• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Hockey

India beat Japan
ଭାରତର ଏକ ତରଫା ବିଜୟ, ମହିଳା ହକି ଦଳ ଜିତିଲେ ସ୍ବର୍ଣ୍ଣ

ଏସିଆନ୍ ମହିଳା ହକି ଚାମ୍ପିୟନସିପରେ ଭାରତ ଚାମ୍ପିୟନ ହୋଇଛି । ଭାରତ ଏକ ତରଫା ମ୍ୟାଚରେ ୪-୦ ଗୋଲରେ ଜାପାନକୁ ପରାସ୍ତ କରିଛି ।

Gold Medal
Asian Games: ଜାପାନ୍‌କୁ ହରାଇ ସ୍ୱର୍ଣ୍ଣ ଜିତିଲା ଭାରତୀୟ ହକି ଦଳ

ପୂର୍ବରୁ ୧୯୬୬, ୧୯୯୮ ଏବଂ ୨୦୧୪ ଏସିଆଡରେ ସ୍ୱର୍ଣ୍ଣ ଜିତିଥିଲା ଭାରତ ।

State pollution board notices to shut factories in Rourkela
ହକି ବିଶ୍ୱକପ୍ ପାଇଁ ବିପଦରେ ସୁନ୍ଦରଗଡ଼ର ୧୫ ହଜାର ଶ୍ରମିକଙ୍କ ଦାନାପାଣି

ସିଟୁ କହିଛି, ବିଶ୍ୱକପ୍‌ର ଦ୍ୱାହି ଦେଇ ଶ୍ରମିକମାନଙ୍କ ପେଟକୁ ଲାତ ମାରିଛନ୍ତି ସରକାର।

Ahead of Hockey World Cup 2023 CM Naveen Patnaik
ବିଶ୍ୱକପ୍ ହକି ବେଳେ ରାଜ୍ୟରେ କୋଭିଡ୍ ସଂକ୍ରମଣକୁ ନେଇ ଶଙ୍କା

କୋଭିଡ୍ ଟାସ୍କ ଫୋର୍ସ ନେଇଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି।

FIH Hockey
FIH ପ୍ରୋ ଲିଗ ହକି ମ୍ୟାଚ୍‌ରେ ନ୍ୟୁଜଲାଣ୍ଡକୁ ୭-୪ରେ ହରାଇଲା ଭାରତ

ଆସନ୍ତା ୬ରେ ପୁଣି ଭାରତ-ସ୍ପେନ୍ ମଧ୍ୟରେ ହେବ ଟକ୍କର ।

Hockey India
ଓଡ଼ିଆ ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନ, ଖେଲୋ ଇଣ୍ଡିଆରେ ନାମସୀ ଜାରିକା

ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ବେଲହାରୀ ଗ୍ରାମର ଆଦିବାସୀ ଝିଅ ନାମସି ଜାରିକା । ବାପ ଛେଉଣ୍ଡ ନାମସୀଙ୍କ ପିଲାଟି ଦିନରୁ ଖେଳ ପ୍ରତି ଥିଲା ବେଶ ଆଗ୍ରହ । ବହୁ କଷ୍ଟରେ ହକି ଖେଳ ପ୍ରତି ଆଗ୍ରହ ରଖିଥିବା ନାମସୀ ୨୦୧୪ ମସିହାରେ ରାଉରକେଲା ସ୍ଥିତ ପାନପୋଷ କ୍ରୀଡ଼ା ଛାତ୍ରାବାସରୁ ଆରମ୍ଭ କରିଥିଲେ ଅଭିଯାନ ।

Hockey
ଏସିଆ କପ୍‌ରେ ଦମ୍ ଦେଖାଇଲେ ଓଡିଆ ଷ୍ଟାର, ସୁପର-୪ରେ ଭାରତର ଏଣ୍ଟ୍ରି

ସୁପର ୪ରେ ପ୍ରବେଶ କରିବା ପାଇଁ ଭାରତକୁ ଯେମିତି ହେଲେ ବି ଏହି ମ୍ୟାଚକୁ ୧୫ ଗୋଲ ବ୍ୟବଧାନରେ ଜିତିବାର ଥିଲା । ଭାରତର ଏହି ବିଜୟରେ ପ୍ରମୁଖ ଭୂମିକା ନେଇଥିଲେ ଅନ୍ୟତମ ଓଡିଆ ଖେଳାଳି ଦୀପସାନ ର୍ତିକୀ ।

