ଏହି ନିଯୁକ୍ତି ମାଧ୍ୟମରେ ଜୁନିୟର ଇଞ୍ଜିନିୟର ପଦବୀ ପୂରଣ ହେବ। ଏଥିପାଇଁ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ୯୫୦ରୁ ଆଧିକ ପଦବୀ ପୂରଣ ହେବ।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ SSC ର ଅଫିସିଆଲ୍ ୱେବସାଇଟ୍ ssc.gov.in କୁ ଯାଇ ଅନ୍ଲାଇନ୍ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ junior engineer job in government of india apply for 968 post Notification ଉପରେ କ୍ଲିକ୍ କରନ୍ତୁ।
ଏହି ନିଯୁକ୍ତି ପ୍ରକ୍ରିୟାରେ ଆପ୍ରେଣ୍ଟିସ୍ ପଦବୀ ପୂରଣ ହେବ। ଏଥିପାଇଁ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୫୫୦ ଟି ପଦବୀ ପୂରଣ ହେବ।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ RCF ର ଅଫିସିଆଲ୍ ୱେବସାଇଟ୍ rcf.indianrailways.gov.in କୁ ଯାଇ ଅନ୍ଲାଇନ୍ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ RCF Kapurthala invites applications for 550 Rail Coach Factory Apprentice Posts Notification ଉପରେ କ୍ଲିକ୍ କରନ୍ତୁ।
ଏହି ନିଯୁକ୍ତି ପ୍ରକ୍ରିୟାରେ ବୈଜ୍ଞାନିକ-ବି (ମେକାନିକାଲ୍), ଆନ୍ଥ୍ରୋପୋଲୋଜିଷ୍ଟ, ବିଶେଷଜ୍ଞ ତୃତୀୟ ଶ୍ରେଣୀ ସହକାରୀ ପ୍ରଫେସର, ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ବୈଜ୍ଞାନିକ 'ବି' (ସିଭିଲ୍ ଇଞ୍ଜିନିୟରିଂ), ବୈଜ୍ଞାନିକ 'ବି' ଭଳି ଅନେକ ପଦବୀ ପୂରଣ ହେବ। ଏଥିପାଇଁ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୧୪୭ ଟି ପଦବୀ ପୂରଣ ହେବ।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ UPSC ର ଅଫିସିଆଲ୍ ୱେବସାଇଟ୍ https://upsconline.nic.inକୁ ଯାଇ ଅନ୍ଲାଇନ୍ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ UPSC Specialist Grade III, Scientist ‘B’ & Other Apply Online for 147 Posts Notification ଉପରେ କ୍ଲିକ୍ କରନ୍ତୁ।
ଏହି ନିଯୁକ୍ତି ପ୍ରକ୍ରିୟାରେ BHELର ବାଙ୍ଗାଲୋରର ଇଲେକ୍ଟ୍ରୋନିକ୍ସ ଡିଭିଜନ୍ (ଇଡିଏନ୍) ରେ ସିନିୟର ଇଞ୍ଜିନିୟର, ଡେପୁଟି ମ୍ୟାନେଜର ଏବଂ ସିନିୟର ମ୍ୟାନେଜର ପଦବୀ ପୂରଣ ହେବ। ଏଥିପାଇଁ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୩୩ ଟି ପଦବୀ ପୂରଣ ହେବ।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ BHEL ର ଅଫିସିଆଲ୍ ୱେବସାଇଟ୍ http://careers.bhel.inକୁ ଯାଇ ଅନ୍ଲାଇନ୍ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ bhel recruitment 2024 apply for engineer and manager posts Notification ଉପରେ କ୍ଲିକ୍ କରନ୍ତୁ।
ଏହି ନିଯୁକ୍ତି ପ୍ରକ୍ରିୟାରେ OICL ରେ ଆକାଉଟାଣ୍ଟ୍, ମେଡିକାଲ ଅଫିସର୍, ଲ’ ଅଫିସର୍ ଆଦି ପୂରଣ ହେବ। ଏଥିପାଇଁ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୧୦୦ଟି ପଦବୀ ପୂରଣ ହେବ।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ OICL ର ଅଫିସିଆଲ୍ ୱେବସାଇଟ୍ orientalinsurance.org.in କୁ ଯାଇ ଅନ୍ଲାଇନ୍ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ OICL recruitment 2024 Applied for administrative officer Notification ଉପରେ କ୍ଲିକ୍ କରନ୍ତୁ।
ଏହି ନିଯୁକ୍ତି ପ୍ରକ୍ରିୟାରେ SAIL ରେ ଡେପୁଟି ମ୍ୟାନେଜର ଏବଂ ମ୍ୟାନେଜର ପଦବୀ ପୂରଣ ହେବ। ଏଥିପାଇଁ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୫୫ ଟି ପଦବୀ ପୂରଣ ହେବ। ଆପଣ ଯଦି ଗ୍ରାଜୁଏସନ କରିବା ସହିତ ଏହି ସବୁ ଯୋଗ୍ୟତା ଅଛି ଏହାର ସୁଯୋଗ ନେଇପାରିବେ।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ SAIL ର ଅଫିସିଆଲ୍ ୱେବସାଇଟ୍ sail.co.in କୁ ଯାଇ ଅନ୍ଲାଇନ୍ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ Sail Recruitment 2024 Applied for manager post Notification ଉପରେ କ୍ଲିକ୍ କରନ୍ତୁ।
ଏହି ନିଯୁକ୍ତି ପ୍ରକ୍ରିୟାରେ BSF ଗ୍ରୁପ୍ ବି ଓ ସି ଅଧୀନରେ ସହାୟକ ବିମାନ ମେକାନିକ୍, ସହାୟକ ରେଡିଓ ମେକାନିକ୍, ଏସ୍ଆଇ, ହେଡ୍ କନଷ୍ଟେବଲ୍ ଏବଂ କନଷ୍ଟେବଳ ପଦବୀ ପୂରଣ କରିବ। ଏଥିପାଇଁ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୮୨ଟି ପଦବୀ ପୂରଣ ହେବ। ଦଶମ ପାଶ୍ ପିଲା ମଧ୍ୟ ଏହାର ସୁଯୋଗ ନେଇପାରିବେ।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ BSF ର ଅଫିସିଆଲ୍ ୱେବସାଇଟ୍ https://rectt.bsf.gov.in/ କୁ ଯାଇ ଅନ୍ଲାଇନ୍ ଆବେଦନ କରିପାରିବେ। ଯେଉଁମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହା ଅଫିସିଆଲ୍ ୱେବସାଇଟ୍କୁ ଯାଆନ୍ତୁ। Current Recruitment Openings ଅଧିନରେ ଥିବା ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ।
ଏହି ନିଯୁକ୍ତି ପ୍ରକ୍ରିୟାରେ TGT ଏବଂ PGTର ବିଭିନ୍ନ ପଦବୀ ପୂରଣ ହେବ। ଏଥିପାଇଁ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଶିକ୍ଷକ ଓ ପ୍ରିନ୍ସପାଲ୍ ପଦବୀରେ ପ୍ରାର୍ଥୀ ନିଯୁକ୍ତି ପାଇବେ। ଏଥିପାଇଁ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୧୩୦୦ରୁ ଅଧିକ ପଦବୀ ପୂରଣ ହେବ।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ OAVSର ଅଫିସିଆଲ୍ ୱେବସାଇଟ୍ https://oav.edu.in/ କୁ ଯାଇ ଅନ୍ଲାଇନ୍ ଆବେଦନ କରିପାରିବେ। ଯେଉଁମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ OAVS Recruitment 2024: Applied for 1342 Principals, Teacher posts Notification ଉପରେ କ୍ଲିକ୍ କରି ଦେଖିପାରିବେ।
