• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Gangster Hyder

haider
ଗ୍ୟାଙ୍ଗଷ୍ଟର ହାଇଦରକୁ କରୋନା; ରିମାଣ୍ଡ ସ୍ଥଗିତ

କଟକ :  ହାଇଦରକୁ କରୋନା । ଗ୍ୟାଙ୍ଗଷ୍ଟର ହାଇଦର କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ଗତକାଲି ହୋଇଥିବା ଆଣ୍ଟିଜେନ୍ ଟେଷ୍ଟରେ ରିପୋର୍ଟ ନେଗେଟିଭ୍ ଆସିଥିଲା । ହେଲେ  RT-PCR ଟେଷ୍ଟ ପରେ ରିପୋର୍ଟ ପଜିଟିଭ ଆସିଥିବା ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂ । ଏହାପରେ ହାଇଦରକୁ ଚୌଦ୍ୱାର ଜେଲରେ ଆଇସୋଲେସନ୍ ଓ୍ୱାର୍ଡରେ ରଖାଯାଇଛି । ସେପଟେ ପଜିଟିଭ୍ ଚିହ୍ନଟ ପରେ ହାଇଦରର ରିମାଣ୍ଡ ସ୍ଥଗିତ ହୋଇଛି  । ହାଇଦର ସୁସ୍ଥ ହେବାପରେ ପୁଣି […]

haider
ଆଜିଠୁ ୭ ଦିନିଆ ରିମାଣ୍ଡରେ ଯିବ ଗ୍ୟାଙ୍ଗଷ୍ଟର ହାଇଦର

ଆଜିଠୁ ରିମାଣ୍ଡରେ ହାଇଦର ରିମାଣ୍ଡରେ ନେଇ ସତ ଉଗାଳିବ କଟକ ମଙ୍ଗଳାବାଗ ପୋଲିସ କାଲି ୩ ଯୁବତୀ ଓ ୮ ସହଯୋଗୀଙ୍କୁ ଜେରା କରାଯାଇଥିଲା  କଟକ : ଆଜି ଠାରୁ ୭ ଦିନିଆ ରିମାଣ୍ଡରେ ଯିବ ଗ୍ୟାଙ୍ଗଷ୍ଟର ହାଇଦର । ହାଇଦରକୁ ୭ ଦିନିଆ ରିମାଣ୍ଡରେ ନେଇ ସତ ଉଗାଳିବ କଟକ ମଙ୍ଗଳାବାଗ ପୋଲିସ  । ୧୦ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ପୋଲିସ୍ । ହେଲେ କଟକ ସିଟି JMFC କୋର୍ଟ ୭ ଦିନ […]

hyder
ସିନେମା କାହାଣୀଠୁ କମ୍ ନୁହେଁ ହାଇଦରର କଳା କାହାଣୀ : ରିକ୍ସା ଚାଳକରୁ ପାଲିଟିଗଲା ରକ୍ତର ହୋଲି ଖେଳୁଥିବା ସଇତାନ୍

କଟକ : ଫେରାର୍ ହୋଇ ପୋଲିସକୁ ନାକେଦମ୍ କରିଦେଇଥିବା ଗ୍ୟାଙ୍ଗଷ୍ଟର୍ ହାଇଦରର ଅପରାଧିକ ତାଲିକା ବେଶ୍ ଲମ୍ବା  ।  ଅପରାଧ ଦୁନିଆରେ ପାଦ ଦେବା ପୂର୍ବରୁ ସେ ଯେତେବେଳେ ଜଣେ ସାଧାରଣ ଟ୍ରଲି ଚାଳକ ଥିଲା, ଆଉ ସେତେବେଳେ ବି ଥିଲା ତାର ବେଶ୍ ଖାତିର । କେନ୍ଦ୍ରାପଡ଼ାର ଟଲି ରିକ୍ସା ଚାଳକରୁ ରକ୍ତର ହୋଲି ଖେଳୁଥିବା ସଇତାନ୍ । ସିନେମାର କାହାଣୀଠୁ କିଛି କମ ନୁହେଁ, ଶେଖ୍ ହାଇଦରର କଳା କ୍ୟାରିୟର୍ । ୧୯୭୫ ବେଳକୁ […]

