ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୫୨,୨୦୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ୍ ସୁନାର ସୁନାର ମୂଲ୍ୟ ୧ଗ୍ରାମ୍ ପିଛା ୫,୨୨୦ ଟଙ୍କା ହୋଇଥିବା ବେଳେ ୮ଗ୍ରାମ ପିଛା ୪୧,୭୬୦ଟଙ୍କା ଓ ୧୦୦ ଗ୍ରାମ୍ ପିଛା ୫,୨୨,୦୦୦ଟଙ୍କା ହୋଇଛି।
କଟକ ରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଗ୍ରାମ ପିଛା ୫,୩୩୫ ଟଙ୍କା ହୋଇଥିବାବେଳେ ୮ ଗ୍ରାମ୍ ପିଛା ୪୩,୦୦୦ ଟଙ୍କା ରହିଛି।
ସେହିପରି ୨୪ କ୍ୟାରେଟ୍ ସୁନାର ମୂଲ୍ୟ ଗ୍ରାମ ପିଛା ୫,୬୪୪ ଟଙ୍କା ହୋଇଥିବାବେଳେ ୮ ଗ୍ରାମ୍ ପିଛା ୪୫,୧୫୨ ଟଙ୍କା ରହିଛି।
ଏହାଛଡା ଶୁଦ୍ଧ ରୂପା ୧ ଗ୍ରାମ୍ ପିଛା ୭୧,୮୦ ଟଙ୍କା ରହିଥିବା ବେଳେ ୮ ଗ୍ରାମ୍ ପିଛା ୫୭୪,୪୦ଟଙ୍କା, ୧୦ ଗ୍ରାମ ପିଛା ୭୧୮ଟଙ୍କା , ୧୦୦ ଗ୍ରାମ ପିଛା ୭,୧୮୦ ଓ ୧କେଜି ପିଛା ୭୧,୮୦୦ ଟଙ୍କା ରହିଛି।
ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ । ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ। ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ମଧ୍ୟ ସୂଚନା ପାଇପାରିବେ।
]]>ସେହିପରି ୨୨ କ୍ୟାରେଟ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୫୪,୩୦୦ ଟଙ୍କା ରହିଥିବା ବେଳେ ୨୦ କ୍ୟାରେଟ୍ ସୁନାର ଦର ୪୯ ହଜାର ୪୦୦ ଟଙ୍କା ରହିଛି। ୧୮ କ୍ୟାରେଟ୍ ସୁନା ଦର ୪୪,୬୦୦ ଟଙ୍କା ଓ ୧୪ କ୍ୟାରେଟ ସୁନା ମୂଲ୍ୟ ୩୫,୧୦୦ ଟଙ୍କା ରହିଛି।
କଟକ ରେ ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି। ସୁନା ଗ୍ରାମ ପିଛା ୫,୮୬୦ (ଜିଏସ୍ଟି ୯୯୫) ଟଙ୍କା ହୋଇଥିବାବେଳେ ୫,୬୯୦ (କ୍ୟାସ ୯୯୫) ଟଙ୍କା ରହିଛି। ଗତକାଲି ତୁଳନାରେ ଆଜି ରୂପା ଦରରେ ମଧ୍ୟ ପରିବର୍ତ୍ତନ ହୋଇଛି। ଶୁଦ୍ଧ ରୂପା କିଲୋ ପିଛା ୭୦,୨୦୦ ଟଙ୍କାରେ କାରବାର ହେଉଛି।
ତେବେ ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ । ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ। ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ମଧ୍ୟ ସୂଚନା ପାଇପାରିବେ।
୫ ଅନ୍ୟ ମୁଖ୍ୟ ସହରରେ ସୁନା ରେଟ୍:
ଚେନ୍ନାଇ:
ମୁମ୍ବାଇ:
ଦିଲ୍ଲୀ:
କୋଲକତା:
ବାଙ୍ଗାଲୋର୍:
୫ ଅନ୍ୟ ମୁଖ୍ୟ ସହରରେ ରୂଆ ରେଟ୍:
ଚେନ୍ନାଇ:
ମୁମ୍ବାଇ:
ଦିଲ୍ଲୀ:
କୋଲକତା:
ବାଙ୍ଗାଲୋର୍:
