ଆରସିବି ଓ କେକେଆର୍ ମ୍ୟାଚ୍ ପୂର୍ବରୁ ବେଶ କଳ୍ପନା ଜଳ୍ପନା ଚାଲିଥିଲା କୋହଲି ଓ ଗମ୍ଭୀରଙ୍କୁ ନେଇ। କିନ୍ତୁ କାଲିର ମ୍ୟାଚ୍ରେ ଚିତ୍ର କିଛି ଅଲଗା ଥିଲା। ମ୍ୟାଚ୍ ଆରମ୍ଭରୁ ହିଁ ପରସ୍ପରଙ୍କୁ ଆଲିଙ୍ଗନ କରିଥିଲେ।
ଏହି ମ୍ୟାଚ୍ ବେଶ୍ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି। କାରଣ ଆଜି ସାମ୍ନାସାମ୍ନି ହେବେ କୋହଲି ଏବଂ ଗମ୍ଭୀର।
ଗମ୍ଭୀର ମାର୍ଚ୍ଚ ୨୦୧୯ରେ ବିଜେପିରେ ଯୋଗ ଦେଇଥିଲେ। ସେ ୨୦୧୯ ଲୋକସଭା ନିର୍ବାଚନରେ ୬,୧୫,୧୦୧ ଭୋଟ ବ୍ୟବଧାନରେ ପୂର୍ବ ଦିଲ୍ଲୀ ଆସନରେ ବିଜୟୀ ହୋଇଥିଲେ।
ମନୋଜ ତିୱାରୀ ଦାବି କରିଛନ୍ତି ଯେ, ଯଦି ସେ କୋଲକାତା ନାଇଟ୍ ରାଇଡର୍ସର ପୂର୍ବତନ ଅଧିନାୟକ ଗୌତମ ଗମ୍ଭୀରଙ୍କ ସହ ଝଗଡ଼ା ନ କରିଥାନ୍ତେ ତେବେ ତାଙ୍କୁ ଅଧିକ ଫାଇଦା ମିଳିଥାଆନ୍ତା ।
ଏବେବି ଥମିନି ବିରାଟ-ଗମ୍ଭୀର ବିବାଦ । ପଡ଼ିଆରେ ଦୁହିଁଙ୍କ ମଧ୍ୟରେ ତୁତୁ ମେଁ ମେଁ ଚାଲିଥିବା ବେଳେ ବିରାଟଙ୍କ ଫ୍ୟାନ୍ସ ମଧ୍ୟ ଗମ୍ଭୀରଙ୍କୁ ଚିଡ଼ାଇବାକୁ ପଛାଇ ନାହାନ୍ତି ।
ଖାଲି ଚର୍ଚ୍ଚା ନୁହେଁ କୋହଲି ଓ ଗମ୍ଭୀରଙ୍କ ମଧ୍ୟରେ ହୋଇଥିବା ଏହି କଥା କଟାକଟି ବେଳର ଦୃଶ୍ୟ ଓ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏବେ ଏହି ମାମଲାକୁ ନେଇ ୟୁପି ପୋଲିସ୍ର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ୍ରୁ ଏକ ଟ୍ୱିଟ୍ କରାଯାଇଛି।
ହୋମ୍ ଗ୍ରାଉଣ୍ଡରେ ଲକ୍ଷ୍ନୌକୁ ହରାଇ ବଦଲା ନେଇଥିଲା ବାଙ୍ଗାଲୋର୍। ହେଲେ କାଲି ଏହି ମ୍ୟାଚ୍ରେ ଦେଖିବାକୁ ମିଳିଥିଲା ଭିନ୍ନ ଦୃଶ୍ୟ। ମ୍ୟାଚ୍ ସରିବା ପରେ ଗମ୍ଭୀର ଓ କୋହଲି କଥା କଟାକଟି ହୋଇଥିଲେ।
ପୂର୍ବତନ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ ମିଳିଥିବା ସୂଚନା ମିଳିଛି। ‘ISIS କାଶ୍ମୀର’ ତାଙ୍କୁ ଏହି ଧମକ ଦେଇଥିବା ଗମ୍ଭୀର ଅଭିଯୋଗ ଆଣିଛନ୍ତି।
ନୂଆଦିଲ୍ଲୀ: ଲକଡାଉନ ସମୟରେ ଦିଲ୍ଲୀରୁ ଯାଜପୁର ଆସିପାରିଲାନି ମୃତଦେହ। ତେଣୁ ଦିଲ୍ଲୀରେ ଶବସତ୍କାର କରି ମାନବିକତାର ଉଦାହରଣ ସୃଷ୍ଟି କରିଛନ୍ତି ସାଂସଦ ତଥା କ୍ରିକେଟର ଗୌତମ ଗମ୍ଭୀର। ମୃତ ମହିଳା ହେଉଛନ୍ତି ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଞ୍ଚଳ କୁସୁନପୁର ଗାଁର ସରସ୍ୱତୀ ପାତ୍ର। ଗତ କିଛି ବର୍ଷ ହେବ ସେ ଦିଲ୍ଲୀରେ ଗୌତମ ଗମ୍ଭୀରଙ୍କ ଘରେ ଆୟା ଭାବେ କାର୍ଯ୍ୟ କରୁଥିଲେ। ମଧୁମେହ ରୋଗରେ ପୀଡ଼ିତ ହୋଇ ସଙ୍କଟାପନ୍ନ ହେବା ପରେ ଗମ୍ଭୀରଙ୍କ ପରିବାର ଲୋକେ ତାଙ୍କୁ […]
ଆଇପଇଲ୍ ଅନ୍ ଦ ୱେ । ଏପ୍ରିଲ ୯ରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲର ୧୪ତମ ସଂସ୍କରଣ । ତେବେ ଏହା ପୂର୍ବରୁ ଆରମ୍ଭ ହେଇଛି ବାଦବିବାଦ । ଚେନ୍ନାଇ ସୁପରକିଙ୍ଗସକୁ ନେଇ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ ଗୌତମ ଗମ୍ଭୀର ଦେଇଛନ୍ତି ବିବାଦୀୟ ବୟାନ। ସେ ଏବେଠୁ ଭବିଷ୍ୟବାଣୀ କରିଛନ୍ତି ଯେ, ଏଥର ଧୋନୀଙ୍କ ଟିମ୍ ଚେନ୍ନାଇ ୫ ନମ୍ବର ସ୍ଥାନରେ ରହିବ । ଏମିତିକି ସିଧାସଳଖ ସେ କହିଛନ୍ତି ପ୍ଲେ-ଅଫରେ ମଧ୍ୟ […]