ଆରପାରିରେ ବିଶିଷ୍ଟ ଗୀତିକାର ଗୁରୁକୃଷ୍ଣ ଗୋସ୍ୱାମୀ May 6, 2018 କଟକ: ଆମ ଗହଣରେ ଆଉ ନାହାନ୍ତି ଏ ବନର ଛାଇ ଓ ମୁଁ ଯେ ଜାଣେନା କାହା ବାଟ ରହିଛି ଚାହିଁ ଭଳି ଲୋକପ୍ରିୟ ଏଭର୍ଗ୍ରୀନ୍ ଗୀତର ଗୀତିକାର ଗୁରୁକୃଷ୍ଣ ଗୋସ୍ୱାମୀ।…