Good Returnsର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୫୦,୪୫୦ ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୫୯,୪୦୦ ଟଙ୍କା ରହିଛି। ଗତକାଲି ସୁନା ପ୍ରତି ୧୦ ଗ୍ରାମକୁ ୫୦, ୬୭୦ ଟଙ୍କା ଥିଲା। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଆଜି ୨୨ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୪୬,୨୫୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୫୦,୪୫୦ ଟଙ୍କା ରହିଛି।
ଯଦି ଆପଣ ସୁନାର ଶୁଦ୍ଧତା ଚେକ୍ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ।
]]>ସେହିପରି Good Returns ୱେବସାଇଟ ଉପରେ ନଜର ପକାଇଲେ ଦେଖିବାକୁ ପାଇବା, ୨୪ କ୍ୟାରେଟ ସୁନାର ମୂଲ୍ୟ ୧ ଗ୍ରାମ ପିଛା ୪, ୬୦୩, ୮ ଗ୍ରାମ ପିଛା ୩୬, ୮୨୪, ୧୦ ଗ୍ରାମ ପ୍ରତି ୪୬,୦୩୦ ଏବଂ ୧୦୦ ଗ୍ରାମ ପ୍ରତି ୪, ୬୦, ୩୦୦ ଟଙ୍କା ରହିଛି। ସେହିପରି ପ୍ରତି ୨୨ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମ ପିଛା ଦର ୪୫, ୦୩୦ରେ ବିକ୍ରି ହେଉଛି।
ପ୍ରମୁଖ ସହରରେ ସୁନାର ମୂଲ୍ୟ ଦର ଉପରେ ନଜର ପକାଇଲେ ଦେଖିବା, ଦିଲ୍ଲୀରେ ୨୨ କାରେଟ ସୁନାର ଦାମ ୪୫,୦୩୦ ଏବଂ ୨୪ କ୍ୟାରେଟ ସୁନାର ଦାମ ୪୬,୦୩୦ ରହିଛି। କୋଲକାତାରେ ୨୨ କ୍ୟାରେଟ ସୁନାର ଦାମ୍ ୪୫, ୫୯୦ ଟଙ୍କା ଏବଂ ୨୪ କ୍ୟାରେଟ ସୁନାର ଦାମ ୪୮,୨୯୦ ଟଙ୍କା ରହିଛି। ଚେନ୍ନାଇରେ ୨୨ କ୍ୟାରେଟ ସୁନା ଦାମ୍ ୪୩, ୫୦୦ ଟଙ୍କା ଏବଂ ୨୪ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମ ପିଛା ଦାମ ୪୭, ୪୬୦ ଟଙ୍କା ରହିଛି।
ସେହପରି ରୂପା ଦର ଉପରେ ନଜର ପକାଇଲେ ଦେଖିବା, ପ୍ରତିକିଲୋ ଚାନ୍ଦିର ଦାମ ୬୦. ୪୫୦ ଟଙ୍କା ରହିଛି। ଦିଲ୍ଲୀରେ ରୂପା କିଲୋ ପ୍ରତି ୬୦, ୪୫୦ ଟଙ୍କା ଥିବାବେଳେ ମୁମ୍ବାଇ ଏବଂ କୋଲକାତାରେ ରୂପା ଦର ମଧ୍ୟ ସମାନ ରହିଛି। ଚେନ୍ନାଇରେ ରୂପା କିଲୋଗ୍ରାମ ପିଛା ଦର ୬୪, ୮୦୦ ରହିଛି।
ଏକ୍ସସାଇଜ ଡ୍ୟୁଟି, ଷ୍ଟେଟ ଟାକ୍ସ ଏବଂ ପ୍ରଡକ୍ସନ କଷ୍ଟକୁ ଅନୁସାରେ, ସୁନାଗହଣାର ଦର ସାରା ଭାରତରେ ଭିନ୍ନ ଭିନ୍ନ ରହିଥାଏ। ୧୦ ଗ୍ରାମ ୨୨ କାରେଟ ସୁନା ୪୫, ୫୦୦ ଟଙ୍କାରେ ନୂଆଦିଲ୍ଲୀରେ ବିକ୍ରି ହେଉଥିବାବେଳେ ମୁମ୍ବାଇରେ ଏହାର ଦାମ ରହିଛି ୪୫, ୨୮୦ ରହିଛି। ସେହିପରି ଚେନ୍ନାଇରେ ୨୨ କାରେଟ ୟେଲୋ ମେଟାଲ ବା ସୁନାର ଦର ୪୩ ହଜାର ୫୧୦ ରହିଛି।
ସେହିପରି ୧୦ ଗ୍ରାମ ୨୪ କାରେଟ ସୁନାର ଦାମ ଦିଲ୍ଲୀରେ ୪୯, ୬୪୦ ଥିବାବେଳେ ମୁମ୍ବାଇରେ ଏହାର ଦାମ ୪୬, ୨୮୦ ରହିଛି। ସେହିପରି ୨୪ କାରେଟ ସୁନା ଚେନ୍ନାଇରେ ଆଜି ସକାଳେ ୪୭, ୪୭୦ରେ ବିକ୍ରି ହେଉଥିବାବେଳେ କୋଲକାତାରେ ୪୮, ୪୫୦ରେ ବିକ୍ରି ହେଉଛି।
