• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Heath Tips

Garlic oil for prevent hair loss Make it at home
Hair Care Tips: ଘରେ ବନାନ୍ତୁ ରସୁଣ ତେଲ; ମୁଣ୍ଡରେ ଲଗେଇଲେ ଉପୁଡିବ ନାହିଁ ଚୁଟି

ଆମେ ଏହି ଲେଖା ମାଧ୍ୟମରେ ରସୁଣର ଏକ ଚମତ୍କାର ଟିପ୍ସ କହିବୁ। ରସୁଣର ଲାଭ ଏବଂ ଆପଣଙ୍କ ଖପୁରୀକୁ ପୋଷକ ଯୋଗାଇବା ପାଇଁ ରସୁଣ ତେଲ ତିଆରି କରିବାର ଏକ ଉପାୟ ମଧ୍ୟ କହିବୁ। ଏହାକୁ ନିଜେ ଘରେ କରି ମୁଣ୍ଡରେ ଲଗେଇଲେ ଚୁଟି ଝଡିବା ବନ୍ଦ ହେବ ଆଉ ଚୁଟି ଶୀଘ୍ର ବଢିବ।

Steamed Amla
Health Tips: ଭାରି ଉପକାରୀ ଅଅଁଳା; ପ୍ରତିଦିନ ଖାଆନ୍ତୁ ଗୋଟିଏ, ଦୂର ହେବ ଏହି ରୋଗ

କଞ୍ଚା ଅଅଁଳା ପରି ସିଝା ଅଅଁଳା ମଧ୍ୟ ସ୍ୱାସ୍ଥ୍ୟ ପ୍ରତି ହିତକର । ପ୍ରତିଦିନ ଆପଣ ଗୋଟିଏ ସିଝା ଅଅଁଳା ଖାଇବା ଦ୍ୱାରା ସ୍ୱାସ୍ଥ୍ୟରେ ଅନେକ ପରିବର୍ତ୍ତନ ଆଣିପାରିବେ ।

benefits of mustard oil
ମାଂସପେଶୀ ଏବଂ ହାଡ ମଜବୁତ କରେ ସୋରିଷ ତେଲ, ଜାଣନ୍ତୁ ଏହାର ଅନେକ ଲାଭଦାୟକ ଗୁଣ

କର୍ମମୟ ଜୀବନ ଭିତରେ ଆମେମାନେ ନିଜକୁ ସମୟ ଦେଇପାରୁନା । ବିଶେଷକରି ମହିଳାମାନେ ନିଜର ବିଶେଷ ଯତ୍ନ ନେଇପାରନ୍ତି ନାହିଁ । ଏହି କାରଣରୁ, ଅନେକ ମହିଳା ପ୍ରାୟତଃ କ୍ଲାନ୍ତ ଏବଂ ଅସ୍ଥିର ଅନୁଭବ କରିଥାନ୍ତି । ଏକ ସହଜ ଉପାୟ ଦ୍ୱାରା ଆପଣ ଏଥିରୁ ମୁକ୍ତି ପାଇ ପାରିବେ । ଶରୀର ପାଇଁ ରାମବାଣ ଭଳି କାମ କରେ ସୋରିଷ ତେଲ । ସୋରିଷ ତେଲରେ ଭିଟାମିନ୍, ଆଣ୍ଟି-ଅକ୍ସିଡାଣ୍ଟ, କ୍ୟାଲସିୟମ୍, ଆଇରନ୍ ଇତ୍ୟାଦି ଔଷଧୀୟ ଗୁଣ ଭରପୂର ରହିଥାଏ । ଏହା ଶରୀରର ମାଂସପେଶୀ ଏବଂ ହାଡକୁ ମଜବୁତ କରିଥାଏ । ସୋରିଷ ତେଲରେ ଶରୀରକୁ ମାଲିସ୍ କରିବା ଦ୍ୱାରା ରକ୍ତ ସଞ୍ଚାଳନରେ ଉନ୍ନତି ହୋଇଥାଏ ।