• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Haryana

Board exam
ପିଲାଙ୍କୁ କପି ଦେବାକୁ କାନ୍ଥ ଡେଇଁଲେ ଅଭିଭାବକ

ମାଟ୍ରିକ ପରୀକ୍ଷାର୍ଥୀଙ୍କୁ କପି ଯୋଗାଇବାକୁ ଭିନ୍ନ ତରିକା । କାନ୍ଥ ଡେଇଁବାକୁ ବି ଡରୁନାହାନ୍ତି ଲୋକେ । ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କୁ କପି ଯୋଗାଇବା ପାଇଁ କାନ୍ଥ ଡେଉଁଛନ୍ତି ।

Buffalo
ମଇଁଷିର ନାଁ ଯୁବରାଜ; ବର୍ଷକୁ ରୋଜଗାର ଦେଉଛି ୩୦ ଲକ୍ଷରୁ ଅଧିକ ଟଙ୍କା

ଯୁବରାଜର ଶରୀରକୁ ମଲ୍ଲ ଯୋଦ୍ଧା ଭଳି ତେଲରେ ମାଲିସ କରାଯାଉଛି । ଆସନ୍ତାକାଲିଠୁ ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହେଉଛି ତିନିଦିନିଆ ମତ୍ସ୍ୟ ପ୍ରାଣୀ ସମାବେଶ ।

sexual harassment
ବାରମ୍ବାର ପ୍ରଫେସର ଦେଉଥିଲେ ଯୌନ ନିର୍ଯାତନା ! ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ୫୦୦ ଛାତ୍ରୀ

ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ପାଲଙ୍କୁ ଚିଠି ମଧ୍ୟ ଲେଖିଛନ୍ତି । ଚିଠିରେ ସବୁ ଘଟଣାକୁ ଗୋଟି ଗୋଟିକରି ବର୍ଣ୍ଣନା କରିବା ସହ ବିଶ୍ୱ ବିଦ୍ୟାଳୟରୁ ଖୁବ୍‌ ଶୀଘ୍ର ତାଙ୍କୁ ବିଦା କରିବାକୁ ଦାବି କରିଛନ୍ତି ।

Man kill his mother
୫ ହଜାର ଦେଲାନି ମା’, ତଣ୍ଟି ଚିପି ହତ୍ୟା କଲା ପୁଅ

ଅଭିଯୁକ୍ତ ହିମାଂଶୁ ୧୩ ଡିସେମ୍ବରରେ ତା’ର ମାଙ୍କୁ ଖର୍ଚ୍ଚ ପାଇଁ କିଛି ଟଙ୍କା ମାଗିଥିଲା। କିନ୍ତୁ ଟଙ୍କା ଦେବାକୁ ପ୍ରତିଭା ଦେବୀ ମନା କରିଦେଇଥିଲେ। ଏହା ପରେ ଦୁଇ ଜଣଙ୍କ ମଧ୍ୟରେ ଟଙ୍କାକୁ ନେଇ ପାଟିତୁଣ୍ଡ ହୋଇଥିଲା।

18-month-old girl thrown in canal by father
ନୃଶଂସ ବାପା !! ୧୮ ମାସର କଅଁଳା ଛୁଆକୁ କେନାଲକୁ ଫିଙ୍ଗିଦେଲା

ନିଜ ଜନ୍ମ କଲା ଝିଅକୁ କେନାଲକୁ ଫିଙ୍ଗିଦେଲା ବାପା । ମା’କୁ ଧମକ ଦେଲା, ‘ଏ ବିଷୟରେ କାହାକୁ କହିଲେ, ତତେ ବି ଜୀବନରୁ ମାରିଦେବି’ ।

7 Drown In Haryana During Ganesh Idols' Immersion
ଗଣେଶ ଭସାଣି ବେଳେ ଅଭାବନୀୟ ଘଟଣା: ମୂର୍ତ୍ତି ବିସର୍ଜନ ବେଳେ ପାଣିରେ ଭାସିଗଲେ ୭ ଜଣ

ଅଗଷ୍ଟ ୩୧ରେ ଗଣେଶ ପୂଜା ପଡ଼ିଥିବା ବେଳେ ୧୦ ଦିନ ଧରି ହରିୟାଣାର ବିଭିନ୍ନ ସ୍ଥାନରେ ଏହି ଉତ୍ସବ ପାଳନ ହୋଇଥିଲା। ତେବେ ମୂର୍ତ୍ତି ବିସର୍ଜନ ବେଳେ ଏହି ଅଭାବନୀୟ ଘଟଣା ଘଟିଥିଲା।

kartikeya
କୁନି ବୟସରେ ବଡ଼ କାମ, ସାରା ଦେଶ କରୁଛି ବାହା ବାହା !