ରଏଟର ତଥ୍ୟ ଅନୁଯାୟୀ, ରଏଟର୍ସ ଅନୁଯାୟୀ, ହଳଦିଆ ଧାତୁର ମୂଲ୍ୟ ସର୍ବଭାରତୀୟ ସ୍ତରରେ ହ୍ରାସ ପାଇଛି। ଯୁକ୍ତରାଷ୍ଟ୍ରରେ ସୁନା ଦର ପ୍ରତି ଆଉନ୍ସ ପିଛା ୦.୩ ପ୍ରତିଶତ ହ୍ରାସ ପାଇ ୧, ୭୪୭.୫୦ ଡଲାରରେ ପହଞ୍ଚିଥିବାବେଳେ ସ୍ପଟ ସୁନା୦.୧ ପ୍ରତିଶତ ହ୍ରାସ ହୋଇ ୧, ୭୪୮.୦୧ ଡଲାରରେ ପହଞ୍ଚିଛି।
ସୂଚନାଥାଉ କି, ଗତବର୍ଷ ଅଗଷ୍ଟରେ ସୁନା ଦର ପ୍ରତି ୧୦ ଗ୍ରାମକୁ ୫୬,୧୯୧ ଟଙ୍କା ଉଚ୍ଚତମ ସ୍ତରରେ ପହଞ୍ଚି ଥିଲା। ବର୍ତ୍ତମାନ ସୁନା ଦର Multi Commodity Exchange(MCX) ପ୍ରତି ୧୦ ଗ୍ରାମକୁ ୪୬,୧୬୨ ଟଙ୍କା ରହିଛି। ଅର୍ଥାତ୍ ସୁନା ଦର ଏହାର ଅଲ୍ ଟାଇମ୍ ରେକର୍ଡରୁ ପାଖାପାଖି ୧୦ ହଜାର ଟଙ୍କା ଶସ୍ତା ହୋଇଛି। ହେଲେ ଖୁବ୍ ଶୀଘ୍ର ସୁନା ଦର ବୃଦ୍ଧି ପାଇପାରେ ବୋଲି ଗତକାଲି ଆକଳନ କରାଯାଉଥିଲା। ଏହାର ୨୪ ଘଣ୍ଟା ପରେ ସୁନା ଦର ବୃଦ୍ଧି ପାଇଛି।
]]>ଏବେ ସୁନା ଦର ଏହାର ଅଲ୍ ଟାଇମ୍ ହାଇ ରେକର୍ଡରୁ ୧୧ ହଜାରରୁ ଅଧିକ ଟଙ୍କା ହ୍ରାସ ପାଇ ସାରିଲାଣି। ଗତବର୍ଷ ଅଗଷ୍ଟରେ ସୁନା ୫୬,୨୦୦ ଟଙ୍କା ଉଚ୍ଚତମ ସ୍ତରରେ ପହଞ୍ଚି ଥିଲା। ବର୍ତ୍ତମାନ ସୁନା ସର୍ରାଫା ବଜାରରେ ପ୍ରତି ୧୦ ଗ୍ରାମକୁ ୪୫,୦୦୦ ଟଙ୍କା ପାଖାପାଖି ରହିଛି। ଯଦି ଆପଣ ସୁନାରେ ନିବେଶ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣଙ୍କ ପାଇଁ ଏହା ଭଲ ସମୟ। ଏକ୍ସପର୍ଟଙ୍କ କହିବା ଅନୁସାରେ, ଏହି ସମୟରେ ସୁନାରେ ନିବେଶ କଲେ ଆପଣଙ୍କୁ ଫାଇଦା ମିଳିପାରେ। ବର୍ଷ ଶେଷ ବେଳକୁ ଆପଣଙ୍କୁ ଭଲ ରିଟର୍ଣ୍ଣ ମିଳିପାରେ। ଗତବର୍ଷ ସୁନାରେ ୨୮% ରିଟର୍ଣ୍ଣ ମିଳିଥିଲା।
Good Returns ର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୪୬,୨୮୦ ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୬୨,୫୦୦ ଟଙ୍କା ରହିଛି। ଗତକାଲି ରୂପା ଦର ପ୍ରତି କିଲୋକୁ ୬୮ ହଜାର ଟଙ୍କା ଥିଲା। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୪୫,୪୫୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୪୭,୭୩୦ ଟଙ୍କା ରହିଛି।
ଯଦି ଆପଣ ସୁନାର ଶୁଦ୍ଧତା ଚେକ୍ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ।
]]>
ଅହମଦାବାଦରେ ବି ସୁନା ଦର ରେକର୍ଡ କରିଛି। ଏଠାରେ ୩ ପ୍ରତିଶତ ଜିଏସ୍ଟି ଲଗାଇ ଦର ୫୦,୪୦୦ ହୋଇଛି। ସେହିଭଳି ଭୁବନେଶ୍ୱରରେ ୨୨କ୍ୟାରେଟ୍ ସୁନାର ଦାମ ୧୦ ଗ୍ରାମ ପ୍ରତି ୪୬, ୩୬୦ ରହିଥିବା ବେଳେ ୨୪ କ୍ୟାରେଟ୍ ସୁନାଦର ଦାମ୍ ୫୦,୫୭୦ ରହିଛି।
ବୁଧବାର ଭୁବନେଶ୍ୱରରେ ୨୨ ଓ ୨୪ କ୍ୟାରେଟ୍ ସୁନାର ଦାମ ଯଥାକ୍ରମେ ୪୬,୩୫୦ ଓ ୫୦,୫୬୦ ରହିଥିଲା।
ବିଭିନ୍ନ ସହରରେ ସୁନା ଦର ?