୨୬୯ ଟ୍ରେନି ଇଞ୍ଜିନିୟର/ ଟ୍ରେନି ଅଫିସର୍
GATE 2023 ପରୀକ୍ଷାର ମାର୍କ ଆଧାରରେ ଏହି ପୋଷ୍ଟ ପାଇଁ ଆଶାୟୀ ପ୍ରାର୍ଥୀ ଚୟନ କରାଯିବ। ଏହାପରେ ପ୍ରାର୍ଥୀର ବ୍ୟକ୍ତିଗତ ସାକ୍ଷାତକାର ନିଆଯିବ।
(UR / EWS / OBC - ୬୦୦ ଟଙ୍କା
SC / ST / PwBD- ଦେୟମୁକ୍ତ
ପ୍ରଥମେ NHPC ର ଅଫିସିଆଲ ୱେବସାଇଟ୍ www.nhpcindia.com କୁ ଯାଆନ୍ତୁ।
ହୋମ୍ ପେଜ୍ରେ କ୍ୟାରିୟର ଟ୍ୟାବ୍ରେ କ୍ଲିକ୍ କରନ୍ତୁ।
ଏହାପରେ ଟେନି ଇଞ୍ଜିନିୟର/ଟ୍ରେନି ଅଫିସର ପୋଷ୍ଟ ପାଇଁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ କ୍ଲିକ୍ କରନ୍ତୁ।
ରେଜିଷ୍ଟ୍ରେସନ ପରେ ଆପ୍ଲିକେସନ୍ ଫର୍ମ ପୂରଣ କରନ୍ତୁ।
ଆବେଦନ ଫି ଅନଲାଇନ୍ରେ ପେମେଣ୍ଟ କରନ୍ତୁ।
]]>ଏହି ନିଯୁକ୍ତି ପ୍ରକ୍ରିୟାରେ ଅଣ-ଶିକ୍ଷକ ପଦବୀ ପୂରଣ ହେବ। ଏନେଇ ଉଭୟ ମହିଳା ଓ ପୁରୁଷ ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୧୩୭୭ଟି ପ୍ରାର୍ଥୀ ନିଯୁକ୍ତି ପାଇବେ। ବ୍ୟାଚଲର୍ ଡିଗ୍ରୀ ପିଲା ସହ ଦଶମ ପାଶ୍ ପିଲା ମଧ୍ୟ ଏନେଇ ଆବେଦନ କରିପାରିବେ।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ NVS ର ଅଫିସିଆଲ୍ ୱେବସାଇଟ୍ navodaya.gov.in.କୁ ଯାଇ ଅନ୍ଲାଇନ୍ ଆବେଦନ କରିପାରିବେ। ଯେଉଁମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ NVS to recruit for 1377 Non Teaching posts Notification ଉପରେ କ୍ଲିକ୍ କରି ଦେଖିପାରିବେ
ଏହି ନିଯୁକ୍ତି ପ୍ରକ୍ରିୟାରେ ଟ୍ରାଫିକ୍ କନଷ୍ଟେବଲ୍ ପଦବୀ ପୂରଣ ହେବ। ଏନେଇ ଉଭୟ ମହିଳା ଓ ପୁରୁଷ ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୨୬ଟି ପ୍ରାର୍ଥୀ ନିଯୁକ୍ତି ପାଇବେ। ଦ୍ୱାଦଶ ପାଶ୍ ପିଲା ଏହାର ସୁଯୋଗ ନେଇପାରିବେ।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ରେଳ କୋଚ୍ କାରଖାନାର ଅଫିସିଆଲ୍ ୱେବସାଇଟ୍ https://www.ossc.gov.in କୁ ଯାଇ ଅନ୍ଲାଇନ୍ ଆବେଦନ କରିପାରିବେ। ଯେଉଁମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହାର ଅଫିସିଆଲ୍ ୱେବସାଇଟ୍କୁ ଯାଇ What's New ରେ ଥିବା ତାଲିକାରେ ଖୋଜି View PDF କ୍ଲିକ୍ କରି ଦେଖିପାରିବେ
ଏହି ନିଯୁକ୍ତି ପ୍ରକ୍ରିୟାରେ ଫିଟର, ମେସିନିଷ୍ଟ୍, ୱେଲ୍ଡର୍, ମେକାନିକ୍, ବଢେଇ, ଇଲେକ୍ଟ୍ରୀସିଆନ୍ ଆଦି ପଦବୀ ପୂରଣ ହେବ। ଏନେଇ ଉଭୟ ମହିଳା ଓ ପୁରୁଷ ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୫୫୦ ପ୍ରାର୍ଥୀ ନିଯୁକ୍ତି ପାଇବେ।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ରେଳ କୋଚ୍ କାରଖାନାର ଅଫିସିଆଲ୍ ୱେବସାଇଟ୍ rcf.indianrailways.gov.in କୁ ଯାଇ ଅନ୍ଲାଇନ୍ ଆବେଦନ କରିପାରିବେ। ଯେଉଁମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ Get apprentice job in Indian railway without exam notification ଉପରେ କ୍ଲିକ୍ କରି ଦେଖିପାରିବେ।
ଏହି ନିଯୁକ୍ତି ପ୍ରକ୍ରିୟାରେ ସ୍ପେଶାଲିଷ୍ଟ ଅଫିସର୍ ପଦବୀ ପୂରଣ ହେବ। ଏନେଇ ଉଭୟ ମହିଳା ଓ ପୁରୁଷ ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୧୪୬ ପ୍ରାର୍ଥୀ ନିଯୁକ୍ତି ପାଇବେ।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ Indian Bank ର ଅଫିସିଆଲ୍ ୱେବ୍ସାଇଟ୍ indianbank.in କୁ ଯାଇ ଅନ୍ଲାଇନ୍ ଆବେଦନ କରିପାରିବେ। ଯେଉଁମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ Indian bank recruitment apply for specialist officer notification ଉପରେ କ୍ଲିକ୍ କରି ଦେଖିପାରିବେ।
ଏହି ନିଯୁକ୍ତି ପ୍ରକ୍ରିୟାରେ TGT ପଦବୀ ପୂରଣ ହେବ। ଏହି ନିଯୁକ୍ତି ମାଧ୍ୟମରେ ସରକାରୀ ବିଦ୍ୟାଳୟରେ ଶିକ୍ଷକମାନଙ୍କର ବିଭିନ୍ନ ବର୍ଗର ଜିଲ୍ଲା କ୍ୟାଡର ପଦବୀ ପୂରଣ ହେବ।ଏସ୍ଟି, ଏସ୍ସି ବିକାଶ, ଏମ୍ ଏବଂ ବିସିଡବ୍ଲୁ ବିଭାଗ ଅଧୀନରେ ଥିବା ସରକାରୀ ବିଦ୍ୟାଳୟରେ ୨୦୦୦ ରୁ ଅଧିକ ଶିକ୍ଷକ ନିଯୁକ୍ତି ପାଇଁ ଆୟୋଗ ଏହି ବିଜ୍ଞପ୍ତି ଜାରି କରିଛନ୍ତି।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ OSSSC ର ଅଫିସିଆଲ୍ ୱେବ୍ସାଇଟ୍ www.osssc.gov.in କୁ ଯାଇ ଅନ୍ଲାଇନ୍ ଆବେଦନ କରିପାରିବେ। ଯେଉଁମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ OSSSC teacher recruitment 2024 out for 2629 posts notification ଉପରେ କ୍ଲିକ୍ କରି ଦେଖିପାରିବେ।
ଏହି ନିଯୁକ୍ତି ପ୍ରକ୍ରିୟା ଅନ୍ଲାଇନ୍ ମାଧ୍ୟମରେ ହେବ। DSSSB ନିଯୁକ୍ତି ମାଧ୍ୟମରେ ସମୁଦାୟ ୧୪୯୯ଟି ପୋଷ୍ଟ ପୂରଣ ହେବ। ଏନେଇ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏଥିପାଇଁ ଗ୍ରାଜୁଏସନ ସହିତ ଅନ୍ୟାନ୍ୟ ଡିଗ୍ରୀ ମଧ୍ୟ ଆବଶ୍ୟକ।
ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ DSSSBର ଅଫିସିଆଲ୍ ୱେବସାଇଟ୍ dsssb.delhi.gov.in କୁ ଯାଇ ଅନ୍ଲାଇନ୍ରେ ଆବେଦନ କରିପାରିବେ। ଯେଉଁମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ DSSSB Recruitment 2024 job with 1.51 lakh salary Notification ଉପରେ କ୍ଲିକ୍ କରି ଦେଖିପାରିବେ
