• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Girl

Girl severely injured as lover tries to mow down her in murderous attack in Maharashtra
ଜହ୍ଲାଦ ପ୍ରେମିକର ଜଘନ୍ୟ କାଣ୍ଡ ! ବିଚ୍ ରାସ୍ତାରେ ପ୍ରେମିକା ଉପରେ ଚଢ଼ାଇଦେଲା ଗାଡ଼ି

ଜହ୍ଲାଦ ପ୍ରେମିକର ଜଘନ୍ୟ କାଣ୍ଡ ! ବିଚ୍ ରାସ୍ତାରେ ପ୍ରେମିକା ଉପରେ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ । ହସ୍ପିଟାଲ ବେଡରେ ଛଟପଟ ହେଉଛନ୍ତି ଯୁବତୀ । ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ର ଥାନେରେ । ବିଡମ୍ବନାର କଥା, ଘଟଣା ଗତ ସୋମବାରର ହୋଇଥିଲେ ମଧ୍ୟ ପୋଲିସ ଏହି ମାମଲାରେ କାହାରିକୁ ଗିରଫ କରି ପାରିନାହିଁ ।

Girl Dies of Cardiac arrest
ପରୀକ୍ଷା ଦେବାକୁ ଆସିଥିଲେ, ଟଳି ପଡ଼ିଲେ

ପରୀକ୍ଷାକୁ ସମସ୍ତଙ୍କର ଡର ଥାଏ । କିନ୍ତୁ ପରୀକ୍ଷାକୁ ଡରି କାହାର ପ୍ରାଣ ଚାଲି ଯିବାର ଶୁଣିଛନ୍ତି କି ? ରାଜକୋଟରେ ଘଟିଛି ଏପରି ଅଭାବନୀୟ ଘଟଣା ।

death
ବିଧିର ବିଧାନ ଥିଲା ଏମିତି...ଝରକା ଫାଙ୍କରେ ମା’କୁ ଖୋଜୁ ଖୋଜୁ ୪ ମହଲାରୁ ଗଳିପଡ଼ିଲା କୁନିଝିଅ

ଝରକାରୁ ଖସି କୁନି ଝିଅର ମୃତ୍ୟୁ । ଟିକେ ଅସାବଧନତା ପାଇଁ ଚାଲିଗଲା ଜୀବନ । ସତେଯେମିତି ଝରକା ପାଖରେ ଛକି ରହିଥିଲା ମୃତ୍ୟୁ।

love story
ପ୍ରେମିକ ସହ କଥା ହେବାକୁ ମନାକଲେ ବାପା, ଥାନାରେ ଅଭିଯୋଗ କଲା ଝିଅ

ଜୀବନର ସବୁ ହସଖୁସିରେ ସେ ପାଖରେ ଥିଲେ । ଝିଅ ଯେତେବେଳେ ଯାହା ମାଗୁଥିଲା..ସବୁ ଆଣି ଥୋଇ ଦେଉଥିଲେ.. ହେଲେ ସେହି ବାପାଙ୍କୁ ପ୍ରେମ ପାଇଁ ପୋଲିସ୍‌ ହାତରେ ବନ୍ଧାଇଲା ଝିଅ ।

naxal attack
ସୀମାରେ ରେଡ୍ ବେଳେ ଲାଲବାହିନୀ ଶିବିରରୁ ମିଳିଲା କଣ୍ଡୋମ, ଗର୍ଭ ପରୀକ୍ଷା କିଟ୍

ଦଳିତ ନିଷ୍ପେସିତଙ୍କୁ ନ୍ୟାୟ ଦେବାକୁ ହାତରେ ବନ୍ଧୁକ ଉଠାଇବାକୁ ଆହ୍ୱାନ ଦେଉଥିବା ଲାଲବାହିନୀରେ ପ୍ରକୃତରେ ଚାଲିଛି କ’ଣ ? ଯାହାର କିଛି ଆଭାସ ମିଳିଛି ନବରଙ୍ଗପୁର-ଛତିଶଗଡ଼ ସୀମାନ୍ତ ଏକ ମାଓ କ୍ୟାଂପରେ ନବରଙ୍ଗପୁର ପୋଲିସର ଚଢ଼ାଉ ବେଳେ । ଯେଉଁଠି ପୁଳାପୁଳା କଣ୍ଡୋମ୍, ପ୍ରେଗନାନସି ଟେଷ୍ଟ କିଟ୍ ଆଦି ପାଇଛି ପୋଲିସ୍ ।