ମୁମ୍ବାଇରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍ ସୁନାର ଦାମ ୪୮,୪୧୦ ରହିଥିବା ବେଳେ ଦିଲ୍ଲୀରେ ୪୮,୨୬୦ ଓ ଚେନ୍ନାଇରେ ୫୦,୫୭୦ ଦାମ ରହିଛି। ସେହିଭଳି କୋଲକାତାରେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ଦାମ ୪୯,୦୪୦ ଟଙ୍କା ରହିଛି
ଗତ ୧ ବର୍ଷ ମଧ୍ୟରେ ସୁନା ଦର ୧୫ ପ୍ରତିଶତରୁ ପ୍ରାୟ ୨୫ ପ୍ରତିଶତ ବୃଦ୍ଧି ପାଇଛି। କରୋନା ଟୀକା ନ ଆସିବା ପର୍ଯ୍ୟନ୍ତ ଓ ସଂକ୍ରମଣ ନିୟନ୍ତ୍ରଣ ନ ହେବା ଯାଏଁ ସୁନା ଉପରେ ସମସ୍ତ ଧ୍ୟାନ ଓ ଚାହିଦା ରହିବ ବୋଲି ବିଶେଷଜ୍ଞମାନେ କହିଛନ୍ତି।
]]>
ଆକଳନ ଅନୁଯାୟୀ, ୨୦୨୧ ଶେଷ ସୁଦ୍ଧା ଅନ୍ତର୍ଜାତୀୟ ବଜାରରେ ସୁନା ଦର ପ୍ରତି ounce (Oz)କୁ $୩,୦୦୦ରେ ପହଞ୍ଚିପାରେ। ଭାରତୀୟ ମୁଦ୍ରାରେ ପ୍ରତି ୧୦ ଗ୍ରାମକୁ ଏହା ୮୨, ୦୦୦ ଟଙ୍କା।
ସାରା ବିଶ୍ୱରେ କରୋନା ଯୋଗୁ ଶେଆର ମାର୍କେଟରେ ଏହାର ପ୍ରଭାବ ଦେଖିବାକୁ ମିଳିଛି।ଫଳରେ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ନିବେଶକମାନେ ସୁରକ୍ଷିତ ନିବେଶକକୁ ଦୃଷ୍ଟିରେ ରଖି ସୁନାରେ ଇନଭେଷ୍ଟମେଣ୍ଟ ବୃଦ୍ଧି କରିଛନ୍ତି। ଫଳରେ ସୁନାର ଚାହିଦା ବୃଦ୍ଧି ପାଇଛି।
ସୂଚନାଥାଉ କି, ଏପ୍ରିଲ ୭ ରେ ଡୋମେଷ୍ଟିକ ଫ୍ୟୁଚରସ ମାର୍କେଟରେ ସୁନା ଦର ପ୍ରତି ୧୦ ଗ୍ରାମକୁ ୪୫,୭୨୦ ରେ ପହଞ୍ଚିଥିଲା। ତେବେ ବିଶ୍ଳେଷକମାନେ ଆକଳନ କରିଛନ୍ତି, ଜୁନ ସୁଦ୍ଧା ସୁନା ଦର ପ୍ରତି ୧୦ ଗ୍ରାମକୁ ୫୦ ହଜାରରେ ପହଞ୍ଚିପାରେ।
]]>ଆଜି MCXରେ ସୁନା ପ୍ରତି ୧୦ ଗ୍ରାମକୁ ୦.୨୨% ହ୍ରାସ ପାଇ ୪୭,୪୭୦ ଟଙ୍କାରେ କାରବାର ଚାଲି ଥିବାବେଳେ ରୂପା ୦.୦୭% ହ୍ରାସ ପାଇ ୬୭,୦୮୯ ଟଙ୍କାରେ କାରବାର ଚାଲିଛି। ଗତବର୍ଷ MCXରେ ୧୦ ଗ୍ରାମ ସୁନା ଦର ୫୬,୧୯୧ ଟଙ୍କା ରେକର୍ଡ ସ୍ତରରେ ପହଞ୍ଚିଥିଲା। ଆଜି MCXରେ ସୁନା ପ୍ରତି ୧୦ ଗ୍ରାମକୁ ୪୭,୪୭୦ ଟଙ୍କାରେ କାରବାର ଚାଲିଛି। ଅର୍ଥାତ୍ ରେକର୍ଡ ସ୍ତରରୁ ବର୍ତ୍ତମାନ ୮,୫୩୦ ଟଙ୍କା ଶସ୍ତାରେ ମିଳୁଛି ସୁନା।
Good Returns ର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୪୮,୧୧୦ ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୬୭,୧୦୦ ଟଙ୍କା ରହିଛି।
ଯଦି ଆପଣ ସୁନାର ଶୁଦ୍ଧତା ଚେକ୍ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ।
]]>ଦିଲ୍ଲୀର ସର୍ରାଫା ବଜାରରେ ଗତକାଲି ସୁନା ଦର ପ୍ରତି ୧୦ ଗ୍ରାମକୁ ୮୮୧ ଟଙ୍କା ବୃଦ୍ଧି ଘଟିଥିବା ବେଳେ ରୂପା ଦର ପ୍ରତି କିଲୋକୁ ୮୧୦ ବୃଦ୍ଧି ପାଇଥିଲା। ଆଜି ମଧ୍ୟ ସୁନା ଓ ରୂପା ଦରରେ ବୃଦ୍ଧି ଘଟିଛି। ଆଜି ରୂପା ଦର ପ୍ରତି କିଲୋକୁ ୧,୪୦୦ ଟଙ୍କା ବୃଦ୍ଧି ଘଟି ୬୫ ହଜାର ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ପ୍ରତି ୧୦ ଗ୍ରାମକୁ ୪୪,୩୮୦ ଟଙ୍କା ରହିଛି।
