ଚାଇନା ସହିତ ସଂଘର୍ଷର ମାତ୍ର ୭୨ ଘଣ୍ଟାରେ ପୋଲ ନିର୍ମାଣ କାମ ଶେଷ କଲା ଭାରତ Jun 20, 2020 ଲଦାଖ: ଲଦାଖର ଗଲୱାନ ଭ୍ୟାଲିରେ ଭାରତ- ଚୀନ ଯବାନଙ୍କ ମଧ୍ୟରେ ସଂଘର୍ଷ ହେବା ପରେ ସୀମାରେ ଉତ୍ତେଜନା ଲାଗି ରହିଛି। ମଙ୍ଗବାର ସକାଳ ପର୍ଯ୍ୟନ୍ତ ସହିଦ…