ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ‘X’ରେ ଆଲୋଚନା ସମୟରେ ଏଲନ୍ ମସ୍କ କହିଛନ୍ତି ଯେ, ଶୀଘ୍ର Xmail ଆସିବ।
ସ୍କ୍ରିନସଟରେ ଅହୁରି ଲେଖା ଥିଲା, "ଏତେ ବର୍ଷ ଧରି ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କୁ ଯୋଡ଼ି ରଖିଥିବା ବା କଣ୍ଟାକ୍ଟକୁ ଅତି ସହଜ କରିଥିବା ‘Gmail’ ଖୁବ୍ଶୀଘ୍ର ବନ୍ଦ ହେବାକୁ ଯାଉଛି । ୧ ଅଗଷ୍ଟ ୨୦୨୪ରୁ Gmail ସେବା ବନ୍ଦ ହେବ ।
ଆପଣ ବିଶ୍ୱାସ କରିପାରୁଛନ୍ତି କି ଜଣେ କର୍ମଚାରୀଙ୍କ ଦରମା ୩୦୦% ବୃଦ୍ଧି ହୋଇଥିବ ବୋଲି ? ହଁ ଏମିତି ଘଟିଛି...କର୍ମଚାରୀ ଚାକିରି ଛାଡ଼ିବାକୁ ଚାହିଁଲେ...କର୍ମଚାରୀଙ୍କ ୩୦୦% ଦରମା ବୃଦ୍ଧି କଲା ଏହି କମ୍ପାନୀ...
ପୁଣେରେ ଖୋଲିଛି ଗୁଗୁଲର ନୂଆ କାର୍ଯ୍ୟାଳୟ । ଏନେଇ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।
ଏକ ରିସର୍ଚ୍ଚରୁ ଜଣାପଡିଛି ଯେ, ଗୁଗଲ ଓ ଫେସ୍ବୁକ୍ ପରି ଆପ୍ ଡାଟା ଚୋରି କରୁଛି ! ଏନେଇ ଡାଟା ପ୍ରାଇଭେସୀ କମ୍ପାନୀ ସୂଚନା ଦେଇଛି । ସୋସିଆଲ ମିଡିଆରେ ପିଲାମାନଙ୍କର ଗୋପନୀୟତା ବିପଦରେ ଥିବା କୁହାଯାଇଛି ।
ରିଟାୟର୍ଡମେଣ୍ଟ ସାଧାରଣତଃ ପ୍ରୌଢ଼ତାର ପ୍ରଥମ ଅଧ୍ୟାୟରେ ନିଆ ଯାଇଥାଏ । ମାତ୍ର ଖେଳାଳିମାନେ ଆଉ ଟିକେ ଶୀଘ୍ର ଅବସର ନେଇ ଥାଆନ୍ତି । କିନ୍ତୁ ଯଦି ଆପଣଙ୍କୁ କୁହାଯିବ ମାତ୍ର ୨୯ ବର୍ଷ ବୟସରେ ଅବସର ନେବାକୁ
ବେଳେ ବେଳେ ରଜେକ୍ଟ ହେବା ବି ଭଲ.. ଯେମିତି ଇଏ ୧୮ ବର୍ଷୀୟ ଯୁବକ୧୬ ଥର ରିଜେକ୍ଟ ହେବା ପରେ ପାଇଲେ ସୁବର୍ଣ୍ଣ ସୁଯୋଗ.. ସିଧା ଗୁଗଲ୍ ତାଙ୍କୁ ବଢାଇଲା ଅଫର୍..
