• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Fog

Fog
କୁହୁଡ଼ିରେ ଆକ୍ତାମାକ୍ତା ରାଜଧାନୀ; ମୁହଁକୁ ମୁହଁ ଦିଶୁନି

ଗତକାଲିର ଲଗାଣ ବର୍ଷା ପରେ ପୁଣି ଉପରମୁହାଁ ପାରଦ। ଆଜିଠୁ ବଢ଼ିବ ତାତି । ଆଜିଠୁ ୨୪ ତାରିଖ ଭିତରେ ରାଜ୍ୟରେ ଦିନ ତାପମାତ୍ରା ୮ରୁ ୧୦ ଡିଗ୍ରୀ ଯାଏଁ ବଢ଼ିବ ।

Temperature Rise In Odisha
ରାଜ୍ୟରେ ଶୀତ ଉଭାନ; ବଢ଼ୁଛି ଦିନ ଓ ରାତି ତାପମାତ୍ରା

ବଙ୍ଗୋପସାଗରରେ ସୃଷ୍ଟି ଗୁରୁଚାପ ବଳୟ ପ୍ରଭାବରେ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି।

Accident
କୁହୁଡ଼ି ସାଜିଲା କାଳ..ଟ୍ରକ ତଳେ ଚାପି ହୋଇ ପାଞ୍ଚ ମୃତ

କୁହୁଡି ନେଉଛି ଜୀବନ। ପ୍ରତିଦିନ ସଡ଼କ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି। ମହାରାଷ୍ଟ୍ରରେ ମଧ୍ୟ ଘନ କୁହୁଡ଼ି ପାଇଁ ଦୁର୍ଘଟଣା ବଢ଼ି ଚାଲିଛି। ନାଗପୁରରେ ୩ଟି ସ୍ଥାନରେ ଦୁର୍ଘଟଣା ଯୋଗୁଁ ଦମ୍ପତିଙ୍କ ସମେତ ୫ଜଣଙ୍କ ମୃତ୍ୟୁ ଘଟିଛି।

Weather
ହେବ ପ୍ରବଳ କୁହୁଡ଼ି.. ପାଣିପାଗ ବିଭାଗ ଦେଲା ୱାର୍ଣ୍ଣିଂ

ଘଣ୍ଟାରେ ଆସି ବାଜିଲାଣି ୧୧ । ତଥାପି ଏଯାଏଁ କମିନି କୁହୁଡ଼ି । ରାଜଧାନୀ ଆକାଶକୁ ଘୋଡ଼ାଇ ରଖିଛି ଘନ କୁହୁଡ଼ିର ଆସ୍ତରଣ ।

Fog
ଘୋଡ଼େଇ ରଖିଛି ଘନ କୁହୁଡ଼ି; ଗାଡ଼ି ଚଳାଚଳ ବାଧାପ୍ରାପ୍ତ..

ଗତକାଲି ରାଜଧାନୀ ଭୁବନେଶ୍ୱର ସମେତ କଟକ, କେନ୍ଦ୍ରାପଡା, ରାଉରକେଲା, ଅନୁଗୁଳ ଓ ଫୁଲବାଣୀରେ ଘନ କୁହୁଡି ଦେଖିବାକୁ ମିଳିଥିଲା ।

Winter Mornings
ଏତେ କୁହୁଡ଼ି ଯେ, ମହାପ୍ରଭୁଙ୍କ ପତିତପାବନ ବାନା ବି ଦିଶୁନି..

ତେବେ ଆଗାମୀ ୩ ଦିନ ଯାଏଁ ପାଗରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ ।

Accident
ଦେଖାଗଲାନି ରାସ୍ତା ! ପିଟି ହୋଇଗଲେ ବସ୍-ଟ୍ରକ୍, ଲିଭିଗଲା ୩ ଜୀବନ ଦୀପ

ଅବେଳରେ ଆଖି ବୁଜିଲେ ୩ ଜଣ, ମୃତ୍ୟୁସହ ଲଢୁଛନ୍ତି ଆଉ ୩ ।

Cold Wave
ପ୍ରବଳ ଶୀତ ! କୋରାପୁଟ-ସୁନ୍ଦରଗଡ଼ରେ ଘରୁ ବାହାରିବାକୁ ଡର ଲାଗୁଛି..

ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ବଢିଥିଲେ ବି ଜାରି ରହିଛି ଶୀତ ଲହରୀ ।

Cold wave
ଥରାଉଛି ଜାଡ଼; ଉପକୂଳ ଓ ଦକ୍ଷିଣ ଓଡ଼ିଶାକୁ କୁହୁଡ଼ି ସତର୍କତା

କନ୍ଧମାଳ, କୋରାପୁଟ, ସୁନ୍ଦରଗଡ଼, ମୟୂରଭଞ୍ଜ ସମେତ ଆଭ୍ୟନ୍ତରୀଣ ଜିଲ୍ଲାରେ ଶୀତ ଅଧିକ ଅନୂଭବ ହେଉଛି ।

Helpless People
କଲବଲ କରୁଛି କାଲୁଆ ଜାଡ଼

ଲୋକେ ଖଟ ଉପରେ ରେଜେଇ ତଳେ ଶୀତର ଉଷୁମ ନେଉଥିବା ବେଳେ ବସଷ୍ଟାଣ୍ଡର କାଲୁଆ ଚଟାଣ ଉପରେ ଶୀତର ଚରମ ପ୍ରକୋପକୁ, ଭୋଗୁଛନ୍ତି ଏଇ ଫୁତ୍ ଫାତର ମଣିଷ....

Weather Update
ଶୀତରୁ ମିଳିବ ଆଶ୍ୱସ୍ତି, କିନ୍ତୁ କୁହୁଡ଼ି ମେଲାଇବ କାୟା

ଆଜିଠୁ କମିବ ଶୀତ, ବଢିବ କୁହୁଡ଼ି । ରାଜ୍ୟ ବାସୀଙ୍କୁ ଜାଡ଼ରୁ ମିଳିବ ସାମାନ୍ୟ ଆଶ୍ବସ୍ତି । ଏହି ସୂଚନା ଦେଇଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ଗତ ସପ୍ତାହେ ଧରି ଲାଗି ରହିଥିବା ଅସହ୍ୟ ଶୀତର ପ୍ରକୋପ ଆଜିଠୁ କିଛିଟା କମିବ । କାଲିଠୁ ପ୍ରବଳ କୁହୁଡ଼ି ଦେଖାଯିବା ନେଇ ଚେତାଇ ଦେଇଛି ପାଣିପାଗ କେନ୍ଦ୍ର ।

Winter
କମୁଛି ପାରଦ ବଢୁଛି ଶୀତ, ସକାଳୁ ସକାଳୁ ଜୋର୍ ଜାଡ଼

ଆସନ୍ତା ୨ରୁ ୩ ଦିନ ମଧ୍ୟରେ ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତଲ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Thick blanket of fog envelopes twin cities
ଭୁବନେଶ୍ୱରରେ ଘନ କୁହୁଡ଼ିର ଆସ୍ତରଣ, ଆଖିକୁ ଦିଶୁନି ରାସ୍ତା

ପରବର୍ତ୍ତୀ ୪ ଦିନ ଭିତରେ ପାରଦ ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ଖସିବ। 

IMD Issues Yellow Warning For Dense Fog In Odisha Districts
୧୦ଟି ଜିଲ୍ଲାରେ ବର୍ଷା ସମ୍ଭାବନା

ରାଜ୍ୟରେ ପାଣିପାଗରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଶୀତ କମିଥିବା ବେଳେ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଛି। ଆଜି କୁହୁଡ଼ି ନେଇ ୭ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି। ସକାଳ ୮ଟା ୩୦ ଯାଏ ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗିର, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।

Thick Blanket Of Fog Engulfs Karanjia
ଜାଡରେ କମ୍ପିଯାଉଛି ହାତଗୋଡ

ମୟୂରଭଂଜ ଜିଲ୍ଲା କରଞ୍ଜିଆରେ ପାରଦ କେତେ ରହିଛି, କିଭଳି ଜାଡ଼ ପଡୁଛି, ସେ ନେଇ ଦେଖନ୍ତୁ ଏ ଭିଡିଓ..

Dense Fog Engulfs Parts Of Odisha
କୁହୁଡିମୟ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡି ! ମନ ମୋହୁଛି ମନୋରମ ପରିବେଶ…

ମନୋରମ ପରିବେଶରେ ସଜେଇ ହେଉଛି ଦାରିଙ୍ଗବାଡ଼ି। ସକାଳୁ ସକାଳୁ କୁହୁଡ଼ି ବଳୟରେ ଢାଙ୍କି ହୋଇ ଯାଉଛି। ଯାହାର ମଜା ଉଠାଉଛନ୍ତି ସ୍ଥାନୀୟ ଲୋକେ...

Fog Engulfs Several Parts Of Koraput’s Lamtaput
ଶୀତ ନ ଆସୁଣୁ, କୋରାପୁଟର ଲମତାପୁଟରେ ବର୍ଷର ପ୍ରଥମ କୁହୁଡି

ଲମତାପୁଟରେ ବର୍ଷର ପ୍ରଥମ ଘନ କୁହୁଡି ଦେଖିବାକୁ ମିଳୁଛି l ଦୁଇ ଦିନ ହେବ କୁହୁଡି ଦେଖାଯାଉଥିଲେ ମଧ୍ୟ ଥଣ୍ଡା ଅନୁଭବ ହେଉନାହିଁ l ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ବେଶ ଉତ୍ସାହିତ..