Good Returnsର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୪୪,୩୮୦ ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୬୫,୦୦୦ ଟଙ୍କା ରହିଛି। ଗତକାଲି ରୂପା ପ୍ରତି କିଲୋକୁ ୬୫,୦୦୦ ଟଙ୍କା ଥିଲା।
ଏକ୍ସପର୍ଟଙ୍କ କହିବା ଅନୁସାରେ, ୨୦୨୧ରେ ସୁନା ଦର ୬୩ ହଜାର ଟଙ୍କା ଅତିକ୍ରମ କରିପାରେ। ସେହିପରି ରୂପା ୭୨,୦୦୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିବାର ସମ୍ଭାବନା ରହିଛି।
]]>୨୦୨୧ ଆରମ୍ଭରୁ ସୁନା ଦର ପ୍ରତି ୧୦ ଗ୍ରାମକୁ ୫୦ ହଜାର ଟଙ୍କାରୁ ଅଧିକ ଥିଲା। ପାଖାପାଖି ୩ ମାସ ମଧ୍ୟରେ ସୁନା ଦର ପ୍ରତି ୧୦ ଗ୍ରାମକୁ ୫ ହଜାର ଟଙ୍କା ଶସ୍ତା ହୋଇସାରିଲାଣି। ଦୁଇ ସପ୍ତାହ ପୂର୍ବେ ସୁନା ୪୪,୭୫୦ ହଜାରରୁ ଅଧିକ ଟଙ୍କାରେ କାରବାର ଚାଲିଥିଲା।
ଏକ୍ସପର୍ଟଙ୍କ କହିବା ଅନୁସାରେ, ଆଗାମୀ ଦିନରେ MCXରେ ପ୍ରତି ୧୦ ଗ୍ରାମକୁ ସୁନା ୪୮,୦୦୦ ଟଙ୍କା ଉପରେ ରହିବ ବୋଲି ଅନୁମାନ କରାଯାଉଛି। ସେହିପରି ରୂପା ୭୨,୦୦୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିବାର ସମ୍ଭାବନା ରହିଛି।
Good Returnsର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୪୪,୯୧୦ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୬୫,୦୦୦ ଟଙ୍କା ରହିଛି। ଗତକାଲି ରୂପା ପ୍ରତି କିଲୋକୁ ୬୫,୭୦୦ ଟଙ୍କା ଥିଲା।
]]>ଗତକାଲି ମଧ୍ୟ ସୁନା ଦରରେ ବୃଦ୍ଧି ଦେଖିବାକୁ ମିଳିଥିଲା। ଗତକାଲି ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ହ୍ରାସ ଓ ଅନ୍ତର୍ଜାତୀୟ ବଜାରରେ ବହୁ ମୂଲ୍ୟ ଧାତୁର ଚାହିଦା ଯୋଗୁ ଦିଲ୍ଲୀ ସର୍ରାଫା ବଜାରରେ ସୁନା ଦର ପ୍ରତି ୧୦ ଗ୍ରାମକୁ ୪୪,୫୧୯ ଟଙ୍କା ଓ ରୂପା ଦର ପ୍ରତି କିଲୋକୁ ୬୬,୫୩୬ ଟଙ୍କାରେ ପହଞ୍ଚି ଥିଲା।
ଏକ୍ସପର୍ଟଙ୍କ କହିବା ଅନୁସାରେ, ସୁନା ଦରରେ ଆହୁରି ବୃଦ୍ଧି ଘଟିପାରେ। ବିବାହ ଋତୁରେ ସୁନା ଓ ରୂପାର ଚାହିଦା ଅଧିକ ଦେଖିବାକୁ ମିଳିଥାଏ। ଏହି ସମୟରେ ଯଦି ସୁନାରେ ଟଙ୍କା ନିବେଶ କରିବେ ତା’ହେଲେ ଆପଣଙ୍କୁ ଫାଇଦା ମିଳିପାରେ। ଚଳିତ ବର୍ଷ ସୁନା ଦର ୬୩,୦୦୦ ଟଙ୍କାରୁ ଅଧିକ ଟଙ୍କାରେ ପହଞ୍ଚିବ ବୋଲି ଅନୁମାନ କରଯାଉଛି। ତ
ସୋମବାର MCXରେ ପ୍ରତି ୧୦ ଗ୍ରାମକୁ ସୁନା ଦର ୪୪,୨୧୮ ଟଙ୍କା, ମଙ୍ଗଳବାର ୪୪,୮୫୭ ଟଙ୍କା, ବୁଧବାର ୪୪,୭୯୨ ଟଙ୍କା ଥିଲା। ଆଜି ସୁନା ଦର ପ୍ରତି ୧୦ ଗ୍ରାମକୁ ୪୫,୨୫୫ ଟଙ୍କା ରହିଛି।
