• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Harbhajan Singh

Punjab AAP
ଆପ୍‌ରୁ ହରଭଜନ ସିଂହଙ୍କ ସମେତ ୪ ଜଣ ରାଜ୍ୟସଭା ଯିବେ

ପୂର୍ବତନ କ୍ରିକେଟର ହରଭଜନ ସିଂହ, ଆଇଆଇଟି ପ୍ରଫେସର ସନ୍ଦୀପ ପାଠକ, ଶିକ୍ଷାବିତ ଅଶୋକ କୁମାର ମିତ୍ତଲ ଏବଂ ଦିଲ୍ଲୀ ବିଧାୟକ ରାଘବ ଚଡ୍ଡା ରାଜ୍ୟସଭା ଯିବେ। ଆମଆଦୀମ ପାର୍ଟି ପକ୍ଷରୁ ମନୋନିତ ହୋଇଥିବା ଏହି ୪ ଜଣ ପଞ୍ଜାବ ବିଧାନସଭାରୁ ସଂସଦର ଉପର ଗୃହକୁ ଯିବେ।

harbhajan-singh
କ୍ରିକେଟ୍‌ରୁ ଅବସର ନେବା ପରେ ମୁହଁ ଖୋଲିଲେ ଭଜି, କ୍ୟାରିୟର୍ ଶେଷ ପାଇଁ ବିସିସିଆଇ ଓ ଧୋନୀଙ୍କୁ ଦାୟୀ କଲେ

କ୍ରିକେଟ୍‌ରୁ ଅବସର ନେବାର କିଛି ଦିନ ପରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ଓ ଧୋନୀଙ୍କ ଉପରେ ଅସନ୍ତୋଷ ଜାହିର କରିଛନ୍ତି ପୂର୍ବତନ ଭାରତୀୟ ସ୍ପିନର ହରଭଜନ ସିଂ ।

Harbhajan Singh
"ରାଜନୀତିରେ ପ୍ରବେଶ ପାଇଁ ମୋ ପାଖରେ ବହୁ ଦଳର ଅଫର୍ ଅଛି"

ଭାରତର କ୍ରିକେଟ ଇତିହାସର ସଫଳ ସ୍ପିନର ଭାବେ ବେଶ ପରିଚିତ ହରଭଜନ ସିଂହ । ଗତକାଲି କ୍ରିକେଟର ସବୁ ଫର୍ମାଟରୁ ସେ ଅବସର ଘୋଷଣା କରିଛନ୍ତି। ଭଜିଙ୍କ କ୍ରିକେଟ ଇନିଂସ ସମାପ୍ତ ହେବା ପରେ ଏବେ ରାଜନୀତିରେ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି ।

Harbhajan Singh
କ୍ରିକେଟ୍‌ର ସବୁ ଫର୍ମାଟ୍‌କୁ ବାଏ ବାଏ କହିଲେ ହରଭଜନ

୨୩ ବର୍ଷର କ୍ରିକେଟ୍ କ୍ୟାରିୟରକୁ ସ୍ମରଣୀୟ ଏବଂ ସୁନ୍ଦର କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ହରଭଜନ । ୧୭ ବର୍ଷ ବୟସରେ ସେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ ।

Harbhajan Singh
ମହମ୍ମଦ ଆମୀରଙ୍କୁ ହରଭଜନଙ୍କ କଡ଼ା ଜବାବ, କହିଲେ ଚାଲ ଭାଗ୍‌ ଏଠୁ...

ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ମହମ୍ମଦ ଆମୀର କେମିତି ବା ଚୁପ୍‌ ରହିଥାନ୍ତେ ? ଆମୀର ଟ୍ୱିଟରରେ ଭେଟେରାନ ଭାରତୀୟ ସ୍ପିନର ହରଭଜନ ସିଂଙ୍କୁ ତାଚ୍ଛଲ୍ୟ କରିବାର ଦୁଃସାହସ କରିଦେଲେ । ଯାହାର ପରିଣାମ ତାଙ୍କୁ ଭୋଗିବାକୁ ପଡ଼ିଛି ।

Friendship
ହରଭଜନଙ୍କ ‘ଫ୍ରେଣ୍ଡସିପ୍’ ଟ୍ରେଲର ରିଲିଜ୍

ଭାରତୀୟ କ୍ରିକେଟର ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ହରଭଜନ ସିଂହ ଫିଲ୍ମ ଦୁନିଆରେ ପାଦ ଦେଇ ସାରିଛନ୍ତି। ବର୍ତ୍ତମାନ ତାଙ୍କର ନୂଆ ତାମିଲ ଫିଲ୍ମ ‘ଫ୍ରେଣ୍ଡ୍‌ସିପ୍‌’ର ଟ୍ରେଲର ମଧ୍ୟ ରିଲିଜ୍ ହୋଇସାରିଛି। ଏହି ଫିଲ୍ମରେ ଆପଣଙ୍କ କଲେଜ ବେଳର ଜୀବନ ନିଶ୍ଚିତ ମନେ ପଡିଯିବ। ହରଭଜନଙ୍କ ଏହି ଫିଲ୍ମକୁ ଦର୍ଶକେ ବହୁଦିନ ଧରି ଅପେକ୍ଷା କରିଛନ୍ତି। ଏବେ ଯେତେବେଳେ ଏହାର ଟ୍ରେଲର ରିଲିଜ୍ ହୋଇଯାଇଛି ସେମାନଙ୍କ ଉତ୍ସାହ ଦୁଇଗୁଣା ବଢିଯାଇଛି।

Geeta Basra and Harbajan
ଗୀତା ବସ୍ରା ଦ୍ୱିତୀୟ ଥର ମା’ ହେବା ବହୁ କଷ୍ଟ ଥିଲା

ଅଭିନେତ୍ରୀ ଗୀତା ବସ୍ରା ଓ ତାଙ୍କ ସ୍ୱାମୀ କ୍ରିକେଟର ହରଭଜନ ସିଂ ଜୁଲାଇ ଆରମ୍ଭରେ ସେମାନଙ୍କର ଦ୍ୱିତୀୟ ସନ୍ତାନକୁ ଏହି ଦୁନିଆକୁ ସ୍ୱାଗତ କରିଛନ୍ତି। ଏହି ଦମ୍ପତିଙ୍କର ପୂର୍ବରୁ ଏକ ଝିଅ ଅଛି, ଯାହାର ନାମ ହିନାୟା। ଜୁଲାଇ ୧୦ରେ ଦୁହେଁ ଏକ ଶିଶୁପୁତ୍ରକୁ ସ୍ୱାଗତ କରିଥିଲେ। ଆଜିକାଲି ଗୀତା ପୁଅର ଯତ୍ନ ନେବାରେ ବ୍ୟସ୍ତ ଅଛନ୍ତି। କିନ୍ତୁ ସୂଚନା ମୁତାବକ, ଗୀତାଙ୍କୁ ପୁଣିଥରେ ମା’ ହେବା ସେତେ ସହଜ ନ ଥିଲା।