• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Hollywood

actress Cameron diaz welcomes baby boy at the age of 51
୫୧ ବର୍ଷରେ ମା’ ହେଲେ ଏହି ଅଭିନେତ୍ରୀ, ଖୁସି କହିଲେ ନ ସରେ

ଅଭିନେତ୍ରୀ କ୍ୟାମେରୁନ୍ ଡିୟାଜ୍ ଏବଂ ତାଙ୍କ ସଙ୍ଗୀତକାର ସ୍ୱାମୀ ବେନ୍‌ଜୀ ମ୍ୟାଡେନ୍ କହିଛନ୍ତି ଯେ ପୁଅ କାର୍ଡିନାଲ୍ ମ୍ୟାଡେନ୍‌ଙ୍କୁ ପରିବାରରେ ସ୍ୱାଗତ କରିଥିବାରୁ ପାଇଁ ସେମାନେ ଧନ୍ୟ ଏବଂ କୃତଜ୍ଞ। ତାଙ୍କର ଏହି ପୋଷ୍ଟ ଦେଖିବା ପରେ ପ୍ରଶଂସକମାନେ ପ୍ରତିକ୍ରିୟାଶୀଳ ହୋଇ ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Keanu reeves earned rs 75 lakh per word for spoke on silver screen
ଏମିତି ଷ୍ଟାର୍! ଗୋଟିଏ ଶବ୍ଦ ପାଇଁ ନିଅନ୍ତି ୭୫ ଲକ୍ଷ ଟଙ୍କା, ଫ୍ଲପ୍ ଫିଲ୍ମ ବି କରେ ୧୨୦୦କୋଟି ରୋଜଗାର

ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ସୁପର୍‌ଷ୍ଟାର୍‌ଙ୍କ ଫି’ କୁ ନେଇ ପ୍ରାୟତଃ ଆଲୋଚନା କରାଯାଇଥାଏ। କେହି କେହି ଗୋଟିଏ ଫିଲ୍ମ ପାଇଁ ୧୦୦ କୋଟି ନେଉଛନ୍ତି ତ ଆଉ କେହି ୨୦୦ କୋଟି ଟଙ୍କା ଚାର୍ଜ କରୁଛନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଜଣେ ସୁପର୍‌ଷ୍ଟାର୍‌ଙ୍କ ବିଷୟରେ କହିବୁ ଯିଏ ରୂପେଲି ପରଦାରେ କେବଳ ଗୋଟିଏ ଶବ୍ଦ କହିବା ପାଇଁ ୭୫ ଲକ୍ଷ ଟଙ୍କା ଚାର୍ଜ କରନ୍ତି।

Shah Rukh Khan reveals why he is not acting in Hollywood films
ଆସିଛି ହଲିଉଡ୍ ଅଫର୍, ମନା କରିଦେଇଛନ୍ତି କିଙ୍ଗ୍ ଖାନ୍; କାହିଁକି ଜାଣନ୍ତୁ…

ଯଦିଓ କିଙ୍ଗ୍ ଖାନ୍ କୌଣସି ହଲିଉଡ୍‌ ଫିଲ୍ମ କରିନାହାଁନ୍ତି, ତଥାପି ତାଙ୍କ ଷ୍ଟାରଡମ୍ ବିଦେଶରେ ମଧ୍ୟ କମ ନୁହେଁ। ନିକଟରେ ଏକ ସାକ୍ଷାତକାରରେ ସେ ବର୍ତ୍ତମାନ ପର୍ଯ୍ୟନ୍ତ କାହିଁକି ହଲିଉଡ୍‌ରେ କାମ କରି ନାହାନ୍ତି ତାହାର ଉତ୍ତର ଦେଇଛନ୍ତି।

Hollywood Actor Killed in Plane Crash
ବିମାନ ଦୁର୍ଘଟଣାରେ ଦୁଇ ଝିଅ ସହ ପ୍ରାଣ ହରେଇଲେ ଏହି ପ୍ରସିଦ୍ଧ ଅଭିନେତା

ଆମେରିକାରେ ବିମାନ ଦୁର୍ଘଟଣାରେ ଜର୍ମାନ ଜନ୍ମିତ ହଲିଉଡ୍‌ ଅଭିନେତା ଖ୍ରୀଷ୍ଟିଆନ ଓଲିଭରଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ତାଙ୍କର ଦୁଇ ଝିଅ ମଧ୍ୟ ପ୍ରାଣ ହରାଇଛନ୍ତି। ଅଭିନେତାଙ୍କ ଛୋଟ ବିମାନଟି ଉଡ଼ାଣ ପରେ ତୁରନ୍ତ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