ଏହାକୁ ଭଗବାନଙ୍କ ଏକ ଉପହାର କହିପାରିବା କିମ୍ବା ଏହା ଆଜିକାଲିକା ପିଲାମାନଙ୍କର ଆଗକୁ ବଢ଼ିବାର ନିଶା କହିପାରିବା ।

DSP Surrendra Killed
ଖଣି ମାଫିଆଙ୍କ ଦୌରାତ୍ମ୍ୟ ! ଡିଏସ୍‌ପଙ୍କୁ ଡଂପର ଚଢାଇ ମାରିଦେଲେ.. ୪ ମାସ ଥିଲା ଚାକିରି

ସ୍ପେଶାଲ ଟିମ୍ ଗଠନ କରି ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ । ଅପରାଧୀଙ୍କୁ ଆଦୌ ଛଡ଼ାଯିବନି କହିଲେ ହରିୟାଣା ମୁଖ୍ୟମନ୍ତ୍ରୀ ଖଟ୍ଟର ।

Liquor
ଗତ ୨-୩ ବର୍ଷ ମଧ୍ୟରେ ଯେତେ ମଦ ଜବତ ହୋଇଥିଲା ସବୁ ନଷ୍ଟ

ହରିଆଣାର ଅମ୍ବାଲା ପୋଲିସ ଅମ୍ବାଲା ଜିଲ୍ଲା ଶାହଜାଦପୁର ଥାନାରେ ଗଛିତ ରଖାଯାଇଥିବା ପ୍ରାୟ ୪୦ ହଜାର ଲିଟର ମଦକୁ ନଷ୍ଟ କରିଦେଇଛି । ଏହି ମଦର ମୂଲ୍ୟ ପାଖାପାଖି ଏକ କୋଟିଏ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

Intel Gets Info Of New ISI Backed Terrorist Front
ହରିଆଣାରୁ ଧରା ପଡ଼ିଲେ ୪ ଖଲିସ୍ତାନୀ ଆତଙ୍କବାଦୀ; ଡ୍ରୋନ୍ ଯୋଗେ ପଠାଯାଉଥିଲା ଅସ୍ତ୍ରଶସ୍ତ୍ର

ପୁଣି ଷଡ଼ଯନ୍ତ୍ର ରଚୁଛି ପାକିସ୍ତାନ । ଭାରତକୁ ଆତଙ୍କବାଦୀ ପଠାଇବାର ଉଦ୍ୟମ ଜାରି ରଖିଛି । ହରିଆଣାର କର୍ଣ୍ଣଲରୁ ଧରା ପଡ଼ିଛନ୍ତି ୪ ସଂଦିଗ୍ଧ ଖଲିସ୍ତାନୀ ଆତଙ୍କବାଦୀ ।

Bride Refuses To Marry Groom Over Dowry Demand In Haryana
ବାହାଘର ଦିନକ ପୂର୍ବରୁ ବର ମାଗିଲା ଦାମୀ କାର୍‌… କନିଆ କହିଲା, ଗେଟ୍‌ ଆଉଟ୍‌

ବାହାଘର ଗୋଟିଏ ଦିନ ଥିଲା... ବର ମାଗିଲା ମତେ ଦରକାର ଦାମୀକିଆ କାର। କନିଆ କହିଲା ଗେଟ୍‌ ଆଉଟ୍‌, ଶେଷରେ ଭାଙ୍ଗିଗଲା ବାହାଘର। କନିଆ ଘର ଲୋକେ କହିଲେ, ଗୋଟିଏ ପରେ ଗୋଟିଏ ଡିମାଣ୍ଡ ପୂରଣ କରିବା ଆମ ପକ୍ଷରେ ସମ୍ଭବ ନୁହେଁ…

Omicron Scare - Haryana Imposes Strict Curbs In Five Districts
ହରିୟାଣାର ୫ ଜିଲ୍ଲାରେ ଲାଗିଲା କଟକଣା

ହରିୟାଣା ସରକାର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗୁରୁଗ୍ରାମ, ଫରିଦାବାଦ, ଅମ୍ବାଲା, ପଞ୍ଚକୁଲା ଏବଂ ସୋନିପତରେ ସିନେମା ହଲ, ପ୍ରେକ୍ଷାଳୟ, ସ୍କୁଲ, କଲେଜ, ଜିମ ଇତ୍ୟାଦି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ରାଜ୍ୟରେ ଥିବା କାର୍ଯ୍ୟାଳୟ ଗୁଡ଼ିକ ମଧ୍ୟ ୫୦ ପ୍ରତିଶତ ଉପସ୍ଥାନ ସହିତ କାର୍ଯ୍ୟ କରିବେ । ଜାନୁଆରୀ ୧୨ ପର୍ଯ୍ୟନ୍ତ କରୋନା କଟକଣାକୁ ବୃଦ୍ଧି କରାଯାଇଛି ।

