• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Govt Hospitals

Ambulances
ନୂଆ ଆମ୍ବୁଲାନ୍ସ ଗାଡ଼ି ଅଚଳ ! ପରମିଟ୍ ଥିବା ସତ୍ତ୍ବେ ହେଉନି ମରାମତି...

ଡାକ୍ତରଖାନା ପରିସରରେ ଗଦା ଗଦା ଅଚଳ ଆମ୍ବୁଲାନ୍ସ। ଦିନେ କି ଦୁଇ ଦିନ ନୁହଁ ମାସ ମାସ ବର୍ଷ ବର୍ଷ ଧରି  ପଡି ରହିଛି। ଆମ୍ବୁଲାନ୍ସ ଅଭାବକୁ ନେଇ ସ୍ଥାନୀୟ ଲୋକଙ୍କ ଅସନ୍ତୋଷ ।

Stealing Infant Boy
ଅନ୍ଧ କରିଦେଲା ପୁତ୍ର ମୋହ, ପର ହୋଇଗଲା ନିଜ କଅଁଳ ଶିଶୁକନ୍ୟା

ଯେତେଦିନ ଯାଏଁ ସେ ଗର୍ଭରେ ଥିଲା...ମାତୃତ୍ୱର ଉଷ୍ମ ସ୍ପର୍ଶ ପାଇ ବେଶ ସୁରକ୍ଷିତ ଥିଲା...ହେଲେ ସିଏ କ’ଣ ଜାଣିଥିଲା ଦୁନିଆରେ ପାଦ ଥାପୁ ଥାପୁ, ତାକୁ ବି ଯେ ଅପରାଧୀଙ୍କ ଶୀକାର ହେବାକୁ ପଡ଼ିବ ବୋଲି

5T Hospital
ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ 5T ର ବିକଳ ଚିତ୍ର, ଅସରାଏ ବର୍ଷାରେ ଭାସିଲା ମେଡିକାଲ

5-ଟି ଅନ୍ତର୍ଭୁକ୍ତ ଆମ ହସ୍ପିଟାଲର ବିକଳ ଚିତ୍ର l ଉଦଘାଟନର କିଛି ମାସ ନ ପୁରୁଣୁରୁ ଅଦିନିଆ ବର୍ଷାରେ ଅତ୍ୟାଧୁନିକ ହସ୍ପିଟାଲର ଜଳମୟ ସ୍ଥିତି l ଗଞ୍ଜାମ ଜିଲ୍ଲା ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

Dog
କଟା ହାତ ଧରି ହସ୍ପିଟାଲ ପରିସରରେ ବୁଲିଲା କୁକୁର, ଲୋକେ ଦେଖି ଆଚମ୍ବିତ

ଯିଏ ଦେଖୁଥିଲା ସିଏ ପଚାରୁଥିଲା, ଏଠି କୌଣସି ଫିଲ୍ମର ସୁଟିଂ ଚାଲିଛି କି । କାରଣ ଦୃଶ୍ୟ ହିଁ କିଛି ଏମିତି ଥିଲା । ଗୋଟେ କୁକୁର ପାଟିରେ ଛିଣ୍ତା ହାତ ଧରି ହସ୍ସିଟାଲ ପରିସରରେ ବୁଲୁଥିଲା । ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କିଙ୍ଗ ଜର୍ଜ ମେଡିକାଲ ୟୁନିଭରସିଟିରେ ।

Burla Hospital
ଭିମସାର୍ ସୁପର ସ୍ପେଶାଲିଟି ହସପିଟାଲ କେଁ! ବିତିଗଲାଣି ୬ ବର୍ଷ, କାମ ସରିବାର ନାଁ ଧରୁନି

ପଶ୍ଚିମ ଓଡ଼ିଶାର ସ୍ୱାସ୍ଥ୍ୟସେବାର ପ୍ରାଣକେନ୍ଦ୍ର, ବୁର୍ଲା ହସପିଟାଲ । ଅସୁମାରୀ ଆଶା ସହ ଭିମସାରରେ ଆରମ୍ଭ ହୋଇଥିଲା ସୁପର ସ୍ପେଶାଲିଟି ହସପିଟାଲ ।

Treatment Under Phone Light
ମୋବାଇଲ୍ ଲାଇଟରେ ଚାଲିଛି ଚିକିତ୍ସା

ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାଲିଛି ରୋଗୀ ସେବା। ବିଦ୍ୟୁତ କାଟ ହୋଇଯିବାରୁ କରେଣ୍ଟ୍ ଆସିବାକୁ ଲାଗିଥିଲା ୧୦ରୁ ୧୫ ମିନିଟ୍। ସେହି ସମୟରେ ଛଟପଟ ହେଉଥିଲେ ଜଣେ ଗୁରୁତର ରୋଗୀ। ମୋବାଇଲ୍ ଲାଇଟରେ ଚିକିତ୍ସା କଲେ ଡାକ୍ତରଖାନା ନର୍ସ।

Treatment Under Phone Light
ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର, ଡିଜିଟାଲ ଯୁଗରେ ଚାଲିଛି ଅନ୍ଧାରୀ ଚିକିତ୍ସା

ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୋବାଇଲ ଲାଇଟରେ ଚିକିତ୍ସା କରାଯାଉଥିବା ନେଇ ଦେଖିବାକୁ ମିଳିଛି ।

Locals allege scarcity of doctors
ମେଡିକାଲରେ ଡାକ୍ତର ନାହାନ୍ତି...ଆକ୍ସିଡେଣ୍ଟ ହେଲା ତ କଟକ ଯାଅ

ମେଡ଼ିକାଲ ଖୋଲିଛି, ଡାକ୍ତର ନାହାନ୍ତି । ଅଧ ରାତିରେ ପ୍ରସୂତୀ ଆସିଲେ ଦୁଆରୁ ଯାଉଛନ୍ତି କଟକ । ଥିବା କଥା ୧୨..ଅଛନ୍ତି ୪ ଷ୍ଟାପ୍‌ । ବାଃ ବାଃରେ ସ୍ୱାସ୍ଥ୍ୟ ସେବା

brokers at Government Hospitals
ସାବାଡ୍ ହେବେ ଦଲାଲ ! ସରକାରୀ ମେଡିକାଲରେ ଦଲାଲରାଜ୍ ରୋକିବାକୁ ସରକାର ତତ୍ପର

ସମସ୍ତ ସରକାରୀ ମେଡିକାଲର ମୁଖ୍ୟଙ୍କୁ ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କ ଚିଠି

Ambulance service Scam
କ୍ୟାମେରା ଲେନ୍ସରେ ଧରାପଡିଲା ୧୦୮ ଆମ୍ବୁଲାନ୍ସ କେଳେଙ୍କାରୀ

ଏବେ ପ୍ରଶ୍ନ କାହିଁକି ଏମିତି ବିନା ରୋଗୀରେ ଦୌଡୁଛନ୍ତି ଏ ଆମ୍ବୁଲାନ୍ସ? ଜଣେ ପୂର୍ବତନ ଆମ୍ବୁଲାନ୍ସ କର୍ମଚାରୀଙ୍କ ଅଭିଯୋଗ ଅନୁସାରେ,ଏମିତି ରାଜ୍ୟର ଅଧିକାଂଶ ଆମ୍ବୁଲାନ୍ସ ଫେକ୍ କଲ୍ କରାନ୍ତି କାରଣ ଗାଡି ଯେତେ ବାଟ ଗଡିବ ସେତେ ଟଙ୍କା ପାଇବ।

wild boar Attack
ପଶୁଙ୍କ ପାଇଁ ଫାଶ ବସିଥିଲା, ମଣିଷ ଫସିଗଲା

ଶୌଚ ପାଇଁ ଗାଁ ନିକଟରେ ଥିବା ପଥରଗଡ ଜଂଗଲକୁ ଯାଇଥିଲେ। ଜଂଗଲରୁ ଦୁଇ ଜଣ ଦୀର୍ଘ ସମୟ ଧରି ଫେରିନଥିଲେ। ପରିବାର ଲୋକ ଖୋଜାଖୋଜି କରିବା ପରେ ବାରାହା ଫାଶରେ ଲାଗି ବିକାଶ ଗୁତୁତର ଭାବରେ ପଡିଥିବା ଦେଖିଥିଲେ।