Al Pacino
୮୨ ବର୍ଷରେ ବାପା ହେବେ ହଲିଉଡ୍‌ ଭେଟେରାନ୍‌ ଅଭିନେତା ଅଲ୍‌ ପାସିନୋ

ଅଲ୍‌ ପାସିନୋ ଏବଂ ନୁର ଆଲଫାଲ୍ଲା ୨୦୨୨ ଏପ୍ରିଲରୁ ପରସ୍ପରକୁ ଡେଟ୍‌ କରୁଛନ୍ତି । ଦୁହେଁ ବହୁବାର ଏକାଠି ରାତ୍ରି ଭୋଜନ କରୁଥିବା ନଜର ଆସିଛନ୍ତି ।

5 blockbuster movies exactly copied from Hollywood
ହଲିଉଡ୍‌ରୁ କପି ୫ ସୁପର୍‌ହିଟ୍ ବଲିଉଡ୍ ଫିଲ୍ମ

ବଲିଉଡ୍‌ରେ ଚଳଚ୍ଚିତ୍ରର ଏକ ଲମ୍ବା ତାଲିକା ଅଛି ଯାହାର କାହାଣୀ ସାଉଥ୍‌ କିମ୍ବା ହଲିଉଡ୍‌ ଫିଲ୍ମରୁ କପି କରାଯାଇଛି। ଏହା ସହିତ ଏହି ଚଳଚ୍ଚିତ୍ରଗୁଡ଼ିକ ବକ୍ସଅଫିସ୍‌ରେ ମଧ୍ୟ ସୁପର୍‌ହିଟ୍ ହୋଇଛି। ଆସନ୍ତୁ ଏମିତି ୫ଟି ଫିଲ୍ମ ଉପରେ ନଜର ପକେଇବା ଯାହା ଅବିକଳ ହଲିଉଡ୍‌ର କପି।

Vidyut Jamwal doing action film with Chuck Russell
ହଲିଉଡ୍‌ରେ ଆକ୍ସନ ଷ୍ଟଣ୍ଟ୍ ଦେବେ ବିଦ୍ୟୁତ ଜାମୱାଲ୍‌

ଆମେରିକୀୟ ଫିଲ୍ମ ନିର୍ଦ୍ଦେଶକ ରସେଲ ବିଦ୍ୟୁତ ଜାମୱାଲଙ୍କ ସହ ଏକ ଫିଲ୍ମ କରୁଛନ୍ତି। ବିଦ୍ୟୁତ ଭରପୂର ଆକ୍ସନ ମସଲା ସହିତ ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ଏହା ସହିତ ବିଦ୍ୟୁତଙ୍କ କାନ୍ଧରେ ଏହି ଚଳଚ୍ଚିତ୍ରର ଆକ୍ସନ୍‌କୁ ପ୍ଲାନ୍ କରିବାର ଦାୟିତ୍ୱ ମଧ୍ୟ ରହିଛି। ଏହି ଚଳଚ୍ଚିତ୍ରରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେବ।

Avatar: The Way of Water
ଜଙ୍ଗଲରେ ନୁହେଁ ଏଥର ମହାସାଗରରେ ଲଢ଼େଇ, ହୋସ୍‌ ଉଡ଼ାଇ ଦେବ ‘ଅବତାର୍‌’

ପାର୍ଟ ୱାନ୍‌ରେ ଜଙ୍ଗଲରେ ସଂଗ୍ରାମ ଦେଖିଥିଲେ, ଏଥର କିନ୍ତୁ ପାଣିରେ। ଅକାତ ଅକାତ ମହାସାଗର ଭିତରେ ସତ୍ତା, ସ୍ୱାଭିମାନ, ପରିବାର ପାଇଁ ଲଢ଼େଇ। ଏମିତି କାହାଣୀ ଯାହା ବୋଧେ ମଣିଷକୁ ଆଇନା ଦେଖାଉଛି।

Hollywood filmmaker wants remake rights of Sanak
ହଲିଉଡ୍‌ରୁ ଆସିଲା ଅଫର୍; ରିମେକ୍ ହେବ ବଲିଉଡ୍‌ର ଏହି ଫିଲ୍ମ

ହଲିଉଡ୍‌ରେ ରିମେକ୍ ହେବ ବଲିଉଡ୍‌ର ଏକ ଫିଲ୍ମ। ଏନେଇ ଆମେରିକାରୁ ଆସିଛି ଅଫର୍। ଏନେଇ ଏହି ଫିଲ୍ମର ନିର୍ମାତା ଭିପୁଲ ଅମ୍ରୁତଲାଲ୍ ଶାହାଙ୍କ ଖୁସି କହିଲେ ନ ସରେ। ଏହା କେଉଁ ଫିଲ୍ମ ଜାଣିବା ପାଇଁ ଦେଖନ୍ତୁ…

Burce Lee know about the reason of death
କେମିତି ହୋଇଥିଲା ବ୍ରୁସ୍ ଲିଙ୍କ ମୃତ୍ୟୁ; କରାଯାଇଥିଲା କି ହତ୍ୟା?

