Tag: France

Pegasus
ଫ୍ରାନ୍ସ ଆରମ୍ଭ କଲା ପେଗାସସ୍ ମାମଲାର ତଦନ୍ତ : ଜାଣନ୍ତୁ ଭାରତର ମତ

ବହୁ ପରିମାଣରେ ହ୍ୟାକିଂ ଏବଂ ଗୁପ୍ତଚର ଅଭିଯୋଗ ହେବା ପରେ ପେଗାସସ୍ ସ୍ପାଏୱେୟାର ପୁଣି ଥରେ ବିବାଦରେ ପଡିଛି। ଏହି ସମୟରେ ପେଗାସସ୍ ସ୍ପାଏୱେର୍ ହ୍ୟାକିଂ ମାମଲାର ତଦନ୍ତ ପାଇଁ ଫ୍ରାନ୍ସ ଏକ କମିଟି ଗଠନ କରିଛି।

america attack on syria
ସିରିୟାରେ ଆମେରିକାର ଆକ୍ରମଣ

ୱାଶିଂଟନ୍‌: ସିରିୟା ଉପରେ ଆମେରିକାର ଯୁଦ୍ଧ ଘୋଷଣା।  ସିରିୟା ରାଜଧାନୀ ଡାମାସ୍‌କସ୍‌ରେ ଆକାଶରୁ ମିସାଇଲ ମାଡ଼ କରିଛି ଆମେରିକାର ଯୁଦ୍ଧ ବିମାନ। ଡାମାସ୍‌କସ୍‌ରେ ଭୟଙ୍କର ବିସ୍ଫୋରଣ ହୋଇଥିବା ଶୁଣିବାକୁ ମିଳିଛି। ଦେଶକୁ ସମ୍ବୋଧିତ କରି ସିରିୟା ଉପରେ ଯୁଦ୍ଧ ଘୋଷଣା ନେଇ ସୂଚନା ଦେଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।  ନିକଟରେ ସିରିୟାରେ ହୋଇଥିବା ରାସାୟନିକ ଆକ୍ରମଣର କଡା ଜବାବ ଦେବାକୁ ଏହି ସୈନ୍ୟ ଅଭିଯାନ ଆରମ୍ଭ କରିଛି ଆମେରିକା। ସିରିୟା ଉପରେ ଆମେରିକାର ଏହି  ଆକ୍ରମଣରେ ବ୍ରିଟେନ […]