ଏଥିରେ ଉଲ୍ଲେଖ କରାଯାଇଛି ଯେ ୨୦୧୭-୧୮ ବର୍ଷ ପାଇଁ ଆନୁଆଲ ଏଷ୍ଟାବ୍ଲିସ୍ମେଣ୍ଟ ରିପୋର୍ଟ ବା AER ପ୍ରଦାନ ହୋଇନଥିବାରୁ ଦରମା ମିଳିବାରେ ବିଳମ୍ବ ହେଉଥିଲା। ହ୍ୟୁମାନ୍ ରିସୋର୍ସେସ୍ ମ୍ୟାନେଜ୍ମେଣ୍ଟ ସିଷ୍ଟମ ତଥା HRMSକୁ DDOମାନେ ଏହି ରିପୋର୍ଟ ପ୍ରଦାନ କରିପାରିନଥିଲେ ଫଳରେ ଦରମା ଦେବାରେ ବିଳମ୍ବ ହୋଇଥିଲା।
ତେବେ ଯେଉଁ DDOମାନେ AER ରିପୋର୍ଟ ଦେଇ ପାରିନାହାନ୍ତି, ସେମାନଙ୍କୁ ମାର୍ଚ୍ଚ ମାସର ଦରମା ବିଲ୍ ପ୍ରଦାନ କରିବାକୁ କୁହାଯାଇଛି। AER ରିପୋର୍ଟ ପ୍ରଦାନ କରିବାରେ ଅସୁବିଧା ହେଉଥିବା ଦୃଷ୍ଟିରେ ରଖି ଅର୍ଥ ବିଭାଗ ଏହି ପଦକ୍ଷେପ ନେଇଛନ୍ତି।
]]>