ଦେଶର ପ୍ରମୁଖ ଶିକ୍ଷାନୁଷ୍ଠାନଏହି ତାଲିକାରେ ସ୍ଥାନ ପାଇଛନ୍ତି। ଏହି ଶିକ୍ଷାନୁଷ୍ଠାନ ଗୁଡିକ ପୂର୍ବଭଳି ୟୁଜିସି ନିୟନ୍ତ୍ରଣରେ ରହିବେ। ତେବେ UGC ଦ୍ୱାରା ଅଟୋନମି ମାନ୍ୟତା ମିଳିବା ପରେ ଏହି ସମସ୍ତ ଶିକ୍ଷାନୁଷ୍ଠାନକୁ ମିଳିଛି ସ୍ୱତନ୍ତ୍ର କ୍ଷମତା, ଯେପରିକି ବିଶ୍ୱବିଦ୍ୟାଳୟରେ ନୂତନ ପାଠ୍ୟକ୍ରମ ଆରମ୍ଭ କରିବା, ଅଫ୍ କ୍ୟାମ୍ପସ ସେଣ୍ଟର, ଦକ୍ଷତା ବୃଦ୍ଧି ସମ୍ବନ୍ଧୀୟ ପାଠ୍ୟକ୍ରମ, ଗବେଷଣା କେନ୍ଦ୍ର ଖୋଲିବାକୁ ଅଧିକାର ଭଳି ଅନେକ କିଛି କ୍ଷମତା ମିଳିଛି।
]]>