• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Helicopter Crash

An Army ALH Dhruv Helicopter crashed in Jammu & Kashmir
ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଭାରତୀୟ ସେନା ବାହିନୀର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଜାମ୍ମୁ କାଶ୍ମୀର କିସ୍ତିୱାର ନିକଟରେ କ୍ରାସ୍ ହୋଇଥିବା ଜଣାପଡ଼ିଛି।

ALH Dhruv Mark 3 Helicopter Crashes At Kochi
ଉଡ଼ାଣ ଭରିବାର କିଛି ସମୟ ପରେ କୋଷ୍ଟଗାର୍ଡ ହେଲିକପ୍ଟର ଦୁର୍ଘଟଣା, ଏମିତି ବଞ୍ଚିଗଲେ ୩ ଜଣ...

୩୦ରୁ ୪୦ ଫୁଟ୍‌ ଉଚ୍ଚରେ ବିମାନ ଉଡ଼ୁଥିବା ବେଳେ ହଠାତ୍‌ ଏହି ସମୟରେ ନିୟନ୍ତ୍ରଣ ହରାଇ ଥିଲେ ପାଇଲଟ୍‌। ଏକ ବଡ଼ ଧରରଣ ଦୁର୍ଘଟଣାରୁ କିପରି ସମସ୍ତଙ୍କ ଜୀବନ ବଞ୍ଚାଇବେ ଏନେଇ ପାଇଲଟ୍‌ ଶତ ପ୍ରତିଶତ ପ୍ରଚେଷ୍ଟା କରିଥିଲେ।

Two Helicopters Collide Mid-Air In Australia
ମଝି ଆକାଶରେ ଦୁଇ ହେଲିକପ୍ଟର ଧକ୍କା, ୪ ମୃତ

ଘଟଣା ପରେ ରେସ୍କ୍ୟୁ ଅପରେସନ୍‌କୁ ଜୋରଦାର କରାଯାଇଛି।

Army Helicopter Crashes In Arunachal Pradesh
 ଅରୁଣାଚଳ ପ୍ରଦେଶରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଅରୁଣାଚଳ ପ୍ରଦେଶରେ ଆଜି ଏକ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଅତ୍ୟନ୍ତ ଦୁର୍ଗମ ଅଞ୍ଚଳରେ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।

Helicopter Crashes In Kedarnath
କେଦାରନାଥରେ ହେଲିକପ୍ଟର ଦୁର୍ଘଟଣା, ଚାଲିଗଲା ୬ ଜୀବନ

କେଦାରନାଥରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି। 

Four Dead In Helicopter Crash In Arabian Sea
ସମୁଦ୍ର ମଝିରେ ହେଲିକପ୍ଟର କ୍ରାଶ୍‌: ଜଣେ ଓଡ଼ିଆଙ୍କ ସମେତ ୪ ମୃତ

ଆରବ ସାଗରରେ ଜରୁରୀକାଳୀନ ଅବତରଣ ବେଳେ ହେଲିକପ୍ଟରଟି କ୍ରାଶ୍‌ ହୋଇଯାଇଥିଲା। ଏଥିରେ ଜଣେ ଓଡ଼ିଆଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। 

Helicopter Crash
ହେଲିକପ୍ଟର ଦୁର୍ଘଟଣା; ଜଣେ ଓଡ଼ିଆ ପାଇଲଟ୍‌ଙ୍କ ମୃତ୍ୟୁ

ଟ୍ରେନିଂ ବେଳେ ଛତିଶଗଡ଼ ରାୟପୁରରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ହେଲିକପ୍ଟରଟି ଅବତରଣ ବେଳେ ଏଥିରେ ନିଆଁ ଲାଗିଯିବାରୁ କ୍ରାସ ହୋଇଥିବା କୁହାଯାଉଛି । ମୃତକଙ୍କ ମଧ୍ୟରେ ଜଣେ ଓଡ଼ିଆ ପାଇଲଟ୍‌ ଥିଲେ ।

 Army Helicopter Crash
ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଭାରତୀୟ ସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଜମ୍ମୁ-କାଶ୍ମୀର ଗୁରେଜ୍ ସେକ୍ଟର ବରାଉମ୍ ଅଞ୍ଚଳରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି।

