• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Gst Raid

GST Raid
ତାଳଚେରରେ ବଡଧରଣର ଜିଏସଟି ଚଢାଉ

ଅନୁଗୁଳ ଓ କଟକ ଡିଭିଜନ ଜିଏସଟିର ମିଳିତ ଚଢାଉ

I-T & GST Raids
ନିର୍ବାଚନ ପୂର୍ବରୁ ତେଜିଲା ରେଡ୍ ପଲିଟିକ୍ସ : ଆଇଟି ରେଡ୍ ବନାମ୍ ଷ୍ଟେଟ୍ ଜିଏସଟି ରେଡ୍

ମୁହାଁମୁହିଁ ବିଜେଡି-ବିଜେପି । ନିର୍ବାଚନ ଋତୁ ଆସିଲେ ଏମିତି ଚାଲେ କହିଲା ବିଜେଡି । ବିଜେପିର ଜବାବ ରୁଟିନ ୱାର୍କ ।

Vanik Institute
'Vanik' କୋଚିଂ ସେଣ୍ଟର ଉପରେ ଜିଏସଟି ରେଡ୍; ଶାସକ ଦଳ ନେତାଙ୍କ ସହ ମାଲିକଙ୍କ ଲିଙ୍କ୍

ଗୋଟେ ପଟେ କ୍ୟାରିୟର ଗଢ଼ିବାର ସ୍ୱପ୍ନ ଦେଖାଉଛି ତ ଅନ୍ୟପଟେ ଟିକସ ଫାଙ୍କି କେଳେଙ୍କାରୀରେ ମାତିଛି । ରାଜଧାନୀର ପ୍ରତିଷ୍ଠିତ କୋଚିଂ ଇନଷ୍ଟିଚ୍ୟୁଟ ‘ବଣିକ୍’ ବିରୋଧରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ ।

Vanik CMD
‘ବଣିକ CMDଙ୍କ BJD ଲିଙ୍କ୍, ପିଲାଙ୍କୁ ଦେଉଥିଲେ ସରକାରୀ ଚାକିରି ଆଶା’

BJDର ଯେଉଁ ଲୋକ ଏଥିରେ ସଂପୃକ୍ତ, ସମସ୍ତଙ୍କୁ ତଦନ୍ତକୁ ଅଣାଯାଉ । ବିଧାନସଭାରେ ଏ ପ୍ରସଙ୍ଗ ଉଠାଇବୁ କହିଲେ କଂଗ୍ରେସର ବରିଷ୍ଠ ବିଧାୟକ ସନ୍ତୋଷ ସିଂହ ସାଲୁଜା ।

Vanik
ବାଣିକ୍‌ ଇନଷ୍ଟିଚ୍ୟୁଟ୍‌ରେ ଜିଏସଟି ରେଡ଼୍‌

ବାଣିକ ଇନଷ୍ଟିଚ୍ୟୁଟ୍‌ରେ ଜିଏସଟି ରେଡ୍ । ରାଜଧାନୀର ଜଣାଶୁଣା କୋଚିଂ ଇନଷ୍ଟିଚ୍ୟୁଟରେ ଜିଏସଟି ପକ୍ଷରୁ ରେଡ୍ ହୋଇଥିବା ସୂଚନା ମିଳିଛି । କୋଚିଂ ଇନଷ୍ଟିଚ୍ୟୁଟରେ ସେଣ୍ଟ୍ରାଲ ଜିଏସଟି ଟିମ୍‌ ଚଢାଉ କରିଛି

Again GST Raid In Poll Bound Padampur
ରାତି ଅଧରେ ରେଡ୍‌ କଲେ, ହେଲେ ଖାଲି ହାତରେ ଫେରିଲେ...

ଗତକାଲି ବିଳମ୍ବିତ ରାତିରେ ପଦ୍ମପୁରର ଜଣେ ଠିକାଦାରଙ୍କ ଘର ଯାଞ୍ଚ ହୋଇଛି। ରେଡ୍ ପରେ କିଛି ବି ହାତରେ ଲାଗି ନଥିବା ଜଣାପଡ଼ିଛି।

Gold Biscuit
ଗଞ୍ଜେଇ ରେଡ୍ ବେଳେ, ବାହାରିଲା ୨୩ ସୁନା ବିସ୍କୁଟ୍‌ ! ୧ କୋଟି ୨୨ ଲକ୍ଷ ନଗଦ ବି ଜବତ

ଜୁଏଲାରୀ ଦୋକାନରେ ଚଢ଼ଉ ବେଳେ ୨୩ ସୁନା ବିସ୍କୁଟ୍ ଜବତ । ମାମଲାରେ ଆୟକର ଓ ଜିଏସ୍‌ଟି ବିଭାଗର ଖୋଳତାଡ଼ ।

Gst raid
GST ଫାଙ୍କିଥିଲେ ! ଏବେ ୨୨ ଲକ୍ଷ ତଣ୍ଡ ଗଣିବେ

ସୁନା ଓ ରୁପା କିଣାବିକାରେ ହୋଇଥିବା ହେରଫେର୍‌  ଅଭିଯୋଗରେ ଗତ ୪ ତାରିଖରେ ରାଜ୍ୟରେ ୧୨ଟି ସହରରେ ଚଢ଼ଉ କରିଥିଲା ଜିଏସ୍‌ଟି ଏନଫୋର୍ସମେଣ୍ଟ ସ୍କ୍ୱାଡ୍‌। ଏଥିରେ ଜୟପୁରର ମୟୂରୀ ଜୁଏଲର୍ସ ରହିଥିଲା। ଜିଏସଟି  ବିଭାଗ ଜୁଏଲର୍ସରେ ଚଢ଼ଉ ବେଳେ ୬୯୦ ଗ୍ରାମ ସୁନା ଓ ୧୧୩୨୯ ଗ୍ରାମ ରୁପା ଜବତ କରିଥିଲା।

GST Raids
ସୁନା କାରବାରରେ ଠକେଇ ଅଭିଯୋଗ : ରାଜ୍ୟର ୧୨ ସହରରେ ଜିଏସଟି ରେଡ୍

ସୁନା କାରବାରରେ ଜିଏସଟି ଠକେଇ ଅଭିଯୋଗରେ ୧୨ଟି ସହରରେ ଚଢ଼ଉ କରାଯାଇଛି । ଜିଏସଟି ବିଭାଗ ପକ୍ଷରୁ ୧୨ଟି ସହରର ୧୭ଟି ବଡ଼ ବଡ଼ ଗହଣା ଦୋକାନରେ ଏହି ଚଢ଼ଉ କରାଯାଇଛି । ଭୁବନେଶ୍ୱର, ରାଉରକେଲା, କଟକ, ବ୍ରହ୍ମପୁର, ବରଗଡ଼ ଆଦି ସହରରେ ଥିବା ବଡ଼ ବଡ଼ ଜୁଏଲାରୀ ହାଉସରେ ଜିଏସଟି ଚଢ଼ଉ କରିଛି ।