]]>ବିଶ୍ୱ ବଜାରରେ ମଧ୍ୟ ସୁନା ଦର ହ୍ରାସ ଦେଖିବାକୁ ମିଳିଛି। ଫଳରେ ଦିଲ୍ଲୀ ସର୍ରାଫା ବଜାରରେ ସୁନା ଦର ହ୍ରାସ ପାଇଛି। ବୁଧବାର ସୁନା ଦର ପ୍ରତି ୧୦ ଗ୍ରାମକୁ ୪୬,୯୦୩ ଟଙ୍କାରେ ପହଞ୍ଚି ଥିବାବେଳେ ରୂପା ୭୬୨ ଟଙ୍କା ହ୍ରାସ ପାଇ ପ୍ରତି କିଲୋକୁ ୬୮,୫୬୦ ଟଙ୍କାରେ ପହଞ୍ଚି ଥିଲା।
MCXରେ ଆଜି ସୁନା ୦.୩% ହ୍ରାସ ପାଇ ୪୭,୭୭୬ ଟଙ୍କାରେ ପହଞ୍ଚି ଥିବାବେଳେ ରୂପା ୦.୫% ହ୍ରାସ ପାଇ ୬୯,୦୦୮ରେ ପହଞ୍ଚିଛି। ତେବେ ଅନ୍ତଃରାଷ୍ଟ୍ରୀୟ ବଜାରରେ ଆଜି ସୁନା ଦର ସ୍ଥିର ରହିଛି।
Good Returnsର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୪୭,୯୮୦ ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୬୯,୦୦୦ ଟଙ୍କା ରହିଛି। ଗତକାଲି ରୂପା ପ୍ରତି କିଲୋକୁ ୭୦,୦୦୦ ଟଙ୍କା ଥିଲା।
ଯଦି ଆପଣ ସୁନାର ଶୁଦ୍ଧତା ଚେକ୍ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ।
]]>ଆଜି ସକାଳେ ଶେଆର୍ ମାର୍କେଟ୍ ଖୋଲିବା ମାତ୍ରେ ସୁନାର ଚାହିଦା ଦେଖିବାକୁ ମିଳିଥିଲା। ସକାଳ ପାଖାପାଖି ୯ଟା ୫୦ ମିନିଟ୍ ସମୟରେ MCXରେ ସୁନା ଦର ୪୦୯ଟଙ୍କା ସହ ପ୍ରତି ୧୦ ଗ୍ରାମକୁ ୪୯,୯୩୬ ଟଙ୍କାରେ ପହଞ୍ଚିଥିଲା। ସେହିପରି MCXରେ ରୂପା ଦରରେ ମଧ୍ୟ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଥିଲା। ରୂପା ଦର ୩,୦୯୭ଟଙ୍କା ସହ ପ୍ରତି କିଲୋଗ୍ରାମକୁ ୬୦,୪୩୯ ଟଙ୍କାରେ କାରବାର ଚାଲିଥିଲା।
ମଙ୍ଗଳବାର ମଧ୍ୟ ସୁନା ଦର ବୃଦ୍ଧି ପାଇଥିଲା। ମଙ୍ଗଳବାର ସୁନା ଦର ପ୍ରତି ୧୦ ଗ୍ରାମକୁ ୪୯,୫୦୦ଟଙ୍କାରେ ପହଞ୍ଚିଥିଲା।
ବିଭିନ୍ନ ସ୍ଥାନରେ ସୁନା, ରୂପା ଦର ଅଲଗା ହୋଇପାରେ। କେବଳ ଏହାର ଦରରେ ସାମାନ୍ୟ ପାର୍ଥକ୍ୟ ଦେଖିବାକୁ ମିଳିଥାଏ।
]]>ଅନ୍ୟପକ୍ଷେ ରୂପା ଦର ମଧ୍ୟ ବୃଦ୍ଧି ପାଇଛି। ଗୁରୁବାର ରୂପା ଦର ପ୍ରତି ଟ୍ରୟ୨୮.୪୦ ଡଲାର ରହିଥିଲା
MCX(Multi Commodity Exchange)ରେ ସୁନା ଦର ଗୁରୁବାର ୫୬, ୩୭୯ରେ ଥିବାବେଳେ ଶୁକ୍ରବାର ସକାଳେ ୫୬, ୩୪୭ରେ ରହିଛି। ସେହିପରି ରୂପା ଦର ଆଜି ୭୬, ୧୫୦ରେ ଟ୍ରେଡ କରୁଛି। ଗୁରୁବାର ଏହା ୭୬, ୦୫୨ରେ ଥିଲା।
ଦିଲ୍ଲୀରେ ସୁନାଦର ଗୁରୁବାର ୫୬, ୫୯୦ ଥିବାବେଳେ ରୂପା ଦର ପ୍ରତି କିଲୋଗ୍ରାମ ୭୫, ୭୫୫ ଟଙ୍କା ରହିଛି। ବୁଧବାର ସୁନା ପ୍ରତି ୧୦ ଗ୍ରାମର ଦର ୫୬, ୩୬୫ ଥିବାବେଳେ ଏହି ଦିନ ରୂପା ଦର ୭୩, ୮୨୩ ପ୍ରତି କିଲୋ ଥିଲା।
]]>