Himachal Pradesh
ଧସିଲା ପାହାଡ଼, ୧୫ ନିଖୋଜ

୨୦୨୨ ଆରମ୍ଭରୁ ଗୋଟିଏ ପରେ ଗୋଟିଏ ଅଘଟଣ ଘଟିବାରେ ଲାଗିଛି। ପ୍ରଥମେ ଜମ୍ମୁ-କଶ୍ମୀରର ବୈଷ୍ଣୋ ଦେବୀ ଭବନରେ ଦଳାଚକଟାରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେ ହରିୟାଣାରେ ଭୟଙ୍କର ଭୂସ୍ଖଳନ ହୋଇଛି

Women Farmers Run Over By Truck
ଦ୍ରୁତ ଗତିରେ ଆସି ମହିଳା ଚାଷୀଙ୍କ ଉପରେ ଚଢ଼ିଗଲା ଟ୍ରକ୍‌; ୩ ମୃତ, ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ

ଦ୍ରୁତ ଗତିରେ ଆସି ମହିଳା ଚାଷୀଙ୍କ ଉପରେ ଚଢ଼ଗିଲା ଟ୍ରକ୍‌। ମହିଳାମାନେ ଡିଭାଇଡର୍‌ ଉପରେ ବସିଥିବା ବେଳେ ଦ୍ରୁତ ଗତିରେ ଏକ ଟ୍ରକ୍‌ ଆସି ସେମାନଙ୍କ ଉପରେ ଚଢ଼ି ଯାଇଥିଲା।

New D elhi
ଦିଲ୍ଲୀ-ହରିୟାଣାରେ ପ୍ରବଳ ବର୍ଷା, ଏପଟେ ଟ୍ରାଫିକ୍‌ ଜାମ୍‌ ସେପଟେ ବୁଡ଼ିଲାଣି ଓଭର ବ୍ରିଜ୍‌ !

ଦିଲ୍ଲୀରେ ପ୍ରବଳ ବର୍ଷା । ରାସ୍ତା ଘାଟରେ ସତେ ଯେମିତି କୃତ୍ରିମ ବନ୍ୟା । ଗତ ୨୪ ଘଣ୍ଟା ଧରି ଲଗାଣ ବର୍ଷା ଫଳରେ ଦିଲ୍ଲୀ ଓ ଏନ୍‌ସିଆରରେ ପାଣି ଜମି ରହି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

fatehabad
ସ୍କୁଲ ଖୋଲୁ ଖୋଲୁ ବଢ଼ିଲା ସଂକ୍ରମଣ : ଫତେହାବାଦରେ ୬ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍

ସ୍କୁଲ ଖୋଲିଲା, ସଂକ୍ରମଣ ବଢ଼ିଲା । ହରିୟାଣାରେ ସ୍କୁଲ ଖୋଲାବା ମାତ୍ରେ ପଶିଲା କରୋନା

dust
ଦିଲ୍ଲୀ, ଗୁରୁଗ୍ରାମ ଏବଂ ରାଜସ୍ଥାନରେ ଘୂର୍ଣ୍ଣିଝଡ଼ର ତାଣ୍ଡବ  

ନୂଆଦିଲ୍ଲୀ : ଦିଲ୍ଲୀ, ଗୁରୁଗ୍ରାମ ଏବଂ ରାଜସ୍ଥାନରେ ଘୂର୍ଣ୍ଣିଝଡ଼ର ତାଣ୍ଡବ। ଗତକାଲି ସଂଧ୍ୟାରୁ ଆରମ୍ଭ ହୋଇଥିବା ଘୂର୍ଣ୍ଣିଝଡ଼ର ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଖବର ମିଳିଛି। ଦିଲ୍ଲୀ ସମେତ ଗ୍ରେଟର ନୋଏଡ଼ା, ଫରିଦାବାଦ୍, ଖୁରଜା ଅଞ୍ଚଳରେ ମୁଖତଃ ଏହାର ପ୍ରଭାବ ପଡ଼ିଛି। ଫଳରେ ଏସମସ୍ତ ଅଞ୍ଚଳରେ ବର୍ଷା ହୋଇଥିବା ମଧ୍ୟ ରେକର୍ଡ କରିଛି ପାଣିପାଗ ବିଭାଗ। ଘୂର୍ଣ୍ଣିଝଡ଼ ଯୋଗୁଁ ଆଗାମୀ ଦୁଇ ଦିନ ଯାଏ ହରିଆଣାରେ ସମସ୍ତ ସ୍କୁଲକୁ ବନ୍ଦ ଘୋଷଣା କରିଛନ୍ତି ରାଜ୍ୟ ସରକାର। ସେହିପରି […]