• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Ganja Siezed

Gold Biscuits
ବ୍ରହ୍ମପୁରରେ ବେଆଇନ ସୁନା କାରବାରର ପର୍ଦ୍ଦାଫାସ; ୨ କେଜି ସୁନା ସହ ୧ କୋଟି ୨୨ ଲକ୍ଷ ଟଙ୍କା ଜବତ

ବ୍ରହ୍ମପୁରରୁ କଟକ ଯାଉଥିବା ଏକ OSRTC ବସ୍‌ରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇଥିଲା ଅବକାରୀ ବିଭାଗ । ଲାଞ୍ଜିପଲୀ ଛକରେ ବସ୍‌କୁ ଅଟକାଇ ଚେକିଂ ବେଳେ ଅଭିଯୁକ୍ତଙ୍କ ଠାରୁ ଦୁଇଟି ବ୍ୟାଗ୍ ମିଳିଥିଲା । ସେହି ବ୍ୟାଗ୍‌ରେ ନଗଦ ୧ କୋଟି ୨୨ ଲକ୍ଷ ଟଙ୍କା ରଖାଯାଇଥିଲା ।

Ganja siezed
ଛତିଶଗଡ଼ରୁ ବଲିଉଡ୍ ଯାଏଁ ଗଂଜେଇ କାରବାରରେ ଓଡ଼ିଶା ଲିଙ୍କ୍

ଓଡିଶାରେ ବିଭିନ୍ନ ସ୍ଥାନରୁ ଜବତ ହେଉଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ଗଞ୍ଜେଇ । ଯେଉଁଠି ବି ଜବତ ହେଉଛି ଗଞ୍ଜେଇ, ଓଡିଶା ନାଁ ବାହାରୁଛି ।  କୋରାପୁଟଜିଲ୍ଲାରୁ ୩୯୯ କ୍ୱିଣ୍ଟାଲ, ମାଲକାନଗିରିରୁ ୧୬୯ କ୍ୱିଣ୍ଟାଲ, କନ୍ଧମାଳରୁ ୧୪୩ କ୍ୱିଣ୍ଟାଲ, ରାୟଗଡାରୁ ୧୩୧ କ୍ୱିଣ୍ଟାଲ, ଗଜପତିରୁ ୧୦୮ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି । ଏ ହିସାବ ହେଉଛି ଗତ ୮ ମାସରେ ଜବତ ହୋଇଥିବା ବେଆଇନ ଗଞ୍ଜେଇ ଚାଲାଣର ।