• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Health Department

Patients Forced To Sleep On Floor
ହସ୍ପିଟାଲରେ ମିଳିଲାନି ବେଡ୍, ଅପରେସନ ପରେ ଚଟାଣରେ ଶୋଇଲେ ୨୯ ମହିଳା

ଅପରେସନ୍ ପରେ ମହିଳାଙ୍କୁ ଆରାମ କରିବାକୁ ଚଟାଣରେ ଶୁଆଇଥିଲେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀ। ଜରି ପାଲ ପକାଇ ତା ଉପରେ ଶୁଆଇ ଦିଆଯାଇଥିଲା।

Odisha High Court
AHPGIC ନିର୍ଦ୍ଦେଶକ ପଦବୀ ପୂରଣ ମାମଲା; ହାଇକୋର୍ଟରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କଲେ ସ୍ୱାସ୍ଥ୍ୟ ସଚିବ

କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ନିୟମିତ ନିର୍ଦ୍ଦେଶକ ପଦବୀ ପୂରଣ ପାଇଁ ତୁରନ୍ତ ପ୍ରକ୍ରିୟା ଆରମ୍ଭ କରିବାକୁ ଗତ ଅଗଷ୍ଟ ୩୧ ତାରିଖରେ ରାଜ୍ୟ ସରକାର ଏବଂ କର୍କଟ କେନ୍ଦ୍ରକୁ ହାଇକୋର୍ଟ ନିର୍ଦେଶ ଦେଇଥିଲେ ।

Odisha Politics
ବିଜ୍ଞାପନରେ କୋଟି କୋଟି ଖର୍ଚ୍ଚ, ହେଲେ ବାସ୍ତବ ସ୍ଥିତି ଅତ୍ୟନ୍ତ ଶୋଚନୀୟ

ରାଜ୍ୟ ସରକାରଙ୍କ ପୁଳା ପୁଳା ବିଜ୍ଞାପନକୁ ନେଇ ଘେରିଲେ ବିରୋଧୀ । ପ୍ରଚାର ସର୍ବସ୍ୱ କହି ଘେରିଲେ ବିରୋଧୀ, ଜବାବ ରଖିଲା ବିଜେଡି ।

Balasore Medical College struggles
ରାଜ୍ୟରେ ସ୍ୱାସ୍ଥ୍ୟସେବା କଣ ଏମିତି ! ଡାକ୍ତର ଅଭାବ ସାଙ୍ଗକୁ ମିଳୁନି ସର୍ବନିମ୍ନ ମୌଳିକ ସୁବିଧା 

ବାଲେଶ୍ୱରରେ ଫକୀର ମୋହନ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ଦୃଶ୍ୟ। ପ୍ରତିଷ୍ଠାନକୁ ୬ ବର୍ଷ ଚାଲିଲାଣି। ହେଲେ ମେଡିକାଲର ଅବ୍ୟବସ୍ଥା ଆଉ ଅଭିଯୋଗର ଏମିତି ଲମ୍ବିଚାଲୁଛି ତାଲିକା।

Eye Infection
ବର୍ଷା ଆରମ୍ଭରୁ ରାଜ୍ୟସାରା ମାଡ଼ିଗଲାଣି ଆଖିଧରା ରୋଗ

ସଂକ୍ରମିତଙ୍କ ରୁମାଲ, ତଉଲିଆ, ଆଇ ଡ୍ରପ୍ ବ୍ୟବହାର ନକରିବାକୁ ପରାମର୍ଶ । ସ୍କୁଲ ପିଲାଙ୍କ ପ୍ରତି ଅଧିକ ଧ୍ୟାନ ଦିଆଯିବାକୁ ଜୋର ।

ESMA
୬ ମାସ ଯାଏଁ ଷ୍ଟ୍ରାଇକ୍‌ କରିପାରିବେନି ସ୍ୱାସ୍ଥ୍ୟ କର୍ମଚାରୀ

ଜରୁରୀ ସେବାରେ ବ୍ୟାଘାତ ନଘଟାଇବା ପାଇଁ ଲାଗୁ ହେଲା ଏସମା ।

School + Medical Camp
ସରକାର ଏମିତି ଦିଅନ୍ତି ଶିକ୍ଷା-ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ, ଦେଖନ୍ତୁ ଭିଡିଓ..

ଦୁଇଟି ଯାକ ବିଭାଗର ଭିତ୍ତିଭୂମି ନଥିବାରୁ ବାରଣ୍ଡାରେ ଚାଲିଛି ସେବା ।

Viral Video
ଏମିତି ଆମ ସ୍ୱାସ୍ଥ୍ୟସେବା ! ଏଠି ସିକ୍ୟୁରିଟି ଗାର୍ଡ ବି ଡାକ୍ତର.. ଦେଖନ୍ତୁ ଭିଡିଓ

ମେଡିକାଲର ଅସ୍ଥାୟୀ ସୁରକ୍ଷାକର୍ମୀ କେତେବେଳେ ରୋଗୀ ଚିକିତ୍ସା କରୁଛନ୍ତି ତ ଆଉ କେତେବେଳେ ହସ୍ପିଟାଲରେ ରଂଗ ମାରୁଥିବା ଦେଖିବାକୁ ମିଳିଛି ।

Humanity
କାନ୍ଦି କାନ୍ଦି ନୟାନ୍ତ ହେଲାଣି ସ୍ତ୍ରୀ, ସ୍ୱାମୀକୁ ଭଲ କରିବାକୁ ଏଠି ସେଠି ହେଉଛି ନେହୁରା ! ଦେଖନ୍ତୁ ଭିଡିଓ..

