• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Health Problem

Needs Money
ଅର୍ଥାଭାବରୁ ପାଠରେ ଲାଗିଛି ଡୋରି

ଆମ ସାର ଜଣେ ଦିବ୍ୟାଙ୍ଗ ହୋଇ ବି ନିୟମିତ ସ୍କୁଲକୁ ଆସି ପିଲାଙ୍କୁ ପାଠ ପଢ଼ାଉଛନ୍ତି । ତାଙ୍କ ପରି ମୁଁ ବି ପାଠ ପଢି ଜଣେ ମାଷ୍ଟର ହେବି, ପିଲାଙ୍କୁ ପାଠ ପଢ଼ାଇ ଭଲ ବୁଦ୍ଧି ଶିଖାଇବି। ଏଭଳି ସ୍ବପ୍ନ ଦେଖିଛି ଜଣେ ଦିବ୍ୟାଙ୍ଗ ଛାତ୍ର ମୁନା ମାଳବିଷୋୟୀ ।

Health Issue
ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସପିଟାଲରେ ୧୦ ଦିନ ହେବ ରୋଗୀଙ୍କୁ ମିଳୁନି ବେଡସିଟ୍

ଅବିଭକ୍ତ କୋରାପୁଟ ଜିଲ୍ଲାରେ ସ୍ବାସ୍ଥ୍ୟସେବାର ବିକଳ ଚିତ୍ର: ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସପିଟାଲରେ ୧୦ ଦିନ ହେବ ରୋଗୀଙ୍କୁ ମିଳୁନି ବେଡସିଟ୍,ଏପଟେ ମାଲକାନଗିରି ଜିଲ୍ଲାରେ ହସପିଟାଲ ଓ ଡାକ୍ତର ଅଭାବରୁ ଗୁଣିଆ ଉପରେ ଲୋକଙ୍କ ଅଧିକ ଭରସା

Medical Issue
ମାରିଦେବେ !! ଟ୍ୟୁମର ରୋଗୀକୁ ପ୍ରସୂତି ରୋଗୀ ପରି କରୁଥିଲେ ଚିକିତ୍ସା

ମାସେ କି ଦୁଇମାସ ନୁହେଁ ବରଂ ୮ ମାସ ହେଲାଣି ଗର୍ଭବତୀଙ୍କ ପରି ଚାଲିଥିଲା ଚିକିତ୍ସା । ଆଶା ଏବଂ ଅଙ୍ଗନୱାଡି କର୍ମୀ ମାଆ ଓ ଶିଶୁ ସୁରକ୍ଷା କାର୍ଡ ଦେବା ସହିତ ନିୟମିତ ଔଷଧ ଦେବା ସହ ଡାକ୍ତରଙ୍କୁ ଦେଖାଉଥିଲେ । ହେଲେ ଅସହ୍ୟ ଯନ୍ତ୍ରଣା ହେବାରୁ ମେଡିକାଲ ଆସିଥିଲେ ସମ୍ପୃକ୍ତ ମହିଳା ଜଣକ । ଆଉ ଅଲଟ୍ରାସାଉଣ୍ଡ ପରେ ଜଣାପଡ଼ିଲା କି ମହିଳା ଜଣକ ଗର୍ଭବତୀ ନଥିଲେ ବରଂ ପେଟରେ ଭୟଙ୍କର ଭାବରେ ବଢୁଥିଲା ଟ୍ୟୁମର ।

jajpur
କଲବଲ କରୁଛି ଅଣ୍ଟାତଳ ଘା’: ବଞ୍ଚି ଥାଉ ଥାଉ ନର୍କଯନ୍ତ୍ରଣା ଭୋଗୁଛନ୍ତି ପ୍ରଭାତ

ନୂଆପାଟଣା ଗାଁର କୃଷ୍ଣ ଚନ୍ଦ୍ର ସାହୁଙ୍କ ପୁଅ ପ୍ରଭାତ । ବୟସ ୨୭ ବର୍ଷ । ଦେହରେ ବ୍ୟାପିଛି ଏକ ଭୟଙ୍କର ଘା । ପ୍ରଥମେ ଅଣ୍ଟା ତଳକୁ ଛୋଟିଆ ଘା ଟିଏ ହୋଇଥିଲା । ଏହାର ଆକାର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। କେଉଁ କାରଣରୁ ଘା ବଢୁଛି ତାହା ଏବେ ସୁଦ୍ଧା ଜଣାପଡ଼ି ନାହିଁ । ପ୍ରଭାତ ଏବେ ସେ ସମ୍ପୂର୍ଣ୍ଣ ଶଯ୍ୟାଶାୟୀ