• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Fraud

Fraud Call
+92 ରୁ କଲ ଆସିଲେ ସାବଧାନ, ଏହା ପାକିସ୍ତାନୀ କୋଡ୍‌ !

ସେମାନଙ୍କ ମୁଖ୍ୟ ଉଦ୍ଦେଶ୍ୟ ହେଉଛି କେବଳ ଲୋକମାନଙ୍କୁ ଠକିବା । ତେଣୁ ବିଦେଶୀ ନମ୍ବରରୁ ଆସୁଥିବା କଲ୍‌ ନଉଠାଇବାକୁ ଟେଲିକମ୍ ବିଭାଗ କହିଛି ।

Insurance Fraud
୧ କୋଟି ଇନସୁରାନ୍ସ ଟଙ୍କା ପାଇଁ ମହିଳାଙ୍କ ମୃତ୍ୟୁ ନାଟକ ! ଧରାପଡ଼ିଲା ପରେ...

ମୃତ୍ୟୁ ସାର୍ଟିଫିକେଟ ଦେଖାଇ ସେ ଜୁଲାଇ ମାସରେ ଇନ୍‌ସୁରାନ୍ସ କମ୍ପାନୀଠାରୁ ଏକ କୋଟି ଟଙ୍କା କ୍ଲେମ୍‌ କରିଥିଲେ ।

Fraud, Loot
‘୫ ଲକ୍ଷ ଦିଅ, ୨୦ ଲକ୍ଷ ନେବ’ କହି ଧରାଇ ଦେଲା ବାଲି ବାକ୍ସ !

ଥାନାରେ ଏତଲା ଦେବା ପରେ ପୋଲିସ୍ ଦୁଇ ଅଭିଯୁକ୍ତ ବୁଲୁ ପତି ଓ ପ୍ରିୟରଞ୍ଜନ ନାୟକଙ୍କୁ ଗିରଫ କରିଛି।

Cyber Loot
ମାତିଛନ୍ତି ଅଦୃଶ୍ୟ ଲୁଟେରା ! ହୁସିଆର ନହେଲେ ସର୍ବସ୍ୱ ଲୁଟି ନେଉଛନ୍ତି ହ୍ୟାକର୍ 

ଦୁଇ ଜଣଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଲେ ସାଇବର ଲୁଟେରା । ଜଣେ ଯବାନଙ୍କ ଆକାଉଣ୍ଟରୁ ୪ ଲକ୍ଷ ୭୫ ହଜାର ଟଙ୍କା ଗାଏବ ।

Loan Fraud
ନକଲି NOCରେ ଋଣ ଠକେଇ ମାମଲା, ୭୭ ଲକ୍ଷ ୫୦ ହଜାର କ୍ଷତିପୂରଣ ଦେବ ବ୍ୟାଙ୍କ

ନିଲାମୀରେ ବିକିଥିବା ଜମି ରେଜିଷ୍ଟ୍ରେସନ କରାଇପାରିଲାନି ବ୍ୟାଙ୍କ୍ । ଋଣ ଖିଲାପକାରୀଙ୍କ ପାଇଁ ବ୍ୟାଙ୍କ ହଟହଟା ।

Fraud
ପଣପଣା ସମବାୟ ସମିତି ଦୁର୍ନୀତି ! ୭ ବର୍ଷ ପରେ ବି ଜମାକାରୀଙ୍କୁ ମିଳୁନି ଟଙ୍କା

ସାଢେ ୪ କୋଟିର ହରିଲୁଟ୍, ସମିତିରେ ପଡିଲା ତାଲା । ଜମାକାରୀଙ୍କୁ ୧୫ ସୁଦ୍ଧା ପ୍ରଥମ କିସ୍ତି ମିଳିବ: ଜିଲ୍ଲାପାଳ ।

Car Scam
ଫିଟୁଛି ଡିସକାଉଣ୍ଟ ଗାଡ଼ି ରାକେଟର ଗୁମର; SI ନେଇଛନ୍ତି, କନେଷ୍ଟବଳ ଦେଇଛନ୍ତି

ଠକ ଦମ୍ପତିଙ୍କୁ ଦିନିକିଆ ରିମାଣ୍ଡରେ ନେଇ ଜେରା କରୁଛି ନୟାପଲ୍ଲୀ ପୋଲିସ । ଜେରା ବେଳେ ପୋଲିସକୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବି ମିଳିଛି । ଠକେଇ ଟଙ୍କାରେ ଅଭିଯୁକ୍ତ ଅକ୍ଷୟ ବହୁ ମୂଲ୍ୟବାନ ଜମି କିଣିଥିବା ଜଣାପଡ଼ିଛି ।