ମେଡିକାଲ ବେଡ୍‌ରେ ପଡ଼ିଥିବା ତାଙ୍କ ସ୍ୱାମୀ ହେଉଛନ୍ତି ବାଲେଶ୍ୱର ଔପଦା କମାରପାଳର ବୈକୁଣ୍ଠ ଜେନା । ଯିଏ କି ଜୀବନ ପାଇଁ କରୁଛନ୍ତି ସଂଗ୍ରାମ । ସେ ଘରର ଏକମାତ୍ର ପୁଅ ।

Doctor
ମେଡିକାଲରେ ଡାକ୍ତର କରୁଛନ୍ତି ନର୍ସଙ୍କ କାମ ! ହେଲେ କାହିଁକି.. ?

ଡାକ୍ତରଖାନାରେ ଷ୍ଟାଫ ନର୍ସ କେହି ନଥିବାରୁ ଡାକ୍ତରମାନେ ନିଜେ ନର୍ସଙ୍କ କାମ କରିବାକୁ ବାଧ୍ୟ ହେଉଛନ୍ତି ।

State Govt. Add
ସ୍ୱାସ୍ଥ୍ୟ ବିଭାଗର ସୋସିଆଲ ମିଡିଆ ପ୍ରୀତି, ଫେସବୁକ୍-ଇନ୍‌ଷ୍ଟାରେ ଲକ୍ଷ ଲକ୍ଷ ଖର୍ଚ୍ଚ

୩ ମାସରେ ଖର୍ଚ୍ଚ ହେଲାଣି ୧୨ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା । ଭିତ୍ତିଭୂମି ସବଳ ନକରି ପ୍ରଚାର ପ୍ରସାର ଜୋର୍ କହିଲେ ବିରୋଧୀ । ସରକାରଙ୍କ ପ୍ରଚାର ପ୍ରସାର ନୁହେଁ, ସଚେତନତା ବଢ଼ାଉଛନ୍ତି କହିଲେ ମନ୍ତ୍ରୀ ।

High Court
ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ନେଇ ହାଇକୋର୍ଟଙ୍କ ଚିନ୍ତା

ରାଜ୍ୟର ବିଭିନ୍ନ DHH, PHC ଓ CHCରେ ଡାକ୍ତର ଏବଂ ଅନ୍ୟାନ୍ୟ ମୌଳିକ ସୁବିଧାର ଅଭାବକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ହାଇକୋର୍ଟ ।

Pregnant Lady
ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର ! ଗଛମୂଳେ ପ୍ରସବ କଲେ ମହିଳା

ଆଜି ବି ରାଜ୍ୟର ଅନେକ ଗାଁରେ ଚିକିତ୍ସା ସୁବିଧା ନାହିଁ । କେଉଁଠି ହସ୍ପିଟାଲ ନାହିଁ ତ କେଉଁଠି ହସ୍ପିଟାଲ ଥିଲେ ଡାକ୍ତର ନାହାନ୍ତି । କେଉଁଠି ଷ୍ଟାଫ୍‌ ନାହାନ୍ତି ।

Badbil ESI hospital
ନାଁକୁ ମାତ୍ର ଇଏସ୍‌ଆଇ ହସ୍ପିଟାଲ, ସ୍ୱାସ୍ଥ୍ୟସେବା କଥା ନକହିବା ଭଲ

କେନ୍ଦୁଝରର ବଡ଼ବିଲ ଅଞ୍ଚଳରେ ଥିବା କିଛି ଡାକ୍ତରଖାନା ଉପରେ ଆମର ନଜର ପଡ଼ିଥିଲା । ଯେଉଁଠି କେବଳ କାଗଜପତ୍ରରେ ଚାଲିଛି ସ୍ୱାସ୍ଥ୍ୟସେବା ।

Pharmasist
ଡାକ୍ତର ନାହାନ୍ତି, ଏବେ ଫାର୍ମାସିଷ୍ଟ ହିଁ ସାହା ଭରସା

ରାଜ୍ୟରେ ସ୍ୱାସ୍ଥ୍ୟସେବାର ଉଦ୍‌ବେଗଜନକ ସ୍ଥିତି । ଡାକ୍ତରଙ୍କ ଅନୁପସ୍ଥିତିରେ କାମ ଚଳାଇବେ ଫାର୍ମାସିଷ୍ଟ୍ ! ସେମାନଙ୍କ ହାତରେ ରୋଗୀ ସେବାର ଅଧିକ ଦାୟିତ୍ୱ ।

AIIMS
ଆଉ ପାଦେ ଆଗେଇଲା ଭୁବନେଶ୍ୱର AIIMS, ଆଡଭାନ୍ସଡ ମୋଲିକ୍ୟୁଲାର ଡାଇଗ୍ନୋଷ୍ଟିକ ସେଣ୍ଟର ଆରମ୍ଭ

ଆଉ ପାଦେ ଆଗେଇଲା ଭୁବନେଶ୍ୱର ଏମ୍‌ସ । ଭୁବନେଶ୍ୱର ଏମ୍‌ସରେ ଆରମ୍ଭ ହେଲା ଆଡଭାନ୍ସଡ ମୋଲିକ୍ୟୁଲାର ଡାଇଗ୍ନୋଷ୍ଟିକ ସେଣ୍ଟର ।ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ୍ ରିସର୍ଚ୍ଚ ବା ICMR ପକ୍ଷରୁ ଏହି କେନ୍ଦ୍ର ଆରମ୍ଭ କରାଯାଇଛି ।