Amit Rohidas
ଓଡ଼ିଶାର ଅମିତ ରୋହିଦାସ ଭାରତୀୟ ହକି ଦଳର ଅଧିନାୟକ

ରୋହିଦାସଙ୍କ ସହ ଓଡ଼ିଶାର ଶିଳାନନ୍ଦ ଲାକ୍ରା ବି ଦଳରେ ସାମିଲ ହୋଇଛନ୍ତି ।

Odisha Government to launch hockey clubs in schools
ସ୍କୁଲ୍‌ ସ୍ତରରୁ ହକି ପାଇଁ ଟ୍ରେନିଂ ନେବେ ଛାତ୍ରଛାତ୍ରୀ, ଖୋଲିବ ‘ମୋ ସ୍କୁଲ୍‌ ହକି କ୍ଲବ୍‌’

ସ୍କୁଲ୍‌ରେ ଖୋଲିବ ‘ମୋ ସ୍କୁଲ୍‌ ହକି କ୍ଲବ୍‌’ । ସ୍କୁଲ୍‌ ସ୍ତରରୁ ଛାତ୍ରଛାତ୍ରୀଙ୍କୁ ହକି ପାଇଁ ପ୍ରଶିକ୍ଷଣ ଦେବା ପାଇଁ ଏଭଳି ଯୋଜନା କରାଯାଉଛି।

Fifa World Cup
ଭୁବନେଶ୍ୱରରେ ଖେଳାଯିବ ୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ୱକପ୍‌

୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ୱକପ ଫୁଟବଲ ପାଇଁ ଭେନ୍ୟୁ ଘୋଷଣା ।

Hockey
ପୁଅ ଝିଅ ସମାନ ; ପଡ଼ିଆରେ ଧୂଳି ଉଡ଼ାଇ ପୁରୁଷଙ୍କୁ କଡ୍ଡା ଟକ୍କର ଦେଲେ ମହିଳା ହକି ଖେଳାଳି

ମଫସଲରୁ ସାମ୍ନାକୁ ଆସିଲା ମହାନ ବାର୍ତ୍ତା। ହକି ଗ୍ରାଉଣ୍ଡରେ ଏକାଠି ଖେଳିଲେ ପୁରୁଷ-ମହିଳା ଖେଳାଳୀ..ପରସ୍ପରକୁ ସାମ୍ନା କଲେ, ଗୋଲ୍‌ ବି ଦେଲେ। ପଡ଼ିଆରେ ଉଡ଼ାଇ ଦେଲେ ଧୂଳି..ଖେଳ ଦେଖିବାକୁ ଦର୍ଶକଙ୍କ ଜମିଥିଲା ପ୍ରବଳ ଗହଳି

Hockey Match
ନିଆରା ହକି ମ୍ୟାଚ୍‌ ! ଟିମ୍‌ରେ ସାମିଲ ଅଛନ୍ତି ଉଭୟ ପୁଅ-ଝିଅ, ଦେଖିବାକୁ ଦର୍ଶକଙ୍କ ପ୍ରବଳ ଭିଡ଼

ମ୍ୟାଚ୍‌ରେ ପୁରୁଷ ଖେଳାଳିମାନଙ୍କ ସହ ତାଳ ଦେଇ ମହିଳା ପ୍ଲେୟାର ବି ନିଜ ଟିମ୍‌କୁ ଜିତାଇବା ପାଇଁ ଦମଦାର୍ ଖେଳ ପ୍ରଦର୍ଶନ କରୁଛନ୍ତି ।

Hockey India beat Poland by 8-2 to reach junior world cup quarterfinal
ପୋଲାଣ୍ଡକୁ ହରାଇ ଜୁନିୟର ବିଶ୍ୱକପ କ୍ୱାର୍ଟର ଫାଇନାଲରେ ଭାରତର ପ୍ରବେଶ