Dharmendra Pradhan Fake PA
ଧର୍ମେନ୍ଦ୍ରଙ୍କ PA କହି ଲୋକଙ୍କୁ ଚୁନ ଲଗାଉଥିଲା, ଏବେ ଧରାପଡ଼ି ଜେଲ୍‌ରେ..

ଡିଆରଡିଓ, ଭିଜିଲାନ୍ସର ନକଲି ସାର୍ଟିଫିକେଟ ସହ ଭାରତୀୟ ବାୟୁସେନାର ନକଲି ପରିଚୟ ପତ୍ର, ଲ୍ୟାପଟପ, ୨ଟି ପେନ୍ ଡ୍ରାଇଭ, ୮ଟି ମୋବାଇଲ ଫୋନ, ୧୩ଟି ସିମ୍ କାର୍ଡ, ୫ଟି ବ୍ୟାଙ୍କ ପାସବୁକ୍ ଓ ଚେକ୍ ଆଦିକୁ ଜବତ କରିଛି ପୋଲିସ ।

Doctor in Odisha’s Paradip under CBI scanner
ସେ ଡାକ୍ତର ! କିନ୍ତୁ ଟଙ୍କା ସହ ଡଲାର, ବିଦେଶୀ ମଦ, ଇମ୍ପୋଟେଡ୍ ସିଗାରେଟ୍ ପ୍ରତି ଥିଲା ଅହେତୁକ ଦୁର୍ବଳତା

ଲାଞ୍ଚ ଅଭିଯୋଗରେ ଗତକାଲି ସିବିଆଇ ଦ୍ୱାରା ଗିରଫ ହେବା ପରେ ସାମ୍ନାକୁ ଆସିଛି ଦୁର୍ନୀତିଗ୍ରସ୍ତ ଡାକ୍ତରଙ୍କ କଳା କାହାଣୀ ।

Tata Power Scam
ଟାଟା ପାୱାର ସେକସନ୍ ଅଫିସରଙ୍କ କାରନାମା, ଡ୍ୟୁପ୍ଲିକେଟ୍ ରସିଦ୍ ଦେଇ ଗ୍ରାହକଙ୍କଠୁ ଲୁଟ୍ !

ଠକ ଅଫିସରଙ୍କୁ ବାନ୍ଧି ଜେଲ୍ ପଠାଇଲା ପୋଲିସ୍ । ଟେନସନରେ ଠକେଇର ଶିକାର ହୋଇଥିବା ଗ୍ରାହକ ।

Fraud
ଟଙ୍କା ପାଇଁ ଏ ମଣିଷ କିଛି ବି କରିପାରେ ! ଶେଷରେ ବାପାର ସ୍ତ୍ରୀ ହେବାକୁ ବି ପଛାଇଲାନି ଝିଅ...

ଆଲିଗଞ୍ଜରେ ଥିବା ସବ-ଡିଭିଜନାଲ ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟ କରିଥିବା ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ମୋହସିନା ପେନ୍‌ସନ୍‌ ଆବେଦନପତ୍ରରେ ଚତୁରତାର ସହ ତାଙ୍କ ମା’ଙ୍କ ନାମ ଏବଂ ନିଜର ଫଟୋଗ୍ରାଫ୍‌ ବ୍ୟବହାର କରି ଟଙ୍କା ହଡ଼ପ୍ କରିଛନ୍ତି।

Question paper leak
ଜେଇ ସିଭିଲ ପ୍ରଶ୍ନପତ୍ର ଲିକ ମାମଲାରେ OSSCକୁ ଖସାଇବାକୁ ଉଦ୍ୟମ କରୁଛି କି ପୋଲିସ ?

