• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Helicopter

David Warner
ଭାଇ ବାହାଘରକୁ ଯାଇଥିଲେ, ଡେରି ହେବାରୁ ହେଲିକପ୍ଟର ଚଢ଼ି ପଡ଼ିଆରେ ପହଞ୍ଚିଲେ

ଷ୍ଟାଡିୟମକୁ ଷ୍ଟାଇଲରେ ଏଣ୍ଟ୍ରି ମାରଲେ ଡେଭିଡ୍ ୱାର୍ଣ୍ଣର । ବିଗ୍ ବାସ୍ ଲିଗ୍ ମ୍ୟାଚ ଖେଳିବା ଲାଗି ହେଲିକପ୍ଟରରେ ଗ୍ରାଉଣ୍ଡକୁ ପହଞ୍ଚିଲେ ଅଷ୍ଟ୍ରେଲିଆର ଏହି ଷ୍ଟାର ବ୍ୟାଟର ।

Watch: Czech influencer drops 1 million Dollars from helicopter
ଆକାଶରୁ ଖସୁଛି ଟଙ୍କା

ଆପଣମାନେ ଜାଣନ୍ତି କି, ଆକାଶରୁ ମଧ୍ୟ ଟଙ୍କା ବର୍ଷା ହୋଇପାରେ । ଚେକ୍ ଗଣରାଜ୍ୟରେ ଘଟିଛି ଏପରି ଘଟଣା । ଦେଖନ୍ତୁ ଏହି ରିପୋର୍ଟ ।

Paraglider
ଉଡ଼ାଣ ସମୟରେ ନିଖୋଜ ହୋଇଗଲେ ପାରାଗ୍ଲାଇଡର; ଖୋଜୁଛି ହେଲିକପ୍ଟର

ପାରାଗ୍ଲାଇର୍ଡମାନେ କୌଣସି ଆସୋସିଏସନ୍ ସହିତ ପଞ୍ଜୀକୃତ ହୋଇନଥିଲେ । କାରଣ ସେମାନେ ପ୍ରି ଫ୍ଲାଇଙ୍ଗ୍ ବର୍ଗରେ ଉଡ଼ିଥିଲେ ଯେଉଁଥିରେ ପଞ୍ଜୀକରଣ ବାଧ୍ୟତାମୂଳକ ନୁହେଁ ।

Taxi Helicoptor
ଆଉ ଫସିବେନି ଟ୍ରାଫିକ୍‌ରେ ! ହେଲିକପ୍ଟର ନେଇଯିବ ଏଇଠୁ ସେଠିକି..

ବିଜ୍‌ନେସ୍‌ ଇନ୍‌ସାଇଡର ରିପୋର୍ଟ ଅନୁଯାୟୀ, ବ୍ଳେଡ୍‌ ଇଣ୍ଡିଆ ନାମକ ଏକ ସଂସ୍ଥା ଏହି ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟରେ ଦୁଇଟି ହେଲିକପ୍ଟର ଉଡ଼ାଣ ବ୍ୟବସ୍ଥା କରିବ ସଂସ୍ଥା ।

Taliban Uses Parked American Helicopters As Swing
ହେଲିକପ୍ଟରରେ ଦୋଳି ଖେଳିଲେ ତାଲିବାନୀ

ଆମେରିକୀୟ ଯୁଦ୍ଧାସ୍ତ୍ରରେ ତାଲିବାନୀଙ୍କ ମଉଜ।