ବ୍ରୁସ୍ ଲିଙ୍କ ପରି ଫାଇଟର୍ ପ୍ରାୟ ଏ ଦୁନିଆରେ ଦେଖା ଯାଆନ୍ତି ନାହିଁ। ଲୋକଙ୍କ ଦେହରେ ତାଙ୍କ ପଞ୍ଚ୍ ବାଜିବା ପୂର୍ବରୁ ହିଁ ସେମାନେ ଗଳିପଡୁଥିଲେ। ହେଲେ ହଠାତ କେମିତି ହେଲା ତାଙ୍କର ମୃତ୍ୟୁ….

Dhanus
ଧନୁଷଙ୍କ ନୂଆ ହଲିଉଡ୍ ଫିଲ୍ମ ! ବଡ଼ ଷ୍ଟାରମାନଙ୍କୁ ନିର୍ଧୁମ ମାଡ଼ର ଜବରଦସ୍ତ ଟ୍ରେଲର, ଦେଖନ୍ତୁ ଭିଡିଓ..

ଜବରଦସ୍ତ ଫାଇଟିଂ ସିନ୍‌ରେ ଧନୁଷଙ୍କୁ ଦେଖିବାକୁ ମିଳିବ । ତେବେ ଅନ୍ୟମାନଙ୍କ ଭଳି ତାଙ୍କ ଅଭିନୟ ମାତ୍ର କିଛି ମିନିଟ୍‌ ପାଇଁ ନା ବଡ଼ ରୋଲ ପାଇଛନ୍ତି । ତାର ସ୍ପଷ୍ଟ ସୂଚନା ନାହିଁ ।

Justin Bieber Says He Has Facial Paralysis
ଭୟଙ୍କର ରୋଗ ସହ ଲଢ଼ୁଛନ୍ତି ଲୋକପ୍ରିୟ ପପ୍‌ ଷ୍ଟାର୍‌ ଜଷ୍ଟିନ ବିବର୍‌, କହିଲେ- ଠିକ୍‌ ଭାବେ...

ହଲିଉଡ୍‌ର ଲୋକପ୍ରିୟ ପପ୍‌ ଗାୟକ ଜଷ୍ଟିନ ବିବର(Justin Bieber) ଗୁରୁତର ରୋଗରେ ଆକ୍ରାନ୍ତ ହୋଇଛନ୍ତି। ସେ ପାରାଲିସିସ୍‌ରେ ଆକ୍ରାନ୍ତ ହୋଇଥିବା ଜଣପଡ଼ିଛି।

Priyanka Chopra
ଦୁଃଖି ଥିବା ଭଳି ଫଟୋ ଛାଡ଼ିଲେ ପ୍ରିୟଙ୍କା, ଫ୍ୟାନ୍ସ କହିଲେ ବଲିଉଡ୍‌ ଫେରିଆସ

ପୁଣି ଏଥରେ ଫେରିଆସ । ବଲିଉଡ୍‌କୁ ପୁଣି ଫେରିଆସ ପ୍ରିୟଙ୍କା ! ହଲିଉଡ ବଲିଉଡ୍ ଅଭିନେତ୍ରୀ ତଥା ସୁନ୍ଦରୀ ପ୍ରିୟଙ୍କା ଚୋପଡ଼ା ଏବେ ପୁଣି ଚର୍ଚ୍ଚାରେ । ଏମିତିରେ ବି ସେ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି ।

Cannes Festival
କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୧ : 'ଟାଇଟନ'କୁ ସର୍ବଶ୍ରେଷ୍ଠ ପୁରସ୍କାର

୭୪ ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ପୁରସ୍କାର ଘୋଷଣା କରାଯାଇଥିଲା। କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୧ରେ 'ଟାଇଟନ' ଫିଲ୍ମର ଧୁମ୍ ଦେଖିବାକୁ ମିଳିଥିଲା ​। ସେକ୍ସ ଏବଂ ରକ୍ତପାତରେ ପରିପୂର୍ଣ୍ଣ ଏହି ଚଳଚ୍ଚିତ୍ର ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ ପୁରସ୍କାର ଲାଭ କରିଥିଲା ​​।