ଏହି ନିଯୁକ୍ତି ପ୍ରକ୍ରିୟାରେ ଟେକ୍ନିସିଆନ ପଦବୀ ପୂରଣ ହେବ। ଦଶମ ପାଶ୍ ପିଲାମାନେ ମଧ୍ୟ ଏହାର ସୁଯୋଗ ନେଇ ପାରିବେ। ଏନେଇ ଆବେଦନ ପ୍ରକ୍ରିୟା ଅନ୍ଲାଇନ୍ରେ ଆରମ୍ଭ ହୋଇଯାଇଛି। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୯୧୪୪ ଟି ପଦବୀ ପୂରଣ ହେବ।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ RRB ର ଅଫିସିଆଲ୍ ୱେବ୍ସାଇଟ୍ https://rrbbbs.gov.in/କୁ ଯାଇ ଅନ୍ଲାଇନ୍ ଆବେଦନ କରିପାରିବେ। ଯେଉଁମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ Indian Railway RRB Technician Recruitment Apply Online For 9144 Post notification ଉପରେ କ୍ଲିକ୍ କରି ଦେଖିପାରିବେ।
ଏହି ନିଯୁକ୍ତି ପ୍ରକ୍ରିୟାରେ ପୋଷ୍ଟ ଗ୍ରାଜୁଏଟ୍ ଶିକ୍ଷକ (PGT) ପଦବୀ ପୂରଣ ହେବ। ଏନେଇ ଆବେଦନ ପ୍ରକ୍ରିୟା ଅନ୍ଲାଇନ୍ରେ ମାଧ୍ୟମରେ ହେବ। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୧୦୬୧ଟି ପଦବୀ ପୂରଣ ହେବ।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ SSB ର ଅଫିସିଆଲ୍ ୱେବ୍ସାଇଟ୍ https://ssbodisha.ac.in କୁ ଯାଇ ଅନ୍ଲାଇନ୍ ଆବେଦନ କରିପାରିବେ। ଯେଉଁମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ SSB Odisha PGT Recruitment 2024 apply gor 1061 posts notification ଉପରେ କ୍ଲିକ୍ କରି ଦେଖିପାରିବେ।
ଏଭଳି ପରିସ୍ଥିତିରେ, ଯଦି ଆପଣ ମଧ୍ୟ ଏକ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆପଣ କିଛି ଜିନିଷର ବିଶେଷ ଯତ୍ନ ନେବା ଉଚିତ। ନଚେତ୍ ହାତକୁ ଆସୁଥିବା ସରକାରୀ ଚାକିରି ହାତରୁ ଖସିଯାଇ ପାରେ। ତେବେ କେଉଁସବୁ ଦିଗ ପ୍ରତି ଦୃଷ୍ଟି ଦେବେ ଆସନ୍ତୁ ଜାଣିବା।
ଯେକୋଣସି ପରୀକ୍ଷା ବିଷୟରେ ସମ୍ପୂର୍ଣ୍ଣ ସୂଚନା ପାଇଁ, ସର୍ବଦା ସରକାରୀ ବିଜ୍ଞପ୍ତିକୁ ଅନୁସରଣ କରନ୍ତୁ। ଏବଂ ଏହାକୁ ସମ୍ପୂର୍ଣ୍ଣ ପଢନ୍ତୁ, କାରଣ ସଠିକ୍ ଏବଂ ବିସ୍ତୃତ ସୂଚନା କେବଳ ଏଠାରେ ଉପଲବ୍ଧ ହେବ। ଅନେକ ଥର ବିଭିନ୍ନ ୱେବସାଇଟ୍ ସଂପୂର୍ଣ୍ଣ ସୂଚନା ପ୍ରଦାନ କରନ୍ତି ନାହିଁ ଏବଂ ଲୋକମାନେ ଅସମ୍ପୂର୍ଣ୍ଣ ସୂଚନା ସହିତ ଆବେଦନ କରିବା ଆରମ୍ଭ କରିଦିଅନ୍ତି, ଯେଉଁଥିପାଇଁ ସେମାନେ ଆବେଦନ କରିବାରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି।
ଯଦି ଆପଣ କୌଣସି ନିଯୁକ୍ତି ବିଷୟରେ ଖବର ପାଆନ୍ତି, ତେବେ ସର୍ବପ୍ରଥମେ ଯାଞ୍ଚ କରନ୍ତୁ ଯେ ଏହି ସୂଚନା ସଠିକ୍ କି ନୁହେଁ ଏବଂ ସର୍ବଦା କେବଳ ସରକାରୀ ୱେବ୍ସାଇଟ୍ରେ ବିଜ୍ଞପ୍ତି ଦେଖନ୍ତୁ। ଅନ୍ୟ କୌଣସି ୱେବସାଇଟ୍ ଉପରେ ବିଶ୍ୱାସ କରନ୍ତୁ ନାହିଁ। ଆଜିକାଲି ଅନେକ ୱେବସାଇଟ୍ ଅଛି ଯାହା ସରକାରୀ ୱେବ୍ସାଇଟ୍ ପରି ଦେଖାଯାଏ, କିନ୍ତୁ ସେଗୁଡ଼ିକ ତାହା ନୁହେଁ। ଫଳରେ ପ୍ରାର୍ଥୀ ଧୋକା ଖାଇଯାଆନ୍ତି।
ଶେଷ ମୁହୂର୍ତ୍ତର ଆବେଦନରୁ ଦୂରେଇ ରୁହନ୍ତୁ, କାରଣ ତରବର ହୋଇ ଆବେଦନ କରିବା ସମୟରେ ତ୍ରୁଟି ଘଟିପାରେ, ତେଣୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବା ମାତ୍ରେ ସମୟ ସୀମା ମଧ୍ୟରେ ଆବେଦନ କରନ୍ତୁ। ସର୍ଭର ଡାଉନ୍ ପରି ଅନ୍ୟାନ୍ୟ ସମସ୍ୟା ଶେଷ ମୁହୂର୍ତ୍ତରେ ଦେଖାଯିବା ଆରମ୍ଭ କରେ।
ବହୁତ ଲୋକ ଅଛନ୍ତି ଯେଉଁମାନେ ସରକାରୀ ଚାକିରୀକୁ ନେଇ, ଆପଣଙ୍କୁ ଚାକିରି କରିବାକୁ ଦାବି କରନ୍ତି ଏବଂ ଆପଣଙ୍କୁ ସର୍ଟକଟ୍ ଉପାୟ କୁହନ୍ତି। ମନେରଖନ୍ତୁ, ସରକାରୀ ଚାକିରୀ ସର୍ଟକଟ୍ ମାଧ୍ୟମରେ ନୁହେଁ ବରଂ କଠିନ ପରିଶ୍ରମ ଦ୍ୱାରା ହାସଲ କରାଯାଏ।
]]>ଏହି ନିଯୁକ୍ତି ଓଡିଆର ବିଭିନ୍ନ ଡିଗ୍ରୀ କଲେଜରେ ହେବ। ଅନଲାଇନ୍ ମାଧ୍ୟମରେ ଏହି ଆବେଦନ ହେବ। ଏନେଇ ଉଭୟ ମହିଳା ଓ ପୁରୁଷ ଆବେଦନ କରିପାରିବେ। ଏହି ନିଯୁକ୍ତି ସଂପୂର୍ଣ୍ଣ ଚୁକ୍ତିଭିତ୍ତିକ ହୋଇଥିବା ବେଳେ ମୋଟ୍ ୧୦୧ ପଦବୀ ପୂରଣ ହେବ।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ SSB ର ଅଫିସିଆଲ୍ ୱେବ୍ସାଇଟ୍ https://ssbodisha.ac.in/ କୁ ଯାଇ ଅନ୍ଲାଇନ୍ ଆବେଦନ କରିପାରିବେ। ଯେଉଁମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ Odisha SSB Non Teaching Post Recruitment 2024 Apply Online For 101 Post notification ଉପରେ କ୍ଲିକ୍ କରି ଦେଖିପାରିବେ।
କର୍ମଚାରୀ ରାଜ୍ୟ ବୀମା ନିଗମ, ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ଅଧିନରେ ଏହି ନିଯୁକ୍ତି ମିଳିବ। ଏନେଇ ଆବେଦନ ପ୍ରକ୍ରିୟା ଅନ୍ଲାଇନ୍ରେ ଆରମ୍ଭ ହୋଇଯାଇଛି। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୧୯୩୦ଟି ପଦବୀ ପୂରଣ ହେବ।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ UPSC ର ଅଫିସିଆଲ୍ ୱେବ୍ସାଇଟ୍ upsconline.nic.in କୁ ଯାଇ ଅନ୍ଲାଇନ୍ ଆବେଦନ କରିପାରିବେ। ଯେଉଁମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ UPSC Nursing Officer Recruitment 2024 apply for 1930 posts notification ଉପରେ କ୍ଲିକ୍ କରି ଦେଖିପାରିବେ।
