• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Flood Control

River Baitarani
ଭୟ ବଢ଼ାଇଲା ବୈତରଣୀର ଜଳସ୍ତର: କେନ୍ଦୁଝର, ଢେଙ୍କାନାଳ, ଯାଜପୁର ଓ ଭଦ୍ରକକୁ ଭୟ

କେନ୍ଦୁଝରରୁ ଢେଙ୍କାନାଳ, ଯାଜପୁରରୁ ଭଦ୍ରକ। ୪ ଜିଲ୍ଲାକୁ ଭୟ ବଢ଼ାଇଛି ବୈତରଣୀ ନଦୀର ଜଳସ୍ତର। ଏବର୍ଷର ପ୍ରଥମ ବନ୍ୟାଜଳ ବୈତରଣୀ ଓ ବ୍ରାହ୍ମଣୀ ସମେତ ଏହାର ଶାଖାନଦୀ ସବୁ ବିଭିନ୍ନ ସ୍ଥାନରେ ବିପଦ ସଙ୍କେତ ଟପିଥିବାବେଳେ ଗାଁ ଭୂଇଁ, ମଠ ମନ୍ଦିର, ଶିକ୍ଷାନୁଷ୍ଠାନ ଏବେ ଉବୁଟୁବୁ ଅବସ୍ଥାରେ। ଆଜି ବୈତରଣୀ ଜଳସ୍ତର ଖସିଥିଲେ ବି ରାଇଜିଂ ଟ୍ରେଣ୍ଡରେ ଥିବା ବ୍ରାହ୍ମଣୀ କିନ୍ତୁ ବିପଦ ବଢ଼ାଇଛି। ସମ୍ଭାବ୍ୟ ସ୍ଥିତିକୁ ଦେଖି ରେସ୍କ୍ୟୁ ଟିମକୁ ସଜାଗ ରଖାଯାଇଛି।

Mahanadi River
ରାଜ୍ୟକୁ ପୁଣି ବନ୍ୟା ବିପତ୍ତି ! ବୁଡିଲା ନୟାଗଡ଼-ବୌଦ୍ଧ-ସୋନପୁର-କଟକ

ଉଛୁଳୁଛି ମହାନଦୀ। ସୁ ସୁ ହୋଇ ମାଡ଼ି ଚାଲିଛି ବଢ଼ିପାଣି । କେଉଁଠି କରାଳ ରୂପ ନେଇ ନଈରେ ଚାଲିଛି, ତ କେଉଁଠି ଘାଇ ଭାଙ୍ଗି, ବନ୍ଧ ଡେଇଁ ଗାଁ ଗାଁରେ ପଶିଲାଣି। ଯୋଗାଯୋଗ ବିଚ୍ଛିନ୍ନ ହେଲାଣି। ଭୟ ମାଡ଼ି ବସିଲାଣି। ପ୍ରବଳ ବର୍ଷା ପରେ ମହାନଦୀ ଫୁଲିବା ପରଠୁ ସୋନପୁର, ବୌଦ୍ଧ, ନୟାଗଡ଼ ଓ କଟକରେ ତାଉ ଦେଖେଇବା ଆରମ୍ଭ କରିଦେଇଛି ବନ୍ୟା ।

Rise of water level in Baitarani River raises concern
ଭୟ ବଢ଼ାଇଲା ବୈତରଣୀର ଜଳସ୍ତର: କେନ୍ଦୁଝର, ଢେଙ୍କାନାଳ, ଯାଜପୁର ଓ ଭଦ୍ରକକୁ ଭୟ

ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି କୋରାଇ ବ୍ଲକ ସାଳବା ଗାଁ। କେବଳ କୋରାଇ ବ୍ଲକ ନୁହେଁ, ଜିଲ୍ଲାର ଯାଜପୁର ବ୍ଲକ ସମେତ ଦଶରଥପୁର, ବିଞ୍ଝାରପୁର ବ୍ଲକ ସାଂଘାତିକ ପ୍ରଭାବିତ ହେଲାଣି ବୈତରଣୀ ନଦୀରେ ଆସିଥିବା ବର୍ଷର ପ୍ରଥମ ବନ୍ୟା ଜଳରେ। 

Mahanadi River
ରାଜ୍ୟକୁ ପୁଣି ବନ୍ୟା ବିପତ୍ତି ! ବୁଡିଲା ନୟାଗଡ଼-ବୌଦ୍ଧ-ସୋନପୁର-କଟକ

ମୁଣ୍ଡୁଳିରୁ ସାଢ଼େ ୯ ଲକ୍ଷ କ୍ୟୁସେକ୍ ପାଣି ପ୍ରବାହିତ । ପୁରୀ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରକୁ ନେଇ ଚିନ୍ତା ।

Rain-battered north India
ମନାଲିକୁ ଖିନଭିନ୍ କରିଦେଲା ପ୍ରକୃତିର କରାଳ ରୂପ: ଫସିଛନ୍ତି ହଜାର ହଜାର ପର୍ଯ୍ୟଟକ

ଖାଲି ଏହି ଗୋଟିଏ ଜାଗା ନୁହେଁ, ହିମାଚଳ ପ୍ରଦେଶରେ ଅନେକ ସ୍ଥାନରେ ଏଭଳି ସ୍ଥିତି। ଜାଗା ଜାଗାରେ ଭୂସ୍ଖଳନ ସହ ନଦୀ ନାଳ ଉପରେ ଥିବା ପୋଲ ଏବଂ ରାସ୍ତା ଧୋଇଯିବା ଯୋଗୁଁ ଫସିଛନ୍ତି ହଜାର ହଜାର ପର୍ଯ୍ୟଟକ। ନା ଆଗକୁ ଯାଇ ହେଉଛି, ନା ପଛକୁ ଫେରି ପାରୁଛନ୍ତି। 

7 Dead, Several Missing As Heavy Rains Lash Kerala
କେରଳ ବର୍ଷା ନେଲା ୭ ଜୀବନ

କେରଳରେ ବର୍ଷା ଯୋଗୁ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ନିଖୋଜ ଅଛନ୍ତି।