• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Goa

Honeymoon
ହନିମୁନ୍‌ ପାଇଁ ଗୋଆ ବଦଳରେ ଅଯୋଧ୍ୟା ନେଲା ସ୍ୱାମୀ; ସ୍ତ୍ରୀ ଆବେଦନ କଲା ଛାଡ଼ପତ୍ର

ମହିଳା ଜଣକ ତାଙ୍କ ଛାଡପତ୍ର ଆବେଦନରେ ଲେଖିଛନ୍ତି, ତାଙ୍କ ସ୍ୱାମୀ ଆଇଟି ସେକ୍ଟରରେ କାମ କରନ୍ତି । ସେ ଭଲ ଦରମା ମଧ୍ୟ ପାଆନ୍ତି । ସେ ବି ଜଣେ କର୍ମଜୀବୀ ମହିଳା । ସେମାନଙ୍କ ଆର୍ଥିକ ସ୍ଥିତି ଭଲ ରହିଛି ।

Airpod
ପୋଲିସ ଉପରେ ପାଇଲାନି ଭରସା... ସୋସିଆଲ ମିଡିଆ କଲା କମାଲ...

ବଡ଼ କଥା ହେଉଛି ସୋସିଆଲ ମିଡିଆ ଉପରେ ଥିବା ତାଙ୍କର ବିଶ୍ୱାସ ସଠିକ୍ ପ୍ରମାଣିତ ହୋଇଛି ।

Goa, Alcohol
କାହିଁକି ଗୋଆରେ ସବୁଠାରୁ ଶସ୍ତାରେ ମିଳେ ମଦ ?

ସାଧାରଣତଃ ଗୋଆରେ ସ୍ଥାନୀୟ ସରକାର ମଦ ଉପରେ ୪୯ ପ୍ରତିଶତ ଟାକ୍ସ ଲାଗୁ କରୁଥିବା ବେଳେ ମହାରାଷ୍ଟ୍ରରେ ୮୩ ପ୍ରତିଶତ ଟାକ୍ସ ଲାଗୁ କରାଯାଇଥାଏ ।

Amit Parelkar Arvind Kejriwal
ପଞ୍ଜାବ ପରେ ଗୋଆରେ କାର୍ଡ ଖେଳିଲେ କେଜ୍ରିୱାଲ, ଅମିତ ପାରେଲକର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ଖୋଦ୍‌ ଅରବିନ୍ଦ କେଜ୍ରିୱାଲ ନିଜେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛନ୍ତି । ଅମିତ ପାଲେକରଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛନ୍ତି କେଜରିୱାଲ । ଏବେ ଗୋଆରେ ଆମିତଙ୍କ ନେତୃତ୍ୱରେ ଆପ୍‌ ନିର୍ବାଚନୀ ବୈତରଣୀ ପାର ହେବାକୁ ପ୍ରସ୍ତୁତ ।

Mamata Banerjee
ଟିଏମ୍‌ସିରେ ଲିଆଣ୍ଡର ପେସ୍‌-ନଫିସା ଅଲ୍ଲୀ, ଏଥର ଗୋଆରେ ଦମ୍‌ ଦେଖାଇବେ ଦିଦି

ଟିଏମ୍‌ସିରେ ଯୋଗଦେଲେ ଭେଟେରାନ୍‌ ଟେନିସ ଖେଳାଳି ଲିଆଣ୍ଡର ପେସ୍ । ଅଭିନେତ୍ରୀ ନଫିସା ଅଲ୍ଲୀ, ସାମାଜିକ କର୍ମୀ ମୃଣାଲିନୀ ଦେଶପ୍ରଭୁଙ୍କ ପରେ ଲିଆଣ୍ଡର ପେସ୍ ଟିଏମ୍‌ସିରେ ଯୋଗଦେଇଛନ୍ତି ।

Mamata
ଗୋଆରେ ଗର୍ଜିଲେ ଦିଦି: କହିଲେ, ଦିଲ୍ଲୀର ଦାଦାଗିରି ଚଳିବ ନାହିଁ

ବଙ୍ଗ ପରେ ଏବେ ଗୋଆରେ କେନ୍ଦ୍ର ଉପରେ ବର୍ଷିଲେ ଦିଦି। କହିଲେ, ମୁଁ ଏଠାକୁ ମୁଖ୍ୟମନ୍ତ୍ରୀ ହେବାକୁ ଆସିନାହିଁ। କିନ୍ତୁ ଏଠାରେ କେନ୍ଦ୍ରର ଦାଦାଗିରି ଚଳାଇ ଦେବି ନାହିଁ। ପାନାଜୀ ଗସ୍ତରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଅଛନ୍ତି। ଆଉ ସେଠାରେ ସ୍ଥାନୀୟ ଭାଷାରେ ଲୋକଙ୍କୁ ସମ୍ବୋଧନ କରିଥିଲେ। ଆଉ କହିଥିଲେ, ଆପଣମାନଙ୍କ ପାଖକୁ ଆସି ବହୁତ ଖୁସି ଲାଗୁଛି

Flight
ନଭେମ୍ବର ୨ରୁ ଭୁବନେଶ୍ୱରରୁ ଜୟପୁରକୁ ସିଧାସଳଖ ଉଡ଼ିବ ବିମାନ

ଭୁବନେଶ୍ୱରରୁ ରାଜସ୍ଥାନର ଜୟପୁରକୁ ସିଧାସଳଖ ଉଡ଼ିବ ବିମାନ। ଆସନ୍ତା ନଭେମ୍ବର ୨ ତାରିଖରୁ ଏହି ବିମାନ ସେବା ଆରମ୍ଭ ହେବ। ଇଣ୍ଡିଗୋ ପକ୍ଷରୁ ବିମାନ ସେବା ଯୋଗାଇ ଦିଆଯିବ।