ଏହି ନିଯୁକ୍ତି ପ୍ରକ୍ରିୟାରେ TGT ଏବଂ PGTର ବିଭିନ୍ନ ପଦବୀ ପୂରଣ ହେବ। ଏଥିପାଇଁ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏଥିପାଇଁ ଅଫ୍ଲାଇନ୍ ଚାଲିଛି। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୨୬ଟି ପଦବୀ ପୂରଣ ହେବ।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ OAV ର ଅଫିସିଆଲ୍ ୱେବ୍ସାଇଟ୍ https://gajapati.nic.in କୁ ଯାଇ ଏ ବିଷୟରେ ଯାଞ୍ଚ କରିପାରିବେ। ଯେଉଁମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ OAVS Recruitment 2024 ! Apply Offline For TGT & PGT Various notification ଉପରେ କ୍ଲିକ୍ କରି ଦେଖିପାରିବେ।
ଠିକଣା - Office of the Nodal Principal, Odisha Adarsha Vidyalaya, Allada, Kashinagar, PO/Dist – Gajapati, Pin – 761206
]]>ଏହି ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଅନ୍ଲାଇନ୍ ମାଧ୍ୟମରେ ହେଉଛି ଏବଂ ଏଥିପାଇଁ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ଦିଲ୍ଲୀ ପୋଲିସ୍ରେ ସବ୍-ଇନ୍ସପେକ୍ଟର ଓ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସ ପଦବୀ ପୂରଣ ହେବ। ସମୁଦାୟ ୪୧୮୭ ପଦବୀ ପୂରଣ ହେବ।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ SSC ର ଅଫିସିଆଲ୍ ୱେବ୍ସାଇଟ୍ ssc.gov.inକୁ ଅନ୍ଲାଇନ୍ରେ ଆବେଦନ କରିପାରିବେ। ଯେଉଁମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ SSC Delhi Police, CAPF SI 2024 registration begins, 4187 vacancies notification ଉପରେ କ୍ଲିକ୍ କରି ଦେଖିପାରିବେ।
ଏହି ନିଯୁକ୍ତି ମାଧ୍ୟମରେ ତେଲେଙ୍ଗାନାର RFCL ପ୍ଲାଣ୍ଟ ଏବଂ ନୋଏଡାର କର୍ପୋରେଟ୍ ଅଫିସରେ ନିଯୁକ୍ତି କରାଯିବ। ଇଞ୍ଜିନିୟର୍, ସିନିୟର କେମିଷ୍ଟ, ଆକାଉଣ୍ଟସ୍ ଅଫିସର ଏବଂ ମେଡିକାଲ୍ ଅଫିସର ପଦବୀରେ ନିଯୁକ୍ତି ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ RFCL ଆବେଦନ ପତ୍ର ମାଗିଛି।
ଏହି ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଅନ୍ଲାଇନ୍ ମାଧ୍ୟମରେ ହେଉଛି ଏବଂ ଏଥିପାଇଁ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏହି ନିଯୁକ୍ତି NFL, EIL ଏବଂ FCIL ର ମିଳିତ ଉଦ୍ୟମରେ ହେଉଛି। ଏହି ନିଯୁକ୍ତି ମାଧ୍ୟମରେ ମୋଟ୍ ୨୭ଟି ପଦବୀ ପୂରଣ ହେବ।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ RFCL ର ଅଫିସିଆଲ୍ ୱେବ୍ସାଇଟ୍ www.rfcl.co.in କୁ ଯାଇ ଏହାର ତଦାରଖ କରିପାରିବେ। ଯେଉଁମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ RFCL recruitment vacancy for engineer and other posts notification ଉପରେ କ୍ଲିକ୍ କରି ଦେଖିପାରିବେ।
ଏହି ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଅନ୍ଲାଇନ୍ ମାଧ୍ୟମରେ ହେବ ଏବଂ ଏଥିପାଇଁ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏହି ନିଯୁକ୍ତି ମୋଟ୍ ୩୬ଟି ପଦବୀ ପୂରଣ ହେବ। ଦଶମ୍ ପାଶ୍ କରିଥିବା ପିଲା ମଧ୍ୟ ଏହାର ସୁଯୋଗ ନେଇପାରିବେ।
ସମସ୍ତ ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ DUର ଅଫିସିଆଲ୍ ୱେବସାଇଟ୍ aurobindo.du.ac.in କୁ ଯାଇ ଏହି ପୋଷ୍ଟଗୁଡିକ ପାଇଁ ଆବେଦନ କରିପାରିବେ। ଯେଉଁମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏଠାରେ DU Recruitment Assistant jobs Notification କ୍ଲିକ୍ କରି ଦେଖିପାରିବେ।
ପ୍ରାର୍ଥୀମାନେ ଅଫିସିଆଲ୍ ୱେବ୍ସାଇଟ୍ https://rec.uod.ac.in/ କୁ ଲାଇବ୍ରେରୀ ଏବଂ ଶାରୀରିକ ଶିକ୍ଷା ନିର୍ଦ୍ଦେଶକଙ୍କ ପଦ ପାଇଁ ଏବଂ https://dunt.uod.ac.in/index.php କୁ ଯାଇ ଅନ୍ୟାନ୍ୟ ପଦବୀ ପାଇଁ ଅନ୍ଲାଇନ୍ରେ ଆବେଦନ କରିପାରିବେ।
]]>ଏହି ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଅନ୍ଲାଇନ୍ ମାଧ୍ୟମରେ ହେବ ଏବଂ ଏଥିପାଇଁ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ସାରା ଓଡିଶାର ଗ୍ରାଜୁଏସନ୍ କରିଥିବା ପ୍ରାର୍ଥୀ ଏହାର ସୁଯୋଗ ନେଇପାରିବେ।।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଓଡ଼ିଶା ହାଇକୋର୍ଟର ଅଫିସିଆଲ୍ ୱେବ୍ସାଇଟ୍ https://orissahighcourt.nic.in/କୁ ଯାଇ ଏହାର ତଦାରଖ କରିପାରିବେ। ଯେଉଁମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ Odisha High Court Recruitment 2024 Apply Online For Translator Post Notification ଉପରେ କ୍ଲିକ୍ କରି ଦେଖିପାରିବେ।
ସୂଚନା ଅନୁସାରେ, ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ସୁପ୍ରିମକୋର୍ଟ ଏହି ନିୟମକୁ ସବୁଜ ସଙ୍କେତ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ଏହି ନିୟମ ପୂର୍ବରୁ ପଲିସିରେ ରହିଛି। ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ ଦୀପଙ୍କର ଦତ୍ତ ଏବଂ ଜଷ୍ଟିସ କେ.ଭି ବିଶ୍ୱନାଥନଙ୍କ ଏକ ୩ଜଣିଆ ବେଞ୍ଚ ୨୦୨୨ମସିହାରେ ରାଜସ୍ଥାନ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚାଲେଞ୍ଜ କରି ପୂର୍ବତନ ସେନାର ଜଣେ ଯବାନ ରାମଜୀଲାଲ ଜଟଙ୍କ ଆବେଦନକୁ ଖାରଜ କରିଦେଇଥିଲେ।
୨୦୧୭ ମସିହା ଜାନୁୟାରୀ ୩୧ ତାରିଖରେ ପ୍ରତିରକ୍ଷା ସେବାରୁ ଅବସର ନେବା ପରେ ରାମଜୀଲାଲ ଜଟ ୨୦୧୮ମସିହା ମେ’ ୨୫ରେ ରାଜସ୍ଥାନ ପୋଲିସରେ କନଷ୍ଟେବଳ ପଦ ପାଇଁ ଆବେଦନ କରିଥିଲେ। ରାଜସ୍ଥାନ ପୋଲିସ୍ ବୋର୍ଡ ସେବା ନିୟମ, ୧୯୮୯ର ନିୟମ ୨୪ (୪) ଅନୁଯାୟୀ ତାଙ୍କ ପ୍ରାର୍ଥୀତ୍ୱ ପ୍ରତ୍ୟାଖ୍ୟାନ କରାଯାଇଥିଲା । ୨୦୦୨ ଜୁନ ୧ପରେ ତାଙ୍କର ଦୁଇରୁ ଅଧିକ ସନ୍ତାନ ଥିବାରୁ ସେ ସରକାରୀ ଚାକିରି ପାଇଁ ଅଯୋଗ୍ୟ ବୋଲି ଦର୍ଶାଯାଇଥିଲା।
ଏହି ନିୟମରେ ଦର୍ଶାଯାଇଛି ଯେ ୨୦୦୨ ଜୁନ ୧ ପରେ ଦୁଇରୁ ଅଧିକ ପିଲା ଥିବା ବ୍ୟକ୍ତି ସରକାରୀ ନିଯୁକ୍ତି ପାଇବାକୁ ଯୋଗ୍ୟ ହେବେ ନାହିଁ। ବେଞ୍ଚ କହିଛନ୍ତି ଯେ ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ପାଇଁ ଯୋଗ୍ୟତା ସର୍ତ୍ତ ଭାବେ ଏହି ସମାନ ବ୍ୟବସ୍ଥା ପ୍ରଣୟନ କରାଯାଇଥିଲା ଯାହା ସୁପ୍ରିମକୋର୍ଟଙ୍କ ଦ୍ୱାରା ସଂରକ୍ଷିତ ରହିଥିଲା।
]]>ଏହି ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଅଫ୍ଲାଇନ୍ ମାଧ୍ୟମରେ ହେଉଥିବା ବେଳେ ଏଥିପାଇଁ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ମ୍ୟାନେଜ୍ମେଣ୍ଟ୍ ଓ ଟେକ୍ନିକାଲ୍ ପାଶ୍ କରିଥିବା ପ୍ରାର୍ଥୀ ଏହାର ସୁଯୋଗ ନେଇପାରିବେ।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ OMC ର ଅଫିସିଆଲ୍ ୱେବ୍ସାଇଟ୍ https://omcltd.inକୁ ଯାଇ ଏହାର ତଦାରଖ କରିପାରିବେ। ଯେଉଁମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ Odisha Mining Corporation OMC Recruitment Apply For Manager Post Notification ଉପରେ କ୍ଲିକ୍ କରି ଦେଖିପାରିବେ।
Executive Director (P&A) Odisha Mining Corporation Ltd. Post Box No-34, OMC House, Bhubaneswar – 751001
]]>ଏହି ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଅନ୍ଲାଇନ୍ ମାଧ୍ୟମରେ ହେଉଥିବା ବେଳେ ଏଥିପାଇଁ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଦଶମ ପାଶ୍ ପ୍ରାର୍ଥୀଙ୍କ ଠାରୁ ଆରମ୍ଭ କରି ଗ୍ରାଜୁଏସନ ପିଲା ମାନେ ଏହି ସୁଯୋଗ ନେଇପାରିବେ।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ SSC ର ଅଫିସିଆଲ୍ ୱେବ୍ସାଇଟ୍ www.ssc.nic.in କୁ ଯାଇ ଅନ୍ଲାଇନ୍ରେ ଆବେଦନ କରିପାରିବେ। ଯେଉଁମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ SSC Selection Post Phase 12 Recruitment Apply For 5369 Posts Notification ଉପରେ କ୍ଲିକ୍ କରି ଦେଖିପାରିବେ।
ଏହି ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଅନ୍ଲାଇନ୍ ମାଧ୍ୟମରେ ହେଉଥିବା ବେଳେ ଏଥିପାଇଁ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ସାରା ଓଡ଼ିଶାର ପ୍ରାର୍ଥୀମାନେ ଆବେଦନ କରିପାରିବେ। ଦଶମ ପାଶ୍ ପ୍ରାର୍ଥୀ ମଧ୍ୟ ଆବେଦନ କରିପାରିବେ।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ SAIL ର ଅଫିସିଆଲ୍ ୱେବ୍ସାଇଟ୍ https://sailcareers.comକୁ ଯାଇ ଅନ୍ଲାଇନ୍ରେ ଆବେଦନ କରିପାରିବେ। ଯେଉଁମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ Rourkela Steel Plant Recruitment Apply Online For Various Posts notification ଉପରେ କ୍ଲିକ୍ କରି ଦେଖିପାରିବେ।
ଏନେଇ ଆବେଦନ ପ୍ରକ୍ରିୟା ଅନ୍ଲାଇନ୍ରେ ଆରମ୍ଭ ହୋଇଯାଇଛି। ବିଭିନ୍ନ ଇଂଜିନିୟରିଂ କ୍ଷେତ୍ରରେ ଯୋଗ୍ୟତା ଥିବା ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ NTPCର ଅଫିସିଆଲ୍ ୱେବସାଇଟ୍ Careers.ntpc.co.in କୁ ଯାଇ ଏହି ପୋଷ୍ଟଗୁଡିକ ପାଇଁ ଅନଲାଇନ୍ ଆବେଦନ କରିପାରିବେ। ଯେଉଁମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ NTPC Recruitment Apply for 110 Deputy Manager posts Notification ଉପରେ କ୍ଲିକ୍ କରି ଦେଖିପାରିବେ।
ଏନେଇ ଆବେଦନ ପ୍ରକ୍ରିୟା ଅନ୍ଲାଇନ୍ ମାଧ୍ୟମରେ ଆରମ୍ଭ ହୋଇଯାଇଛି। ଏହି ନିଯୁକ୍ତି ମାଧ୍ୟମରେ ସର୍ଟ ସର୍ଭିସ୍ କମିଶନ ଅଧିକାରୀ ପଦବୀ ପୂରଣ ହେବ। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ୍ ୨୫୪ଟି ପଦବୀ ପୂରଣ କରାଯିବ।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ OPSCର ଅଫିସିଆଲ୍ ୱେବ୍ସାଇଟ୍ joinindiannavy.gov.inକୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ Indian Navy SSC Officers Recruitment 2024 Apply for 254 posts Notificationରେ କ୍ଲିକ୍ କରି ଦେଖିପାରିବେ।
ଏହି ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଅନ୍ଲାଇନ୍ ମାଧ୍ୟମରେ ହେଉଥିବା ବେଳେ ଏଥିପାଇଁ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ପ୍ରାର୍ଥୀ କେନ୍ଦ୍ର ସରକାର ଅଧିନରେ ଏହି ଚାକିରି କରିବେ। ଦଶମ ପାଶ୍ ପ୍ରାର୍ଥୀ ମଧ୍ୟ ଆବେଦନ କରିପାରିବେ।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ OPDର ଅଫିସିଆଲ୍ ୱେବ୍ସାଇଟ୍ https://odishapolice.gov.in/କୁ ଯାଇ ଅନ୍ଲାଇନ୍ରେ ଆବେଦନ କରିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟାରେ ତିନି ହଜାରରୁ ଅଧିକ ପଦବୀ ପୂରଣ ହେବ।
ତେବେ ଏହି ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଅନ୍ଲାଇନ୍ରେ କରିବାକୁ ହେବ। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ୍ ୪୯୦ଟି ପଦଦୀ ପୂରଣ ହେବ। ଭାରତର ବିଭିନ୍ନ ଶାଖାରେ ଏହି ନିଯୁକ୍ତି ମିଳିବ।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ AAIର ଅଫିସିଆଲ୍ ୱେବ୍ସାଇଟ୍ www.aai.aero.କୁ ଯାଇ ଅନ୍ଲାଇନ୍ରେ ଆବେଦନ କରିପାରିବେ। ଯେଉଁମାନେ ଏହାର ବିଜ୍ଞାପନ ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ AAI Recruitment Apply for 490 Jr Executive posts Notification ଉପରେ କ୍ଲିକ୍ କରି ଦେଖିପାରିବେ।
