• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Gangster Dead

Shootout At Delhi Court
କୋର୍ଟ ଭିତରେ ଗୁଳିମାଡ଼ ଘଟଣାରେ ୨ ଗିରଫ

ଦିଲ୍ଲୀର ଏକ କୋର୍ଟରୁମ୍‌ରେ ଶୁଟ୍‌ଆଉଟ୍‌(ଗୁଳିମାଡ଼) ଘଟଣାରେ ପୋଲିସ୍‌ ୨ ଜଣଙ୍କୁ ଗିରଫ କରିଛି। ଦିଲ୍ଲୀ ପୋଲିସ୍‌ର ସ୍ପେଶାଲ୍‌ ସେଲ୍‌ ଏହି ୨ ଜଣଙ୍କୁ ଗିରଫ କରିଛି। ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ୍‌ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି।