• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Home Guard

Delhi invites applications for 10285 Home Guards
Home Guards Job: ଦଶମ ପାଶ୍ କରିଥିଲେ ହୋମ୍ ଗାର୍ଡ ଚାକିରି; ପୂରଣ ହେବ ୧୦୨୮୫ ପଦବୀ

ଦିଲ୍ଲୀ ଡିରେକ୍ଟୋରେଟ୍ ଜେନେରାଲ୍ ଅଫ୍ ହୋମ୍ ଗାର୍ଡ (DGHG) ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଦଶମ ପାଶ୍ କରିଥିଲେ ବି ପ୍ରାର୍ଥୀ ଏହାର ସୁଯୋଗ ନେଇପାରିବେ। ଏନେଇ ଆବେଦନ ଆରମ୍ଭ ହୋଇଯାଇଛି।

Lady ASI accuses home guard of demanding physical favour for official work in Odisha’s Sonepur
ମହିଳା ASIଙ୍କୁ ଯୌନ ନିର୍ଯାତନା ! ‘ପ୍ରଥମେ ଶାରିରୀକ ସଂପର୍କ ରଖ, ତା’ପରେ ନିୟମିତ କରାଯିବ ଛୁଟି’

ଆଇଜିଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଏସପି ପାହ୍ୟାର ଜଣେ ଅଧିକାରୀ ତଦନ୍ତ ଜାରି ରଖିଛନ୍ତି । ସଂପୃକ୍ତ ମହିଳା ASIଙ୍କ ଅଭିଯୋଗ, ଗତ ଅଗଷ୍ଟରେ ନିଜ ଛୁଟିକୁ ନିୟମିତ କରିବା ପାଇଁ ସୋନପୁର ହେଡକ୍ୱାର୍ଟରର ହୋମଗାର୍ଡ ରାଜକୁମାର ପଧାନଙ୍କୁ ଯୋଗାଯୋଗ କରିଥିଲେ ।

Home Guard
ହୋମଗାର୍ଡଙ୍କୁ ନିର୍ଯାତନା ମାମଲା; ମାମଲା ରୁଜୁ କଲେ ରାଜ୍ୟ ମହିଳା କମିଶନ

DIG ବ୍ରିଜେଶ ରାୟଙ୍କ ଘରେ ମହିଳା ହୋମଗାର୍ଡଙ୍କୁ ନିର୍ଯାତନା ମାମଲା ପରେ ଏବେ ଘନଉଛି ବିବାଦ। କାହିଁକି ଏବଂ କେଉଁ ପରିସ୍ଥିତିରେ ଦିଆଗଲା ନିର୍ଯାତନା, ନିଜ ଆଡୁ ମାମଲା ରୁଜୁ କରି ମହିଳା ଅପରାଧ ନିରୋଧି ସେଲ୍ ADGଙ୍କୁ ରିପୋର୍ଟ ତଲବ କରିଛନ୍ତି ରାଜ୍ୟ ମହିଳା କମିଶନ।

DIG Brijesh Ray
ମହଙ୍ଗା ପଡ଼ିଲା କି ମହିଳା ହୋମଗାର୍ଡଙ୍କୁ ପତ୍ନୀଙ୍କ ନିର୍ଯାତନା ଅଭିଯୋଗ ?

ମହଙ୍ଗା ପଡ଼ିଲା କି ମହିଳା ହୋମଗାର୍ଡଙ୍କୁ ପତ୍ନୀଙ୍କ ନିର୍ଯାତନା ଅଭିଯୋଗ ? ବିବାଦ ବଢ଼ିବାରୁ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ବ୍ରିଜେଶ ରାୟଙ୍କୁ ପୋଲିସ ମୁଖ୍ୟାଳୟ ବଦଳି । ଏପଟେ ହସପିଟାଲ ବେଡ଼ରେ ଦୁଇ ଗୋଡ଼ ହରାଇ ନ୍ୟାୟ ଅପେକ୍ଷାରେ ପୀଡ଼ିତା ସୈରିନ୍ଦ୍ରୀ

DIG Brijesh Ray
ସ୍ତ୍ରୀ ନିର୍ଯାତନା ଦେଉଥିଲା, ସ୍ୱାମୀ ଦଣ୍ତ ପାଇଲା

ମହଙ୍ଗା ପଡ଼ିଲା ମହିଳା ହୋମଗାର୍ଡଙ୍କ ନିର୍ଯାତନା ଅଭିଯୋଗ । ଉତ୍ତର କେନ୍ଦ୍ରାଞ୍ଚଳ DIG ବ୍ରିଜେଶ ରାଏଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି ।

Homeguard Salary Hike
ହୋମଗାର୍ଡଙ୍କ ପାଇଁ ‘ସୁପ୍ରିମ’ ନିର୍ଦ୍ଦେଶ, ବଢ଼ିଲା ଦରମା !