Coonoor Helicopter Crash Lance Naik Bogla Sai Teja will cremated today his body reached his native v
ପଞ୍ଚଭୂତରେ ଲୀନ ହେବେ ଲାନ୍ସ ନାଏକ ସାଇ ତେଜା, ଅନ୍ତିମ ଯାତ୍ରାରେ ପାର୍ଥିବ ଶରୀର

ସିଡିଏସ୍ ଜେନେରାଲ୍ ବିପିନ ରାୱତଙ୍କ ସହ ପ୍ରାଣ ହରାଇଥିବା ଲାନ୍ସ ନାୟକ ସାଇ ତେଜାଙ୍କ ପୈତୃକ ଗାଁରେ ଶେଷକୃତ୍ୟ ସମ୍ପୂର୍ଣ୍ଣ କରାଯିବ । ତେଜାଙ୍କ ପାର୍ଥୀବ ଶରୀରକୁ ତାଙ୍କ ଗାଁ ଆଗୁଭା ରେଗଡାକୁ ନିଆଯାଇଛି ।

America Helicopter Plane Collision At Arizona Airport America
ଆକାଶ ମାର୍ଗରେ ପ୍ଲେନ୍‌ ସହ ହେଲିକପ୍ଟର ମୁହାଁମୁହିଁ ଧକ୍କା; ଦୁଇ ମୃତ

ପ୍ଲେନ୍‌ ସହ ମୁହାଁମୁହିଁ ଧକ୍କା ହେଲା ହେଲିକପ୍ଟର । ଆମେରିକାରେ ଘଟିଛି ଏହି ଲୋମହର୍ଷଣକାରୀ ଘଟଣା । ଆମେରିକାର ଆରିଜୋନା ବିମାନବନ୍ଦରର ନିକଟସ୍ଥ ଆକାଶମାର୍ଗରେ ଏକ ବିମାନ ଏବଂ ହେଲିକପ୍ଟର ମୁହାଁମୁହିଁ ଧକ୍କା ହୋଇଛି ।ଏହି ଦୁର୍ଘଟଣା ଫଳରେରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବାବେଳେ ହେଲିକପ୍ଟରଟି ଛିଟ୍‌କି ଏକ ପଡିଆରେ ପଡିଯାଇଥିଲା ।

jammu-and-kashmir-helicopter-crashes-in-udhampur-district
ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଜମ୍ମୁ-କଶ୍ମୀରର ଉଦ୍ଧମ ପୁର ଜିଲ୍ଲାରେ ସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଉଦ୍ଧମପୁର ରେଞ୍ଜର ଡିଆଇଜି ସୁଲେମାନ ଚୌଧୁରୀ ମଙ୍ଗଳବାର ଏ ନେଇ  ସୂଚନା ଦେଇଛନ୍ତି।

helicopter-crash
ହେଲିକପ୍ଟର ତିଆରି କରିଥିଲେ ଅଷ୍ଟମ ପାସ୍ ମେକାନିକ୍, ଉଡ଼ାଣ ପରୀକ୍ଷଣ ବେଳେ କ୍ରାସ ହୋଇ ଚାଲିଗଲା ଜୀବନ

ଉଡାଣ ପରୀକ୍ଷଣ ସମୟରେ ବାଟ ଓଗାଳିଲା ମୃତ୍ୟୁ । ମହାରାଷ୍ଟ୍ରର ୟବତମାଲରେ ରହୁଥିବା ଜଣେ ୩୪ ବର୍ଷ ବୟସ୍କ ବ୍ୟକ୍ତି ହେଲିକପ୍ଟର ତିଆରି କରିବାକୁ ଗତ ଦୁଇ ବର୍ଷ ଧରି ଲଗାତାର ଚେଷ୍ଟା କରୁଥିଲେ । କଠିନ ପରିଶ୍ରମ କରିବା ପରେ ଧୀରେ ଧୀରେ ସେ ସଫଳତା ଆଡକୁ ଗତି କରୁଥିଲେ ।