ମାଟ୍ରିକ୍ ପରୀକ୍ଷାରେ ଓଏମ୍ଆର୍ ବ୍ୟବସ୍ଥା ଉଚ୍ଛେଦ ନିଷ୍ପତ୍ତି May 12, 2018 ଭୁବନେଶ୍ୱର : ଆସନ୍ତାବର୍ଷରୁ ଓଏମ୍ଆର୍ ବଦଳରେ ସିବିଏସ୍ଇ ଢାଞ୍ଚାରେ ପରୀକ୍ଷା ଦେବେ ମାଟ୍ରିକ୍ ଛାତ୍ରଛାତ୍ରୀ। ଗତକାଲି ସ୍କୁଲ୍ ଓ ଗଣଶିକ୍ଷା ସଚିବ…