ସକାଳ ପ୍ରାୟ ସାଢ଼େ ୭ଟା ବେଳେ ଫାଟ ସମ୍ପର୍କରେ ଜଣାପଡିବା ପରେ ଟ୍ରେନ୍ଟି କେଶପୁର ଗାଁ ନିକଟରେ ଅଟକି ରହିଥିଲା। ରେଳ ଧାରଣାରେ ଫାଟ ଯୋଗୁଁ ହାଓ୍ୱଡା-ଭୁବନେଶ୍ୱର ରୁଟ୍ରେ ଅପ୍ ଲାଇନରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି।
ରେଳ କର୍ମଚାରୀମାନେ ପହଞ୍ଚି ଫାଟ ମରାମତି କରିଛନ୍ତି।