ପୂର୍ବତନ ଓଡ଼ିଶା ଡିଜିପି ଏସ୍ଏନ୍ ତିୱାରୀଙ୍କ ପରଲୋକ Aug 5, 2020 ଭୁବନେଶ୍ୱର: ପୂର୍ବତନ ଓଡ଼ିଶା ଡିଜିପି ଏସ୍.ଏନ୍. ତିୱାରୀଙ୍କ ପରଲୋକ ହୋଇଛି। ସେ କ୍ୟାନ୍ସରରେ ପୀଡ଼ିତ ଥିଲେ। ଏସ୍.ଏନ୍. ତିୱାରୀଙ୍କ ପରଲୋକକୁ ନେଇ…