ବିନା ତଦନ୍ତରେ ଓଏସ୍ଏସସିର ସଂପୃକ୍ତିକୁ ମନା କରିଦେବା ପୂରା ଘଟଣାରେ ପୋଲିସର ବଡ଼ ଅଭିସନ୍ଧିକୁ ଇଙ୍ଗିତ କରୁଥିବାର ଅଭିଯୋଗ ଉଠିଛି।

Police detain 5 sadhus suspecting as fraud in Bhubaneswar
ରାଜଧାନୀବାସୀଙ୍କୁ ଘାରିଛି ଭଣ୍ଡବାବା ଡର, ସାଧୁବେଶଧାରୀ ଲୋକଙ୍କୁ ଅଯଥାରେ ଘରକୁ ନ ଡାକିବାକୁ ପରାମର୍ଶ

ଗତକାଲି ରାଜଧାନୀ ଭୁବନେଶ୍ୱର ରଘୁନାଥପୁର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘରେ ନାଗା ବେଶଧାରୀ କିଛି ଭଣ୍ଡବାବା ଭଜନ କୀର୍ତ୍ତନ ଆଳ ଦେଖାଇ କଳାକନା ବୁଲାଇ ଚମ୍ପଟ ମାରିଥିଲେ। ଆଉ କାଲିର ଖବର ଗଣମାଧ୍ୟମରେ ଜଣାପଡ଼ିବା ପରେ ଆଜି ଏମାନଙ୍କୁ ସନ୍ଦେହ କରି ଲୋକେ ନିଜଆଡୁ ପୋଲିସକୁ ଖବର ଦେଇଦେଇଛନ୍ତି।

Police arrests youth for duping people
ଠକେଇ ଟଙ୍କାରେ ଅଏସ୍ ! ଅଭିଯୁକ୍ତ ଚଢୁଥିଲା ନାମିଦାମୀ ଗାଡି

ସରକାରୀ ଚାକିରି କରାଇ ଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକେଇ। ଆଉ ସେହି ଟଙ୍କାରେ ଅୟସ କରୁଥିଲା ଅଭିଯୁକ୍ତ ।

INDIA
ବିଦେଶୀ ଠକଙ୍କ ମାୟାଜାଲରେ ଭାରତ; ୧୧ଜଣଙ୍କ ନାଁରେ ଲୁକ୍ ଆଉଟ ସର୍କୁଲାର ଜାରି

ଚାଇନା, ଦୁବାଇ, ହଂକଂ ଓ ମାଲେସିଆରେ ବସି ଏମାନେ, ଭାରତର ବିଭିନ୍ନ ରାଜ୍ୟରେ ଖେଳାଇଥିଲେ ନେଟୱର୍କ l ଲୋକଙ୍କୁ ମିଛ ପ୍ରତିଶ୍ରୁତି ଦେଇ ଟଙ୍କା ଲୁଟ କରିଚାଲିଛନ୍ତି, ହେଲେ କ୍ରାଇମବ୍ରାଞ୍ଚ ହାତ ପାହାନ୍ତାରୁ ବହୁ ଦୂରରେ ବିଦେଶୀ ଠକ ।

Loan
୧୦ କୋଟି ଋଣ ଦେବେ କହି ସ୍କୁଲରୁ ଠକି ନେଲେ ୩୦ ଲକ୍ଷ !

ମଲ୍ଲିକାର୍ଜୁନ୍‌ ଏବଂ କାର୍ତ୍ତିକ ମାତ୍ର ୪୫ ଦିନ ଭିତରେ ସ୍କୁଲ ପାଇଁ ୧୦ କୋଟି ଟଙ୍କା ଲୋନ୍‌ କରାଇଦେବେ ବୋଲି ସ୍କୁଲ ମ୍ୟାନେଜ୍‌ମେଣ୍ଟକୁ ପ୍ରତିଶ୍ରୁତି ଦେଲେ ।

Car Theft
ଗ୍ୟାଙ୍ଗ୍‌ ଲିଡରର କେମୋଥେରାପି ପାଇଁ ଚୋରି କରିଥିଲେ ୫୦ ଗାଡ଼ି, ଧରିଲା ପୋଲିସ...

