• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Government

Arvind Kejriwal
ମୁଁ ଯେଉଁ ପରିସ୍ଥିତିରେ କାମ କରୁଛି ମୋତେ ନୋବେଲ୍ ମିଳିବା କଥା: କେଜ୍ରିୱାଲ୍

ମୁଁ ଯେଉଁ ପରିସ୍ଥିତିରେ ସରକାର ଚଳାଉଛି, ମୋତେ ନୋବେଲ ପୁରସ୍କାର ଦେବା ଉଚିତ୍। ମୁଁ ସରକାର ଚଳାଉଛି ଏବଂ ଅଧିକାରୀମାନେ ଉପରାଜ୍ୟପାଳଙ୍କ କଥା ଶୁଣୁଛନ୍ତି...

Biramaharajpur declared as NAC
ଆନ୍ଦୋଳନ ପରେ ଶୁଣିଲେ ସରକାର, ବୀରମହାରାଜପୁର ହେଲା NAC ଘୋଷଣା

ସରକାରଙ୍କ ବଡ଼ ଘୋଷଣା । ବୀରମହାରାଜପୁରକୁ NAC ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଯାହାଫଳରେ  ନୂଆ ବିଜ୍ଞାପିତ ପରିଷଦ ସଂଖ୍ୟା ୩୫କୁ ବୃଦ୍ଧି ହୋଇଛି ।

government officer
ଛୋଟ ଭୁଲ୍‌ ପାଇଁ ଟ୍ରକ୍ ଆଗକୁ ଠେଲି ଦେଲେ ସରକାରୀ ଅଫିସର୍‌...ଚାଲିଗଲା ଜୀବନ...

ଛୋଟ ଭୁଲ୍‌ ନେଇଗଲା ଜୀବନ । ଗାଡ଼ି ସଫା କରି ଟଙ୍କା ମାଗୁଥିଲେ କିନ୍ତୁ ମିଳିଲା ମୃତ୍ୟୁର ଉପହାର । ଟ୍ରକ ତଳେ ଚାପି ହୋଇ ଚାଲିଗଲା ଜୀବନ... 

Government confirms three newly enacted criminal laws effective from July 1
ଜୁଲାଇ ପହିଲାରୁ ୩ ଫୌଜଦାରୀ ଆଇନ ଲାଗୁ

ଜୁଲାଇ ୧ ତାରିଖରୁ ଲାଗୁ ହେବ ୩ ନୂଆ ଫୌଜଦାରୀ ଆଇନ । ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଲାଗୁ । ଭାରତୀୟ ସାକ୍ଷ୍ୟ ଅଧିନିୟମ ମଧ୍ୟ ଲାଗୁ କରାଯିବାକୁ ନିଷ୍ପତ୍ତି ।

Increases Artists Monthly Allowance
କଳାକାରଙ୍କ ପାଇଁ ଖୁସି ଖବର...ବଢିଲା ସହାୟତା ରାଶି...ମିଳିବ ୨ ହଜାର... 

କଳାକାର ସହାୟତା ରାଶି ବୃଦ୍ଧି କଲେ ରାଜ୍ୟ ସରକାର । କଳାକାର ସହାୟତା ରାଶି ମାସିକ ୧୨ ଶହରୁ ୨ ହଜାରକୁ ବଢ଼ିଲା । ୮୦ ବର୍ଷରୁ ଅଧିକ ହୋଇଥିଲେ ମାସକୁ ୨୫ ଶହ ଟଙ୍କା ପାଇବେ ।  

your android smartphone and tablet may be at risk
ବିପଦରେ ପକାଇପାରେ ସ୍ମାର୍ଟଫୋନ୍ ଓ ଟାବଲେଟ୍ ! ଜାଣନ୍ତୁ କେମିତି ରହିବେ ସୁରକ୍ଷିତ...

ସ୍ମାର୍ଟଫୋନ୍‌ ବ୍ୟବହାର କରୁଥିଲେ ସାବଧାନ...ବିପଦରେ ପକାଇପାରେ ସ୍ମାର୍ଟଫୋନ୍ ଓ ଟାବଲେଟ୍ ! ଜାଣନ୍ତୁ କେମିତି ରହିବେ ସୁରକ୍ଷିତ...

Govt issues high severity warning for Google Chrome users
ସୁରକ୍ଷିତ ନୁହେଁ ଗୁଗୁଲ୍‌ କ୍ରୋମ୍‌; ହାଇ ଆଲର୍ଟ ଜାରି କଲେ ସରକାର, ତୁରନ୍ତ କରନ୍ତୁ ଅପ୍‌ଡେଟ୍‌ !

ଆପଣ ଗୁଗୁଲ କ୍ରୋମ୍‌ ବ୍ୟବହାର କରୁଛନ୍ତି କି ? ତେବେ ବ୍ୟବହାର କରୁଥିଲେ ହୋଇଯାଆନ୍ତୁ ସାବଧାନ  ! ହାଇ ଆଲର୍ଟ ଆଲର୍ଟ ଜାରି କଲେ ସରକାର, ତୁରନ୍ତ କରନ୍ତୁ ଅପ୍‌ଡେଟ୍‌ ! 

