• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Ganga Expressway

Ganga Expressway
ନିର୍ମାଣ ହେବ ଗଙ୍ଗା ଏକ୍ସପ୍ରେସୱେ, ଅନ୍ତିମ ପର୍ଯ୍ୟାୟରେ ପ୍ରସ୍ତୁତି

ନିର୍ମାଣ ହେବ ଗଙ୍ଗା ଏକ୍ସପ୍ରେସୱେ । ଏଥିପାଇଁ ଜମି ଅଧିଗ୍ରହଣ ଠାରୁ ଆରମ୍ଭ କରି ନିର୍ମାଣ ନେଇ ସମସ୍ତ ପ୍ରକାରର ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । ଏହା ମେରୁତରୁ ବୁଲନ୍ଦସହର ପର୍ଯ୍ୟନ୍ତ ପ୍ରାୟ ୫୯ କିଲୋମିଟର ପର୍ଯ୍ୟନ୍ତ ହେବ । ଏନେଇ ପଞ୍ଜାବ ନେସନାଲ ବ୍ୟାଙ୍କ ଏକ ବଡ ପରିମାଣର ଆର୍ଥିକ ସହଯୋଗ କରିଥିବା ବେଳେ ଟ୍ରେନ୍‌ଟି ଦିଲ୍ଲୀ ଏନ୍‌ସିଆର୍‌ ପାଇଁ ଅତି ସ୍ୱତନ୍ତ୍ର ହେବ ବୋଲି ଜଣାଯାଇଛି ।