ଏଫ୍‌ଆଇଏଚ୍‌ ଓଡ଼ିଶା ହକି ପୁରୁଷ ଜୁନିୟର ବିଶ୍ୱକପର୍‌ କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛି ଭାରତ। ଆଜିର କର ବା ମର ମ୍ୟାଚ୍‌ରେ ଆୟୋଜକ ଭାରତ ୮-୨ ଗୋଲରେ ପୋଲାଣ୍ଡକୁ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡକୁ ଯାଇଛି।

Birendra Lakra
ହକିରୁ ଅବସର ନେଲେ ବୀରେନ୍ଦ୍ର ଲାକ୍ରା

ହକିରୁ ଅବସର ଘୋଷଣା କଲେ ବୀରେନ୍ଦ୍ର ଲାକ୍ରା । ଟୋକିଓ ହକି ବ୍ରୋଞ୍ଜ ପଦକ ବିଜେତା ବୀରେନ୍ଦ୍ର ଲାକ୍ରା । ବୀରେନ୍ଦ୍ରଙ୍କ ଅବସର ଘୋଷଣା ନେଇ ହକି ଇଣ୍ଡିଆ ପକ୍ଷରୁ ଟୁଇଟ୍ । ୩୧ ବର୍ଷୀୟ ଲାକ୍ରା ୨୦୧ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି ବୀରେନ୍ଦ୍ର ଲାକ୍ରା ।

Hockey Stadium
କ୍ରୀଡ଼ା ଭିତ୍ତିଭୂମି ସଜାଡ଼ିବାରେ କେତେ ସଫଳ ରାଜ୍ୟ ସରକାର?

କ୍ରୀଡ଼ା ଦିବସରେ କ୍ରୀଡ଼ାବିତ୍‌ଙ୍କୁ ସମ୍ମାନ, ନିଶ୍ଚିତ ପକ୍ଷେ ନୂଆ ପିଢ଼ିଙ୍କ ପାଇଁ ଆହ୍ୱାନ। ହେଲେ ଯେଉଁ ହକି ଷ୍ଟାର ଅମିତ୍ ରୋହିଦାସଙ୍କୁ ଆଜି ରାଜ୍ୟ ସରକାର ସମ୍ମାନିତ କରିଛନ୍ତି ତାଙ୍କ ଜନ୍ମମାଟିରେ ଆଷ୍ଟୋଟର୍ଫ ନିର୍ମାଣ ନିଷ୍ପତ୍ତିର ବାସ୍ତବ ଚିତ୍ର କିନ୍ତୁ କ୍ରୀଡ଼ା ଭିତ୍ତିଭୂମି ଦିଗରେ ଆନ୍ତରିକତାର ପୋଲ୍ ଖୋଲି ଦେଇଛି। ସେମିତି ରାଇରଙ୍ଗପୁରରେ ସରକାରଙ୍କ ଷ୍ଟାଡିୟମ୍ ଘୋଷଣା କେମିତି ପାଣି ଗାର ହୋଇଛି।

Hocky
ଟୋକିଓ ଅଲିମ୍ପିକ୍‌ସରେ ୩ ଓଡ଼ିଆ ହକି ଖେଳାଳିଙ୍କ ସହ ଜଣେ ଓଡ଼ିଆ ଡାକ୍ତର..

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍‌ସ ଲାଗି ଆରମ୍ଭ ହୋଇଯାଇଛି କାଉଣ୍ଟ ଡାଉନ । ଏହି କ୍ରୀଡ଼ା ମହାକୁମ୍ଭ ପାଇଁ ଏ ପର୍ଯ୍ୟନ୍ତ ୩ ଜଣ ହକି ଖେଳାଳି ନିଜ ସ୍ଥାନ ପକ୍କା କରିଥିବା ବେଳେ ବୀରେନ୍ଦ୍ର ଲାକ୍ରା ଏବଂ ଦୀପଗ୍ରେସ ଏକ୍କାଙ୍କୁ ଉଭୟ…