ଉଚ୍ଚ ଶିକ୍ଷା ନିମନ୍ତେ ଷ୍ଟେନ୍ଲି ୧୮ଟି କଲେଜରେ ଆବେଦନ କରିଥିଲେ । ଏଥିମଧ୍ୟରୁ ୧୬ଟି କଲେଜ୍ ତାଙ୍କ ଆବେଦନପତ୍ର ଖାରଜ କରିଥିଲେ ।
ବାସ୍, ସେହି ଘଣ୍ଟାଏ ଭିତରେ ସେ କମ୍ପାନୀ ପାଇଁ ଯାହା ଦରକାର ସେ କାମ କରି ଦେଉଛନ୍ତି। ଦିନର ବାକି ସମୟ ସେ ତାଙ୍କର ଷ୍ଟାର୍ଟଅପ୍ରେ ଲଗାଉଛନ୍ତି ।
କେତେକ ହିଂସାତ୍ମକ(ବିପଦପୂର୍ଣ୍ଣ) କାର୍ଯ୍ୟକଳାପକୁ ଲକ୍ଷ ରଖି ଗୁଗୁଲ ନିକଟରେ ଅନେକଗୁଡିଏ(୨୨ଟି) ଆପ୍କୁ ହଟେଇ ଦେଇଛି। କୁହାଯାଉଛି ଯେ ଡିଭାଇସ୍ ବ୍ୟବହାର ନ ହେଉଥିଲେ ବି ଏହି ଆପ୍ ବିଜ୍ଞାପନ ଚଲେଇବାକୁ ସକ୍ଷମ ହୁଅନ୍ତି। ଡିଭାଇସ୍ରୁ ଏସବୁକୁ ଡିଲିଟ୍ କରିବାକୁ ପଡିବ।
ଗୁଗୁଲର ଏଭଳି ନିଷ୍ପତ୍ତି କେବଳ ୟୁଜରଙ୍କ ସୁରକ୍ଷା ପାଇଁ ବୋଲି କୁହାଯାଇଛି ।
ଗୁଗୁଲ କ୍ଲାଉଡ୍ ସିକ୍ୟୁରିଟି ଏଆଇ ୱର୍କ ବେଞ୍ଚ ଆରମ୍ଭ କରିବା ନେଇ ଗୁଗୁଲ ନିଜେ ଘୋଷଣା କରିଛି । ଏହା ସ୍ୱୟଂ ଏକ ଲାର୍ଜ ଲାଙ୍ଗୁଏଜ୍ ମଡେଲ ଯୁକ୍ତ ଫ୍ଲାଟ୍ଫର୍ମ ।
ଏମିତି କେମିତି ସମ୍ଭବ ? ରାସ୍ତା କଡ଼ରେ ମାଇଲ ଖୁଣ୍ଟ କେଉଁ ଆଧାରରେ ପୋତା ଯାଇଛି? ଦୂରତା ନିର୍ଦ୍ଧାରଣ କରୁଛି କିଏ? ଦୂରତାରେ ତାରତମ୍ୟ ରହୁଥିବାରୁ ବସ୍ ଭଡ଼ାରେ ଯାତ୍ରୀମାନେ ଠକାମିର ଶିକାର ହେଉ ନାହାନ୍ତି ତ।
ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି(Artificial intelligence-AI)ର ଗଡ୍ଫାଦର କୁହାଯାଉଥିବା ଜିଓଫ୍ରେ ହିଣ୍ଟନ(Geoffrey Hinton) ଟେକ୍ କମ୍ପାନୀ ଗୁଗଲ୍(Google)ରୁ ଇସ୍ତଫା ଦେଇଛନ୍ତି।
ଆଜିର ଦିନରେ ଏକ ଦରକାରୀ ପାଠ୍ୟକ୍ରମ ହେଉଛି ଗୁଗୁଲ୍ ଦ୍ୱାରା ପ୍ରଦାନ କରାଯାଉଥିବା ଏକ ମାଗଣା ପ୍ରୋଗ୍ରାମ, ଯାହା ଦ୍ୱାରା ଆପଣ ଘରେ ବସି ଭଲ ଦରମା ସହିତ ସହଜରେ ଚାକିରି ପାଇପାରିବେ। ତେବେ ଆସନ୍ତୁ ଏହା ସହ ଜଡିତ ସମ୍ପୂର୍ଣ୍ଣ ସୂଚନା ବିଷୟରେ ଜାଣିନେବା।