LANSA Flight 508
ଉଡ଼ନ୍ତା ପ୍ଲେନ୍‌ରୁ ଡେଇଁପଡ଼ିଲେ ଯୁବତୀ ! ଅଳ୍ପକେ ବର୍ତ୍ତିଲା ଜୀବନ

ପ୍ଲେନ୍‌ଟିରେ ମୋଟ୍‌ ୯୨ଜଣ ଯାତ୍ରୀ ଯାତ୍ରା କରୁଥିଲେ । LANSA Flight 508ରେ ଜୁଲିୟନଙ୍କ ସହ ତାଙ୍କ ମା’ ମଧ୍ୟ ରହିଥିଲେ । ସେହି ସମୟରେ ନିଜର ବୁଦ୍ଧି ଖଟାଇ ଜୁଲିୟନ ପ୍ଲେନରୁ ତଳକୁ ଡେଇଁପଡ଼ିଥିଲେ ।

Girl Gangrape
୧୬ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ; ରଶି ଲଗାଇ ଆତ୍ମହତ୍ୟାକଲା ପୀଡ଼ିତା

ନାବାଳିକା ଜଣକ ରାତିରେ ତାଙ୍କ ଗୃହପାଳିତ ପଶୁଙ୍କୁ ଖାଇବାକୁ ଦେବାକୁ ଯିବା ବେଳେ ଅଭିଯୁକ୍ତମାନେ ତାଙ୍କୁ ଉଠାଇନେଇ ଦୁଷ୍କର୍ମ କରିଛନ୍ତି । ଦୁଷ୍କର୍ମ କରିସାରିବା ପରେ ଅଭିଯୁକ୍ତ ଯୁବକମାନେ ସେଠାରୁ ଚାଲିଯିବା ପରେ ପୀଡ଼ିତା ରଶି ରଗାଇ ଆତ୍ମହତ୍ୟା କେରିଛନ୍ତି ।

Chain Snatcher
ଜେଜେ ମା’ ବେକରୁ ସୁନାଚେନ୍‌ ଲୁଟ୍‌ କରୁଥିଲା ଲୁଟେରା; ନିସ୍ତୁକ ମାଡ଼ମାରି କାବୁକଲା ନାତୁଣୀ

ବୃଦ୍ଧାଙ୍କ ୧୦ ବର୍ଷର ନାତୁଣୀ ଲୁଟେରାଙ୍କୁ ମାଡ଼ ମାରିବା ସହ କାବୁ କରିବାକୁ ଚେଷ୍ଟା କରୁଛନ୍ତି । ଶେଷରେ ଜେଜେ ମା’ଙ୍କୁ ରକ୍ଷା କରିବା ସହ ଲୁଟେରାକୁ ତାର ଯୋଜନାରେ ବିଫଳ କରିବାରେ ସକ୍ଷମ ହେଉଛି ନାତୁଣୀ ।

Medical Condition, sleeping, girl
ଶୋଇଥିଲେ ୩୨ ବର୍ଷର ମହିଳା; ଉଠିବା ବେଳକୁ ହୋଇଗଲେ ୧୭ ବର୍ଷୀୟ ଯୁବତୀ

ଘଟଣାକୁ ନେଇ ଡାକ୍ତର କଲେ ବଡ଼ ଖୁଲାସା । ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ । ସତରେ ଏମିତି କ’ଣ ଜଣେ ମହିଳାଙ୍କ ସହ ହୋଇଥାଏ ?

Love Story Turns Tragic, Girl Missing After Jumping Into River
ପ୍ରେମରେ ଧୋକା ଖାଇବା ପରେ ନଈକୁ ଡେଇଁ ପଡ଼ିଲେ ସିମ୍ରନ୍‌। ଛାଡ଼ି ଦେଇ ଯାଇଛନ୍ତି ଶେଷ ଚିଠି....

ଗୁଲୁ ତୁମେ ଏମିତି କାହିଁକି କଲ? ମୁଁ କି ଦୋଷ କରିଥିଲି? ନିଜ ପ୍ରେମିକଙ୍କୁ ଅନ୍ୟ ଜଣେ ଝିଅ ସହ ଦେଖି ସହିପାରିଲେନି। କମ୍ୟୁଟର କ୍ଲାସ୍‌ ଯିବା ବାଟରେ ନଈକୁ ଡେଇଁ ପଡ଼ିଲେ। କହିଲେ...ତୁମେ ଆଉ କାହା ସହ ବୁଲିବ, ମୁଁ ଦେଖିପାରିବିନି

Class V Girl Becomes Dausa District Collector For A Day
ପଂଚମ ଶ୍ରେଣୀରେ ପାଠ ପଢି କଲେକ୍ଟର ହେଲେ ନବ୍ୟା...ସ୍କୁଲରେ ଲାଇବ୍ରେରୀ କରିବା ପାଇଁ ଦେଲେ ଅର୍ଡ଼ର