UPSC Prelims ପରୀକ୍ଷା ୨୬ ମେ ୨୦୨୪ରେ ଅନୁଷ୍ଠିତ ହେବ। ଆଇଏଏସ୍, ଆଇପିଏସ୍ ଭଳି ପଦବୀରେ ସରକାରୀ ଚାକିରି ପାଇବାକୁ ପ୍ରାର୍ଥୀଙ୍କୁ UPSC ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡିବ, ଯାହା ଦେଶର ସବୁଠାରୁ କଠିନ ପରୀକ୍ଷା ଅଟେ।
ତେବେ UPSC ର ସରକାରୀ ପରୀକ୍ଷା ପାଇଁ ଫର୍ମ ପୂରଣ କରିବା ସହଜ ନୁହେଁ। ଏପରିକି ଏଥିରେ ଏକ ଛୋଟ ଭୁଲ ମଧ୍ୟ ଆପଣଙ୍କୁ ପରୀକ୍ଷାରେ ଉପସ୍ଥିତ ହେବାକୁ ବାରଣ କରିପାରିବ। ୟୁପିଏସ୍ସି ପରୀକ୍ଷା ଫର୍ମ ପୂରଣ କରିବାବେଳେ, କେନ୍ଦ୍ର ଲୋକ ସେବା ଆୟୋଗ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀକୁ ଭଲଭାବେ ପଢିବା ଉଚିତ।
ପ୍ରତିବର୍ଷ ଲକ୍ଷ ଲକ୍ଷ ଯୁବକ UPSC ପରୀକ୍ଷା ପାଇଁ ଆବେଦନ କରନ୍ତି କିନ୍ତୁ ପରୀକ୍ଷା ପୂର୍ବରୁ ମଧ୍ୟ ସେମାନଙ୍କ ମଧ୍ୟରୁ ଅନେକଙ୍କ ଫର୍ମ ପ୍ରତ୍ୟାଖ୍ୟାନ କରାଯାଇଥାଏ। ଏନେଇ UPSC ପରୀକ୍ଷା ଫର୍ମ ୨୦୨୪ରେ କିପରି ଫଟୋ ରଖିବେ ଜାଣନ୍ତୁ।
ତେବେ ଏହି ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଅନ୍ଲାଇନ୍ରେ ଚାଲିଥିବା ବେଳେ ଏହା ସ୍ଥାୟୀ ନିଯୁକ୍ତି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ୍ ୯୦୦୦ଟି ପଦଦୀ ପୂରଣ ହେବ। ଆପଣ ଯଦି ଗ୍ରାଜୁଏସନ କରିଥିବେ ତେବେ ଏହି ସୁଯୋଗ ମଧ୍ୟ ନେଇପାରିବେ।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ RRB ର ଅଫିସିଆଲ୍ ୱେବ୍ସାଇଟ୍ https://indianrailways.gov.inକୁ ଯାଇ ଅନ୍ଲାଇନ୍ରେ ଆବେଦନ କରିପାରିବେ।
ତେବେ ଏହି ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଅନ୍ଲାଇନ୍ରେ ଚାଲିଥିବା ବେଳେ ଏହା ସ୍ଥାୟୀ ନିଯୁକ୍ତି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ୍ ୧୩୧ଟି ପଦଦୀ ପୂରଣ ହେବ। ଆପଣ ଯଦି ଗ୍ରାଜୁଏସନ କରିଥିବେ ତେବେ ଏହି ସୁଯୋଗ ମଧ୍ୟ ନେଇପାରିବେ।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ SBI ର ଅଫିସିଆଲ୍ ୱେବ୍ସାଇଟ୍ sbi.co.in କୁ ଯାଇ ଅନ୍ଲାଇନ୍ରେ ଆବେଦନ କରିପାରିବେ। ଯେଉଁମାନେ ଏହାର ବିଜ୍ଞାପନ ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ SBI Recruitment 2024 Apply for managerial and other posts Notification ଉପରେ କ୍ଲିକ୍ କରି ଦେଖିପାରିବେ।
ତେବେ ଏହି ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଅନ୍ଲାଇନ୍ରେ ଚାଲିଥିବା ବେଳେ ଏହା ସ୍ଥାୟୀ ନିଯୁକ୍ତି। ପ୍ରାର୍ଥୀ ଭୁବନେଶ୍ୱରରେ ରହି ଚାକିରି କରିବେ। ଏହି ଚାକିରି ପାଇଁ ଉଭୟ ମହିଳା ଓ ପୁରୁଷ ଆବେଦନ କରିପାରିବେ।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ BECILର ଅଫିସିଆଲ୍ ୱେବ୍ସାଇଟ୍ https://www.becil.com/କୁ ଯାଇ ଯାଞ୍ଚ କରିପାରିବେ। ଯେଉଁମାନେ ଏହାର ବିଜ୍ଞାପନ ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ BECIL Bhubaneswar government of Odisha recently published a job notifications ଉପରେ କ୍ଲିକ୍ କରି ଦେଖିପାରିବେ।
DEO –
ପିଓନ୍ –
ଅନ୍ଲାଇନ୍ ମାଧ୍ୟମରେ ଏହାର ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଭିନ୍ନ ଅଣ-ଶିକ୍ଷକ ପଦବୀ ପୂରଣ ହେବ। ବିଜ୍ଞପ୍ତି ଅନୁସାରେ ମୋଟ୍ ୬୪ଟି ପଦବୀ ପୂରଣ ହେବ। ଦଶମ ପାଶ୍ କରିଥିବା ପିଲା ମଧ୍ୟ ନେବେ ଏହାର ସୁଯୋଗ।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଏହାର ଅଫିସିଆଲ ୱେବ୍ସାଇଟ୍ iitm.ac.in କୁ ଯାଇ ଅନ୍ଲାଇନ୍ ମୋଡ୍ରେ ଆବେଦନ କରିପାରିବେ। ଯେଉଁମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ IIT Madras Recruitment 2024 Notification ଉପରେ କ୍ଲିକ୍ କରି ଦେଖିପାରିବେ।
ଅନ୍ଲାଇନ୍ ମୋଡ୍ରେ ଏହି ଆବେଦନ ଚାଲିଛି। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ସହକାରୀ ନିର୍ଦ୍ଦେଶକ ଏବଂ ଅନ୍ୟାନ୍ୟ ପଦବୀ ପୂରଣ ହେବ। ବିଜ୍ଞପ୍ତି ଅନୁସାରେ ମୋଟ୍ ୧୨୦ଟି ପଦବୀ ପୂରଣ ହେବ।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ UPSC ର ଅଫିସିଆଲ୍ ୱେବ୍ସାଇଟ୍ upsc.gov.in କୁ ଯାଇ ଏ ବିଷୟରେ ଯାଞ୍ଚ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ https://upsc.gov.in/recruitment/recruitment-advertisement ଉପରେ କ୍ଲିକ୍ କରି ଦେଖିପାରିବେ।
ଅଫ୍ଲାଇନ୍ ମୋଡ୍ରେ ଏହି ଆବେଦନ ଚାଲିଛି। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ଗ୍ରୁପ୍ C ଏବଂ ଗ୍ରୁପ୍ D ଆଦି ପଦବୀ ପୂରଣ ହେବ। ଦଶମ ପାଶ୍ ପିଲା ମଧ୍ୟ ଏହାର ଫାଇଦା ନେଇପାରିବେ।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଏହାର ଅଫିସିଆଲ୍ ୱେବ୍ସାଇଟ୍ www.rrcbbs.org.in କୁ ଯାଇ ଏ ବିଷୟରେ ଯାଞ୍ଚ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ East Cost Railway Bhubaneswar Recruitment Apply For Group C & D Post ଉପରେ କ୍ଲିକ୍ କରି ଦେଖିପାରିବେ।
Assistant Personnel Officer ( HQ ), 2nd Floor, South Block, Rail Sadan, Chandrasekharpur, Bhubaneswar, Pin – 751017.
