ଜବତ ସୁନାର ଆନୁମାନିକ ମୂଲ୍ୟ ୧ କୋଟି ୮୨ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଏହି ଘଟଣାରେ ଗୁଇନ୍ଦା ଅଧିକାରୀ ୩ ଜଣଙ୍କୁ ଅଟକ ରଖିଛି। ଏମାନେ ସମସ୍ତେ ପ୍ରବାସୀ ଭାରତୀୟ ବୋଲି ଜଣାପଡ଼ିଛି କ୍ୱାଲାଲମ୍ପୁରରୁ ବିମାନରେ ଆସୁଥିବା ବେଳେ ସୁନାକୁ ଜବତ କରିବା ସହ ଏହି ୩ ଜଣଙ୍କୁ ଅଟକ ରଖାଯାଇଛି।
]]>ଏହି ଘଟଣାରେ ୨ ଜଣ ଅଟକ ଥିବା ସୂଚନା ମିଳିଛି। ବ୍ୟାଙ୍ଗକକ୍ରୁ ସୁନା ଚୋରାରେ ଆସୁଥିବା ସୂଚନା ମିଳିବା ପରେ ସୁରକ୍ଷାକର୍ମୀଙ୍କ ଛାନ୍ଭିନ୍ ବେଳେ ଏହି ସୁନା ଉଦ୍ଧାର ହୋଇଛି।
୨ଦିନ ତଳେ ଅନୁରୂପ ଭାବେ ପ୍ରାୟ ୧୨୦୦ ଗ୍ରାମ ଓଜନର ସୁନା ବିସ୍କୁଟ ଜବତ ହୋଇଥିଲା। ଭୁବନେଶ୍ୱର ବିମାନ ବନ୍ଦରକୁ ବାରମ୍ବାର ସୁନା ସ୍ମଗଲିଂ ପାଇଁ ଟାର୍ଗେଟ୍ କରାଯାଉଥିବାବେଳେ ଏନେଇ ଚିନ୍ତା ବଢ଼ିଛି।
ଗତ ପ୍ରାୟ ୫ ମାସ ହେଲାଣି କ୍ରମାଗତ ଭାବେ ଧରାପଡୁଛି ବିଦେଶୀ ସୁନା ଏବଂ ମୁଦ୍ରା।
]]>