ଗ୍ୟାଙ୍ଗ୍‌ ଲିଡର ରକ୍ତ କର୍କଟ ରୋଗରେ ପୀଡ଼ିତ ହୋଇ ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଛି ।

SI Exam
SI ପରୀକ୍ଷାରେ ଅନିୟମିତତା ! DG ଅଫିସ ନିକଟରେ ଆଶାୟୀଙ୍କ ବିକ୍ଷୋଭ

ପୋଲିସ ଡିଜିଙ୍କୁ ଭେଟି ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ଦାବି ।

Fake Medicine
ଓଡିଶାରେ କେମିତି ପଶୁଛି ନକଲି ମେଡିସିନ୍ ? ସତ ସାମ୍ନାକୁ ଆଣିଲେ ଡ୍ରଗ୍ସ କଣ୍ଟ୍ରୋଲର

ମୁନାଫାଖୋର ବ୍ୟବସାୟୀଙ୍କ ପାଇଁ ବଢୁଛି ନକଲି ମେଡିସିନ କାରବାର । ଟେଲ୍ମା-୪୦ ପରେ କ୍ଲାଭାମ୍-୬୨୫ର ନକଲି ମେଡିସିନ୍‌କୁ ନେଇ ଚିନ୍ତା ।

Fraud Delivery Boy
ସ୍ମାର୍ଟ ଡେଲିଭରୀ ବୟ ! ଫ୍ଲିପ୍‌କାର୍ଟରୁ ମୋବାଇଲ ମଗାଉଥିଲା, ପୁଣି ଖାଲି ଡବା ଫେରାଉଥିଲା

ଅନଲାଇନରେ ଠକେଇ କରି ବନ୍ଧା ହେଲେ ଡେଲିଭରି ବୟ । ୩ଟି ଦାମୀ ମୋବାଇଲ ଓ ୩ ଟି ବ୍ଲୁ-ଟୁଥ୍ ଜବତ ।

Archana Nag
ନାଗ ଚାଲ୍‌: ମିଡ଼ିଆ ଆଗରେ ଫଁ, ଇଡ଼ି ପାଖରେ ସନିପାତ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ତଦନ୍ତରେ ଆଦୌ ସହଯୋଗ କରୁନି ଅର୍ଚ୍ଚନା । ଫଳରେ ଆର୍ଥିକ ଦିଗରେ ଖୋଳତାଡ଼ କରିବା ପାଇଁ ଅଡୁଆ ପରିସ୍ଥିତି ଉପୁଜିଛି ।

Fraud
ପୋଲିସ ଚାକିରି କରାଇଦେବେ କହି ଦେଢ଼ କୋଟି ଟଙ୍କା ଠକି ନେଲେ

ଦ୍ୱିତୀୟ ତାଲିକା ବାହାରିବ କହି ଆଶାୟୀଙ୍କ ଠାରୁ ଟଙ୍କା ହଡ଼ପ ଅଭିଯୋଗ ହୋଇଛି । ପୂର୍ବରୁ ଏହି ଘଟଣାରେ ୨ ଜଣଙ୍କୁ କ୍ରାଇମବ୍ରାଂଚ ଗିରଫ କରିଥିବା ଜଣାପଡିଛି ।

Dharmendra Pradhan
ନାଗଫାଶ ପ୍ରସଙ୍ଗ: ଧର୍ମେନ୍ଦ୍ରଙ୍କ ଇଶାରା ପରେ ହଇଚଇ, ବଢ଼ିଲା ବିଜେଡି ନେତା-ମନ୍ତ୍ରୀଙ୍କ ହାର୍ଟବିଟ୍

ବିଜେପି କହିଲା ଖୋଲିବ ଶାସକ ଦଳର ମୁଖା । ସତ୍ୟାସତ୍ୟ ପଦାକୁ ଆସିବା ଦରକାର କହିଲା କଂଗ୍ରେସ ।

Archana Nag
ଅର୍ଚ୍ଚନା ନାଗ କଳା ସାମ୍ରାଜ୍ୟର ପେଡ଼ି ଖୋଲିବ ଇଡି, ଧରାପଡ଼ିବ କିଏ ଦେଇଥିଲା କେତେ ଟଙ୍କା ?

ଅଭିଯୁକ୍ତଙ୍କ ବ୍ୟାଙ୍କ ଷ୍ଟେଟମେଣ୍ଟର ଖୋଳତାଡ଼ ବି କରାଯାଉଛି । ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଇଡି ।

Archana Nag
ଅର୍ଚ୍ଚନା ମାମଲାରେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କଲା କଂଗ୍ରେସ

ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ଗିରଫ ଘଟଣା । ବିଜେଡି ସରକାରକୁ ଟାର୍ଗେଟ କଲେ ପିସିସି ସଭାପତି ।