]]>ଏହାର ଆବେଦନ ପ୍ରକ୍ରିୟା ଅନ୍ଲାଇନ୍ ମାଧ୍ୟମରେ ଆରମ୍ଭ ହୋଇଯାଇଛି। ଏହି ନିଯୁକ୍ତି ମାଧ୍ୟମରେ ବିଭିନ୍ନ ଅଫିସର୍ ପଦବୀ ପୂରଣ ହେବ। ଏଇ ନିଯୁକ୍ତି ପ୍ରକ୍ରିୟାରେ ମୋଟ୍ ୧୦୨୫ ପଦବୀ ପୂରଣ ହେବ।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଅଫିସିଆଲ୍ ୱେବ୍ସାଇଟ୍ https://www.pnbindia.in/ କୁ ଯାଇ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ଯେଉଁ ପ୍ରାର୍ଥୀମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ PNB Specialist Officer Recruitment Apply for 1025 SO posts Notification ଉପରେ କ୍ଲିକ୍ କରି ଦେଖିପାରିବେ।
ALP, ଟେକ୍ନିସିଆନ୍, ଅଣ ଟେକ୍ନିସିଆନ୍, JE ଏବଂ ଅନ୍ୟାନ୍ୟ ପଦବୀ ପାଇଁ RRBର ନିଯୁକ୍ତି ବାର୍ଷିକ କ୍ୟାଲେଣ୍ଡର ପ୍ରକାଶ ପାଇଛି।
ଏହି ନିଯୁକ୍ତି ପାଇଁ ଉତ୍ସାହର ସହିତ ଅପେକ୍ଷା କରିଥିବା ପ୍ରାର୍ଥୀମାନେ ରେଳବାଇ ନିଯୁକ୍ତି ବୋର୍ଡ (RRB) ର ଅଫିସିଆଲ୍ ୱେବସାଇଟ୍ rrbajmer.gov.in ପରିଦର୍ଶନ କରି ଯାଞ୍ଚ କରିପାରିବେ। ଯେଉଁମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ RRB Annual Calendar 2024 Notification ଉପରେ କ୍ଲିକ୍ କରି ଦେଖିପାରିବେ।
RRB ନିଯୁକ୍ତି ବାର୍ଷିକ କ୍ୟାଲେଣ୍ଡର ଅନୁଯାୟୀ, ALP ପୋଷ୍ଟ୍ ପାଇଁ ନିଯୁକ୍ତି ପ୍ରକ୍ରିୟା ଜାନୁୟାରୀରୁ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ କରାଯିବ। ଟେକ୍ନିସିଆନମାନଙ୍କର ନିଯୁକ୍ତି ପ୍ରକ୍ରିୟା ଏପ୍ରିଲରୁ ଜୁନ୍ ପର୍ଯ୍ୟନ୍ତ କରାଯିବ। ନନ୍-ଟେକ୍ନିସିଆନ ପପୁଲାର୍ କ୍ୟାଟେଗୋରୀ – ଗ୍ରାଜୁଏଟ୍ (ସ୍ତର ୪, ୫ ଏବଂ ୬), ନନ୍-ଟେକ୍ନିସିଆନ ପପୁଲାର୍ କ୍ୟାଟେଗୋରୀ – ଅଣ୍ଡର୍ ଗ୍ରାଜୁଏଟ୍ (ସ୍ତର ୨, ୩), ଜୁନିୟର ଇଞ୍ଜିନିୟର ଏବଂ ପାରାମେଡିକାଲ୍ ବର୍ଗ ନିଯୁକ୍ତି ପ୍ରକ୍ରିୟା ଜୁଲାଇରୁ ସେପ୍ଟେମ୍ବର ୨୦୨୪ ପର୍ଯ୍ୟନ୍ତ କରାଯିବ। ଲେବଲ-୧ ଏବଂ ମିନିଷ୍ଟ୍ରୀଆଲ୍ ଏବଂ ଆଇସୋଲେଟେଡ୍ ବର୍ଗ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଅନୁଷ୍ଠିତ ହେବ।
RRB ALP ପୋଷ୍ଟ CBT ପରୀକ୍ଷା ଜୁନ୍ରୁ ଅଗଷ୍ଟ ୨୦୨୪ ମଧ୍ୟରେ ଅନୁଷ୍ଠିତ ହେବ। ଦ୍ୱିତୀୟ ପର୍ଯ୍ୟାୟ (ସିବିଟି ୨) ପରୀକ୍ଷା ସେପ୍ଟେମ୍ବର ୨୦୨୪ରେ ଅନୁଷ୍ଠିତ ହେବାକୁ ଯାଉଛି। ଦକ୍ଷତା ପରୀକ୍ଷା (CBAT) ନଭେମ୍ବର ୨୦୨୪ରେ ଧାର୍ଯ୍ୟ କରାଯାଇଛି। ଦକ୍ଷତା ପରୀକ୍ଷଣ ପରେ, ନଭେମ୍ବର / ଡିସେମ୍ବର ୨୦୨୪ରେ ଡକ୍ୟୁମେଣ୍ଟ ଯାଞ୍ଚ ପାଇଁ ପ୍ରାର୍ଥୀଙ୍କ ସର୍ଟଲିଷ୍ଟ ପ୍ରକାଶ ପାଇବ।
ପ୍ରକାଶଥାଉ ଯେ ୯୦୦୦ ପୋଷ୍ଟ ପାଇଁ RRBର ଟେକ୍ନିକାଲ୍ ନିଯୁକ୍ତି ପ୍ରକ୍ରିୟା ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଫେବୃଆରୀ ୨୦୨୪ରେ ଏମ୍ପ୍ଲୟମେଣ୍ଟ୍ ନ୍ୟୁଜ୍ରେ ଏହା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ମାର୍ଚ୍ଚରେ ଅନ୍ଲାଇନ୍ ଆବେଦନ ଆରମ୍ଭ ହେବ। ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଏପ୍ରିଲ୍ ୨୦୨୪ ପର୍ଯ୍ୟନ୍ତ ଅନ୍ଲାଇନ୍ରେ ଆବେଦନ କରିପାରିବେ। ଏହା ବ୍ୟତୀତ, ପ୍ରାର୍ଥୀମାନେ ଏହି ସମ୍ବନ୍ଧୀୟ ଅଧିକ ବିବରଣୀ ପାଇଁ RRB ର ଅଫିସିଆଲ୍ ୱେବସାଇଟ୍ ଯାଞ୍ଚ କରିପାରିବେ।
]]>ଅଫ୍ଲାଇନ୍ ମୋଡ୍ରେ ଏହି ଆବେଦନ ଚାଲିଛି। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ଶିକ୍ଷାବିତ୍, ଯୋଗ ଶିକ୍ଷକ, ରୋଷେୟା, ୱାଚ୍ମ୍ୟାନ୍, ସଙ୍ଗୀତ ଶିକ୍ଷକ, ହେଲ୍ପର୍, ପାରାମେଡିକାଲ୍ କର୍ମଚାରୀ, ପିଅନ ଆଦି ପଦବୀ ପୂରଣ ହେବ। ଅଷ୍ଟମ ପାଶ୍ ପିଲା ମଧ୍ୟ ଏହାର ଫାଇଦା ନେଇପାରିବେ।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଏହାର ଅଫିସିଆଲ୍ ୱେବ୍ସାଇଟ୍ https://sundergarh.nic.in କୁ ଯାଇ ଏ ବିଷୟରେ ଯାଞ୍ଚ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ Jayasankar Sevashram newly published a latest job notification ଉପରେ କ୍ଲିକ୍ କରି ଦେଖିପାରିବେ।
ଠିକଣା - Secretary, Jaysankar Sevashram, At/Po – Belsara , P.S – Lephripara, District – Sundargarh, Pin – 770011.
