ବେନାମୀ ଲୋକଙ୍କ ଠାରୁ ଲୋନ୍ ମାଧ୍ୟମରେ ଟଙ୍କା ଆଣିଥିବା ବେଳେ ଯାହାର କିଛି ହିସାବ ମିଳୁନଥିବା ଆୟକର ବିଭାଗ ଦାବି କରିଛି । ଏହି ବେନାମୀ ଲୋନ୍ ଜରିଆରେ ଆସିଥିବା ଅର୍ଥକୁ ସେ ନିବେଶ ଏବଂ ସମ୍ପତ୍ତି କିଣାରେ ବ୍ୟବହାର କରିଛନ୍ତି