ZEENewsର ଏକ ରିପୋର୍ଟ ଅନୁସାରେ ଏକ୍ସପର୍ଟମାନେ ଅନୁମାନ କରିଛନ୍ତି ଯେ, ଦୀପାବଳି ସୁଦ୍ଧା ସୁନା ଦର ନୂଆ ରେକର୍ଡ ସୃଷ୍ଟି କରିପାରେ। JP Morganର ଏକ ରିପୋର୍ଟ ଅନୁସାରେ, ଅର୍ଥବ୍ୟବସ୍ଥା, ମହାମାରୀ କରୋନା, ରାଜନୀତିକ ସ୍ଥିତିକୁ ଦେଖି ଦୀପାବଳି ସୁଦ୍ଧା ସୁନା ଦର ୭୦ ହଜାର ଟଙ୍କାରେ ପହଞ୍ଚିବାର ସମ୍ଭାବନା ରହିଛି। କରୋନା ଭ୍ୟାକ୍ସିନ୍ ବଜାରକୁ ଆସିଲେ ମଧ୍ୟ ଗ୍ଲୋବାଲ୍ ଇକୋନମିରେ ସୁଧାର ଆସିବାକୁ ସମୟ ଲାଗିପାରେ। ସେତେବେଳେ ଯାଏ ସୁନା ଦରରେ ବୃଦ୍ଧି ଘଟିପାରେ ବୋଲି ଏକ୍ସପର୍ଟମାନେ ଅନୁମାନ କରିଛନ୍ତି।
Good Returnsର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୫୧ ହଜାର ୯୭୦ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୬୭ହଜାର ୧୨୦ଟଙ୍କା ରହିଛି।
]]>ଆପଣ କମ୍ ଦାମରେ ସୁନା କିଣିବାକୁ ଚାହୁଁଛନ୍ତି, ତା’ହେଲେ ଏବେ ହେଉଛି ସବୁଠୁ ଭଲ ସମୟ। ଯଦି ଆପଣଙ୍କ ଘରେ ଆଗକୁ କିଛି ବିବାହ କାର୍ଯ୍ୟକ୍ରମ ଅଛି, ତା’ହେଲେ ଏବେଠୁ କମ୍ ଦାମରେ ସୁନା, ରୂପା କିଣି ଦିଅନ୍ତୁ। ଏକ୍ସପର୍ଟଙ୍କ ଆକଳନ ଅନୁସାରେ ଡିସେମ୍ବରରେ ସୁନା ଦରରେ ଆଶାତୀତ ବୃଦ୍ଧି ଦେଖିବାକୁ ମିଳିପାରେ। ପ୍ରତି ୧୦ ଗ୍ରାମକୁ ସୁନା ଦର ୬୫-୬୭ ହଜାର ପର୍ଯ୍ୟନ୍ତ ପହଞ୍ଚିପାରେ।
Good Returnsର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୫୦,୭୫୦ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୬୩,୬୧୦ଟଙ୍କା ରହିଛି।
]]>ସେହିପରି ରୂପା ଦର ମଧ୍ୟ ବୃଦ୍ଧି ପାଇଛି। ପୂର୍ବ ଟ୍ରେଡ୍ରେ ରୂପା କେଜି ପ୍ରତି ୭୦,୨୮୪ ଥିବା ବେଳେ ଏହାର ମୂଲ୍ୟ ୭୧,୪୩୨କୁ ବୃଦ୍ଧି ପାଇଛି। ଅର୍ଥାତ୍ ରୂପା ଦର କେଜି ପ୍ରତି ୧୧୪୮ଟଙ୍କା ବଢିଛି।
ଆନ୍ତର୍ଜାତୀୟ ବଜାରରେ ଆମେରକୀୟ ଡଲାରରେ ୧ ଆଉନ୍ସର ସୁନାର ମୂଲ୍ୟ ୧୮୯୬ ଟଙ୍କା କମ୍ ରହିଥିଲା। ସେହିପରି ରୂପାର ମୂଲ୍ୟ ଆମେରକୀୟ ଡଲାରରେ ୨୮.୧୫ ପ୍ଲାଟ୍ ରହିଥିଲା।
]]>ସର୍ରାଫା ବଜାରରେ ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୨୪୧ ଟଙ୍କା ବୃଦ୍ଧି ପାଇ ୪୯,୦୪୭ ଟଙ୍କାରେ ପହଞ୍ଚି ଥିବାବେଳେ ରୂପା ପ୍ରତି କିଲୋକୁ ୫୪୪ ଟଙ୍କା ବୃଦ୍ଧି ପାଇ ୭୧,୨୯୪ ଟଙ୍କାରେ ପହଞ୍ଚିଛି। Multi Commodity Exchange(MCX)ରେ ସୋମବାର ସୁନା-ରୂପା ଦରରେ ହ୍ରାସ ଦେଖିବାକୁ ମିଳିଥିଲା। ସୋମବାର ସୁନା ଦର ପ୍ରତି ୧୦ ଗ୍ରାମକୁ ୪୮,୯୯୪ ଟଙ୍କା ଥିବାବେଳେ ରୁପା ଦର ପ୍ରତି କିଲୋକୁ ୭୧,୫୩୯ ଟଙ୍କା ଥିଲା।
ଲକ୍ଡାଉନ୍ କଟକଣା ଯୋଗୁ ବିବାହ ଭଳି କାର୍ଯ୍ୟକ୍ରମ ସେତେଟା ଅନୁଷ୍ଠିତ ହେଉନାହିଁ। ତେବେ ଆସନ୍ତା ଦୀପାବଳି ସୁଦ୍ଧା ସୁନା ଦର ୬୦ ହଜାର ଟଙ୍କାରେ ପହଞ୍ଚିପାରେ ବୋଲି ଏକ୍ସପର୍ଟମାନେ ଅନୁମାନ କରୁଛନ୍ତି।