Traffic Problem
ଟ୍ରାଫିକ ସମସ୍ୟାରେ ଦହଗଞ୍ଜ ହେଉଥିଲେ ଅଞ୍ଚଳବାସୀ, ସରକାର ଫିଙ୍ଗିଲେ ନିର୍ବାଚନୀ ଥୋପ

ବ୍ରହ୍ମପୁର ସହରରେ ଟ୍ରାଫିକ ସମସ୍ୟାର ସମାଧାନ ଲାଗି ଗେଟ ବଜାର ଠାରେ ଏକ ଓଭରବ୍ରିଜ ନିର୍ମାଣ ଲାଗି ଓଡ଼ିଶା ଷ୍ଟେଟ ବିଲଡିଂ କର୍ପୋରସେନ ସାନି ଟେଣ୍ଡର ଆହ୍ୱାନ କରିଛି । ୨ବର୍ଷ ଭିତରେ କାମ ଶେଷ କରିବାକୁ ଟେଣ୍ଡରରେ ଉଲ୍ଲେଖ ରହିଛି ।

Negligence
ଭଙ୍ଗାରୁଜା ଘରେ ‘ନବୀନ ଓଡ଼ିଶାର ଭବିଷ୍ୟତ’..

ବିଦ୍ୟାଳୟ କାନ୍ଥରେ ଲାଗିଛି ଛାତ୍ରଛାତ୍ରୀଙ୍କ ଲାଗି ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା.. ହେଲେ ବାସ୍ତବ ଚିତ୍ର ଏଇଠି କହୁଛି ଭଙ୍ଗାରୁଜା ଘରେ ‘ନବୀନ ଓଡ଼ିଶାର ଭବିଷ୍ୟତ’..

The tourist season has arrived
'ପାନ୍ଥଶାଳା ନା ଆଉ କଣ .. ଭୂତକୋଠି ପାଲଟିଲାଣି ପାନ୍ଥଶାଳା'

ଆସିଲାଣି ପର୍ଯ୍ୟଟନ ଋତୁ । ପର୍ଯ୍ୟଟକଙ୍କ ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ମାତ୍ର ସଠିକ୍ ବିନିଯୋଗ ଅଭାବରୁ ଏହା କୌଣସି କାମରେ ଲାଗୁନାହିଁ ।

adhar card update
କରିନାହାନ୍ତି କି ଆପଣଙ୍କ ଆଧାର ଅପ୍‌ଡେଟ୍‌ ? ବଢ଼ିଲା ସଂଶୋଧନ ସମୟ ସୀମା

ବିନାମୂଲ୍ୟରେ ଆଧାର କାର୍ଡ ଅପ୍‌ଡେଟ୍‌ କରିବାକୁ ପୂର୍ବରୁ ଜୁନ୍‌ ୧୪ ତାରିଖ ଯାଏଁ ସମୟ ସୀମା ଦେଇଥିଲେ ସରକାର । ପରେ ଏହାକୁ ସେପ୍ଟେମ୍ବର ୧୪ ଯାଏଁ ବୃଦ୍ଧି କରାଯାଇଥିଲା ।

You May Lose DL For 3 Months If Caught Driving Without Pollution Certificate
ସାବଧାନ୍ ! ପଲ୍ୟୁସନ୍‌ ସାର୍ଟିଫିକେଟ୍ ନଥିଲେ ରଦ୍ଦ ହେବ ଲାଇସେନ୍ସ, ୧୦ ହଜାର ପର୍ଯ୍ୟନ୍ତ ଜୋରିମାନା

ପଲ୍ୟୁସନ୍‌ ସାର୍ଟିଫିକେଟ୍ ବିନା ଗାଡି ଚଲାଇଲେ ରଦ୍ଦ ହେବ ଲାଇସେନ୍ସ ଏବଂ ତଣ୍ଡ ଗଣିବେ ଗାଡ଼ି ଚାଳକ । ଦିଲ୍ଲୀ ସରକାରଙ୍କ ନୂଆ ନିଷ୍ପତ୍ତି ଅନୁସାରେ ପଲ୍ୟୁସନ୍‌ ସାର୍ଟିଫିକେଟ୍ ବିନା ଗାଡି ଚଲାଇବା ହେବ ମହଙ୍ଗା ।

adhar
ସିମ୍ ପାଇଁ ଆଧାର ବାଧ୍ୟତାମୂଳକ ନୁହେଁ

ନୂଆଦିଲ୍ଲୀ : ମୋବାଇଲ ସିମ୍ ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ। ଏନେଇ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ସବୁ ଟେଲିକମ୍ କମ୍ପାନୀକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଆଧାର ବଦଳରେ ବିକଳ୍ପ ପରିଚୟ ପ୍ରମାଣ ଭାବେ ଡ୍ରାଇଭିଂ ଲାଇସେନସ, ପାସପୋର୍ଟ ଓ ଭୋଟ୍ ପରିଚୟ ପତ୍ରକୁ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହାକୁ ତୁରନ୍ତ ଲାଗୁ କରିବା ଲାଗି ଟେଲିକମ୍ ସଚିବ ଅରୁଣା ସୁନ୍ଦରରାଜନ କହିଛନ୍ତି। ପୂର୍ବରୁ ସୁପ୍ରିମକୋର୍ଟ […]