• translate

Tag: Hockey India

Hockey Odisha Slams State Govt
ହକି ଓଡ଼ିଶାକୁ ଅଣଦେଖା କରି ହକି ଇଣ୍ଡିଆ ସହ ବୁଝାମଣା କରିବା ଉଚିତ୍‌ ନୁହେଁ: ହକି ଓଡ଼ିଶା ସମ୍ପାଦକ

ରାଜ୍ୟ ସରକାର ଓ ହକି ଓଡ଼ିଶା ମଧ୍ୟରେ ବାଧକ ସାଜିଛି ହକି ଇଣ୍ଡିଆ। ହକି ଇଣ୍ଡିଆ ଚାହୁଁ ନାହିଁ ରାଜ୍ୟ ସରକାରଙ୍କ ସହ ହକି ଓଡ଼ିଶା ସମ୍ପର୍କ ରଖୁ। ଆଉ ଏଥିଲାଗି ରାଜ୍ୟ ସରକାର ହିଁ ଦାୟୀ ବୋଲି ହକି ଓଡ଼ିଶା ଅଭିଯୋଗ ଆଣିଛି।

womens Hockey Team
ମ୍ୟାଚ୍ ହାରିଥିଲେ ବି ଦେଶବାସୀଙ୍କ ଦିଲ୍ ଜିତିଲା ମହିଳା ହକି ଟିମ୍

ମ୍ୟାଚ ହାରିବା ପରେ ନିରାଶ ହୋଇପଡିଥିଲେ ଭାରତୀୟ ଖେଳାଳି। ସେମାନଙ୍କ ମୁହଁରେ ହତାଶାର ଭାବ ସ୍ପଷ୍ଟ ବାରି ହୋଇପଡୁଥିଲା। ମେଡାଲ ଜିତିବାରୁ ସୁଯୋଗ ଅଳ୍ପକେ ହାତଛଡ଼ା ହେବା ପରେ ଖେଳାଲିମାନେ ମ୍ରିୟମାଣ ହୋଇପଡିଥିଲେ। ବ୍ରିଟିଶ ଖେଳାଳି ମଧ୍ୟ ଆସି ଏମାନଙ୍କୁ ସାନ୍ତ୍ୱନା ଦେଇଥିଲେ।

India Hockey Team
ହକି ଦଳର ପରଦା ପଛର ନାୟକ; କୋଚ୍-ସପୋର୍ଟ ଷ୍ଟାଫ୍

ଭାରତୀୟ ପୁରୁଷ ହକି ଦଳ ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି କ୍ରୀଡ଼ା କ୍ଷେତ୍ରରେ ୪୧ ବର୍ଷର ପଦକ ମରୁଡ଼ିକୁ ଶେଷ କରିଛି। ଦଳର ସଫଳତା ପାଇଁ, କେବଳ ଯେ ଖେଳାଳିମାନେ ଦିନରାତି ଏକାଠି କରିଥିଲେ ତାହା ନୁହେଁ, ସପୋର୍ଟ ଷ୍ଟାଫ୍ ମଧ୍ୟ ସେମାନଙ୍କ ସହ କଠିନ ପରିଶ୍ରମ କରିଥିଲେ। ଭାରତୀୟ ହକି ଦଳର ମୁଖ୍ୟ ପ୍ରଶିକ୍ଷକ ଗ୍ରାହାମ୍ ରିଡ୍ ଥିବାବେଳେ ଦଳକୁ ସହାୟତା ଏବଂ ସମର୍ଥନ କରିବାକୁ ୬ ଜଣ କର୍ମଚାରୀ ମଧ୍ୟ ରହିଥିଲେ।

Tokyo olympics 2020 india vs great britain
ଟୋକିଓ ଅଲମ୍ପିକ: ମହିଳା ହକିରେ ବ୍ରିଟେନକୁ ବ୍ରୋଞ୍ଜ

ଟୋକିଓ ଅଲମ୍ପିକରେ ନିରାଶ କରିଛି ମହିଳା ହକି। ମଉଳି ଯାଇଛି ବ୍ରୋଞ୍ଜ ପଦକ ଆଶା। ଗ୍ରେଟ ବ୍ରିଟେନଠାରୁ ହାରି ହାତଛଡ଼ା କରିଛି ପଦକ ।

Amit Rohidas and Birendra Lakra
'ଜାତୀୟ ଦଳକୁ ଆସିବେ ଅଧିକ ଓଡ଼ିଆ ଖେଳାଳି'

ଭାରତୀୟ ହକି ଦଳର ଦୁଇ ଓଡିଆ ସଦସ୍ୟ ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉଭୟଙ୍କୁ ଟୁଇଟ୍ କରି ଶୁଭେଚ୍ଛା ଜଣାଇବା ସହ ପଡ଼ିଆରେ ଅମିତ ରୋହିଦାସଙ୍କ ଶକ୍ତି ଓ ସାମର୍ଥ୍ୟକୁ  ପ୍ରଶଂସା କରିଛନ୍ତି ମୋଦି।

Hockey India
ଚାରିଆଡ଼େ ଉତ୍ସବର ମାହୋଲ, ମିନି ଇଣ୍ଡିଆ ପାଲଟିଥିଲା ଶ୍ରୀଜେସ୍ ପିଆର୍‌ଙ୍କ ଘର

ଦୀର୍ଘ ୪ ଦଶନ୍ଧିର ଅପେକ୍ଷା ପରେ ଅଲିମ୍ପିକ୍ସ ହକିରେ ଭାରତକୁ ପଦକ । ଖୁସିରେ ବୁଡ଼ିଛି ସାରା ଭାରତ । କରୋନା ଭଳି ମାହାମାରୀ ସମୟରେ ଦେଶବାସୀ ତ୍ରସ୍ତ ଥିବା ବେଳେ ଭାରତୀୟ ପୁରୁଷ ହକି ଦଳ ଦେଶବାସୀଙ୍କ ମୁହଁରେ ଆଣିଛି ହସର ଫୁଆରା ।

Rani Rampal
ଟ୍ରଲି ଟଣାଳିଙ୍କ ଝିଅରୁ ଟୋକିଓ ରାଣୀ

ଅତୀତର ନିରାଶାକୁ ଭୁଲି ଏକ ସୁବର୍ଣ୍ଣ ଭବିଷ୍ୟତ ଆଶାରେ ମୂଳଦୁଆ ପକାଇଥିବା ଭାରତୀୟ ମହିଳା ହକି ଦଳ ଅଷ୍ଟ୍ରେଲିଆ ଭଳି କିମ୍ବଦନ୍ତୀ ଟିମ୍‌ଠାରୁ ଜିତି ଟୋକିଓ ଅଲିମ୍ପିକ୍ସର ସେମିଫାଇନାଲରେ ପ୍ରବେଶ କରିଛି। ଏହାକୁ ନେଇ ସମଗ୍ର ଭାରତ ଉତ୍ସବମୁଖର ହୋଇଛି। ତେବେ ଏହାର ସବୁ ଶ୍ରେୟ ଦଳର ଅଧିନାୟକ ରାଣୀ ରାମ୍‌ପାଲ୍‌ଙ୍କ ଉପରକୁ ଯାଉଛି।

Tokyo Olympics
ବନ୍ଦନା କଟାରିୟାଙ୍କ ହାଟ୍ରିକ୍ ଗୋଲ୍‌ ଇତିହାସ ରଚିଲା : ଭାରତ ଦକ୍ଷିଣ ଆଫ୍ରିକାକୁ ମାତ ଦେଲା

ଟୋକିଓ ଅଲିମ୍ପିକ୍ସରୁ ଭାରତ ପାଇଁ ଆସିଛି ଖୁସି ଖବର। ଭାରତୀୟ ମହିଳା ହକି ଦଳ ଦକ୍ଷିଣ ଆଫ୍ରିକାକୁ ୪-୩ ଗୋଲରେ ପରାସ୍ତ କରିଛି। ଭାରତ ପାଇଁ ବନ୍ଦନା କଟାରିୟା ତିନୋଟି ଗୋଲ୍‌ ଦେଇଥିବା ବେଳେ ନେହା ଗୋୟଲ ଗୋଟିଏ ଗୋଲ ସ୍କୋର କରିଥିଲେ। ତେବେ ଅଲିମ୍ପିକ୍ସ ମ୍ୟାଚ୍‌ରେ ହ୍ୟାଟ୍ରିକ୍ ସ୍କୋର କରିଥିବା ବନ୍ଦନା କଟାରିୟା ପ୍ରଥମ ଭାରତୀୟ ମହିଳା ଖେଳାଳି ହୋଇ ପାରିଛନ୍ତି। ଭାରତୀୟ ହକି ଦଳର ଏହି ବିଜୟ ପରବର୍ତ୍ତୀ ରାଉଣ୍ଡକୁ ଯିବାର ଆଶା ସଞ୍ଚାର କରିଛି।

Birendra Lakra
ଆଲିମ୍ପିକ୍ସରେ ଆଜିର ମ୍ୟାଚ୍‌ ବିରେନ୍ଦ୍ର ଲାକ୍ରା ଏବଂ ରୋହିଦାସଙ୍କ ପାଇଁ ଥିଲା ବେଶ ସ୍ମରଣୀୟ, ଜାଣନ୍ତୁ କାହିଁକି...

ଆଜି ବୀରେନ୍ଦ୍ର ଲାକ୍ରାଙ୍କ ପାଇଁ ବିଶେଷ ଦିନ । ନିଜ କ୍ୟାରିୟରର ୨୦୦ ତମ ଅନ୍ତର୍ଜାତୀୟ ମ୍ୟାଚ ଖେଳିଉନ୍ତି ୩୧ ବର୍ଷୀୟ ବୀରେନ୍ଦ୍ର ଲାକ୍ରା । ଭାରତୀୟ ହକି ଟିମ୍‌ର ଓଡ଼ିଆ ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସଙ୍କ ପାଇଁ ଆଜିର ମ୍ୟାଚ ଅତ୍ୟନ୍ତ ସ୍ମରଣୀୟ ଥିଲା ।

Rupinder Pal Singh
ହକିରେ ଭାରତର କମବ୍ୟାକ୍ : ସ୍ପେନ୍‌କୁ ୩-୦ରେ ହରାଇଲା

ପୂର୍ବ ମ୍ୟାଚରେ ଅଷ୍ଟ୍ରେଲିଆ ଠାରୁ ୧-୭ରେ ପରାଜିତ ହୋଇଥିଲା ଭାରତୀୟ ପୁରୁଷ ହକି ଦଳ । ତେବେ ଆଜି ଦଳ ପରାଜୟ ଭୁଳି ପୁନର୍ବାର ବିଜୟୀ ହୋଇଛି । ଭାରତୀୟ ପୁରୁଷ ହକି ଦଳ ପ୍ରଥମ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ୩-୨ରେ ପରାସ୍ତ କରିଥିଲା ।