haider-frnd
ଚାଉଳିଆଗଞ୍ଜ ଥାନାରେ ଆତ୍ମସମର୍ପଣ କଲା ଗ୍ୟାଙ୍ଗଷ୍ଟର ହାଇଦରର ସହଯୋଗୀ ସଲ୍ଲୁ

କଟକ : ଆତ୍ମସମର୍ପଣ କଲା ହାଇଦରର ସହଯୋଗୀ । ଗ୍ୟାଙ୍ଗଷ୍ଟର ଫେରାର ଥିବାବେଳେ ତା’ର ସହଯୋଗୀ ଆଜି ପୋଲିସ ହାତରେ ଧରାଦେଇଛି । କଟକ ଚାଉଳିଆଗଞ୍ଜ ଥାନାରେ ଆତ୍ମସମର୍ପଣ କଲା ଗ୍ୟାଙ୍ଗଷ୍ଟର ହାଇଦରର ଘନିଷ୍ଠ ସହଯୋଗୀ ସଲ୍ଲୁ ଓରଫ୍ ୟାକୁବ ଖାନ୍। SCB ମେଡିକାଲରେ ଚିକିତ୍ସା ଚାଲିଥିବା ସମୟରେ ହାଇଦରକୁ ଭେଟୁଥିଲା ୟାକୁବ। ଏହା ସହ ସେ ତାକୁ ବିରିୟାନୀ ମଧ୍ୟ ଖୁଆଇଥିଲା। ତେବେ ଆତ୍ମସମର୍ପଣ କରିବା ସହ ସେ ପୋଲିସକୁ ସମସ୍ତ ପ୍ରକାରର ସହଯୋଗ କରିବ […]

cp
ହାଇଦରକୁ ଖସିବାରେ କିଏ ସାହାଯ୍ୟ କରିଥିଲା, ଏହା ପଛରେ କାହାର ଭୂମିକା ରହିଛି, ସବୁ ସତ ଓଗାଳିବୁ-ସିପି

ଭୁବନେଶ୍ୱର: ପୋଲିସକୁ ଚକ୍‌ମା ଦେଇ ଖସି ପଳାଇଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟରକୁ ଶେଷରେ ଧରିଛି କମିଶନରେଟ ପୋଲିସ। ୫ ଦିନ ତଳେ କଟକ ବଡ଼ମେଡିକାଲରୁ ଫେରାର ମାରିଥିଲା ସେଖ୍ ହାଇଦର। ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲାରୁ ତେଲେଙ୍ଗାନା ପୋଲିସ ସହାୟତାରେ ତାକୁ ଗତକାଲି ସନ୍ଧ୍ୟାରେ ଗିରଫ କରାଯାଇଛି। ହାଇଦର ଫେରାର ହେବା ପରେ କଡା ସମାଲୋଚନାର ଶିକାର ହୋଇଥିଲା ପୋଲିସ। ଏହା ହାଇଦରର ସୁଚିନ୍ତିତ ଷଡ଼ଯନ୍ତ୍ର ଏବଂ ଏଥିରେ ବଡ ବଡ ହାତ ରହିଥିବା ବିରୋଧି ଅଭିଯୋଗ ଆଣିଥିଲେ। ସେଥିପାଇଁ […]

PRAKASH-MISHRA
କିଡ୍‌ନୀ ସମସ୍ୟା ଥାଇ ହାଇଦର୍ ବିରିୟାନୀ ଖାଉଥିଲା କେମିତି-ପ୍ରକାଶ ମିଶ୍ର

କଟକ: କଟକ ବଡ ମେଡିକାଲରୁ ହାଇଦର ଖସି ପଳାଇବା ଘଟଣାକୁ ନେଇ ମୁହଁ ଖୋଲିଲେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଡିଜିପି ପ୍ରକାଶ ମିଶ୍ର। ହାଇଦର ଖସିବା ପଛରେ ବଡ଼ ହାତ ରହିଛି ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ପୂର୍ବତନ ଡିଜିପି। ହାଇଦର ଫେରାର ଘଟଣାକୁ  ନେଇ ସରକାରଙ୍କୁ କଡ଼ା ସମାଲୋଚନା କଲା ବିଜେପି। ପ୍ରେସମିଟରେ ପୂର୍ବତନ ଡିଜିପି, ବରିଷ୍ଠ ନେତା ପ୍ରକାଶ ମିଶ୍ର ସମାଲୋଚନା କରି କହିଛନ୍ତି, ହାଇଦର ଖସିବା ପଛରେ ବଡ଼ ଷଡ଼ଯନ୍ତ୍ର […]

Hyder
କେଉଁଠି ଲୁଚିଛି କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ? ୩୬ ଘଣ୍ଟା ପରେ ବି ପୋଲିସର ହାତ ଖାଲି

କଟକ : ୩୬ ଘଣ୍ଟା ପରେ ବି ଗ୍ୟାଙ୍ଗଷ୍ଟର ହାଇଦରକୁ ଧରିପାରିନି ପୋଲିସ । କେଉଁଠି ଲୁଚିଛି କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ? SCBରୁ ଫେରାର ପରେ ଓଡ଼ିଶାରେ ଅଛି ନା ରାଜ୍ୟ ବାହାରକୁ ପଳାଇଛି । ଏନେଇ ତନାଘନା ଚଳାଇଛି…