ବର୍ଦ୍ଧିତ ବେତନ ପିଛିଲା ଭାବେ ୩ ମାସ ମଧ୍ୟରେ ଦେବାକୁ ନିର୍ଦ୍ଦେଶ । ୨୦୧୮ ଜୁନ୍ ପହିଲାରୁ ପିଛିଲା ଭାବେ ଦେବାକୁ ନିର୍ଦ୍ଦେଶ ଦେଲେ କୋର୍ଟ ।

Home Guard
ଖୁସି ଖବର ! ବଢ଼ିଲା ହୋମ୍‌ଗାର୍ଡଙ୍କ ଦରମା

ପୂର୍ବରୁ ମିଳୁଥିବା ଅନ୍ୟାନ୍ୟ ଭତ୍ତା ପୂର୍ବବତ୍ ବଳବତ୍ତର ରହିବ ।

Bengaluru home guard returns suitcase with rs 20 lakh gold
ହୋମ୍‌ ଗାର୍ଡଙ୍କ ସଚ୍ଚୋଟପଣିଆ; ଫେରାଇଦେଲେ ଷ୍ଟେସନ କଡ଼ରୁ ପାଇଥିବା ୨୦ ଲକ୍ଷର ସୁନା

ହୋମ୍‌ ଗାର୍ଡଙ୍କ ସଚ୍ଚୋଟପଣିଆ । ଫେରାଇଦେଲେ ଷ୍ଟେସନ କଡ଼ରୁ ପାଇଥିବା ୨୦ ଲକ୍ଷର ସୁନା ଯାତ୍ରୀଙ୍କ ସହ ସୁଟ୍‌କେସ୍‌ ।

hyderabad
ଅସହାୟ ବୃଦ୍ଧାଙ୍କୁ ଜଣେ ଟ୍ରାଫିକ୍‌ ପୋଲିସ ନିଜ ହାତରେ ଖୁଆଇ ଦେଉଥିବା ଫଟୋ ଭାଇରାଲ୍

This gesture of Kukatpally traffic PS Home Guard B.Gopal (1275) towards a homeless woman by feeding her at JNTU shakes the heart @cpcybd @cyberabadpolice @TelanganaDGP @TelanganaCMO pic.twitter.com/tL7VO7Vt5J — Harsha Bhargavi (@pandiribhargavi) 1 April 2018

bhadrak
ଭଦ୍ରକରେ ସିରିଜ୍ ଦୁର୍ଘଟଣା: ୨ମୃତ, ୨ ଆହତ

ଭଦ୍ରକ: ଭଦ୍ରକରେ ସିରିଜ୍ ଦୁର୍ଘଟଣା। ପଛକୁ ପଛ ୪ଟି ଟ୍ରକ ମଧ୍ୟରେ ଧକ୍କା ହେବାଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। NH-୧୬ ଚରମ୍ପା ରେଲୱେ ଓଭରବ୍ରିଜ୍ ନିକଟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ଆଜି ସକାଳ ସାଢ଼େ ୬ଟା ବେଳେ ସେଠାରେ ଆରଟିଓ ଚେକିଂ ହେଉଥିଲା। ତେବେ ହୋମ୍‌ଗାର୍ଡ଼ ଜଣକ ଗୋଟିଏ ଟ୍ରକ୍‌କୁ ଅଟକାଇବା ପାଇଁ ଚେଷ୍ଟା କରିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଦ୍ରୁତ ଗତିରେ ଆସୁଥିବା ଟ୍ରକ୍‌ଟି […]

home-guard
ପୁଣି ଅପରାଧୀ ସାଜିଲା ଖାକି ପୋଷାକ, ଚାକିରି ଦେବା ନାଁରେ ଠକିଲା..

ଢ଼େଙ୍କାନାଳ: ପୁଣି ଅପରାଧୀ ସାଜିଲା ଖାକି ପୋଷାକ । ଅପରାଧ ଧରିବା ପାଇଁ ଉଦ୍ଧିଷ୍ଟ ପୋଲିସ ଏବେ ନିଜେ ଅପରାଧୀ । ଲୋକଙ୍କୁ ଠକାମୀର ଶିକାର ହେବାରୁ ବଞ୍ଚାଇବା ପାଇଁ ଥିବା ପୋଲିସ ନିଜେ ଠକୁଛି । ଚାକରି କରାଇଦେବା ଲୋଭ…