ମାତ୍ର ପଂଚମ ଶ୍ରେଣୀ ପାଠ ପଢି କଲେକ୍ଟର ହେଲେ କୁନି ଝିଅ ନବ୍ୟା। ସିଟ୍‌ରେ ବସିବା ସାଙ୍ଗେ ସାଙ୍ଗେ ଦେଲେ ଅର୍ଡ଼ର। କହିଲେ, ସ୍କୁଲରେ ତୁରନ୍ତ ତିଆରି କର ଲାଇବ୍ରେରୀ। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ

One-Year-Old Girl Fell Into Borewell In Madhya Pradesh, Rescued
ବର୍ଷକର ଶିଶୁ କନ୍ୟାକୁ ରକ୍ଷା କଲେ ଅନନ୍ତ

'ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ' । ୧୫ ଫୁଟ୍ ବୋରେୱାଲ୍ ଗାତରେ ପଡିଯାଇଥିବା ବର୍ଷକର ଶିଶୁ କନ୍ୟାକୁ ଉଦ୍ଧାର । ୬ ଘଣ୍ଟାର ଅପରେସନ୍ ପରେ ଉଦ୍ଧାର ହେଲା ଶିଶୁକନ୍ୟା । ଏବେ କିପରି ଅଛି ଶିଶୁ କନ୍ୟାର ସ୍ୱାସ୍ଥ୍ୟ ଜାଣନ୍ତୁ ଏ ଭିଡିଓରୁ ..

Special Story | Love, Sex, Dhoka- Boy Refuses To Marry Girl After 9 Yr Affairs In Ganjam
୯ ବର୍ଷ ଶାରିରୀକ ସମ୍ପର୍କ ପରେ ବାହା ହେବାକୁ ମନା କଲା ପ୍ରେମିକ... ଆଉ ତା’ପରେ…

୯ ବର୍ଷ ଶାରୀରିକ ସମ୍ପର୍କ ରଖିବା ପରେ ଏବେ ପ୍ରେମିକାକୁ ଧରାଛୁଆଁ ଦେଉନାହିଁ ପ୍ରେମିକ। ଅନ୍ୟତ୍ର ବାହା ହେଉଥିବା କଥା ଶୁଣି ପ୍ରେମିକର ଦୁଆରେ ବସିଲେ ପ୍ରେମିକା। ଆଉ କହୁଛନ୍ତି, ନ୍ୟାୟ ନମିଳିଲେ ବିଷ ପିଇବି...

giant python playing with girl
କୁନି ଝିଅର ଭୟ ନାହିଁ ଅଜଗରକୁ

ଅଜଗର। ନାଁ ଶୁଣିଲେ ଲାଗେ ଡ଼ର। କାରଣ ଏହି ସାପଟି ଅତି ସହଜରେ କାହାକୁ ବି ଗିଳିଦେଇପାରେ। ତେଣୁ ଅଜଗର ନାଁ ଶୁଣିବା ମାତ୍ରେ ଲୋକେ ଭୟଭୀତ ହେବା ସ୍ୱାଭାବିକ କଥା। କିନ୍ତୁ ସୋସିଆଲ ମିଡ଼ିଆରେ ଏମିତି ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ଆଉ କହିବେ ଏହା କେମିତି ସମ୍ଭବ? ଆଜ୍ଞା ହଁ, ଅବିଶ୍ୱାସ ଲାଗିଲେ ବି ଘଟଣା ପୂରା ସତ।

missbeaving girl
ବସ୍‌ରେ ଯୁବତୀଙ୍କୁ ଅସଦାଚରଣ

ଭୁବନେଶ୍ୱର : ରାଜଧାନୀରେ ଚଳନ୍ତା ବସ୍‌ରେ ଜଣେ ଯୁବତୀଙ୍କୁ ଅସଦାଚରଣ ଭିଡିଓ ଭାଇରାଲ। ଖଣ୍ଡଗିରି ଅଞ୍ଚଳରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ବସ୍‌ରେ ଯାଉଥିବା ବେଳେ ଅସଦାଚରଣ ଶିକାର ହୋଇଛନ୍ତି ଯୁବତୀ। ପାଖ ସିଟ୍‌ରେ ବସିଥିବା ବ୍ୟକ୍ତି ଜଣକ ଅସଦାଚରଣ କରିବାରୁ ଜୋତାରେ ପିଟିଥିଲେ ଯୁବତୀ। ଯୁବତୀଙ୍କ ସମସ୍ତ ଅଭିଯୋଗକୁ ସଂପୃକ୍ତ ଯୁବକ ଅସ୍ୱୀକାର କରିଥିଲେ ଏବଂ ବସ୍‌ରୁ ଓହ୍ଲାଇବା ପାଇଁ ରାଜି ହୋଇ ନ ଥିଲେ। ଏହି ଘଟଣାକୁ ନେଇ ବସ୍ ମଧ୍ୟରେ ଉତ୍ତେଜନା […]