ଅରୂପ ପୂର୍ବରୁ ମୁମ୍ବାଇ ପୋଲିସ କମିଶନର ଭାବେ କାମ କରିଥିଲେ। ବିଜେଡିରେ ଯୋଗଦାନକୁ ନେଇ ଅରୂପ କହିଛନ୍ତି, ରାଜନୈତିକ କ୍ଷେତ୍ରରେ ତାଙ୍କୁ ଏକ ବଡ ସୁଯୋଗ ମିଳିଛି। ଏହା ତାଙ୍କ ପାଇଁ ନୂଆ ଅଧ୍ୟାୟ, ନୂଆ ଜୀବନ ବୋଲି ଅରୂପ କହିଛନ୍ତି।