]]>ଅନ୍ଲାଇନ୍ ମାଧ୍ୟମରେ ଏହି ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହି ନିଯୁକ୍ତି ମାଧ୍ୟମରେ ସ୍ପେଶାଲିଷ୍ଟ ଅଫିସର ପଦବୀ ପୂରଣ ହେବ। ବିଜ୍ଞପ୍ତି ଅନୁଯାୟୀ ମୋଟ ୬୦୬ଟି ପଦବୀ ପୂରଣ ହେବ।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ UBIର ଅଫିସିଆଲ୍ ୱେବସାଇଟ୍ unionbankofindia.co.in କୁ ଯାଇ ଅନ୍ଲାଇନ୍ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ Union Bank Recruitment for specialist officer Notification ଉପରେ କ୍ଲିକ୍ କରି ଦେଖିପାରିବେ।
ଏହି ପଦବୀ ପାଇଁ ଅନ୍ଲାଇନ୍ ଆବେଦନ ଆରମ୍ଭ ହୋଇଗଲାଣି। ଏହି ନିଯୁକ୍ତି ମାଧ୍ୟମରେ ମୋଟ୍ ୨୨୦ଟି ପଦବୀ ପୂରଣ ହେବ।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ SSCର ଅଫିସିଆଲ୍ ୱେବସାଇଟ୍ ssc.nic.in କୁ ଯାଇ ଅନ୍ଲାଇନ୍ ଆବେଦନ କରିପାରିବେ। ଯେଉଁମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ Senior Secretariat Assistant/Upper Division Clerk Notification ଓ Junior Secretariat Assistant/Lower Division Clerk Notification ଉପରେ କ୍ଲିକ୍ କରି ଦେଖିପାରିବେ।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ସଂସ୍ଥାର ଅଫିସିଆଲ ୱେବ୍ସାଇଟ୍ https://www.rites.com/Career କୁ ଯାଇ ଦେଖିପାରିବେ। ଯେଉଁମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ RITES Recruitment 2024: Monthly Salary Upto Rs. 120000 Notification ଉପରେ କ୍ଲିକ୍ କରି ଦେଖିପାରିବେ।
ଆପ୍ଟିଚ୍ୟୁଡ୍ ଟେଷ୍ଟ (CBAT) ନଭେମ୍ବର ୨୦୨୪ରେ ଧାର୍ଯ୍ୟ କରାଯାଇଛି। ଦକ୍ଷତା ପରୀକ୍ଷା ପରେ ଡକ୍ୟୁମେଣ୍ଟ ଯାଞ୍ଚ ପାଇଁ ସର୍ଟଲିଷ୍ଟ ପ୍ରାର୍ଥୀଙ୍କ ତାଲିକା ନଭେମ୍ବର / ଡିସେମ୍ବର ୨୦୨୪ରେ ପ୍ରକାଶ ପାଇବ।
ତେବେ ପ୍ରାର୍ଥୀମାନେ ମନେ ରଖିବା ଉଚିତ ଯେ ଏହି ପରୀକ୍ଷା ତାରିଖଗୁଡିକ ପରୀକ୍ଷାମୂଳକ ଭାବେ କରାଯାଇଛି। ପ୍ରାର୍ଥୀମାନେ ସଠିକ୍ ତାରିଖ ଯାଞ୍ଚ କରିବାକୁ ପୋର୍ଟାଲକୁ ଯିବାକୁ ପଡିବ।
ପ୍ରକାଶଥାଉ ଯେ ରେଳବାଇରେ ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍ ପଦବୀରେ ନିଯୁକ୍ତି ପାଇଁ ପ୍ରାର୍ଥୀ ଚୟନ ବିଭିନ୍ନ ପର୍ଯ୍ୟାୟରେ ହେବାକୁ ଥିବା ପରୀକ୍ଷା ଆଧାରରେ କରାଯିବ। ସେଥିମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ CBT 1, ଦ୍ୱିତୀୟ ପର୍ଯ୍ୟାୟରେ CBT 2 ରହିଛି। ଏହା ବ୍ୟତୀତ, ତୃତୀୟ ପର୍ଯ୍ୟାୟରେ କମ୍ପ୍ୟୁଟର ଆଧାରିତ ଆପ୍ଟିଚ୍ୟୁଡ୍ ଟେଷ୍ଟ (CBAT) ଏବଂ ଚତୁର୍ଥ ପର୍ଯ୍ୟାୟରେ ଡକ୍ୟୁମେଣ୍ଟ୍ ଭେରିଫିକେସନ୍ (DV) ଏବଂ ମେଡିକାଲ୍ ଟେଷ୍ଟ ରହିଛି।
ରେଳବାଇରେ ALP ନିଯୁକ୍ତି ପାଇଁ ସର୍ବାଧିକ ବୟସ ସୀମାରେ କୋହଳ କରିବାକୁ ମଧ୍ୟ ଘୋଷଣା କରାଯାଇଛି। ଏହି ଅନୁଯାୟୀ, ବର୍ତ୍ତମାନ ୩୩ ବର୍ଷ ବୟସ୍କ ପ୍ରାର୍ଥୀ ଏହି ପଦବୀ ପାଇଁ ଆବେଦନ କରିପାରିବେ। ତେବେ, ପୂର୍ବରୁ କେବଳ ୩୦ ବର୍ଷ ବୟସର ପ୍ରାର୍ଥୀଙ୍କୁ ଆବେଦନ କରିବାକୁ ଅନୁମତି ଦିଆଯାଇଥିଲା। କିନ୍ତୁ ବର୍ତ୍ତମାନ ରେଳବାଇ ପ୍ରାର୍ଥୀଙ୍କୁ ଏହି ସୁବିଧା ଦେଇଛି।
ଏନେଇ ଅନ୍ଲାଇନ୍ ଆବେଦନ ପ୍ରକ୍ରିୟା ୨୦ ଜାନୁୟାରୀ ୨୦୨୪ ରେ ଆରମ୍ଭ ହୋଇଥିଲା। ଏହି ଆବେଦନ ୧୯ ଫେବୃଆରୀ ୨୦୨୪ ପର୍ଯ୍ୟନ୍ତ ଚାଲିବ। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ୍ ୫୬୯୬ଟି ପଦବୀ ପୂରଣ ହେବ।
ଏହି ପଦବୀ ପାଇଁ ଅନ୍ଲାଇନ୍ ଆବେଦନ ଆରମ୍ଭ ହୋଇଯାଇଛି। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ମୋଟ୍ ୨୮୬୦ ପଦବୀ ପୂରଣ ହେବ। ତାମିଲନାଡୁ, କେରଳ, ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରେ ନିଯୁକ୍ତି ମିଳବ।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀ ର ଅଫିସିଆଲ୍ ୱେବସାଇଟ୍ https://sr.indianrailways.gov.in/ କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିସାଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ RRC SR Recruitment 2024, Check Apprentice Vacancy Notification ଉପରେ କ୍ଲିକ୍ କରି ଦେଖିପାରିବେ।
ଏନେଇ ଆବେଦନ ଆରମ୍ଭ ହୋଇଯାଇଛି। ଅନ୍ଲାଇନ୍ ମୋଡ୍ରେ ଚାଲିଛି ଆବେଦନ। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ମୋଟ୍ ୨୨୩ଟି ପଦବୀ ପୂରଣ ହେବ।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ NTPCର ଅଫିସିଆଲ୍ ୱେବ୍ସାଇଟ୍ https://careers.ntpc.co.inକୁ ଯାଇ ଆବେଦନ କରିପାରିବେ। ଯେଉଁ ପ୍ରାର୍ଥୀମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ NTPC Limited Assistant Executive Recruitment Apply for 223 posts Notification ଉପରେ କ୍ଲିକ୍ କରି ଦେଖିପାରିବେ।