କିଛି ୟୁଜର୍ସ କ୍ୟାସ୍ ବ୍ୟାକ୍ରେ ପାଇଥିବା ଏ ଟଙ୍କାକୁ ଫେରସ୍ତ ପାଇଁ ଦାବି କରିଥିବା ବେଳେ Google Pay କିଛି ୟୁଜର୍ସଙ୍କୁ ଟଙ୍କା ଫେରାଇନିଆଯିବ ନାହିଁ ବୋଲି କହିଛି ।
ଯଦି ଗୁଗୁଲ ଫ୍ଲାଇଟ୍ସ ଆପଣଙ୍କ ବୁକିଂ ଦର ଅଧିକ ନେଇଥାଏ, ଆଉ ଏନେଇ ଯଦି ଆପଣ କ୍ଲେମ୍ କରନ୍ତି ତେବେ ଗୁଗୁଲ ଆପଣଙ୍କଠାରୁ ଯେତିକି ଟଙ୍କା ଅଧିକ ନେଇଥିବ ତାକୁ ଫେରାଇବାର ବ୍ୟବସ୍ଥା ମଧ୍ୟ ରଖିଛି ।
ଇଣ୍ଟରଭିୟୁ ମଝିରେ ରିକ୍ରୁଟର ନିଜେ ନିଜର ହିଁ ଚାକିରି ବଞ୍ଚାଇ ପାରିଲେନି ।
ଠିକ୍ ସମୟରେ ହାତ ଛାଡ଼ି ଦେଲା କମ୍ପାନୀ । ଚାକିରିରୁ ଛଟେଇ ହେବା ପରେ ଲିଙ୍କଡଇନ୍ ପୋଷ୍ଟରେ ଦୁଃଖ ବଖାଣିଲେ ମହିଳା ।
ଟ୍ରିବ୍ୟୁନାଲ ପକ୍ଷରୁ ସିସିଆଇକୁ ନିର୍ଦେଶ ଦିଆଯାଇଛି ଯେ, ଆଗାମୀ ଫେବ୍ରୁଆରୀ ୧୩ ତାରିଖରେ ପରବର୍ତ୍ତୀ ଶୁଣାଣୀ ପାଇଁ ପ୍ରସ୍ତୁତ ରୁହ ।
ଗୁଗୁଲ୍ ତା’ର ୟୁଜର୍ସଙ୍କ ତଥ୍ୟ ସୁରକ୍ଷିତ ରଖିବା ପାଇଁ ସବୁବେଳେ ଚେଷ୍ଟା କରି ଆସୁଛି। ଯଦି ଗୁଗୁଲ୍ରେ ଆପଣଙ୍କର ବ୍ୟକ୍ତିଗତ ତଥ୍ୟ କିଛି ରହିଛି ତେବେ ଜଣେ ଚାହିଁଲେ ସହଜରେ ପାଇପାରିବ। ହେଲେ ୟୁଜର୍ସଙ୍କର ଏହି ତଥ୍ୟକୁ ଗୁପ୍ତ ରଖିବା ପାଇଁ ଗୁଗୁଲର ଏକ ନୂଆ ଟୁଲ ଆସୁଛି। ଏହି ଟୁଲ୍ର ନାଁ ‘ରେଜଲ୍ଟ ଆବାଉଟ ୟୁ’। ଏହି ନୂଆ ପ୍ରାଇଭେସି ଫିଚର ଦ୍ୱାରା ୟୁଜର୍ସ ସେମାନଙ୍କର ପର୍ସନାଲ ସର୍ଚ୍ଚ କଣ୍ଟେଣ୍ଟକୁ ରିମୁଭ କରିବା ପାଇଁ ଅନୁରୋଧ କରିପାରିବେ।
କମ୍ପାନୀ ପକ୍ଷରୁ ସାମଗ୍ରିକ ଭାବେ ସେଲ୍ସ ପ୍ରଡକ୍ଟିଭିଟି(ଉତ୍ପାଦନ)ର ସମୀକ୍ଷା କରାଯିବ। ଯଦି ଆସନ୍ତା ତ୍ରୈମାସିକ ଫଳାଫଳ ଭଲ ନଆସିବ, ତା’ହେଲେ କର୍ମଚାରୀଙ୍କ ପାଇଁ ଅଡୁଆ ବଢ଼ିପାରେ।
ଏହି ପରିବର୍ତ୍ତନ ଦ୍ୱାରା ତୃତୀୟ ପକ୍ଷ ଆପ୍ ଗୁଡିକ ପ୍ରଭାବିତ ହେବ।
ଏଣିକି ବନ୍ଦ ହୋଇଯିବ ଟ୍ରୁ-କଲର(Truecaller)ରେ କଲ୍ ରେକର୍ଡିଂ ବ୍ୟବସ୍ଥା। ମେ’ ୧୧ରୁ ଏହି ସେବା ବନ୍ଦ ହୋଇଯିବ।