ଯଦି ଆପଣ ସୁନାର ଶୁଦ୍ଧତା ଚେକ୍ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ।
]]>ନୂଆଦିଲ୍ଲୀ: ଲଗାତାର ତୃତୀୟ ଦିନରେ ଆଜି ଭାରତୀୟ ବଜାରରେ ସୁନା ଓ ରୂପା ଦରରେ ହ୍ରାସ ଦେଖିବାକୁ ମିଳିଛି। Multi Commodity Exchange(MCX)ରେ ସୁନା ପ୍ରତି ୧୦ ଗ୍ରାମକୁ ୦.୧୦% ହ୍ରାସ ପାଇ ୪୮,୬୨୭ ଟଙ୍କାରେ ପହଞ୍ଚି ଥିବାବେଳେ ରୂପା ପ୍ରତି କିଲୋକୁ ୦.୨୧% ହ୍ରାସ ପାଇ ୭୦,୬୬୩ ଟଙ୍କାରେ ପହଞ୍ଚିଛି। ଏହି ହ୍ରାସ ପରେ ୨ ଦିନରେ ସୁନା ୧,୦୦୦ ଟଙ୍କା ଶସ୍ତା ହୋଇଛି। ଏହା ପୂର୍ବରୁ ଭାରତରେ ସୁନା ଦର ପ୍ରତି ୧୦ ଗ୍ରାମକୁ ୨% ଅର୍ଥାତ୍ ୯୫୦ ଟଙ୍କା ହ୍ରାସ ପାଇଥିଲା ଓ ରୂପା ପ୍ରତି କିଲୋକୁ ୨.୫% ଅର୍ଥାତ୍ ୧,୮୦୦ ଟଙ୍କା ହ୍ରାସ ପାଇଥିଲା।
ଆଜି ସୁନା ଦର ୦.୧୦% ହ୍ରାସ ପାଇଛି। ଫଳରେ ସୁନା ଦର ପ୍ରତି ୧୦ ଗ୍ରାମକୁ ୪୮,୬୨୭ ଟଙ୍କାରେ ପହଞ୍ଚିଛି। ସେହିପରି ରୂପା ୦.୨୧% ହ୍ରାସ ପାଇ ପ୍ରତି କିଲୋକୁ ରୂପା ଦର ୭୦,୬୬୩ ଟଙ୍କାରେ MCXରେ କାରବାର ଚାଲିଛି। ଗତକାଲି ସୁନା ଦର ପ୍ରତି ୧୦ ଗ୍ରାମକୁ ୪୮,୬୭୭ ଟଙ୍କାରେ ପହଞ୍ଚି ଥିଲା।
ବର୍ତ୍ତମାନ ସମୟରେ ଦେଶର ଅନେକ ରାଜ୍ୟରେ ଲକ୍ଡାଉନ୍ କଟକଣା ଲାଗିବା ସହ ବିବାହ ଭଳି କାର୍ଯ୍ୟକ୍ରମ ସେତେଟା ଅନୁଷ୍ଠିତ ହେଉନାହିଁ। ତେବେ ଆସନ୍ତା ଦୀପାବଳି ସୁଦ୍ଧା ସୁନା ଦର ୬୦ ହଜାର ଟଙ୍କାରେ ପହଞ୍ଚିପାରେ ବୋଲି ଏକ୍ସପର୍ଟମାନେ ଅନୁମାନ କରୁଛନ୍ତି।
ଯଦି ଆପଣ ସୁନାର ଶୁଦ୍ଧତା ଚେକ୍ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ।
]]>ମଙ୍ଗଳବାର କାରବାର ବନ୍ଦ ପୂର୍ବରୁ ମଧ୍ୟ ସୁନା ଓ ରୂପା ଦରରେ ହ୍ରାସ ଘଟିଥିବା ରେକର୍ଡ କରାଯାଇଥିଲା। ବିଶ୍ୱ ସ୍ତରରେ ବହୁମୂଲ୍ୟ ଧାତୁ ମୂଲ୍ୟରେ ହ୍ରାସ ଯୋଗୁ ସ୍ଥାନୀୟ ସର୍ରାଫା ବଜାରରେ ମଙ୍ଗଳବାର ସୁନା ଦର ପ୍ରତି ୧୦ ଗ୍ରାମକୁ ୨୧୨ ଟଙ୍କା ହ୍ରାସ ପାଇ ୪୭,୩୦୮ ଟଙ୍କାରେ ପହଞ୍ଚିଥିଲା। ସେହିପରି ରୂପା ଦର ପ୍ରତି କିଲୋକୁ ୯୭୩ ଟଙ୍କା ହ୍ରାସ ସହ ୭୦,୬୪୬ ଟଙ୍କାରେ ପହଞ୍ଚିଥିଲା।
Good Returnsର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୪୫,୭୨୦ ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୭୧,୫୦୦ ଟଙ୍କା ରହିଛି। ଗତକାଲି ସୁନା ପ୍ରତି ୧୦ ଗ୍ରାମକୁ ୪୫,୯୧୦ ରୂପା ପ୍ରତି କିଲୋକୁ ୭୧,୬୦୦ ଟଙ୍କା ଥିଲା।
ବର୍ତ୍ତମାନ ସମୟରେ ଦେଶର ଅନେକ ରାଜ୍ୟରେ ଲକ୍ଡାଉନ୍ କଟକଣା ଲାଗିବା ସହ ବିବାହ ଭଳି କାର୍ଯ୍ୟକ୍ରମ ସେତେଟା ଅନୁଷ୍ଠିତ ହେଉନାହିଁ। ତେବେ ଆସନ୍ତା ଦୀପାବଳି ସୁଦ୍ଧା ସୁନା ଦର ୬୦ ହଜାର ଟଙ୍କାରେ ପହଞ୍ଚିପାରେ ବୋଲି ଏକ୍ସପର୍ଟମାନେ ଅନୁମାନ କରୁଛନ୍ତି।
]]>