• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Hrithik Roshan

Fighter teaser released fans says its pure goosebumps
Fighter Teaser Release: ରିଲିଜ୍ ହେଲା ଟିଜର; ଲୋକେ କହିଲେ ଦେଖି ଲୋମ ଟାଙ୍ଗୁରି ଉଠୁଛି

ସାମ୍ନାକୁ ଆସିଯାଇଛି ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ‘ଫାଇଟର୍‌’ର ଟିଜର, ଯେଉଁଥିରେ ଦମଦାର ଦୃଶ୍ୟ ଦେଖିବାକୁ ମିଳିଛି। ଏଥିରେ ଏରିଏଲ୍ ଆକ୍ସନ ସହିତ ପ୍ରଭାବଶାଳୀ 3D ସିନ୍ ରହିଛି ଯାହା ଲୋକଙ୍କୁ ଖୁବ୍ ପ୍ରଭାବିତ କରୁଛି।

Vikram Vedha and Ponniyin Selvan opening collection details
'ବିକ୍ରମ ବେଧା'କୁ ପଛରେ ପକେଇଲା 'ପୋନ୍ନିୟନ ସେଲ୍‌ଭନ୍-୧'

ପ୍ରଥମ ଦିନରୁ ମନ ମୋହିଲା 'ପୋନ୍ନିୟନ ସେଲ୍ଭନ୍-୧'। ରୋଜଗାରରେ 'ବିକ୍ରମ ବେଧା'କୁ ପଛରେ ପକେଇଲା। ଓପେନିଙ୍ଗ୍ ମାମଲାରେ ହେଲା ତୃତୀୟ ସର୍ବୋଚ୍ଚ ତାମିଲ ଫିଲ୍ମ।

Hrithik Roshan review Aamir Khan film laal singh chaddha
'ଲାଲ୍‌ ସିଂହ ଚଡ୍‌ଢା' ଖୁବ ବଢିଆ ଆଉ ଦମଦାର ହୋଇଛି - ହ୍ରିତିକ ରୋଶନ

'ଲାଲ୍‌ ସିଂହ ଚଡ୍‌ଢା' ଅତ୍ୟନ୍ତ ସୁନ୍ଦର ହୋଇଛି। ଏହି ସୁଯୋଗକୁ ହାତଛଡା କରନ୍ତୁ ନାହିଁ ବନ୍ଧୁମାନେ! ଯାଆନ୍ତୁ! ବର୍ତ୍ତମାନ ଯାଆନ୍ତୁ! ଏହାକୁ ଦେଖନ୍ତୁ। ଏହା ଖୁବ ବଢିଆ ଆଉ ଦମଦାର ହୋଇଛି। ଏମିତି କହିଲେ ହ୍ରିତିକ ରୋଶନ।

Ranbir play the role of Ram and Hrithik as raavan
ରାମ-ରାବଣ ପାଇଁ ଚର୍ଚ୍ଚାରେ ହ୍ରିତିକ-ରଣବୀର

ବଲିଉଡ୍ ଅଭିନେତା ରଣବୀର କପୁର ଓ ହ୍ରିତିକ୍ ରୋଶନଙ୍କୁ ସିନେ ନିର୍ମାତା ଜୈକୀ ଭଗନାନୀଙ୍କ ଅଫିସ୍ ବାହାରେ ଦେଖାଯାଇଛି। କୁହାଯାଉଛି ଯେ ଉଭୟଙ୍କୁ ନେଇ ନିର୍ମାତା ଏକ ଫିଲ୍ମ ତିଆରି କରିବାକୁ ଯାଉଛନ୍ତି। ଏହା ସହିତ ଉଭୟ ମଧ୍ୟ ନମିତ ମାଲହୋତ୍ରାଙ୍କ ସହ ମିଟିଂ କରୁଥିବା ବେଳେ ନଜର ଆସିଛନ୍ତି। ଯାହା ‘ରାମାୟଣ’ ଫିଲ୍ମକୁ ନେଇ ଚର୍ଚ୍ଚା ହେଉଛି। ଏହି ମିଟିଂରେ ମଧ୍ୟ ନିତେଶ ତିୱାରୀ ଓ ମଧୁ ମାନତେନା ଉପସ୍ଥିତ ଥିଲେ।

Krushna Abhishek and Udit Narayan
ଉଦିତଙ୍କୁ ଦେଖି ମାମାଜୀଙ୍କ ମନେପଡିଗଲା ବୋଲି କହିଲେ କୃଷ୍ଣା

ଟିଭି ଦୁନିଆର ହିଟ୍ କମେଡି ଶୋ 'ଦି କପିଲ୍ ଶର୍ମା ସୋ' ୬ ମାସର ବିରତି ପରେ ପୁଣି ଥରେ ଦର୍ଶକଙ୍କୁ ମନୋରଞ୍ଜନ କରିବାକୁ ଫେରିଛି। ଏହା ସହିତ ଶୋ’ରେ ସେଲିବ୍ରେଟିଂଆନଙ୍କର ଅଂଶଗ୍ରହଣ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ନୂଆ ସିଜନର ପ୍ରଥମ ଏପିସୋଡ୍‌ରୁ ହୋଷ୍ଟ୍‌ କପିଲ ଶର୍ମା ଏବଂ ତାଙ୍କ ଟିମ୍ ଶୋ’ର ଦର୍ଶକଙ୍କୁ ମନୋରଞ୍ଜନ କରୁଛନ୍ତି। ବର୍ତ୍ତମାନ ଶୋ’ର ନୂଆ ଏପିସୋଡ୍‌ରେ ପ୍ରସିଦ୍ଧ ଗାୟକ ଉଦିତ ନାରାୟଣ, କୁମାର ସାନୁ ଏବଂ ଅନୁରାଧା ପୌଡୱାଲ ବିଶେଷ ଅତିଥି ଭାବରେ ଉପସ୍ଥିତ ଥିଲେ। ସବୁ କଳାକାରମାନେ ସେମାନଙ୍କ ସହିତ ୯୦ ଦଶକର ଅନେକ ସ୍ମୃତି ଫେରେଇ ଆଣିଥିଲେ।

Hritik Roshan
ହ୍ରିତିକଙ୍କ ବାଇସେପ୍ସ ଦେଖି କାବା ହେଲେ ଫ୍ୟାନ୍ସ

ଆଜିକାଲି ବଲିଉଡରେ ଚାଲିଛି ଫିଟ୍‌ନେସ୍‌ କ୍ରେଜ୍। ଏହି କ୍ଷେତ୍ରରେ ହ୍ରିତିକ୍ ରୋଶନ ବି କାହା ଠାରୁ କମ ନୁହନ୍ତି। ସେ ତାଙ୍କର ୱାର୍କଆଉଟ୍ ସାଙ୍ଗକୁ ଡାଏଟର ଭରପୂର ନଜର ରଖିଛନ୍ତି। ନିକଟରେ ଏକ ଫଟୋରେ ସେ ତାଙ୍କର ବାଇସେପ୍ସ ଦେଖେଇଥିବା ଦେଖାଯାଏ। ତାଙ୍କର ଚମତ୍କାର ଫିଟ୍‌ନେସ୍ ଦେଖି ଅନ୍ୟ ସେଲିବ୍ରିଟି ଓ ଫ୍ୟାନ୍ସମାନଙ୍କ ଆଖି ଖୋସିହୋଇ ଯାଉଛି।